ଆମ ରାଜ୍ୟର ଚାଷୀମାନଙ୍କ ଅବଗତି ନିମନ୍ତେ ପାରମ୍ପରିକ ପଦ୍ଧତିରେ ଅମଳ ଶସ୍ୟର ସାଇତା ନିମ୍ନରେ ପ୍ରଦାନ କରାଯାଇଛି ।
ଉତ୍ତମ ବିହନ ଚୟନ ତଥା ବୈଜ୍ଞାନିକ ଚାଷ ପ୍ରଣାଳୀ ଅବଲମ୍ବନ କରିବା ସହିତ ରୋଗ ପୋକ ନିୟନ୍ତ୍ରଣର ପ୍ରମୁଖ ଦିଗଗୁଡ଼ିକୁ ଦୃଷ୍ଟି ଦେଲେ ଅମଳ ବୁଢି ହୋଇଥାଏ ।
ଅଳ୍ପ ଖର୍ଚ୍ଚରେ ପିଆଜ ସାଇତା ଗୃହ ପ୍ରସ୍ତୁତି ସମ୍ବନ୍ଧିତ ସୂଚନା ।
ଅସମୟରେ ଫୁଲ,ଫଳ ଝଡୁଥିଲେ ଜୈବିକ ଉପାୟରେ କିପରି ରୋକି ପାରିବେ ସେ ସମ୍ବନ୍ଧିତ ତଥ୍ୟ ।
ଭୌତିକ ଉପାୟରେ କୀଟ ଦମନ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଆଖୁ ଫସଲରେ କାଣ୍ଡବିନ୍ଧା ପୋକ କିପରି କରିବେ ସେ ସମ୍ଵନ୍ଧିତ ସୂଚନା ।
ଉଛୁର ପତ୍ରପୋଡା ରୋଗ ମଧ୍ୟ ବିଳମ୍ବ ପତ୍ରପୋଡା ରୋଗ ରୂପେ ପରିଚିତ । ଏହି ରୋଗକୁ କିପରି ଦମନ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଉଇ ସମସ୍ୟାର ପ୍ରତିକାର କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
କଦଳୀ ଚାଷ ଓ ଖରାଟିଆ ବାଦାମରେ ରୋଗ ପୋକ ନିୟନ୍ତ୍ରଣ ସମ୍ବନ୍ଧିତ ସୂଚନା ।
କଦଳୀରେ ବ୍ଳାଷ୍ଟ ଏବଂ ଖାଲୁଆ ଦାଗ ରୋଗ ର ସୂଚନା
କଲରାରେ ରୋଗ ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କରାଯାଇଛି ।
କାଜୁ ଫସଲରେ ଚା’ ମଶକ କୀଟ ଦମନ ର ସୂଚନା
କାଜୁବାଦାମ ଚାଷ ଏକ ଅର୍ଥକରୀ ଫସଲ । କାଜୁବାଦାମ ଫସଲରେ ଚା’ ମଶକ କୀଟ ଦମନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଧାନ ଫସଲରେ କାଣ୍ଡବିନ୍ଧା ପୋକ ଏକ ମୁଖ୍ୟ କ୍ଷତିକାରକ, ପୋକ ଭାବରେ ପରିଗଣିତ । ଏହି ପୋକକୁ କିପରି ନିୟନ୍ତ୍ରଣ କରିବେ ସେ ସମ୍ବନ୍ଧିତ ସୂଚନା ।
କୋବି ଫସଲର ରୋଗ ସମସ୍ୟାର ସମାଧାନ କରିବେ କିପରି ସମ୍ବନ୍ଧୀୟ ସୂଚନା ।
କୋବି ଫସଲର ରୋଗ, ଅନିଷ୍ଟକାରୀ ପୋକ ଓ ଏମାନଙ୍କ ଉଦ୍ଦେଶ୍ୟରେ ସ୍ଥିରୀକୃତ ସମନ୍ୱିତ ପରିଚାଳନା ବିଷୟରେ ସୂଚନା ।
ଖରାଟିଆ ପନିପରିବାର କ୍ଷତି କରୁଥିବା କୀଟରୁ କିପରି ରୋକା ଯାଇ ପାରିବ ସେ ସମ୍ବନ୍ଧିତ ତଥ୍ୟ ।
ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା ର ସୂଚନା
ଜୈବ ଭିତ୍ତିକ ଉପାୟରେ ଖରାଦିନିଆ ପନିପରିବା ଫସଲର କୀଟ ନିୟନ୍ତ୍ରଣ ସମ୍ପର୍କରେ କେତୋଟି ଜାଣିବା କଥା ।
ଗୋମୂତ୍ରକୁ ବ୍ୟବହାର କରି ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବ ।
ଗୋଲାପରେ ରୋଗପୋକ ନିୟନ୍ତ୍ରଣ ସମ୍ବନ୍ଧିତ ତଥ୍ୟ ।
ଘରୋଇ ବ୍ୟବସ୍ଥାରେ ଅନିଷ୍ଟକାରୀ କୀଟ ଦମନ ର ସୂଚନା
ଘାସମରା ଔଷଧ ବ୍ୟବାହର କରିବା ସମୟରେ କିପରି ସତର୍କତା ଅବଲମ୍ବନ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଚକଡା/ ମାଟିଆ ଗୁଣ୍ଡି ପୋକର ପରିଚାଳନା କିପରି କରିବେ ସେ ସମ୍ବନ୍ଧରେ ସୂଚନା ।
ଚିନାବାଦାମ ର ମୁଖ୍ୟ ରୋଗ ଓ ତାର ପ୍ରତିକାର ର ସୂଚନା
ଚିନାବାଦାମରେ ରୋଗପୋକ କିପରି ନିୟନ୍ତ୍ରଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି ।
କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ର ସୂଚନା
ଟମାଟୋ ଫସଲରେ ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି।