ଆମେ ଆପଣଙ୍କୁ ଆମର ଲିଙ୍କ ବ୍ୟବହାର ପାଇଁ ଉତ୍ସାହିତ କରିବା ସହ ସ୍ଵାଗତ କରୁଛୁ । ୱେବସାଇଟ www.vikaspedia.in / www.vikaspedia.gov.in, ଏହି ବହୁଭାଷୀ ପୋଟାଲ ଶୋଷିତ ଗୋଷ୍ଠୀକୁ ସଶକ୍ତି କରିବା ପାଇଁ ଉଦ୍ଧିଷ୍ଟ । ଏହି ପୋର୍ଟାଲରେ ଅନେକ ଭାଷାରେ ୬ ଟି ବିଭାଗରେ ଜୀବିକା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଏ । ଏଗୁଡିକ ହେଲା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କଲ୍ୟାଣ , ଶକ୍ତି ଏବଂ ଇ-ଗଭର୍ନାନ୍ସ ।
'www.vikaspedia.in / www.vikaspedia.gov.in' ୱେବସାଇଟ ବ୍ୟବହାର ପାଇଁ କୌଣସି ଅନୁମତି ନେବାକୁ ହୁଏ ନାହିଁ । ଆମେ ଆପଣଙ୍କୁ ସ୍ଵାଗତ କରିବାକୁ ଚାହୁଁଛୁ ଯଦି (contact us କୁ ବ୍ୟବହାର) ଏହି ପୋର୍ଟାଲ ସମ୍ବନ୍ଧରେ କିଛି ପରିବର୍ତ୍ତନ କରିବାକୁ ଚାହିଁଲେ ଲିଙ୍କ ବ୍ୟବହାର କରି ପାରିବେ ।
ଆମର ଗ୍ରାଫିକ ବ୍ୟାନର ବନେଇବାକୁ ଆପଣଙ୍କୁ ଉତ୍ସାହିତ କରୁଛୁ । ଏହାର ହାଇପର ଲିଙ୍କ URLS ହେଲା
ତଳେ ଦିଆଯାଇଥିବା ବ୍ୟାନର କୁ ୱେବସାଇଟ ବ୍ୟବହାର କରି ଡାଉନଲୋଡ କରିପାରିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତଳେ ଦିଆଯାଇଥିବା ବ୍ୟାନର କେବଳ ବିକାଶପିଡିଆ ପୋର୍ଟାଲ ନିମନ୍ତେ ନୁହେଁ କି ଅନ୍ୟ କୌଣସି ଭାରତ ସରକାର ସମ୍ବନ୍ଧୀୟ ।
Banner and it's Specifications | |
---|---|
50X50 px; Color PNG |
|
100X100 px; Color PNG |
|
150X150 px; Color PNG |
|
200X200 px; Color PNG |
|
250X250 px; Color PNG |
ଆପଣ ସିଧାସଳଖ କୌଣସି ସୂଚନା ଏହି ପୋର୍ଟାଲରେ ଦାଖଲ କରିପାରିବେ ନାହିଁ କିମ୍ବା ଏହା ମଧ୍ୟରୁ କୌଣସି ସୂଚନା ଅନ୍ୟ ୱେବସାଇଟ କୁ ନେଇ ପାରିବେ ନାହିଁ । ଆପଣ ଏହା ମଧ୍ୟରେ କୌଣସି ପରିବର୍ତ୍ତନ କିମ୍ବା ନୂତନ ସୂଚନା ଦେବାକୁ ଚାହିଁଲେ ଆମକୁ ସମ୍ପର୍କ କରିବେ । ଏହା ସହିତ ଆମର କୌଣସି ତଥ୍ୟ ଆପଣଙ୍କ ସାଇଟରେ ରହିବା ପାଇଁ ଆମେ ଅନୁମତି ଦେଇ ପାରିବୁ ନାହିଁ । ଏକ ନୂଆ ବ୍ରାଉଜର ୱିଣ୍ଡୋ ରେ ତଥ୍ୟ ଦିଆଯାଇ ପାରିବ ।
ଅନେକ ଜାଗାରେ ଅନ୍ୟ ୱେବସାଇଟ /ପୋର୍ଟାଲର ଲିଙ୍କ ବିକାଶ ପିଡିଆ ମଧ୍ୟରେ ରହିଛି । ଏହା କେବଳ ଆପଣଙ୍କ ସୁବିଧା ନିମନ୍ତେ । ଏହି ୱେବସାଇଟ /ପୋର୍ଟାଲ ରେ ଦିଆଯାଇ ଥିବା ତଥ୍ୟ ନିମନ୍ତେ C-DAC ଦାୟୀ ନୁହେଁ । ଆମେ ସେହି ୱେବସାଇଟ ଗୁଡିକ ଉପରେ କୌଣସି ନିଶ୍ଚିତତା ଦେଇ ପାରିବୁ ନାହିଁ ।
Last Modified : 6/28/2016