ସର୍ବନିମ୍ନ ସହାୟକ ଦର (ଏମଏସପି) ହେଉଛି ଭାରତ ସରକାରଙ୍କର ଏପରି ଏକ ହସ୍ତକ୍ଷେପ ଯ଼ାହା ଜରିଆରେ କୃଷିଜାତ ଦ୍ରବ୍ୟର ଦର କମିବା ବିରୁଦ୍ଧରେ ଚାଷ ଉତ୍ପାଦକ ମାନଙ୍କୁ ସୁନିଶ୍ଚିତ କରାଯ଼ାଇଥାଏ . ଏଗ୍ରିକଲଚରାଲ କଷ୍ଟ ଏଣ୍ଡ ପ୍ରାଇସେସ ସମ୍ପର୍କିତ କମିଶନର ସୁପାରିଶ ଆଧାରରେ କେତେକ କୃଷି ଉତ୍ପାଦର ମୁଲ୍ୟ ଚାଷ ସମଯ ପୂର୍ବରୁ ଭାରତ ସରକାର ଘୋଷଣା କରିଥାନ୍ତି . ଅତି ମାତ୍ରାରେ ଉତ୍ପାଦନ ହେଲେ କୃଷି ଉତ୍ପାଦର ମୁଲ୍ୟ କମ ହୋଇଯ଼ିବାର ସମ୍ଭାବନା ଥିବାରୁ ସେଥିରୁ ଚାଷୀ ମାନଙ୍କୁ ରକ୍ଷା କରିବା ପାଇଁ ଏମଏସପି ନିର୍ଧାରଣ କରାଯ଼ାଇଥାଏ. ସର୍ବନିମ୍ନ ସହାୟକ ଦର (ଏମଏସପି) ହେଉଛି ସରକାରଙ୍କ ପକ୍ଷରୁ ସେମାନଙ୍କର କୃଷି ଉତ୍ପାଦର ସର୍ବନିମ୍ନ ମୁଲ୍ୟର ଗ୍ୟlରେଣ୍ଟିମୁଲ୍ୟ.ସାର୍ବଜନୀନ ବିତରଣ ପ୍ରଣାଳୀ ପାଇଁ ଶସ୍ୟ ଖାଦ୍ୟକିଣିବା ଓ ଚାଷୀ ମାନଙ୍କୁ ଅଭାବୀ ବିକ୍ରୀରୁ ରକ୍ଷା କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ. କୌଣସି ଉତ୍ପାଦର ମୁଲ୍ୟ ଯ଼ଦି ବହୁଳ ଉତ୍ପାଦନ କାରଣରୁ କମି ଗଲା ତେବେ ସରକାରୀ ଏଜେନ୍ସୀ ମାନେ ଚାଷୀ ମାନଙ୍କର ସମ୍ପୂର୍ଣ ଉତ୍ପାଦକୁ ଘୋଷିତ ମୁଲ୍ୟ .ରେ କ୍ରୟ କରିଥାନ୍ତି.
ସରକାରଙ୍କର ମୁଲ୍ୟ. ସହାଯକା ନୀତିର ଉଦ୍ଦେଶ୍ୟ ଫସଲର ମୁଲ୍ୟ ଖୁବ କମିଲା ବେଳେ ଚାଷୀ ମାନଙ୍କୁ ସେମାନଙ୍କର ମୁଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ସର୍ବନିମ୍ନ ଗାରଣ୍ଟି ମୁଲ୍ୟ ନିର୍ଧାରିତ କରାଯ଼ାଇଥାଏ. ସର୍ବନିମ୍ନ ଗ୍ଯାରଣ୍ଟି ମୁଲ୍ୟ ନିର୍ଧାରିତ କରି ସୁନିଶ୍ଚିତ କରାଯ଼ାଏ ଯ଼େ ବଜାର ଦର ତା ଠାରୁ ତଳକୁ ଯ଼ିବ ନାହିଁ 1970 ମସିହା ପର୍ଯ଼ନ୍ତ ସରକାର ଦୁଇ ପ୍ରକାର ମୁଲ୍ୟ ଘୋଷଣା କରୁଥିଲେ :
