অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓପୋଲଫେଡ଼ ଚିକେନ ଫ୍ରେଶ

ଉପକ୍ରମ

ଓପୋଲଫେଡ଼ ଚିକେନ ଫ୍ରେଶରେ କେବଳ ସୁସ୍ଥ , ଚଳଚଞ୍ଚଳ, ନିରୋଗୀ କୁକୁଡାକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟା କରଣ କରାଯାଇ କୁକୁଡା ମାଂସ ପ୍ରସ୍ତୁତ କରାଯାଏ । ଏହା ସଂପୂର୍ଣ୍ଣ ଭାବେ ସତେଜ , ସୁସ୍ଵାଦୁ ତଥା ସ୍ଵାସ୍ଥ୍ୟପ୍ରଦ ଅଟେ ।

ଓପୋଲଫେଡ଼ ଚିକେନ ଫ୍ରେଶ

  • ଏଠାରେ ବିଭିନ୍ନ ପ୍ରଜାତିର ଦେଶୀ , ବନରାଜା ଓ ବ୍ରଏଲର କୁକୁଡା ମାଂସ ମିଳେ । ଏତଦବ୍ୟତୀତ , ଗୁଣ୍ଡୁରୀ ଚଢେଇ ଓ ବତକ ମାଂସ ମଧ୍ୟ ମିଳେ ।
  • ଓପୋଲଫେଡ଼ ଚିକେନ ଫ୍ରେଶ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ତଟକା କୁକୁଡା ମାଂସ ଖାଉଟୀ ମାନଙ୍କୁ ବଜାର ଦରଠାରୁ କମ ମୂଲ୍ୟରେ ବିକ୍ରି କରାଯାଇଥାଏ
  • ବିବାହ , ବଣଭୋଜୀ ତଥା ଅନ୍ୟାନ୍ୟ ସାମାଜିକ ଉତ୍ସବ ଉପଲକ୍ଷେ ଅଗ୍ରୀମଭାବେ ବରାଦ କରାଯାଇଥିବା କୁକୁଡା ମାଂସ (ଅନ୍ୟୁନ ୧ କ୍ୟୁଇଣ୍ଟାଲ ବା ତଦୁର୍ଦ୍ଧ୍ଵ) ରିହାତି ଦରରେ ଯୋଗାଇ ଦିଆଯାଏ ।
  • ଏଠାରେ ଦେଶୀ ଜାତୀୟ ବାଦାମୀ ରଙ୍ଗ ଅଣ୍ଡା, ଫାର୍ମ ଫ୍ରେଶ ଧଳା କୁକୁଡା ଅଣ୍ଡା, ଗୁଣ୍ଡୁରୀ ଓ ବତକ ଅଣ୍ଡା ସୁଲଭ ମୂଲ୍ୟରେ ମିଳିଥାଏ ।

ବିକ୍ରୟ ସମୟ

  • ବିକ୍ରୟ କେନ୍ଦ୍ର ପ୍ରତିଦିନ ଖୋଲା ରହେ ।
  • ସମୟ-ସକାଳ ୭.୦୦ ରୁ ଅପରାହ୍ନ ୧.୩୦ ଘଟିକା
  • ଅପରାହ୍ନ ୩.୦୦ ରୁ ରାତି ୯.୩୦ ଘଟିକା

ଯୋଗାଯୋଗ

ଓପୋଲଫେଡ଼ ଚିକେନ ଫ୍ରେଶ

ଶହୀଦ ନଗର , IRC Village ଏବଂ OUAT ପରିସର, ଭୁବନେଶ୍ଵର

ଅନଲାଇନରେ ବୁକିଂ

ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଖାଉଟିମାନେ www.chikenfresh.in ରେ ବୁକିଂ କରି ନିଜ ଘରେ ଓପୋଲଫେଡ଼ ବିଭିନ୍ନ କୁକ୍କୁଟଜାତ ଦ୍ରବ୍ୟ ପାଇପାରିବେ ।

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate