অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶସ୍ୟ ସଂରକ୍ଷଣ ବ୍ୟବସ୍ଥା

ଶସ୍ୟ ସଂରକ୍ଷଣ ବ୍ୟବସ୍ଥା

  • ଅମଳ ଶସ୍ୟ ସଂରକ୍ଷଣ
  • ଆମ ରାଜ୍ୟର ଚାଷୀମାନଙ୍କ ଅବଗତି ନିମନ୍ତେ ପାରମ୍ପରିକ ପଦ୍ଧତିରେ ଅମଳ ଶସ୍ୟର ସାଇତା ନିମ୍ନରେ ପ୍ରଦାନ କରାଯାଇଛି ।

  • ଅମୃତଭଣ୍ଡା ଫସଲରେ ରୋଗ ପୋକ ନିୟନ୍ତ୍ରଣ
  • ଉତ୍ତମ ବିହନ ଚୟନ ତଥା ବୈଜ୍ଞାନିକ ଚାଷ ପ୍ରଣାଳୀ ଅବଲମ୍ବନ କରିବା ସହିତ ରୋଗ ପୋକ ନିୟନ୍ତ୍ରଣର ପ୍ରମୁଖ ଦିଗଗୁଡ଼ିକୁ ଦୃଷ୍ଟି ଦେଲେ ଅମଳ ବୁଢି ହୋଇଥାଏ ।

  • ଅଳ୍ପ ଖର୍ଚ୍ଚରେ ପିଆଜ ସାଇତା ଗୃହ
  • ଅଳ୍ପ ଖର୍ଚ୍ଚରେ ପିଆଜ ସାଇତା ଗୃହ ପ୍ରସ୍ତୁତି ସମ୍ବନ୍ଧିତ ସୂଚନା ।

  • ଅସମୟରେ ଫୁଲ,ଫଳ ଝଡୁଥିଲେ
  • ଅସମୟରେ ଫୁଲ,ଫଳ ଝଡୁଥିଲେ ଜୈବିକ ଉପାୟରେ କିପରି ରୋକି ପାରିବେ ସେ ସମ୍ବନ୍ଧିତ ତଥ୍ୟ ।

  • ଆଖୁ ଫସଲ ବିନା କୀଟନାଶକରେ ପୋକ ଦମନ
  • ଭୌତିକ ଉପାୟରେ କୀଟ ଦମନ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଆଖୁ ଫସଲରେ କାଣ୍ଡବିନ୍ଧା ପୋକ
  • ଆଖୁ ଫସଲରେ କାଣ୍ଡବିନ୍ଧା ପୋକ କିପରି କରିବେ ସେ ସମ୍ଵନ୍ଧିତ ସୂଚନା ।

  • ଆଳୁ ଫସଲରେ ଉଛୁର ପତ୍ରପୋଡ଼ା ରୋଗ
  • ଉଛୁର ପତ୍ରପୋଡା ରୋଗ ମଧ୍ୟ ବିଳମ୍ବ ପତ୍ରପୋଡା ରୋଗ ରୂପେ ପରିଚିତ । ଏହି ରୋଗକୁ କିପରି ଦମନ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଉଇ ସମସ୍ୟାର ପ୍ରତିକାର
  • ଉଇ ସମସ୍ୟାର ପ୍ରତିକାର କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • କଦଳୀ ଚାଷ ଓ ଖରାଟିଆ ବାଦାମରେ ରୋଗ ପୋକ ନିୟନ୍ତ୍ରଣ
  • କଦଳୀ ଚାଷ ଓ ଖରାଟିଆ ବାଦାମରେ ରୋଗ ପୋକ ନିୟନ୍ତ୍ରଣ ସମ୍ବନ୍ଧିତ ସୂଚନା ।

  • କଦଳୀରେ ବ୍ଳାଷ୍ଟ ଏବଂ ଖାଲୁଆ ଦାଗ ରୋଗ
  • କଦଳୀରେ ବ୍ଳାଷ୍ଟ ଏବଂ ଖାଲୁଆ ଦାଗ ରୋଗ ର ସୂଚନା

  • କଲରାରେ ରୋଗ ଓ ପ୍ରତିକାର
  • କଲରାରେ ରୋଗ ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • କାଜୁ ଫସଲରେ ଚା’ ମଶକ କୀଟ ଦମନ
  • କାଜୁ ଫସଲରେ ଚା’ ମଶକ କୀଟ ଦମନ ର ସୂଚନା

