অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫେସ୍ବୁକ୍

କାର୍ଯ୍ୟ

  • ଜଣେ ୟୁଜର ଫେସ୍ବୁକ୍ ରେ ୫୦୦୦ ପର୍ଯ୍ୟନ୍ତ ଫ୍ରେଣ୍ଡ କରିପାରିବେ ।
  • ଫେସ୍ବୁକ୍ ରେ ଚାଟିଂ କରିବା ପାଇଁ ସ୍ଵତନ୍ତ୍ର ଭାବେ କରାଯାଇଥିବା ୱେବ୍ସାଇଟ୍ ନାଁ ହେଉଛି  Messenger.com ।
  • ଭାରତର ବ୍ୟବହାରକାରୀ ଫେସ୍ବୁକ୍ ରେ ସବୁଠାରୁ ଅଧିକ ଫେକ୍ ଆକାଉଣ୍ଟ୍ ସୃଷ୍ଟି କରିଥାନ୍ତି ।
  • ଫେସ୍ବୁକ୍ ର ପ୍ରଥମ ୟୁଜର୍ଙ୍କ ନାମ ପ୍ରିସିଲା ଚାନ୍ ।
  • ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବର୍ଣ୍ଣାନ୍ଧତା ରୋଗର ଶିକାର ହେଉଥିବାରୁ ସେ ନୀଳ ରଙ୍ଗକୁ ଭଲ ଭାବେ ଚିହ୍ନିପାରନ୍ତି । ତେଣୁ ସେ ଫେସ୍ବୁକ୍ ର ଲୋଗୋ ନୀଳ ରଖିଛନ୍ତି ।
  • ମାର୍କ ଜୁକରବର୍ଗଙ୍କୁ ଫେସ୍ବୁକ୍ ରେ ବ୍ଲକ୍ କରାଯାଇପାରିବ ନାହିଁ ।
  • ମାର୍କ ଜୁକରବର୍ଗଙ୍କ ବ୍ୟତୀତ ଫେସ୍ବୁକ୍ ଆଉ ୨ଜଣ କୋ – ଫାଉଣ୍ଡର୍ ଅଛନ୍ତି ।

ଆମ ଦେଶରେ ଫେସ୍ବୁକ୍

  • ପ୍ରତି ସେକେଣ୍ଡରେ ୫ଟା ନୂଆ ପ୍ରୋଫାଇଲ ତିଆରି ହେଉଥିବାବେଳେ ପ୍ରତିଦିନ ୩୦୦ ମିଲିଅନରୁ ଅଧିକ ଫଟୋ ଅପ୍ଲୋଡ ହୋଇଥାଏ ।
  • ୫୦% ୧୮ -୨୪ ବର୍ଷର ପିଲାମାନେ ସକାଳୁ ଉଠିବା ମାତ୍ରେ ମୁହଁ ନ ଧୋଇ ନିଜ ଫେସ୍ବୁକ୍ ଆକାଉଣ୍ଟ ଚେକ୍ କରିବାର ଅଭ୍ୟାସ ରଖନ୍ତି ।
  • ପ୍ରତିଦିନ ମିନିଟ୍ ରେ ୫୧୦ କମେଣ୍ଟ, ୨୯୩୦୦୦ ଷ୍ଟାଟସ ଏବଂ ୧୩୬,୦୦୦ ଫଟୋ ଅପ୍ଲୋଡ ହୋଇଥାଏ ।
  • ଏହିସବୁ ଭିତରେ ୮୩ ମିଲିଅନ ଫେକ୍ ପ୍ରୋଫାଇଲ ମଧ୍ୟ ରହିଛି ।

ଆଧାର - ଦୈନିକ ଧରିତ୍ରୀ

Last Modified : 1/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate