ବହୁ ଅପେକ୍ଷାର ଅନ୍ତ ଘଟାଇ ହ୍ୟାଣ୍ଡସେଟ ନିର୍ମାତା ଆପଲ ଏହାର ବହୁ ପ୍ରତୀକ୍ଷିତ ହ୍ୟାଣ୍ଡସେଟ ଆଇଫୋନ ୭ ଏବଂ ଆଇଫୋନ ୭ ପ୍ଲସର ବଜାର ପ୍ରବେଶ କରାଇଛି ।
ଆକ୍ସିସ୍ ବ୍ୟାଙ୍କର ଏହାର ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ ଆଉ ପାଦେ ଆଗେଇ ନେଇ ଇ-ମୁଦ୍ରା ଲିମିଟେଡ୍,ଏକ ଅଗ୍ରଣୀ ଡିଜିଟାଲ୍ ସିକୁ୍ୟରିଟି କଂପାନି ସହ ପାର୍ଟନର୍ ହୋଇ ଇ-ସାଇନ୍ ଆରମ୍ଭ କରିଛି
ଷ୍ଟେଶନ ପ୍ରାଙ୍ଗଣ ନିମନ୍ତେ ବ୍ୟାଟରିଚାଳିତ କାର ବୁକିଙ୍ଗ ଲାଗି ରେଳ ମନ୍ତ୍ରଣାଳୟ ଖୁବଶୀଘ୍ର ଏକ ମୋବାଇଲ ଆପ୍ଲିକେଶନ ପ୍ରଚଳନ କରିବ ।
ମୋବାଇଲ୍ ଆପ୍ ଜରିଆରେ ପର୍ଯ୍ୟଟନ ସ୍ଥଳ ଆର୍ବଜନା ଫଟୋ ସରକାରଙ୍କୁ ପଠାଅ
ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରିବାରେ ମହିଳାମାନେ ପଛରେ ନାହାନ୍ତି । ଇଲେକ୍ଟ୍ରୋନିକ୍ ଗେଜେଟ୍ ବ୍ୟବହାର କରିବା ପୂର୍ବରୁ ସତର୍କତା ।
ଉଭୟ ସ୍ମାର୍ଟଫୋନ୍ ଓ ଫିଚର୍ ଫୋନ୍ରେ ଏହି ଆପ୍ କାମ କରିବ। ବିନା ଇଣ୍ଟରନେଟ୍ରେ ଏହି ଆପ୍ କାମ କରିବ। ଭିମ୍ ପାଇଁ କେବଳ ଦରକାର ଟିପ ଚିହ୍ନ।
ମୋବାଇଲ୍ ଫୋନର ବ୍ୟବହାର ପରେ ଜିପିଏସ୍ ବାବଦରେ କିଏ ବା ନଜାଣେ । ସେ ସମ୍ବନ୍ଧୀୟ ତଥ୍ୟ ।
ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ ସୁଚନା ମିଳିବା
ଏହି ଆପଟି ମହିଳାମାନଙ୍କ ମାନସିକ/ଶାରୀରିକ ଯନ୍ତ୍ରଣାରୁ ତତ୍କାଳିତ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି
ଫେସ୍ବୁକ୍ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।
ଫୋନ୍ ଓଦା ହୋଇଗଲେ କଣ କରିବେ ସେ ସମ୍ବନ୍ଧୀୟ ସୂଚନା ।
ଷ୍ଟେସନ, ବିମାନ ବନ୍ଦର, ବସଷ୍ଟାଣ୍ଡ, ପାଇଁ ଆଜି ବିଭିନ୍ନ ଅଞ୍ଚଳକୁ ଫ୍ରି ୱାଇ–ଫାଇ ଜୋନ ଭାବେ ଘୋଷଣା କରୁଛନ୍ତି ।
ଆସନ୍ତା ମାସ ପ୍ରାରମ୍ଭରେ ଏ ନେଇ ଏକ ନିଷ୍ପତ୍ତି ନିଆଯିବ ।
ଷ୍ଟେଟ ବ୍ୟାଙ୍କ ଫ୍ରିଡମ- ନିଜ ବ୍ୟାଙ୍କ ଏବେ ନିଜ ମୋବାଇଲରେ
ମହିଳାମାନେ ନିଜ ସ୍ମାର୍ଟଫୋନରେ ରଖୁଥିବା କିଛି ଆପ୍ ସମ୍ପର୍କରେ ଜାଣିବା
ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ ମିସ୍ଡ୍ କଲ୍ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିପାରିବେ ।
ଇ-ଗଭର୍ନାନ୍ସର ବହୁଳ ପ୍ରଚାର ଓ ପ୍ରସାର ପାଇଁ ମୋବାଇଲ ପାସପୋର୍ଟ ସେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ
ଏମ-ଗଭର୍ଣାନ୍ସର ଉଦ୍ଦେଶ୍ୟ ମୋବାଇଲ ଫୋନ: ସେବା ପ୍ରଦାନ ପାଇଁ ଉଭା ହେଉଥିବା ଚାନେଲ ଭାରତରେ ଏମ – ଗଭର୍ଣାନ୍ସ ମୋବାଇଲ ସେବା ପ୍ରଦାନ ଗେଟବେ (ଏସଏସଡିଜି) ବାନ ବେବ ଆପ୍ରୋଚ ଏମ ଗଭର୍ଣାନ୍ସର ଲାଭ ଏମ- ଗଭର୍ଣାନ୍ସ ସେବା
ବ୍ୟବହାରକାରୀ ଏବେ ମୋବାଇଲ ଏସଏମଏସ ଦ୍ଵାରା ସମ୍ପୂର୍ଣ ମାଗଣାରେ ସର୍ବଭାରତୀୟ ରେଡିଓ ଖବର ପାଇପାରିବେ
ଭୋଡାଫୋନ୍ ଇଣ୍ଡିଆ, ଦେଶର ଅଗ୍ରଣୀ ଦୂର ସଂଚାର ସେବା ପ୍ରଦାନକାରୀ ଓଡ଼ିଶା ଡିସକମ (ସାଉଥକୋ ୟୁଟିଲିଟି) ସହ ମିଶି କ୍ୟାସଲେସ୍, ସୁରକ୍ଷିତ ଓ ସହଜ ବିଦ୍ୟୁତ ବିଲ୍ ପଇଠ ବ୍ୟବସ୍ଥା ବିଷୟରେ ଘୋଷଣା କରିଛି
ଏହା ଏକ ବହୁଭାଷୀ ମୋବାଇଲ ଆପ ‘ରାଇସ୍ ଏକ୍ସପର୍ଟ (riceXpert)’ ପ୍ରସ୍ତୁତ କରାଯାଇଛି ।
ରେଳ ଯାତ୍ରା ସମୟରେ ଚିକିତ୍ସା ସୁବିଧା ସମ୍ପର୍କିତ ସୁଚନା ମୋବାଇଲରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ରେଳଯାତ୍ରୀ ଡଟ୍ କମ୍ ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ ହୋଇଛି
ସ୍ମାର୍ଟ ଫୋନ୍ ବ୍ୟବହାର କଲେ ତାହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ସେ ସମ୍ବନ୍ଧୀୟ ସୂଚନା ।
ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍ ଏବଂ ଉପଯୁକ୍ତ ବର୍ଜ୍ୟ ପରିଚାଳନାବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ସୋସିଆଲ କମ୍ୟୁନିକେଶନ୍ ସାଇଟ୍ସଗୁଡିକ ମଧ୍ୟରେ ବର୍ତ୍ତମାନ ହ୍ଵାଟ୍ସଆପ୍ ର ଡିମାଣ୍ଡ ଯେ, କେତେ ତାହା କହିବା ବାହୁଲ୍ୟ ମାତ୍ର । କାରଣ ସାରା ବିଶ୍ଵରେ କୋଟି କୋଟି ସଂଖ୍ୟାରେ ଯୁବପିଢି ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସହିତ ଚାଟିଂ କରିବା ତଥା ଫଟୋ ଏବଂ ଭିଡିଓ ଶେୟାର କରିବାରେ ଏହାକୁ ବ୍ୟବହାର କରୁଛନ୍ତି ।
ସାଇବର ସୁରକ୍ଷା ପ୍ରଣାଳୀରେ ଯେଉଁ ବ୍ୟକ୍ତି ସିଷ୍ଟମ କିମ୍ବା ନେଟୱର୍କରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ସହିତ ତାକୁ ବ୍ୟବହାର କରି ନିଜର ଲକ୍ଷ୍ୟ (ଭଲ କିମ୍ବା ଖରାପ ହୋଇପାରେ) ହାସଲ କରିଥାଏ ତାକୁ ହ୍ୟାକର କୁହାଯାଏ
୨୦୨୦ ସୁଦ୍ଧା ଅନ୍ଲାଇନ୍ ରେ ରହିବେ ଭାରତର ୫୦କୋଟି ଲୋକ ସେ ସମ୍ବନ୍ଧୀୟ ସୂଚନା ।