ପିଲାମାନଙ୍କୁ ବିଦ୍ୟାଳୟକୁ ନିୟମିତ ଭାବରେ ଆସି ପାଠ ପଢିବା ପାଇଁ ସରକାରଙ୍କ ଯୋଜନା ।
ରକାର ସେମାନଙ୍କର ପାଠପଢା ଖର୍ଚ୍ଚ ବହନ କରିବେ । ଏଥି ପାଇଁ ସରକାର ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।
ଅନ୍ୟାନ୍ୟ ପଛୁଆ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପିଲା ବିଶେଷ କରି ଝିଅ ପିଲାଙ୍କ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ପ୍ରଣୟନ କରାଯାଇଛି ।
ଆଦର୍ଶ ବିଦ୍ୟାଳୟ ଯୋଜନା ର ସୁଚନା
ଏହି ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓଡିଶା ସରକାରଙ୍କ ସାଇକେଲ ଯୋଜନା ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।
ଜାତୀୟ ଆୟ ଆଧାରିତ ମେଧା ଛାତ୍ରବୃତ୍ତି ଯୋଜନା ସମ୍ବନ୍ଧୀୟ ସୂଚନା ।
ଜାତୀୟ କ୍ରୀଡା ପ୍ରତିଭା ଯୋଜନା ୮ – ୧୨ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଚୟନ କରିବା ।
ଏହି ଯୋଜନା ଯେଉଁ ବିଭାଗ ଗୁଡିକରୁ ପ୍ରତିଭା ସନ୍ଧାନ କରେ ସେଗୁଡିକ ହେଉଛି ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଞ୍ଜିନୟରିଙ୍ଗ, ମେଡ଼ିସିନ, ମ୍ୟାନେଜମେଣ୍ଟ ଏବଂ ଆଇନ ।
ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ ସମ୍ବନ୍ଧରେ ସୂଚନା ।
ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା ) ସମ୍ବନ୍ଧରେ ସୂଚନା ।
ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ପ୍ରୟୋଗ ଓ ପର୍ଯ୍ୟବେକ୍ଷଣ) ସମ୍ବନ୍ଧରେ ସୂଚନା ।
ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ଦୂରଦୃଷ୍ଟି, ମିଶନ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ) ସମ୍ବନ୍ଧରେ ସୂଚନା ।
ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା ଭାଗ - ୨) ସମ୍ବନ୍ଧରେ ସୂଚନା ।
ଜାତୀୟ ଶିଶୁ ପାଣ୍ଠିର “ଉନ୍ନତି” ବୃତ୍ତି ବିଷୟରେ ସୂଚନା ।
ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନ -୨୦୦୯ ବ୍ୟବସ୍ଥା ସମ୍ବନ୍ଧିତ ସ୍ପଷ୍ଟୀକରଣ
ବାଳିକାଙ୍କ ମାଧ୍ୟମିକ ଶିକ୍ଷା ପାଇଁ ଜାତୀୟ ପ୍ରୋତ୍ସାହନ ଯୋଜନା ସମ୍ବନ୍ଧରେ ସୂଚନା ।
ନବମ ଏବଂ ଦଶମ ଶ୍ରେଣୀ ପରେ ଅଧାରୁ ପାଠପଢା ଛାଡୁ ଥିବା ଅକ୍ଷମ ଛାତ୍ର/ଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ।
ଏହି ପୋର୍ଟାଲରେମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।
ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ।
ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ରାଜ୍ୟର ଉଚ୍ଚତର ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ କାର୍ଯ୍ୟନୀତି ଆଧାରିତ ୨୦୧୩ ମସିହାରେ ପ୍ରଚଳିତ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ।
ଶିକ୍ଷା ଋଣ ବିଷୟରେ ସୂଚନା ।
ଶିକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା ବିଷୟରେ ସୂଚନା ।
ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧିନରେ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ସମ୍ବନ୍ଧରେ ସୂଚନା ।
ସଂଖ୍ୟା ଲଘୁଙ୍କ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି ଯୋଜନା ସମ୍ବନ୍ଧରେ ସୂଚନା ।
୧୯୭୫ ମସିହା ଅକ୍ଟୋବର ମାସ ୨ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଶିଶୁ ଶିକ୍ଷା ତଥା ଶିଶୁମାନଙ୍କର ଅଧିକାର ରକ୍ଷା ଓ ସର୍ବାଙ୍ଗୀନ ବିକାଶ ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ ।
୬ ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ,ଆଞ୍ଚଳିକ ତଥା ଲିଙ୍ଗଗତ ବୈଷମ୍ୟ ଦୂର କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ ।
୬ ରୁ ୧୪ ବର୍ଷ ଶିଶୁଙ୍କ ପାଇଁ ଶିକ୍ଷା ସମ୍ବନ୍ଧରେ ସୂଚନା ।