ତଳି ଘରାରେ ତଳି ରୋଇବାର ଉପକାରିତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I
ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ତୃଣ ଓ ଘାସ ଫସଲକୁ ନଷ୍ଟ କରିପାରେ ଏବଂ ଏହାକୁ ଦମନ କରିବା ପାଇଁ ବିଭିନ୍ନ ତୃଣ ନାଶକ ବିଷୟରେ ସଚେତନା କରିବାI
ଯଦ୍ୟପି, ସାଧାରଣତଃ କୃଷିକୁ କୌଣସି ଅର୍ଥନୀତିର ମେରୁଦଣ୍ଡ ଭାବରେ ବିଚାର କରାଯାଏ, ଅନ୍ୟାନ୍ୟ ସମ୍ବନ୍ଧୀତ ବୃତ୍ତିର ମଧ୍ୟ ମହତ୍ୱ ବୃଦ୍ଧି ପାଉଛି I
ଆବହମାନ କାଳରୁ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ରହିଅଛି I କୃଷି-ଭିତ୍ତିକ ଅର୍ଥନୀତିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି, “ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ” I
ଆଇସିଏଆର ଇନଷ୍ଟିଚ୍ୟୁଟ ଆଣ୍ଡ ୟୁନିଭର୍ସିଟି ବିଷୟରେ ସୂଚନା ।
ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା, ଏବଂ ଆୟକୁ ବଢାଇବା ପାଇଁ ଏହାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I
ମହୁଲ ଫୁଲ ସଂଗ୍ରହ ଏବଂ ବିକ୍ରୟର ସୁପରିଚାଳନା ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା I
ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମାଟି ପରୀକ୍ଷା କରାଇ ନେବା ଜରୁରୀ ।
ଲୋକଙ୍କ ଉପରେ କଲ୍ୟାଣକାରୀ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖିଅଛି I
କୃଷି ଜ୍ଞାନକ୍ଷେତ୍ର ହେଉଛି ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ଏକ ମୁଖ୍ୟ ଉପାଦାନ ଯାହାର ଉଦ୍ଦେଶ୍ୟ ମହିଳାମାନଙ୍କ ମଧ୍ୟରେ ଉନ୍ନତି ଏବଂ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବା I
କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ ନିର୍ଦ୍ଦେଶିକାରେ ପ୍ରଶିକ୍ଷଣ ମଡ୍ୟୂଲ୍ ସବୁକୁ ଆଠଗୋଟି ଜ୍ଞାନକ୍ଷେତ୍ରରେ ବିଭାକର କରାଯାଇଅଛି I
ଖରିଫ ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I
ରବି ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ସିଆରପି ମାନଙ୍କର ଜ୍ଞାନ ବର୍ଦ୍ଧନ କରିବା ।
କୃଷି ବିକାଶ କେନ୍ଦ୍ର
ଖରାଟିଆ ହଳ କରିବାର ଉପଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
ଚାଷୀମାନଙ୍କୁ ଜୈବିକ ଖତର ଉପାଦେୟତା ବିଷୟରେ ସଚେତନ କରିବା ଏବଂ ଏହା କିପରି ଭାବେ ମୃତ୍ତିକାର ଉର୍ବରତାକୁ ବଜାୟ ରଖି ଅଧିକ ଅମଳ ଦେଇଥାଏ ସେମାନଙ୍କୁ ବୁଝାଇବା I
ଚାଷୀମାନଙ୍କୁ ଅଗ୍ରୀମ ଫସଲ ଖସଡା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବା ଯାହାଦ୍ୱାରା ଅଧିକ ଅମଳ ଓ ଲାଭ ହୋଇ ପାରିବ I
ଅଧିକ ଅମଳକ୍ଷମ ଓ ହାଇବ୍ରିଡ ବିହନ ବ୍ୟବହାର କଲେ ଅମଳ ଉପରେ ଏହାର ପ୍ରଭାବ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ଏବଂ ସୁସ୍ଥ ଓ ନୀରୋଗ ବିହନର ଉପାଦେୟତା ବିଷୟରେ ସଚେତନ କରିବା I
ଉପଲବ୍ଧ ବିହନର ମାନକୁ ଗଜା ପରୀକ୍ଷଣ ଦ୍ୱାରା ଅଙ୍କୁରଣର ପ୍ରତିଶତକୁ କିପରି ଆକଳନ କରାଯାଏ, ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ ।
ମୃତ୍ତିକା ପରୀକ୍ଷାର ଉପାଦେୟତା ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବୁଝାଇବା ଯେ ଏହା ଫସଲର ଖାଦ୍ୟସାର ପରିଚାଳନାରେ ସାହାଯ୍ୟ କରିବ I
ମୃତ୍ତିକାରେ ଥିବା ରୋଗ ଜୀବାଣୁ ଏବଂ ତୃଣ ମଞ୍ଜି ନାଶ କରିବା ପାଇଁ ମୃତ୍ତିକା ସୌରୀକରଣର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିବା ପାଇଁ ବୁଣିବା ପୂର୍ବରୁ ସବୁଜ ସାର ଚାଷ କରିବାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I
ଚାଷୀମାନଙ୍କୁ ଅମଳ ଏବଂ ଅମଳ-ପରବର୍ତ୍ତୀ ପରିଚାଳନାର ମହତ୍ୱ ବିଷୟରେ ବୁଝାଇବା I
ଚାଷୀମାନଙ୍କୁ ଫସଲର ସଠିକ ଅମଳ ପଦ୍ଧତ୍ତି ବିଷୟରେ ଶିକ୍ଷା ଦେବା I
ଫସଲ ଅମଳ ପାଇଁ ବ୍ୟବହାର ହେଉଥିବା ଆଧୁନିକ ଉପକରଣ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବା I
ଅମଳ ପରବର୍ତ୍ତୀ ଯତ୍ନ, ବିଶେଷତଃ ସଂରକ୍ଷଣ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
ଖାଦ୍ୟ ଶସ୍ୟର ସଠିକ ଶୁଖାଇବା ଏବଂ ବର୍ଗୀକରଣ କରିବାର ଉପଯୁକ୍ତ ପଦ୍ଧତ୍ତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
ଅନ୍ତଃ ଫସଲ ଚାଷର ଉପାଦେୟତା ବିଷଯରେ ଚାଷୀମାନଙ୍କୁ ଶିକ୍ଷା ଦେବା I
ଖରିଫ ଫସଲର ବୁଣିବା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I ବିହନ ପରିମାଣ ନିର୍ଦ୍ଧାରଣ କରିବା ।
ଜୀବାଣୁ ସାରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ବୁଝାଇବା କାରଣ ଏହା ଯବାକ୍ଷାରଯାନକୁ ମାଟିରେ ବାନ୍ଧିରଖି ଫସଲର ଅମଳ ବଢାଇବାରେ ସାହାଯ୍ୟ କରିଥାଏ I