ଆମ ପ୍ରାଣୀ ସମ୍ପଦ ର ସୂଚନା
ଏମୁ ପକ୍ଷୀ ଚାଷ ସମ୍ବନ୍ଧିତ ସୂଚନା ।
ଏମୁ ପୃଥିବୀର ଦ୍ଵିତୀୟ ବୃହତ ପକ୍ଷୀ । ଏହାର ଉତ୍ପତ୍ତି ଅଷ୍ଟ୍ରେଲିଆ ମହାଦେଶରେ ହୋଇଥିଲା ।
କଜଳପାତି (ବୈଜ୍ଞାନିକ ନାମ: Dicrurus macrocercus) ଡାଇକ୍ରୁରାଇଡି (Dicruridae) ଜାତି ର ଏକ ଏସୀୟ ପକ୍ଷୀ ।
କୁକୁଡ଼ା ଖାଦ୍ୟ ଓ ଖାଦ୍ୟଦେବା ପଦ୍ଧତି ସମ୍ବନ୍ଧିତ ସୂଚନା ।
କୁକୁଡ଼ା ଛୁଆ ପାଳନ ସମ୍ବନ୍ଧରେ ସୂଚନା ।
କୁକୁଡ଼ା ପାଳନ ପଦ୍ଧତି, କୁକୁଡ଼ା ଗୃହ ଓ ଉପକରଣ ସମ୍ବନ୍ଧିତ ସୂଚନା ।
କୁକୁଡ଼ା ପାଳନରେ ସ୍ଵତନ୍ତ୍ର ଯତ୍ନ ଓ ଦୁର୍ଗୁଣ ବିଷୟରେ କେତୋଟି ଜାଣିବା କଥା
କୁକୁଡ଼ାମାନଙ୍କର ରୋଗ, ତା'ର ପ୍ରତିକାର ଓ ଟୀକା ଦେବା ପଦ୍ଧତି ର ସୂଚନା
କୁକୁଡା ପାଳନ ସମ୍ବନ୍ଧରେ ସୂଚନା ।
କୁକୁଡା ପାଳନ ଓ ବ୍ୟବସାୟିକ ଉତ୍ପାଦନ, ପରିଚାଳନା ସମ୍ପର୍କରେ ସୂଚନା ଦିଆଯାଏ ।
କୁକୁଡାଙ୍କୁ ବାର୍ଡ଼ 'ଫ୍ଲୁ' ରୁ କିପରି ଦୂରେଇ ରଖିବେ ଓ କି ସତର୍କତା ଅବଲମ୍ବନ କରିବେ ସେ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡା ପ୍ରଜାତିର ମେଣ୍ଢାଙ୍କୁ ଜାତୀୟ ମାନ୍ୟତା ମିଳିବ
କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇ ପାଳନ କରି ଲାଭବାନ ହୋଇପାରିବେ ।
ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ଏବଂ ସୁପରିଚାଳନା ନମନ୍ତେ ପ୍ରାଣୀ ଚିକିତ୍ସକଙ୍କ ଠାରୁ ନିୟମିତ ପରାମର୍ଶ ନେବା ଜରୁରୀ।
ଗ୍ରୀଷ୍ମଦିନେ ପ୍ରଚଣ୍ଡ ରୌଦ୍ରରୁ ତୃଣଭୋଜି ପ୍ରାଣୀଙ୍କୁ ସୁରକ୍ଷା ଦେବା ସମ୍ବନ୍ଧିତ ସୂଚନା ।
ଖରାଦିନେ କିପରି ପଶୁ ପକ୍ଷୀ ମାନଙ୍କ ଯତ୍ନନେବା ।
ଗର୍ଭବତୀ ଗାଈର ଯତ୍ନ କିପରି ନେବେ ସୂଚନା ।
ଗାଈ ଓ ବାଛୁରୀଙ୍କ ଯତ୍ନ ସମ୍ବନ୍ଧୀୟ ସୂଚନା ।
ଗର୍ଭବତୀ ଗାଈର ସୁପରିଚାଳନା ଦିଗ ପ୍ରତି ଧାନ ଦେବା ଜରୁରି।
ଗାଈଙ୍କ ‘ଥେଲେରିଓସିସ୍’ ରୋଗର କିପରି ଚିକିତ୍ସା କରିବେ ସେ ସମ୍ବନ୍ଧରେ ସୂଚନା ।
ଗାଈଙ୍କ “ଟ୍ରିପାନୋସୋମିଆସିସ୍” ରୋଗ ପ୍ରତି କିପରି ସଚେତନ ଓ ଚିକିତ୍ସା ବିଧି ସମ୍ବନ୍ଧରେ ସୂଚନା ।
ଗାଈଟିର ପଡ଼ିଆ ଅବସ୍ଥାରେ ଉପଯୁକ୍ତ ଯତ୍ନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ବର୍ତ୍ତମାନ ଆମ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ସହିତ ଜଳବାୟୁର ଆଦ୍ରତା ବୃଦ୍ଧି ଓ ପାନୀୟ ଜଳର ଉତ୍କଟ ଅଭାବ ଯୋଗୁଁ ଉଭୟ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଜୀବନ ବିପର୍ଜ୍ୟସ୍ତ ହୋଇପଡିଛି ।
ଘାସ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଏବଂ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଆବଶ୍ୟକୀୟ ସୂଚନା ।
ଗୋ ମହିଷାଦି ପଶୁ ମାନଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି ର ସୂଚନା
ଗୋ-ଖାଦ୍ୟ ଫସଲ ବିଷୟରେ ସୂଚନା
ଗୋବର୍ଦ୍ଧନ ପୂଜା ଓ ଗୋପାଷ୍ଟମୀକୁ ୧୯୫୨ ଠାରୁ ନଭେମ୍ବର ୨ ରୁ ୮ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ଦେଶରେ ଗୋସମ୍ବର୍ଦ୍ଧନା ସପ୍ତାହ ପାଳିତ ହେଉଛି ।
ଜନସଂଖ୍ୟା ବୃଦ୍ଧି ସହିତ ପ୍ରାଣୀଯ ପୃଷ୍ଟିସାରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।
ଗୋପାଳନ କରିକି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କରିପାରିବେ ।