ଏହି ଭିଡିଓରେ ଉନ୍ନତ ମାନର ଚାଷ ପାଇଁ ଜମିର ଗୁଣବତ୍ତା ପରୀକ୍ଷା କରିବା ଜରୁରୀ । ସେଥିପାଇଁ ଜମିରୁ ମାଟିର ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରାଇଲେ ଫଳାଫଳ ଅନୁଯାୟୀ ମାଟିରେ ଉପଯୁକ୍ତ ଉର୍ବରକ ଇତ୍ୟାଦି ମିଶାଇ ଜମିର ମାନ ବୃଦ୍ଧି କରାଗଲେ ଚାଷର ମାନ ଉନ୍ନତ ହୋଇଥାଏ । ଏହି ଭିଡିଓ ରେ ଜମିରୁ ମୃତ୍ତିକା ସଂଗ୍ରହ ପ୍ରଣାଳୀ ବିଷୟରେ ବୁଝାଯାଇଛି ।
ୟୁରିଆ ସାର ବ୍ୟବହାର କଲେ ଉନ୍ନତ ମାନର ପରିବା ଚାଷ କରାଯାଇପାରେ । ଏଥିରେ ଜୈବିକ ଉପାୟରେ କିପରି ୟୁରିଆ ପ୍ରସ୍ତୁତ କରି ହେବ ତାର ପ୍ରଣାଳୀ ଦିଆଯାଇଛି ।
ଜୀବାମୃତ ଦ୍ଵାରା ଉନ୍ନତ ମାନର ପରିବା ଚାଷ କରାଯାଏ । ଏହାର ପ୍ରସ୍ତୁତି ପ୍ରଣାଳୀ ଏହି ଭିଡିଓରେ ଦିଆଯାଇଛି ।
ଏଥିରେ ମୃତ୍ତିକା ନମୁନା ସଂଗ୍ରହ ବିଷୟରେ ଜଣେ କୃଷି ବିଶେଷଜ୍ଞଙ୍କ ମତାମତ ଦିଆଯାଇଛି ।
ଏହି ଭିଡିଓରେ ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ ଆଲୋଚନା କରାଯାଇଛି।
ଆଧାର : ପୋଟାଲ ଟିମ
Last Modified : 5/11/2021