অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା

କେନ୍ଦ୍ରୀୟ ଯୋଜନା ସମ୍ପଦା ( ସ୍କିମ ଫର ଆଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର )୨୦୧୭ ମେ ମାସରେ  କ୍ୟାବିନେଟରେ ୨୦୧୬ – ୨୦ ପର୍ଯ୍ୟନ୍ତ ଚତୁର୍ଦଶ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଯୋଜନାକୁ ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା ଭାବରେ ନାମିତ କରାଯାଇଥିଲା । ଏହି ଯୋଜନାଟି  ଗୋଟିଏ ଛାତ ତଳେ  ମେଗା ଖାଦ୍ୟ ପାର୍କ, ସମନ୍ଵିତ କୋଲତ ଚେନ, ମୂଲ୍ୟଯୁକ୍ତ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଗୁଣବର୍ତ୍ତା ଭିତ୍ତିଭୂମି ଇତ୍ୟାଦି ମନ୍ତ୍ରାଳୟର କାର୍ଯ୍ୟ କରାଯିବ । ଏହା ସହିତ  କିଛି ନୂତନ ଯୋଜନା  ଯେପରି ଆଗ୍ରୋ ପ୍ରୋସେସିଙ୍ଗ କ୍ଲଷ୍ଟର, ଖାଦ୍ୟ ପ୍ରକ୍ରିୟାକରଣର ବୃଦ୍ଧି ଏବଂ ଖାଦ୍ୟ ସଂରକ୍ଷିତ କ୍ଷମତା ଇତ୍ୟାଦି ବିଭାଗ ସମ୍ମିଶ୍ରଣ କରାଯାଇଛି।

ଲକ୍ଷ୍ୟ

ଅତ୍ୟାଧୁନିକ ପ୍ରକ୍ରିୟାକରଣ, କୃଷି ବର୍ଜ୍ୟବସ୍ତୁ ଯୋଜନା କୃଷି ପରିପୂରକ ଇତ୍ୟାଦି,  PMKSY ର ଲକ୍ଷ୍ୟ  ।

ଯୋଜନାର କାର୍ଯ୍ୟକରିତା

PMKSY ଯୋଜନାରେ ନିମ୍ନଲିଖିତ ଯୋଜନା ଗୁଡିକର କାର୍ଯ୍ୟକାରିତା କରାହେବ   ।

ଆର୍ଥିକ ଆବଣ୍ଟନ

PMKSY 600 କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ମଧ୍ୟରୁ 31,90 କୋଟି, 339 ଲକ୍ଷ ଆଗ୍ରୋ ଉତ୍ପାଦନ, ଯାହାର ମୂଲ୍ୟ 1,04,125 କୋଟି, ଯାହା ଦ୍ଵାରା 20 ଲକ୍ଷ କୃଷକ ଲାଭବାନ ହେବେ   ଏବଂ 5,30,500 ପ୍ରତ୍ୟକ୍ଷ ଓ ପରୋକ୍ଷ ଦେଶରେ  2019-20 ଭିତରେ ଚାକିରି ସୃଷ୍ଟି  କରାହେବ   ।

ପ୍ରଭାବ

  • PMKSY ଯୋଜନା ଦ୍ଵାରା ପାଂମି ର ଗେଟ ଠାରୁ ରିଟେଲ ଆଉଟଲେଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ଭିତ୍ତିଭୂମି ତିଆରି ହେବ   ।
  • ଖାଦ୍ୟ ପ୍ରକ୍ରିୟା କରଣ ବିଭାଗକୁ ଏହାଦ୍ଵାରା ସଶକ୍ତ କରାଯାଇପାରିବ   ।
  • ଚାଷୀର ଆୟ ଦ୍ଵିଗୁଣିତ ହୋଇପାରିବ   ।  ଏହାଦ୍ଵାରା ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳିବ   ।
  • ଗ୍ରାମାଞ୍ଚଳ ରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ    ।
  • ଏହା ଦ୍ଵାରା କୃଷିର ବର୍ଜ୍ୟବସ୍ତୁ କମିବା ସହ ପ୍ରକ୍ରିୟାକରଣ ବୃଦ୍ଧି ପାଇବ ଏବଂ ପ୍ରକ୍ରିୟାକରଣ ଖାଦ୍ୟ ସୁଲଭ ମୂଲ୍ୟରେ ସମସ୍ତକୁ ମିଳିବ   ।

ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ "କ୍ଲିକ କରନ୍ତୁ"

ଆଧାର -"ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ"

Last Modified : 2/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate