অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାୟଗଡ - ଅନଲାଇନ ସେବା

ଜାତି ପ୍ରମାଣ ପତ୍ର

ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବାସକିୟ ଦଲିଲ

  • ପଟ୍ଟା ର ନକଲ
  • ନିଜର ଘୋଷଣା ନାମ ପତ୍ର
  • ଜମି ର ପାସ ବୁକ
  • ଭୋଟ ପରିଚୟ ପତ୍ର ର ନକଲ
  • ଅନାନ୍ୟ ଆବଶକିୟ ଦଲିଲ

ଯାଆନ୍ତୁ: ଜାତି ପ୍ରମାଣ ପତ୍ର

ତହସିଲ କାର୍ଯ୍ୟାଳୟ

ସ୍ଥାନ : ଜଣ ସେବା କେନ୍ଦ୍ର । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧

ଲିଗାଲ ହେୟାର ପ୍ରମାଣ ପତ୍ର

ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବାସକିୟ ଦଲିଲ

  • ମୃତ୍ୟୁ ପ୍ରମାଣ ପତ୍ର ର ନକଲ
  • ଭୋଟ ପରିଚୟ ପତ୍ର / ଆଧାର ପରିଚୟ ପତ୍ର … ଅନାନ୍ୟ
  • ଯଦି ସରକାରୀ କର୍ମଚାରୀ ହୋଇଥିବେ ତାଙ୍କର ସେବା ପୁସ୍ତକ ର ପ୍ରଥମ ପୃଷ୍ଠା ର ନକଲ
  • ପଟ୍ଟା ର ନକଲ
  • ଅନାନ୍ୟ ଆବଶକିୟ ଦଲିଲ

ଯାଆନ୍ତୁ: ଲିଗାଲ ହେୟାର ପ୍ରମାଣ ପତ୍ର

ତହସିଲ କାର୍ଯ୍ୟାଳୟ

ସ୍ଥାନ : ଜଣ ସେବା କେନ୍ଦ୍ର । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧

ବାସିନ୍ଦା ପ୍ରମାଣ ପତ୍ର

ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବଶକିୟ ଦଲିଲ

  • ପଟ୍ଟା ର ନକଲ
  • ଭୋଟ ପରିଚୟ ପତ୍ର / ଆଧାର ପରିଚୟ ପତ୍ର / ପାନ କାର୍ଡ / ପାସପୋର୍ଟ ର ନକଲ … ଅନାନ୍ୟ
  • ବିଦ୍ୟୁତ ବିଲ / ଟେଲିଫୋନ ବିଲ / ଘର ଚୁକ୍ତି ର ନକଲ / ବ୍ୟାଙ୍କ ଜମାଖାତା / ଡ୍ରାଇଭିଂ ଲାଇସେନ୍ସ / ଶିକ୍ଷ୍ୟାଗତ ଯୋଗ୍ୟତା ପତ୍ର … ଅନାନ୍ୟ
  • ଅନ୍ୟାନ୍ୟ ଆବଶ୍ୟକୀୟ ଦଲିଲ

ଯାଆନ୍ତୁ: ବାସିନ୍ଦା ପ୍ରମାଣ ପତ୍ର

ତହସିଲ କାର୍ଯ୍ୟାଳୟ

ସ୍ଥାନ : ଜଣ ସେବା କେନ୍ଦ୍ର । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧

ଅଭିଯୋଗ କିପରି ଅଵେଦନ କରିବେ

ଅନଲାଇନ ମାଧ୍ୟମ ରେ ଜ଼ିଲ୍ଲାପାଳଙ୍କ ନିକଟ ରେ ଅଭିଯୋଗ ଆବେଦନ ପ୍ରଣାଳୀ

  • "ଇ - ଅଭିଯୋଗ"ୱେବସାଇଟ ଖୋଲନ୍ତୁ
  • “Lodge Grievance” ରେ କ୍ଲିକ କରନ୍ତୁ
  • ବର୍ତ୍ତମାନ ଆସିଥିବା ପୃଷ୍ଠା ରେ ଦରଖାସ୍ତ ପୁରଣ କରନ୍ତୁ
  • ଆବଶ୍ୟକ ସ୍ଥଳେ ଅଭିଯୋଗ ସମ୍ବନ୍ଧିତ ନଥିପତ୍ର ପି.ଡ଼ି.ଏଫ. ରେ ଅପଲୋଡ଼ କରିପାରିବେ
  • “Submit” ରେ କ୍ଲିକ କରନ୍ତୁ
  • ଅଭିଯୋଗ ର ସ୍ତିତି ଜାଣିବା ପାଇଁ ରେଜିଷ୍ଟ୍ରେସନ ନମ୍ବର ଟିକୁ ଟିପି ରଖନ୍ତୁ

ଯାଆନ୍ତୁ: ଇ - ଅଭିଯୋଗ

ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼

ସ୍ଥାନ : ଅନଲାଇନ । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧

ନିୟୋଜନ କାର୍ଯ୍ୟାଳୟ ପଞ୍ଜିକରଣ

ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବାସକିୟ ଦଲିଲ

  • ବାସିନ୍ଦା ପ୍ରମାଣ ପତ୍ର ର ନକଲ
  • ଜାତି ପରିଚୟ ପତ୍ର ର ନକଲ
  • ସମସ୍ତ ଶିକ୍ଷ୍ୟାଗତ ଯୋଗ୍ୟତା ର ପ୍ରମାଣ ପତ୍ର

ଯାଆନ୍ତୁ: ନିୟୋଜନ କାର୍ଯ୍ୟାଳୟ ପଞ୍ଜିକରଣ

ନିୟୋଜନ କାର୍ଯ୍ୟାଳୟ, ରାୟଗଡ଼

ସ୍ଥାନ : ନିୟୋଜନ କାର୍ଯ୍ୟାଳୟ । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧

ଜମି ପଟ୍ଟା (ଆର.ଓ.ଆର)

ପଟ୍ଟା ପାଇବା ପାଇଁ ନିମ୍ନଲିଖିତ ଦଲିଲ ସହିତ ଆବଶକ୍ୟ ଆବେଦନ ପତ୍ର ତହସିଲ କାର୍ଯ୍ୟାଳୟ ର ଜମା କରନ୍ତୁ

  • ରେଜିଷ୍ଟ୍ରେସନ ସେଲ ଡିଡ଼
  • ଅନ୍ୟ ସମସ୍ଥ ଲିଙ୍କ ଡକ୍ୟୁମେଣ୍ଟ
  • ଆଧାର ପରିଚୟ ପତ୍ର ର ନକଲ

ଯାଆନ୍ତୁ: ପଟ୍ଟା ପାଇବା ପାଇଁ ଆବେଦନ ପତ୍ର

ତହସିଲ କାର୍ଯ୍ୟାଳୟ

ସ୍ଥାନ : ତହସିଲ କାର୍ଯ୍ୟାଳୟ । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧

ଆଧାର – "ରାୟଗଡା ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 6/27/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate