অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଯୁକ୍ତି ଖବର

ରେଲୱେ

ଆଇଆରସିଟିସିରେ କରନ୍ତୁ ଆବେଦନ, ୨୫ହଜାର ଦରମା ସହ ସିଧା ଭର୍ତି

ପଦବୀ ନାମ : ସୁପରଭାଇଜର

ଶେଷ ତାରିଖ- ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ

ଏୟାରଫୋର୍ସ

ଦ୍ୱାଦଶ ଶ୍ରେଣୀ ପାସ ପ୍ରାର୍ଥୀଙ୍କ ପାଇଁ ଏୟାରଫୋର୍ସ ଅଥୋରିଟି ଅଫ ଇଣ୍ଡିଆରେ ନିଯୁକ୍ତି

ପଦବୀ ନାମ : ଅପେରେଟର

ଶେଷ ତାରିଖ- ୨୦୧୯ ଫେବୃଆରୀ ୧୮ ସନ୍ଧ୍ୟା ୬ଟା ଯାଏ

ୟୂପିଏସସି / ସ୍ଟେଟ ପିସିଏସ / ଷ୍ଟାଫ ସିଲେକସନ କମିଶନ

+୩ ପାସଙ୍କ ପାଇଁ ଓଏସଏସଏସସିର ଗ୍ରାଣ୍ଡ ଭର୍ତି, ଜୁନିଅର କ୍ଲର୍କ ପାଇଁ କରନ୍ତୁ ଅବେଦନ

ସ୍ଥାନ : ଓଡିଶା

ପଦବୀ ନାମ : ଜୁନିଅର କ୍ଲର୍କ, ଏବଂ ଆସିଷ୍ଟାଂଟ ଜୁନିଅର କ୍ଲର୍କ

ଶେଷ ତାରିଖ – ୨୯-୦୧-୨୦୧୯

ଓପିଏସସି ନିଯୁକ୍ତି : ୨୨୧ ମେଡ଼ିକାଲ ଅଫିସର ପାଇଁ କରନ୍ତୁ ଆବେଦନ

ସ୍ଥାନ : ଓଡିଶା

ପଦବୀ ନାମ : ଆୟୁରବେଦିକ୍ ମେଡ଼ିକାଲ ଅଫିସର

ଶେଷ ତାରିଖ – ୧୪-୦୧-୨୦୧୯ (ରାତି ୧୨ଟା ପର୍ୟ୍ୟ ନ୍ତ)

ଭାରତୀୟ ସେନା

ଭାରତୀୟ ନୌସେନାରେ ସ୍ନାତକତୋର ପାଇଁ ଭର୍ତି ଆରମ୍ଭ, ପ୍ରତି ମାସରେ ପାନ୍ତୁ ୧ଲକ୍ଷ ଟଙ୍କାର ରୋଜଗାର ଅବସର

ପଦବୀ ସଂଖ୍ୟା- ୧୦୨

ଭାରତୀୟ ନୌସେନାରେ ଅନେକ ପଦବୀରେ ଭର୍ତି ଆରମ୍ଭ ହୋଇଛି । ସମୁଦାୟ ୧୦୨ଟି ପଦବୀରେ ଏହି ଭର୍ତି ହେବାକୁ ଯାଉଛି । ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ତେବେ ଆବେଦନ କରିବାକୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଆବେଦନ କରିବା ପାଇଁ ୨୦୧୯ ଜାନୁଆରୀ ୧୨ରୁ ଆରମ୍ଭ ହୋଇ ଫେବୃଆରୀ ୦୧ରେ ଏହାର ଅନ୍ତିମ ତାରିଖ ରହିଛି ।

ଦରମା- ୫୬ହଜାର ଶହେରୁ ୧ ଲକ୍ଷ ୧୦ ହଜାର ୭୦୦ ଟଙ୍କା

ଯୋଗ୍ୟତା: ପାର୍ଥୀ ବିଇ କିମ୍ବା ବିଟେକ୍ ଛାତ୍ର ହୋଇଥିବା ଆବଶ୍ୟକ ।୧୯୯୫ ଜାନୁଆରୀ ୦୨ରୁ ୨୦୦୦ ଜୁଲାଇ ୦୧ ମଧ୍ୟରେ ଜନ୍ମ ତାରିଖ ଥିବା ଶିକ୍ଷାର୍ଥୀ ଆବେଦନ କରି ପାରିବେ ।

ଆବେଦନ ଫି: ଏସ୍‌ସି ଓ ଏସ୍‌ଟି ପାଇଁ ୨୫୦ ରଖାଯାଇଥିବା ବେଳେ ଏନ୍‌ସିସି ସ୍ପେଶାଲ ଏଣ୍ଟ୍ରି ଓ ପାଣିପାଗ ବିଭାଗ ପାଇଁ କୌଣସି ଫି ରଖାଯାଇ ନାହିଁ। ଡେବିଡ୍‌ କାର୍ଡ, କ୍ରେଡିଟ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ଫି ଭରି ପାରିବେ।

ଆବେଦନର ଶେଷ ତାରିଖ: ଆବେଦନ କରିବା ପାଇଁ ୨୦୧୯ ଜାନୁଆରୀ ୧୨ରୁ ଆରମ୍ଭ ହୋଇ ଫେବୃଆରୀ ୦୧ରେ ଏହାର ଅନ୍ତିମ ତାରିଖ ରହିଛି ।

ଇଚ୍ଛୁକ ପାର୍ଥୀ ଏହି "https://www.joinindiannavy.gov.in/"

ଆଈନ

ସୁପ୍ରିମ୍‌କୋର୍ଟରେ ଚାକିରି କରିବାକୁ ସୁଯୋଗ

ନୂଆଦିଲ୍ଲୀ: ବିଚାର ବିଭାଗୀୟ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏଥିପାଇଁ ଆବେଦନର ଶେଷ ତାରିଖ ୨୦୧୮ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରଖାଯାଇଛି। ଆବେଦନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖନ୍ତୁ।

ଖାଲି ଥିବା ପଦବୀ ସଂଖ୍ୟା: ମୋଟ ୭୮ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯେଉଁଥିରେ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୬୫ଟି ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୧୩ଟି ପଦବୀ ଖାଲି ରହିଛି।

ଯୋଗ୍ୟତା: ଆବେଦନକାରୀ ମାନ୍ୟାତା ପ୍ରାପ୍ତ ସ୍କୁଲରୁ ୧୦ ଶ୍ରେଣୀ ପାସ୍ କରିଥିବା ନିହାତି ଆବଶ୍ୟକ।

ଚୟନ ପ୍ରକ୍ରିୟା: ଏଥିପାଇଁ ଲିଖିତ ପରୀକ୍ଷା ପରେ ଦକ୍ଷତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଦରମା: ୩୩,୩୧୫ ଟଙ୍କା ରଖାଯାଇଛି।

ସ୍ଥାନ ଓ ଆବେଦନର ଫିସ୍: ସାଧାରଣ (ଜେନେରାଲ୍) ବର୍ଗଙ୍କ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଫିସ୍‌ ରହିଥିବା ବେଳେ ଏସ୍‌ସି, ଏସ୍‌ଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଫିସ୍‌ ରହିଛି। ଏହାର ଜବ୍‌ ଲୋକେଶନ୍‌ ନୂଆଦିଲ୍ଲୀ।

ଆବେଦନର ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀ ୱେବ୍‌ସାଇଟ୍‌www.sci.nic.in କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଭାରତୀୟ ସୁପ୍ରିମକୋର୍ଟରେ ଆସିଷ୍ଟାଣ୍ଟ୍ ପଦ ପାଇଁ ବିଜ୍ଞପ୍ତି ଜାରିହୋଇଛି। ଆବେଦନ ପ୍ରକ୍ରିୟା ନିମ୍ନରେ ଦିଆଗଲା ।

ୱେବସାଇଟ - www.sci.nic.in

ପଦବୀ ବିବରଣୀ – କୋର୍ଟ ଆସିଷ୍ଟାଣ୍ଟ (ଟେକ୍ନିକାଲ ଆସିଷ୍ଟାଣ୍ଟ କମ୍ ପ୍ରୋଗ୍ରାମର)

ପଦବୀ ସଂଖ୍ୟା – ୧୫

ଶିକ୍ଷାଗତ ଯୋଗ୍ୟାତା – କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ଟେକନୋଲୋଜିରେ ବି.ଇ, ବିଟେକ୍ ଡିଗ୍ରୀ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ତିନି ବର୍ଷର ଅଭିଜ୍ଞତା ଶେଷ ତାରିଖ – ୨୦ ଫେବୃୟାରୀ ୨୦୧୮

ଆବେଦନ ଶୁଳ୍କ – ନିଃଶୁଳ୍କ

ବୟସ ସୀମା – ୩୦

ଏମିତି କରନ୍ତୁ ଆବେଦନ – ଆଶାୟୀ ପାର୍ଥୀ ନିର୍ଦ୍ଦାରିତ ଆବେଦନ ପତ୍ରକୁ ଡାଉନଲୋଡ଼ କରି ପୂରଣ କରନ୍ତୁ । ଆବେଦନ ପତ୍ର ସହ ସଂବଧିତ ଶିକ୍ଷାଗତ ପ୍ରମାଣପତ୍ରର ସାର୍ଟିଫିକେଟ ସଂଲଗ୍ନ କରି 'ରେଜିଷ୍ଟର, ଆଡମିନ୍, ସୁପ୍ରିମକୋର୍ଟ ଅଫ ଇଣ୍ଡିଆ, ତିଲକ ମାର୍ଗ, ନୂଆଦିଲ୍ଲୀ-୧୧୦୨୦୧' ଠିକଣାରେ ପଠାଇ ଦିଅନ୍ତୁ ।

ଦରମା – ୪୪,୯୦୦

ଚୟନ ଆଧାର – ଲିଖିତ ପରୀକ୍ଷା, ଅବଜେକ୍ଟିଭ୍ ଟେକ୍ନିକାଲ ଆପଚିଟିୟୁଡ୍ ଚେଷ୍ଟ, ପ୍ରକ୍ଟିକାଲ ଆପଚିଚିୟୁଡ୍ ଟେଷ୍ଟ ଏବଂ ସାକ୍ଷାତକାର

ବିଜ୍ଞପ୍ତି ନୋଟିସ ଲିଙ୍କ୍ -http://supremecourtofindia.nic.in/pdf/recruitment/tech%20post%20advertisement.pdf

ବିଭିନ୍ନ ପ୍ରକାର

ଦଶମ ପାସଙ୍କ ପାଇଁ ସରକାରୀ ଚାକିରୀରେ ଅବସର, ଦରମା ୨୫ ହଜାର ଟଙ୍କା

ସ୍ଥାନ : ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ର

ପଦବୀ ନାମ - ଅପର ଡିଭିଜନ କ୍ଲର୍କ

ଶେଷ ତାରିଖ - ଫେବୃଆରୀ ୨୫

ଆଧାର : ପୋର୍ଟାଲ ଟିମ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate