অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମକୁ ଲିଙ୍କ

ଆମେ ଆପଣଙ୍କୁ ଆମର ଲିଙ୍କ ବ୍ୟବହାର ପାଇଁ ଉତ୍ସାହିତ କରିବା ସହ ସ୍ଵାଗତ କରୁଛୁ । ୱେବସାଇଟ www.vikaspedia.in / www.vikaspedia.gov.in, ଏହି ବହୁଭାଷୀ ପୋଟାଲ ଶୋଷିତ ଗୋଷ୍ଠୀକୁ ସଶକ୍ତି କରିବା ପାଇଁ ଉଦ୍ଧିଷ୍ଟ । ଏହି ପୋର୍ଟାଲରେ ଅନେକ ଭାଷାରେ ୬ ଟି ବିଭାଗରେ ଜୀବିକା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଏ । ଏଗୁଡିକ ହେଲା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କଲ୍ୟାଣ , ଶକ୍ତି ଏବଂ ଇ-ଗଭର୍ନାନ୍ସ ।

'www.vikaspedia.in / www.vikaspedia.gov.in' ୱେବସାଇଟ ବ୍ୟବହାର ପାଇଁ କୌଣସି ଅନୁମତି ନେବାକୁ ହୁଏ ନାହିଁ । ଆମେ ଆପଣଙ୍କୁ ସ୍ଵାଗତ କରିବାକୁ ଚାହୁଁଛୁ ଯଦି (contact us କୁ ବ୍ୟବହାର) ଏହି ପୋର୍ଟାଲ ସମ୍ବନ୍ଧରେ କିଛି ପରିବର୍ତ୍ତନ କରିବାକୁ ଚାହିଁଲେ ଲିଙ୍କ ବ୍ୟବହାର କରି ପାରିବେ ।

ଆମର ଗ୍ରାଫିକ ବ୍ୟାନର ବନେଇବାକୁ ଆପଣଙ୍କୁ ଉତ୍ସାହିତ କରୁଛୁ । ଏହାର ହାଇପର ଲିଙ୍କ URLS ହେଲା

  • www.vikaspedia.in
  • www.vikaspedia.gov.in

ବ୍ୟାନରସ ଡାଉନଲୋଡ ପାଇଁ

ତଳେ ଦିଆଯାଇଥିବା ବ୍ୟାନର କୁ ୱେବସାଇଟ ବ୍ୟବହାର କରି ଡାଉନଲୋଡ କରିପାରିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତଳେ ଦିଆଯାଇଥିବା ବ୍ୟାନର କେବଳ ବିକାଶପିଡିଆ ପୋର୍ଟାଲ ନିମନ୍ତେ ନୁହେଁ କି ଅନ୍ୟ କୌଣସି ଭାରତ ସରକାର ସମ୍ବନ୍ଧୀୟ ।

Banner and it's Specifications

Vikaspedia Banner 50X50 px

50X50 px; Color PNG

Vikaspedia Banner 100X100 px

100X100 px; Color PNG

Vikaspedia Banner 150X150 px

150X150 px; Color PNG

Vikaspedia Banner 200X200 px

200X200 px; Color PNG

Vikaspedia Banner 250X250 px

250X250 px; Color PNG

ଲିକିଙ୍ଗ ପଲିସି

ଅନ୍ୟ ୱେବସାଇଟ ସହ ପୋର୍ଟାଲର ସମ୍ପର୍କ

ଆପଣ ସିଧାସଳଖ କୌଣସି ସୂଚନା ଏହି ପୋର୍ଟାଲରେ ଦାଖଲ କରିପାରିବେ ନାହିଁ କିମ୍ବା ଏହା ମଧ୍ୟରୁ କୌଣସି ସୂଚନା ଅନ୍ୟ ୱେବସାଇଟ କୁ ନେଇ ପାରିବେ ନାହିଁ । ଆପଣ ଏହା ମଧ୍ୟରେ କୌଣସି ପରିବର୍ତ୍ତନ କିମ୍ବା ନୂତନ ସୂଚନା ଦେବାକୁ ଚାହିଁଲେ ଆମକୁ ସମ୍ପର୍କ କରିବେ । ଏହା ସହିତ ଆମର କୌଣସି ତଥ୍ୟ ଆପଣଙ୍କ ସାଇଟରେ ରହିବା ପାଇଁ ଆମେ ଅନୁମତି ଦେଇ ପାରିବୁ ନାହିଁ । ଏକ ନୂଆ ବ୍ରାଉଜର ୱିଣ୍ଡୋ ରେ ତଥ୍ୟ ଦିଆଯାଇ ପାରିବ ।

ଲିଙ୍କସ କୁ ଏକ୍ସଟରନାଲ ୱେବସାଇଟ /ପୋର୍ଟାଲ

ଅନେକ ଜାଗାରେ ଅନ୍ୟ ୱେବସାଇଟ /ପୋର୍ଟାଲର ଲିଙ୍କ ବିକାଶ ପିଡିଆ ମଧ୍ୟରେ ରହିଛି । ଏହା କେବଳ ଆପଣଙ୍କ ସୁବିଧା ନିମନ୍ତେ । ଏହି ୱେବସାଇଟ /ପୋର୍ଟାଲ ରେ ଦିଆଯାଇ ଥିବା ତଥ୍ୟ ନିମନ୍ତେ C-DAC ଦାୟୀ ନୁହେଁ । ଆମେ ସେହି ୱେବସାଇଟ ଗୁଡିକ ଉପରେ କୌଣସି ନିଶ୍ଚିତତା ଦେଇ ପାରିବୁ ନାହିଁ ।

Last Modified : 6/28/2016



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate