অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୌଦ୍ଧ ଜିଲ୍ଲା – ଅନଲାଇନ ସେବା

ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର

ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଫର୍ମ ଡାଉନଲୋଡ କରନ୍ତୁ

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ବିଷୟରେ ତଥ୍ୟ

ଯାଆନ୍ତୁୱେବପୋର୍ଟାଲ ସାଇଟ

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ବୌଦ୍ଧ-୭୬୨୦୧୪
ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ । ସହର : ବୌଦ୍ଧ । ପିନ କୋଡ୍ : 762014

ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର

ନିମ୍ନ ଲିଖିତ ପ୍ରମାଣ ପତ୍ର ପାଇବା ପାଇଁ  ଏହି ୱେବସାଇଟରେ ଅନଲାଇନରେ ଆବେଦନ କରନ୍ତୁ

  1. ଆବାସିକ ପ୍ରମାଣପତ୍ର
  2. ଜାତି ପ୍ରମାଣପତ୍ର
  3. ଉତ୍ତରାଧିକାରୀ ପ୍ରମାଣପତ୍ର
  4. ପରିଶୋଧକ୍ଷମ ପ୍ରମାଣପତ୍ର
  5. ଇନକାମ ପ୍ରମାଣପତ୍ର
  6. ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର

ଯାଆନ୍ତୁୱେବପୋର୍ଟାଲ ସାଇଟ

ତହସିଲଦାର ବୌଦ୍ଧ ହରଭଙ୍ଗା କଣ୍ଟାମାଳ
ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ । ସହର : ବୌଦ୍ଧ ହରଭଙ୍ଗା କଣ୍ଟାମାଳ । ପିନ କୋଡ୍ : 762014

କେମିତି କରିବେ ଅଭିଯୋଗ?

ପ୍ରତି ସମୋବାର ଜିଲ୍ଲା/ବ୍ଲକରେ ଜନସାଧାରଣଙ୍କ ଠାରୁ  ନିଜର ଅଭିଯୋଗ ଅଭିଯୋଗ ଗ୍ରହଣ କରାଯାଏ | ଜନସାଧାରଣ  ଅଭିଯୋଗ ଅନଲାଇନରେ କରିପାରିବେ ।

ଯାଆନ୍ତୁୱେବପୋର୍ଟାଲ ସାଇଟ

ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ,ବୌଦ୍ଧ,
ସ୍ଥାନ : ବ୍ଲକ ଅଫିସ,ବୌଦ୍ଧ,ହରଭଙ୍ଗା,କଣ୍ଟାମାଳ । ସହର : ବୌଦ୍ଧ । ପିନ କୋଡ୍ : 762014
ଫୋନ : 06841-222203 । ଇମେଲ୍ : dm-boudha[at]nic[dot]in

ଭିନ୍ନକ୍ଷମ ଅଭିଯୋଗ

ଭିନ୍ନକ୍ଷମ କୋମିସନରଙ୍କ ଠାରେ ଅଭିଯୋଗ କରିବା ପାଇଁ ନିମ୍ନ ୱେବସାଇଟ ରେ କ୍ଲିକ କରନ୍ତୁ |

ଯାଆନ୍ତୁୱେବପୋର୍ଟାଲ ସାଇଟ

ରାଜ୍ୟ ଭିରନକ୍ଷମ ଆୟୋଗ କମିଶନର ଇଉନିଟ -୬ ଭୁବନେଶ୍ଵର , ଓଡିଶା
ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ । ସହର : ଭୁବନେଶ୍ଵର । ପିନ କୋଡ୍ : 751001

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକରଣ

ଜନସାଧାରଣ/ଛାତ୍ର ଛାତ୍ରୀ /ଚାକିରୀ ଆଶାୟି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ।

ଯାଆନ୍ତୁୱେବପୋର୍ଟାଲ ସାଇଟ

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ବୌଦ୍ଧ

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ବୌଦ୍ଧ
ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ । ସହର : ବୌଦ୍ଧ । ପିନ କୋଡ୍ : 762014

କେମିତି ଜମି ପଟ୍ଟା ଦେଖିବେ?

ଯାଆନ୍ତୁୱେବପୋର୍ଟାଲ ସାଇଟ

ତହସିଲ କାର୍ଯ୍ୟାଳୟ

ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ । ସହର : ବୌଦ୍ଧ । ପିନ କୋଡ୍ : 762014

ଟ୍ରେଡ ଲାଇସେନ୍ସ

ଯାଆନ୍ତୁୱେବପୋର୍ଟାଲ ସାଇଟ

ଏନଏସି ବୌଦ୍ଧ

ଏନଏସି ବୌଦ୍ଧ ୭୬୨୦୧୪
ସ୍ଥାନ : ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ । ସହର : ବୌଦ୍ଧ । ପିନ କୋଡ୍ : 762014

ଟେଲିଫୋନ ବିଲ ପଇଠ

ପ୍ରଦତ୍ତ ୱେବସାଇଟ ରେ ଅନଲାଇନ ବିଲ ପଇଠ କରନ୍ତୁ ।

ଯାଆନ୍ତୁୱେବପୋର୍ଟାଲ ସାଇଟ

ଭାରତ ସଞ୍ଚାର ନିମଗ ଲିମିଟେଡ,ବୌଦ୍ଧ
ସହର : ବୌଦ୍ଧ । ପିନ କୋଡ୍ : 762014

ଆଧାର - "ବୌଦ୍ଧ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate