ଆଙ୍ଗୁଳିକା ଯାଆଁଳ ଉତ୍ପାଦନ ସମ୍ବନ୍ଧରେ ସୂଚନା ।
‘ଜୟନ୍ତୀ ରୋହି’ ଉତ୍ପାଦନ ପ୍ରଣାଳୀ ।
କାର୍ପ ଜାତୀୟ ମାଛ ଯାଆଁଳ ପାଇଁ ପୋଖରୀ ପ୍ରସ୍ତୁତିକରଣ ଓ ପରିଚାଳନା ସମ୍ବନ୍ଧରେ ସୂଚନା ।
କାର୍ପ ମାଛର ଖାଦ୍ୟ କଣ ସେ ସମ୍ବନ୍ଧରେ ସୂଚନା ।
ଖରାଦିନେ ମାଛ ପୋଖରୀର ପରିଚାଳନା ର ସୂଚନା
ଗଭୀର ଜଳରୁ ମାଛ ଧରିବା ପାଇଁ ଆନୁସଙ୍ଗିକ ଉପକରଣ, ସଂରକ୍ଷଣ ପଦ୍ଧତି, ମତ୍ସ୍ୟଜାତ ଦ୍ରବ୍ୟ ଓ ବିକ୍ରୟ ସମ୍ବନ୍ଧରେ ସୂଚନା ।
କଉମାଛର ଉନ୍ନତ ପ୍ରଜାତି ହେଉଛି ‘ଗି ଫଟ ଟିଲାପିଆ' । ବିଭିନ୍ନ ଦେଶରେ ଏହି ମାଛର ବହୁଳ ଉତ୍ପାଦନ ଓ ଚାହିଦା ରହିଥିବା ପରିଲକ୍ଷିତ ହୋଇଛି ।
ଚିଙ୍ଗୁଡି ଚାଷ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ବିଭିନ୍ନ ଋତୁରେ ମାଛ ପରିଚାଳନା ଓ ପୋଖରୀର ଯତ୍ନ ସୂଚନା ।
ମତ୍ସ୍ୟ ଉତ୍ପାଦନ ନିମିତ୍ତ ଆଦର୍ଶ ମୃତ୍ତିକା, ଜଳ ଓ ପରିବେଶ ସମ୍ବନ୍ଧରେ ସୂଚନା ।
ମଧୁର ଜଳ ଚିଙ୍ଗୁଡ଼ି ଚାଷ କିପରି କରିବେ ସେ ସମ୍ବନ୍ଧିତ ସୂଚନା ।
ମଧୁର ଜଳ ଚିଙ୍ଗୁଡି ସାଧାରଣତଃ ନଦୀ, ନାଳ ମୁହାଓ ଓ ତଟବର୍ତ୍ତି ଆବଦ୍ଧ ଜଳ ଭାଗରେ ବାସ କରନ୍ତି ।
ଆମ ରାଜ୍ୟ ମାଛ ଚାଷ ଅଧିକ ଉତ୍ପାଦନ କରିବା ପାଇଁ ବର୍ତ୍ତମାନ ସରକାର ବିଭିନ୍ନ ଯୋଜନାମାନ କରିଅଛନ୍ତି । ସେଥି ମଧ୍ୟରୁ ବିବିଧ ମାଛ ଚାଷ ଅନ୍ୟତମ ଅଟେ ।
ମଧୁର ଜଳୀୟ ମାଛର ରୋଗ ର ସୂଚନା
ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ ସମ୍ବନ୍ଧରେ ସୂଚନା ।
ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ (ବିଭାଗ – ୨) ସୂଚନା ।
ଲୁଣିପାଣିରେ ଚିଙ୍ଗୁଡ଼ି ଚାଷ ପାଇଁ ଜଳ ଓ ମାଟିର ନିର୍ବାଚନ ସମ୍ବନ୍ଧରେ ସୂଚନା ।
ସଘନ ସମଭାବାପନ୍ନ ମତ୍ସ୍ୟଚାଷ (ପୌନଃପୁନିକ ଅମଳ ପଦ୍ଧତିରେ ମାଛଚାଷ) ଉତ୍ପାଦନ, ସେ ବିଷୟରେ ସର୍ବିଶେଷ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା ।
ମିଶ୍ରିତ ମାଛଚାଷରେ ଧାନ ଏବଂ ମାଛ, କୁକୁଡ଼ା ଏବଂ ମାଛ, ଗାଈ ଏବଂ ମାଛ, ବତକ ଏବଂ ମାଛଚାଷ ଏକା ସାଙ୍ଗରେ କରାଯାଇଥାଏ ।