অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଜ୍ଜ୍ଵଳ

ଉଦ୍ଦେଶ୍ୟ

ଶିକ୍ଷା ଅଧିକାର ନିୟମ ଅନୁଯାୟୀ ଓଡ଼ିଶାର ୬ରୁ ୧୪ ବର୍ଷ ମଧ୍ୟରେ ଅବା ସବୁ ପିଲାମାନଙ୍କୁ ମାଗଣା ଏବଂ ଚାଧ୍ୟତାମୁଳକ ଶିକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍ଗ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରୟାସ ଜାରି ରହିଛି । ଏହି ପର୍ଯ୍ୟାୟରେ ସରକାରଙ୍ଗ ଅନୁମୋଦିତ ନିୟମ ଅନୁଯାୟୀ ପ୍ରତ୍ୟେକ ଜନବସତିରେ ଆବଶ୍ୟକତା ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପନ କରାଯାଇ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି I ଏହି କ୍ରମରେ ସବୁ ପିଲାମାନଙ୍କୁ ଦୁଷ୍ପୀନତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବର୍ତ୍ତମାନ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ।

ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ବିଭାଗ ତରଫରୁ ଏକ ନୁତନ କାର୍ଯ୍ୟକ୍ରମ “ଉଜ୍ଜ୍ଵଳ' ନାମରେ ଏକ ସାମୁଡିକ ପ୍ରୟାସ ଆରମ୍ଭ କରାଯାଇଛି ଯାହାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ତା ୬ ଅପ୍ରେଲ ୨୦୧୬ରିଖରେ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ପାଞ୍ଚଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି ତାହା ହେଲା :

  1. ସବୁ ପିଲାମାନଙ୍କର ବ୍ୟୁଜତମ ଶିକ୍ଷଣ ଦକ୍ଷତା ହାସଲ ଦିଗରେ ଗୁରୁତ୍ଵ ।
  2. ସବୁ ପିଲାମାନଙ୍କର ଶ୍ରେଣୀ ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ ।
  3. ସବୁ ଶିକ୍ଷକ/ଶିକ୍ଷଯିତ୍ରୀଙ୍କର କାର୍ଯ୍ୟଦକ୍ଷତାର ବିକାଶ
  4. ଶୁଣା ମୁଳ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକ ଓ ଶିକ୍ଷକ ମଣ୍ଡଳୀମାନଙ୍କର ସହଯୋଗ ।
  5. ସର୍ବୋପରି ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ବିଦ୍ୟାଳୟ ପରିଗ୍ରହଣ କାର୍ଯ୍ୟକ୍ରମ ମାଧ୍ୟମରେ ସେହି ବିଦ୍ୟାଳୟଗୁଡ଼ିକର ସାମଗ୍ରୀ ଜଟିଳାଶ ।

ଏହି କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ଆସନ୍ତା ତିନି ମାସ ରୁ ଛଅ ମାସ ମଧ୍ୟରେ ରାଜ୍ୟର ସବୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସବୁ ପିଲାମାନେ ଯେପରି ନିମ୍ନଲିଖିତ ସର୍ବନିମ୍ନ ଦକ୍ଷତା ହାସଲ କରିବେ ଯଥା :

  1. ଓଡ଼ିଆ ଭାଷାର ପଠନ ଓ ଲିଖନର ଦୁଷ୍ପୀନତମ ଦକ୍ଷତା ।
  2. ଇଂରାଜୀ ଭାଷାର ପଠନ ଓ ଲିଖନର ନ୍ୟୁନତମ ଦକ୍ଷତା ।
  3. ଗାଣିତିକ ଧାରଣାର ମୌଳିକ ଦକ୍ଷତା ।
  4. ମୌଳିକ ମୂଲ୍ୟବୋଧର ବିକାଶ ।
  5. ୫ଉତ୍ତମ ପ୍ରଭାବର ବିକାଶ ।

ତାହାର ଏକ ବିସ୍ତୃତ ବିବରଣୀ ଏହି ମାର୍ଗଦର୍ଶିକାରେ  ଦିଆଯାଇଛି। ଏହା ଏକ ସାମୁଡିକ ପ୍ରୟାସ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ ସଭ୍ୟ, ସମସ୍ତ ଶିକ୍ଷକ/ଶିକ୍ଷାଯିତ୍ରା, ବିଭାଗୀୟ ସହକର୍ମୀତଥା ସଚେତନ ଜନସାଧାରଣ ସହଯୋଗ କରିବାପାଇଁ ଚିନମ୍ର ନିବେଦନ।

ଲକ୍ଷ୍ୟ

ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଗୁଣା ମୁଜ ମାନବୃଦ୍ଧି ପାଇଁ ଅନେକ ପ୍ରକାରର ଚେଷ୍ଟା କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପିଲା ନିଜ ନିଜ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସର୍ବନିମ୍ନ ଶିକ୍ଷଣ ସ୍ତର ହାସଲ କରିବେ । ଏଣୁ ପ୍ରତ୍ୟେକ ଶ୍ରେଣୀରେ ପଢୁଥଟା ପିଲାଙ୍ଗ ଶିକ୍ଷଣ ସ୍ତର ଓ ଶିକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ତଥା ଗୁଣାମୁଜ ଶିକ୍ଷଣ ବ୍ୟବସ୍ଥାରେ ଉନ୍ନତି ଓ ସୁଧାର ଆଣିବା ପାଇଁ ଏକ ବିଧୁବନ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଯାହାକୁ ‘ଉଜ୍ଜ୍ଵଳ' ନାମରେ ନାମିତ କରାଯାଇଛି । ପିଲାମାନଙ୍କର ସର୍ବାଙ୍ଗାଜ ବିଜାଣ କରିବା ହେଉଛି ‘ଉଜ୍ଜ୍ଵଳ' କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମର ପାଞ୍ଚଟି ମୁଖ୍ୟ ଲକ୍ଷ୍ୟ ରହିଛି । ତାହା ହେଲା :