  • କାଜୁବାଦାମ ଫସଲରେ ଚା’ ମଶକ କୀଟ ଦମନ
  • କାଜୁବାଦାମ ଚାଷ ଏକ ଅର୍ଥକରୀ ଫସଲ । କାଜୁବାଦାମ ଫସଲରେ ଚା’ ମଶକ କୀଟ ଦମନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ
  • ଧାନ ଫସଲରେ କାଣ୍ଡବିନ୍ଧା ପୋକ ଏକ ମୁଖ୍ୟ କ୍ଷତିକାରକ, ପୋକ ଭାବରେ ପରିଗଣିତ । ଏହି ପୋକକୁ କିପରି ନିୟନ୍ତ୍ରଣ କରିବେ ସେ ସମ୍ବନ୍ଧିତ ସୂଚନା ।

  • କୋବି ଫସଲର ରୋଗ ସମସ୍ୟା
  • କୋବି ଫସଲର ରୋଗ ସମସ୍ୟାର ସମାଧାନ କରିବେ କିପରି ସମ୍ବନ୍ଧୀୟ ସୂଚନା ।

  • କୋବି ଫସଲରେ କୀଟ ନିୟନ୍ତ୍ରଣ
  • କୋବି ଫସଲର ରୋଗ, ଅନିଷ୍ଟକାରୀ ପୋକ ଓ ଏମାନଙ୍କ ଉଦ୍ଦେଶ୍ୟରେ ସ୍ଥିରୀକୃତ ସମନ୍ୱିତ ପରିଚାଳନା ବିଷୟରେ ସୂଚନା ।

  • ଖରାଟିଆ ପନିପରିବାର କ୍ଷତି କରୁଥିବା କୀଟ
  • ଖରାଟିଆ ପନିପରିବାର କ୍ଷତି କରୁଥିବା କୀଟରୁ କିପରି ରୋକା ଯାଇ ପାରିବ ସେ ସମ୍ବନ୍ଧିତ ତଥ୍ୟ ।

  • ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା
  • ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା ର ସୂଚନା

  • ଖରାଦିନିଆ ପନିପରିବା ଫସଲ କୀଟ ନିୟନ୍ତ୍ରଣ
  • ଜୈବ ଭିତ୍ତିକ ଉପାୟରେ ଖରାଦିନିଆ ପନିପରିବା ଫସଲର କୀଟ ନିୟନ୍ତ୍ରଣ ସମ୍ପର୍କରେ କେତୋଟି ଜାଣିବା କଥା ।

  • ଗୋମୂତ୍ରରୁ କୀଟନାଶକ
  • ଗୋମୂତ୍ରକୁ ବ୍ୟବହାର କରି ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବ ।

  • ଗୋଲାପରେ ରୋଗପୋକ ନିୟନ୍ତ୍ରଣ
  • ଗୋଲାପରେ ରୋଗପୋକ ନିୟନ୍ତ୍ରଣ ସମ୍ବନ୍ଧିତ ତଥ୍ୟ ।

  • ଘରୋଇ ବ୍ୟବସ୍ଥାରେ ଅନିଷ୍ଟକାରୀ କୀଟ ଦମନ
  • ଘରୋଇ ବ୍ୟବସ୍ଥାରେ ଅନିଷ୍ଟକାରୀ କୀଟ ଦମନ ର ସୂଚନା

  • ଘାସମରା ଔଷଧ ବ୍ୟବହାରରେ ସତର୍କତା
  • ଘାସମରା ଔଷଧ ବ୍ୟବାହର କରିବା ସମୟରେ କିପରି ସତର୍କତା ଅବଲମ୍ବନ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଚକଡା/ ମାଟିଆ ଗୁଣ୍ଡି ପୋକର ପରିଚାଳନା
  • ଚକଡା/ ମାଟିଆ ଗୁଣ୍ଡି ପୋକର ପରିଚାଳନା କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

  • ଚିନାବାଦାମ ର ମୁଖ୍ୟ ରୋଗ ଓ ତାର ପ୍ରତିକାର
  • ଚିନାବାଦାମ ର ମୁଖ୍ୟ ରୋଗ ଓ ତାର ପ୍ରତିକାର ର ସୂଚନା

  • ଚିନାବାଦାମରେ ରୋଗପୋକ
  • ଚିନାବାଦାମରେ ରୋଗପୋକ କିପରି ନିୟନ୍ତ୍ରଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଜୈବିକ ଉପାୟରେ ପୋକ ଦମନ
  • ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି ।

  • ଜୈବିକ ଉପାୟରେ ବିହନ ସଂରକ୍ଷଣ
  • କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ
  • ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ର ସୂଚନା

  • ଟମାଟୋ ଫସଲରେ ସମନ୍ୱିତ କୀଟ ପରିଚାଳନା
  • ଟମାଟୋ ଫସଲରେ ଅନିଷ୍ଟକାରୀ କୀଟ ଓ ଏହାର ସମନ୍ୱିତ ପରିଚାଳନା ସମ୍ପର୍କରେ ଏଠାରେ ଆଲୋକପାତ କରାଯାଉଛି।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate