ଚାଷୀ ମାନଙ୍କ ପାଇଁ କେସିସି ଯୋଜନାର ଲାଭ ଯ଼ୋଜନାର ମୁଖ୍ୟାଂଶ କ୍ରେଡିଟ କାର୍ଡର କଣ୍ଟେଣ୍ଟ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯ଼ୋଜନା, ମୁଖ୍ୟାଂଶ କେସିସି ଧାରକଙ୍କୁ ସରକାରୀ ସହଯ଼ୋଗ ନାବାର୍ଡ ଦ୍ବାରା ନିଆଯ଼ାଇଥିବା ଗୁରୁତ୍ବପୂର୍ଣ ପଦକ୍ଷେପ ରୁପେ କିସାନ କ୍ରେଡିଟ କାର୍ଡ
ଚାଷୀ ମାନେ ତାଙ୍କ ଚାଷ କ୍ଷେତ୍ରରେ ଉର୍ଣ୍ଣତି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସ୍ତୁତ ହୋଇଛି ।
ଚଳିତ ଖରିଫ ଋତୁରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓଡିଶା ସମେତ ଅନ୍ୟ ରାଜ୍ୟ ଗୁଡିକରେ ଲାଗୁ କରାଯାଇଛି ।
ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ (ଏଆଇସି) ର ବୀମା ଉତ୍ପାଦ
ଜମିହୀନ କୃଷି ଶ୍ରମିକମାନଙ୍କ ପାଇଁ ଭାରତ ସରକାର ବର୍ଗୀକୃତ ବୀମା ଅଗଷ୍ଟ ୧୫ ତାରିଖ ୧୯୮୭ ମସିହାରୁ ପ୍ରଚାଳନ କରିଛନ୍ତି ।
ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ କୃଷକଙ୍କ ନ୍ୟୂନତମ କୃଷି ଆୟକୁ ସୁରକ୍ଷିତ ଏବଂ ସୁନିଶ୍ଚିତ କରିବା ନିମିତ୍ତ ।