ଏମଏସପି ଫ୍ଲୋର ମୁଲ୍ୟ ଭାବେ କାମ କରେ ତଥା ଚାଷୀ ମାନଙ୍କର ଦୀର୍ଘକାଳୀନ ନିବେଶ ଯ଼ୋଜନାରେ, ଖୁବ ଅଧିକ ଉତ୍ପାଦନ ହେଲେ ସୁଦ୍ଧା ଯ଼େପରି ଉକ୍ତ ସହାଯକ ମୁଲ୍ୟ ଠାରୁ ସେମାନଙ୍କର ଉତ୍ପାଦର ମୁଲ୍ୟ ବଜାରରେ କମ ନ ହେବାକୁ ସୁନିଶ୍ଚିତ କରିବାକୁ ଯ଼ାଇ ଏହାକୁ ସରକାର ନିର୍ଧାରିତ କରିଥାନ୍ତି . ଖରିଦ ମୂଲ୍ଯ ହେଉଛି ସେହି ମୁଲ୍ୟ ଯ଼େଉଁଥିରେ ସରକାର ସରକାରୀ ଏଜେନ୍ସୀ (ଏଫସିଆଇ) ଭଳି ସାର୍ବଜନୀନ ବିତରଣ ପ୍ରଣାଳୀରେ ବିତରଣ ପାଇଁ ସରକାର ଚାଷୀଙ୍କ ଠାରୁ ରବି ଓ ଖରିଫ ଫସଲ ପାଇଁ କିଣାଯ଼ାଇଥାଏ. ଚାଷ ଆରମ୍ଭ ହେବା ମାତ୍ରେ ଏହାର ଘୋଷଣା କରାଯ଼ାଉଥିଲା. ସାଧାରଣ ଭାବେ ଖରିଦ ମୁଲ୍ୟ ବଜାର ମୁଲ୍ୟ ଠାରୁ କମ ଥିବା ବେଳେ ସର୍ବନିମ୍ନ ସହାଯକ ମୁଲ୍ୟ ଠାରୁ ଅଧିକ ହୋଇଥାଏ. 1973-74 ପର୍ଯ଼ନ୍ତ ଚାଷୀ ମାନଙ୍କନ ଠାରୁ ସେମାନଙ୍କ ଖାଦ୍ୟ ଶସ୍ୟ କିଣିବା ପାଇଁ ଦୁଇ ପ୍ରକାର ମୁଲ୍ୟ ଘୋଷଣା କରାଯ଼ାଉଥିଲା ଗହମ କ୍ଷେତ୍ରରେ ଏହା 1969 ମସିହାରେ ବନ୍ଦ ହୋଇ ଯ଼ାଇଥିଲା ଓ 1974-75 ମସିହାରେ ଗୋଟିଏ ବର୍ଷ ପାଇଁ ଏହା ପୁଣି ଲାଗୁ ହେଲା ସର୍ବନିମ୍ନ ସହାଯକ ମୁଲ୍ୟ କୁ ବଢାଇବାକୁ ବାରମ୍ବାର ଦାବି ହେଲା . 1975- 76ରେ ବର୍ତମାନ ପ୍ରଣାଳୀକୁ ପ୍ରସ୍ତୁତ କରାଗଲା . ଏଥିରେ ପ୍ୟାଡି(ଏବଂ ଅନ୍ୟ ଖରିଫ ଫସଲ) ପାଇଁ ଗୋଟିଏ ମୁଲ୍ୟ ୋଷଣା କରାଯ଼ିବାରୁ ସ୍ଥିର କରାଗଲା .
ସର୍ବନିମ୍ନ ସହାୟକା ମୁଲ୍ୟ ଓ ଅନ୍ୟ ଅଣ ମୁଲ୍ୟ ପଦକ୍ଷେପ ସମ୍ପର୍କରେ ସୁପାରିଶ ତିଆରି କରିବା ବେଳେ ଅର୍ଥନୀତିର ସମସ୍ତ ଢାଞ୍ଚା ଓ ଏକ ନିଶ୍ଚିତ ଉତ୍ପାଦ ବା ଉତ୍ପାଦର ସମୁହ ଉପରେ ବିସ୍ତୃତ ଦୃଷ୍ଟି ପକାଇବା ସହ ନିମ୍ନ ଲିଖିତ କାରକ ଉପରେଧ୍ଯା ମଧ୍ୟ ଧ୍ୟାନ ଦିଆଯାଇଥାଏ :-
କମିଶନ ଉଭୟ ମାଇକ୍ରୋ ସ୍ତରର ତଥ୍ୟ ତଥା ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରର ତଥ୍ଯକୁ ସଙ୍କଳିତ କରି ବ୍ୟବହାର କରିଥାଏ. କମିଶନ ଯେଉଁ ତଥ୍ୟ ବା ସୂଚନା ବ୍ୟବହାର କରିଥାଏ ସେଗୁଡି ମଧ୍ୟରେ :-
ସ୍ରୋତ :ଚାଷୀ ପୋର୍ଟାଲ
ସର୍ବନିମ୍ନ ସହାୟକ ମୁଲ୍ୟ ବର୍ତମାନ 25ଟି ଉତ୍ପାଦ ପାଇଁ ଘୋଷଣା କରାଯ଼ାଉଛି . ସେଗୁଡିକ ହେଲା .
