ଓଡିଶାରେ ଅନଲାଇନ ନାଗରିକ ସେବା
ସେବାର ଲାଭ
ଜଣେ ପଞ୍ଜୀକୃତ ନାଗରିକ ଏହି ସେବା ମାଧ୍ୟମରେ ବିଭିନ୍ନ ଦେୟର ପାଉଣା ପ୍ରଦାନ କରିବାରେ , ଟିକଟ ବୁକିଂରେ ସହାୟକ ହେବ । ପଞ୍ଜୀକୃତ ନାଗରିକ ଆହୁରି ମଧ୍ୟ ସେବା ଯଥା ଟଙ୍କା ନେଣଦେଣ କିମ୍ବା ପାଉଣାର ହିସାବ ପାଇପାରିବ ଓ ଏହାର ଲିଖିତ ଛବି ମଧ୍ୟ ଛାପି ପାରିବ । ତ୍ଵରିତ ପାଉଣା ପ୍ରଦାନକାରୀ ଯେତେବେଳେ ଚାହିଁବ ସେତେବେଳେ ନିଜ ମୋବାଇଲ ନମ୍ବର ବ୍ୟବହାର କରି ପାଇପାରିବ । ପୂର୍ବରୁ ଅର୍ଥ ପ୍ରଦାନ କରିଥିବା ପାଉଣା ମଧ୍ୟ ମୋବାଇଲ ନମ୍ବର ବ୍ୟବହାର କରି ଦେଖିପାରିବ ।
ବ୍ୟବହାରକାରୀଙ୍କ ପାଇଁ ନିର୍ଦେଶନାମା / ନାଗରିକ ସହାୟତା
କେଉଁ କେଉଁ ସେବା ପାଇଁ ଅର୍ଥପ୍ରଦାନ କରିପାରିବେ
- ବିଜୁଳି ଦେୟ ପୈଠ କରିବା
- ଜମି ଖଜଣା ପୈଠ କରିବା (କେବଳ ଭୁବନେଶ୍ଵର ୱାର୍ଡ ନମ୍ବର ୧୧, ୩, ୧)
- ବାଣିଜ୍ୟ ଶୁଳ୍କ ପ୍ରଦାନ (କେବଳ ଭୁବନେଶ୍ଵରପାଇଁ)
- ଜଳ କର ଶୁଳ୍କ ପ୍ରଦାନ କରିବା (କେବଳ ଭୁବନେଶ୍ଵରପାଇଁ)
- ଓଡିଶା ରାଜ୍ୟ ସଡକ ପରିବହନ ସେବାର ବସ ଟିକଟ କାଟିବା ପାଇଁ
- ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା ପାଇଁ (କେବଳ ଭୁବନେଶ୍ଵରପାଇଁ)
ଅନଲାଇନ ପାଉଣା ଦେବା ପାଇଁ ଆବଶ୍ୟକ ତଥ୍ୟ
ସରଳ ଓ ଭରସାଯୋଗ୍ୟ ଅର୍ଥ ନେଣଦେଣର କିଛି ସୂଚନା -
- ୧୬ କିମ୍ବା ୧୯ ଅଙ୍କ ବିଶିଷ୍ଟ ଡେବିଟ/କ୍ରେଡିଟ କାର୍ଡ
- କାର୍ଡ ସାମ୍ନାରେ ଲିଖିତ କାର୍ଡର ବୈଧତା
- କାର୍ଡ ପଛପଟେ ଲିଖିତ ୩ ଅଙ୍କ ବିଶିଷ୍ଟ CVV ନମ୍ବର
- କ୍ଲିକ କରନ୍ତୁ ନିଜ ବ୍ୟାଙ୍କ ପାଇଁ
ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧାଥିବା ଗ୍ରାହକଙ୍କ ପାଇଁ ଜାଣିବାର କିଛି ସୂଚନା -
- ଆକ୍ସିସ ବ୍ୟାଙ୍କରେ ଆକାଉଣ୍ଟ ଥିବା ଦରକାର
- ନେଟ ବ୍ୟାଙ୍କିଙ୍ଗ ପାଇଁ ୟୁଜର ଆଇଡି ଓ ପାସୱାର୍ଡ
ଆଧାର - "ଓଡ଼ିଶା ଅନ୍ଲାଇନ ସେବା"
Last Modified : 12/10/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.