କେନ୍ଦ୍ରୀୟ ଯୋଜନା ସମ୍ପଦା ( ସ୍କିମ ଫର ଆଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର )୨୦୧୭ ମେ ମାସରେ କ୍ୟାବିନେଟରେ ୨୦୧୬ – ୨୦ ପର୍ଯ୍ୟନ୍ତ ଚତୁର୍ଦଶ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଯୋଜନାକୁ ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା ଭାବରେ ନାମିତ କରାଯାଇଥିଲା । ଏହି ଯୋଜନାଟି ଗୋଟିଏ ଛାତ ତଳେ ମେଗା ଖାଦ୍ୟ ପାର୍କ, ସମନ୍ଵିତ କୋଲତ ଚେନ, ମୂଲ୍ୟଯୁକ୍ତ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଗୁଣବର୍ତ୍ତା ଭିତ୍ତିଭୂମି ଇତ୍ୟାଦି ମନ୍ତ୍ରାଳୟର କାର୍ଯ୍ୟ କରାଯିବ । ଏହା ସହିତ କିଛି ନୂତନ ଯୋଜନା ଯେପରି ଆଗ୍ରୋ ପ୍ରୋସେସିଙ୍ଗ କ୍ଲଷ୍ଟର, ଖାଦ୍ୟ ପ୍ରକ୍ରିୟାକରଣର ବୃଦ୍ଧି ଏବଂ ଖାଦ୍ୟ ସଂରକ୍ଷିତ କ୍ଷମତା ଇତ୍ୟାଦି ବିଭାଗ ସମ୍ମିଶ୍ରଣ କରାଯାଇଛି।
ଅତ୍ୟାଧୁନିକ ପ୍ରକ୍ରିୟାକରଣ, କୃଷି ବର୍ଜ୍ୟବସ୍ତୁ ଯୋଜନା କୃଷି ପରିପୂରକ ଇତ୍ୟାଦି, PMKSY ର ଲକ୍ଷ୍ୟ ।
PMKSY ଯୋଜନାରେ ନିମ୍ନଲିଖିତ ଯୋଜନା ଗୁଡିକର କାର୍ଯ୍ୟକାରିତା କରାହେବ ।
PMKSY 600 କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ମଧ୍ୟରୁ 31,90 କୋଟି, 339 ଲକ୍ଷ ଆଗ୍ରୋ ଉତ୍ପାଦନ, ଯାହାର ମୂଲ୍ୟ 1,04,125 କୋଟି, ଯାହା ଦ୍ଵାରା 20 ଲକ୍ଷ କୃଷକ ଲାଭବାନ ହେବେ ଏବଂ 5,30,500 ପ୍ରତ୍ୟକ୍ଷ ଓ ପରୋକ୍ଷ ଦେଶରେ 2019-20 ଭିତରେ ଚାକିରି ସୃଷ୍ଟି କରାହେବ ।
ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ "କ୍ଲିକ କରନ୍ତୁ"
Last Modified : 2/14/2020