ସାମଗ୍ରୀ |
ପ୍ରକାର |
ଏମଏସପି 2013-14 (ପ୍ରତି କ୍ବିଣ୍ଚାଲ) |
ଏମଏସପି 2014-15 (Rs (ପ୍ରତି କ୍ବିଣ୍ଚାଲ) |
ପୂର୍ବବର୍ତୀ ବର୍ଷତୁଳନାରେ ବୃଦ୍ଧି (ଟଙ୍କା ପ୍ରତି କ୍ବିଣ୍ଚାଲ) |
ଖରିଫ ଫସଲ |
||||
ଧାନ |
ସାଧାରଣ |
1310 |
1360 |
50 |
|
ଗ୍ରେଡ ଏ' |
1345 |
1400 |
55 |
ଜବାର r |
ହାଇବ୍ରିଡ |
1500 |
1530 |
30 |
|
ମାଲଦଣ୍ଡି |
1520 |
1550 |
30 |
ବାଜରା |
|
1250 |
1250 |
- |
ମାଇଜା |
|
1310 |
1310 |
- |
ରାଗି |
|
1500 |
1550 |
50 |
ହରଡ (ଟୁର) |
|
4300 |
4350 |
50 |
ମୁଗ |
|
4500 |
4600 |
100 |
ଉରଡ |
|
4300 |
4350 |
50 |
କପା Cotton |
ମିଡିଯମ ଷ୍ଟାପଲ * |
3700 |
3750 |
50 |
|
ଲଙ୍ଗ ଷ୍ଟାପଲ ** |
4000 |
4050 |
50 |
ବାଦାମ |
|
4000 |
4000 |
- |
ସୂର୍ଯ଼ମୁଖୀ ବିହନ |
|
3700 |
3750 |
50 |
ସୋଯାବିନ |
କଳା |
2500 |
2500 |
- |
|
ହଳଦିଆ |
2560 |
2560 |
- |
ସେସାମମ |
- |
4500 |
4600 |
100 |
ନାଇଜର ସିଡ |
- |
3500 |
3600 |
100 |
ରବି ଫସଲ ( 2015-16ରେ ମାର୍କେଟିଂ କରାଯ଼ିବ ) |
||||
ଗହମ |
|
1400 |
1450 |
50 |
ବାର୍ଲି |
|
1100 |
1150 |
50 |
ଗ୍ରାମ |
|
3100 |
3175 |
75 |
ମସୁର (ଲେଣ୍ଟିଲ) |
|
2950 |
3075 |
125 |
ରେପସିଡ/ ସୋରିଷ |
|
3050 |
3100 |
50 |
Safflower |
|
3000 |
3050 |
50 |
ଅନ୍ୟ ଶସ୍ୟ |
||||
କୋପରା |
ମିଲିଂ |
5250 |
5550 |
- |
|
ବଲ |
5500 |
5830 |
- |
ଡି ହସ୍କ ନଡିଆ |
|
1425 |
1425 |
- |
ଝୋଟ |
|
2300 |
2400 |
100 |
ଆଖୁ |
|
210 |
220 |
10 |
$ ସର୍ବ ନିମ୍ନ ସହାୟକ ମୁଲ୍ୟ ଉପରେ ପ୍ରତି କ୍ବିଣ୍ଟାଲ ଅତିରିକ୍ତ 50ଟଙ୍କାର ବୋନସ ମିଳିବ |
||||
* 24.5 -25.5 ର ଷ୍ଟେପଲ ଲେଂଗଥ (ଏମଏମ) ଏବଂ 4.3 ରୁ -5.1ର ମାଇକ୍ରୋନେଆର ମୁଲ୍ୟ. |
||||
** 29.5 -30.5 ର ଷ୍ଟେପଲ ଲେଂଗଥ (ଏମଏମ) ଏବଂ 3.5 -4.3 ର ମାଇକ୍ରୋନେଆର ମୁଲ୍ୟ |
||||
ଫସଲ କାଟିବା ସମଯର ଦୁଇ ମାସ ପର୍ଯ୍ୟନ୍ତ ପ୍ରତି କ୍ବିଣ୍ଚାଲ ଟୁର, ଉରଦ ଏବଂ ମୁଗକୁ କିଣିବା ଏଜେନ୍ସିକୁ ବିକ୍ରି କଲା ବେଳେ ପ୍ରତି କ୍ବିଣ୍ଟାର 5 ଶହ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯ଼ାଇଥାଏ . |
||||
$ 2015 – 16ରେ ବର୍ଷରେ ଚିନି ମିଲ ମାନଙ୍କୁ ସଠିକ ଏବଂ ପାରିଶ୍ରମିକ ମୁଲ୍ୟ ପ୍ରଦାନ କରିବାକୁ 230 ଟଙ୍କା ପ୍ରତି କ୍ବିଣ୍ଟାଲ ନିର୍ଧାରିତ କରାଯ଼ାଇଛି ମୌଳିକ ରିକଭରି ରେଟ 9.5 ପ୍ରତିଶତ ସହ ଏହାକୁ ଯ଼ୋଡା ଯ଼ାଇଛି ଓ ସେହି ସ୍ତର ଠାରୁ 0.1 ପ୍ରତିଶତବୃଦ୍ଧି ହେଲେ ପ୍ରତି କ୍ବିଣ୍ଚାଲ 2.42 ଟଙ୍କା ପ୍ରିମିୟମ ରହିବ |
Last Modified : 1/26/2020