  • ପିଲାମାନଙ୍କର ଦୁଷ୍ପୀନତମ ଶିକ୍ଷଣ ଦକ୍ଷତା ହାସଲ ଦିଗରେ ଗୁରୁତ୍ଵ ।
  • ପିଲାମାନଙ୍କର ଶ୍ରେଣୀ ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ ଦିଗରେ ଗୁରୁତ୍ଵ ।
  • ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତାର ବିକାଶ ।
  • ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାଟକ ଓ ଶିକ୍ଷକ ମଣ୍ଡଳୀମାନଙ୍କର ସଜ ଯୋଗ ।
  • ସର୍ବୋପରି ବିଦ୍ୟାଳୟ ସାମଗ୍ରୀକ ବିକାଶ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ବିଦ୍ୟାଳୟ ପରିଗ୍ରହଣ କାର୍ଯ୍ୟକ୍ରମ ।

ଯଦି ଆମେମାନେ ଏଜି ପାଞ୍ଚଟି ଲକ୍ଷ୍ୟ ହାସଲ ପାଇଁ ଗୁରୁତ୍ଵ ଦେବା, ତେବେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଘ ହେଲା ବେଳକୁ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟର ପିଲାମାନେ ନିଶ୍ଚିତ ଭାବରେ ଦୁଷ୍ପୀନତମ ଗୁଣାମ୍ଳଜ ଶିକ୍ଷା ହାସଲ କରିବା ସଙ୍ଗେ ସଙ୍ଗେ ଶ୍ରେଣୀ ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ ଏବଂ ସେମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ ।

ଏହା ଏକ ସାମୁଡିକ ପ୍ରୟାସ । ଏହି ‘ ଉଜ୍ଜଳ' କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ କରିବାପାଇଁ ସମସ୍ତ ଶିକ୍ଷକ/ଶିକ୍ଷଯିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ ସଭ୍ୟi, ବିଭାଗiq। ଅଧୁକାରୀ ତଥା ଶିକ୍ଷା ପ୍ରେମୀ ଜନ ସାଧାରଣଙ୍ଗର ସହଯୋଗ ଆବଶ୍ୟକ ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିମ୍ନରେ ଦିଆଗଲା ।

  1. ନ୍ୟୁନତମ ଶିକ୍ଷଣ ଦକ୍ଷତା –
    • ପିଲାମାନଙ୍କର ଶିକ୍ଷଣ ଅସୁବିଧା ଦୂର କରିବା, ଗୁଣାମୁଳ ଶିକ୍ଷାର ବିକାଶ ତଥା ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ, “ଉଜ୍ଜ୍ଵଳ' କାର୍ଯ୍ୟକ୍ରମ ନିମ୍ନଲିଖିତ ପାଞ୍ଚଟି ଦିଗ ଉପରେ ଗୁରୁତ୍ଵ ପ୍ରଦାନ କରେ ।
    • ଓଡ଼ିଆ ଭାଷାର ପଠନ ଓ ଲିଖନର ଦୁଷ୍ପୀନତମ ଦକ୍ଷତା (ମୌଖୁଜ ଓ ଲିଖିତ): ଅନେକ ଗବେଷଣା ତଥା ଅନୁଭୂତିରୁ ଜଣାଯାଇଛି ଯେ ନିଜ ମାତୃଭାଷାରେ ସଫଳ ବିନିମୟ କୌଶଳ ପ୍ରତ୍ୟେକ ପିଲା ହାସଲ କରିବା ଉଚିତ । ଏହି କୌଶଳ, ହାସଲ କରିଥବା ।
    • ପିଲାଟିଏ ଅଲଗା ବିଷୟରେ ମଧ୍ୟ ସଫଳତା ହାସଲ କରିଥାଏ । ତେଣୁ ଓଡିଶାର ପ୍ରତ୍ୟେକ ପିଲା ବିଦ୍ୟାଳୟରେ ପଢ଼ାଯାଉଥିବା ଓଡ଼ିଆ ଭାଷାର ଶୁଦ୍ଧ ପଠନ ଓ ଲିଖନର ଦୁଷ୍ପୀନତମ ଦକ୍ଷତା ହାସଲ କରିବା ଉଚିତ । ଏହି ବିଷୟରେ ନିମ୍ନରେ ଦିଆଯାଇଥିବା ଟେବୁଲରେ ସମ୍ୟକ ସୁଚନା ଦିଆଯାଇଛି ।
    • ଇଂରାଜୀ ଭାଷାର ପଠନ ଓ ଲିଖନର ନ୍ୟୁନତମ ଦକ୍ଷତା (ମୌଖୁଜ ଓ ଲିଖିତ): ଜଜିବାକୁ ଗଲେ, ବର୍ତ୍ତମାନ ଇଂରାଜୀ ଭାଷା କେବଳ ଜାତୀୟ ଓ ଆତର୍ଜାତୀୟ ଭାବ ବିନିମୟ ମାଧ୍ୟମ ଦୁହେଁ ବରଂ ଜୀବନରେ ବିସ୍ତୃତ ସୁଯୋଗ ଡାସଳର ଏକ ଅନ୍ୟାନ ମାଧ୍ୟମ । ଏହା ମଧ୍ୟ ଆଧୁନିକ ବିଜ୍ଞାନ ଓ ଜାରିଗରୀ କୌଶଳର ବ୍ୟବହୃତ ଭାଷାର ଏକ ଚଳିଷ୍ଟ ମାଧ୍ୟମ । ଏହା ପିଲାମାନଙ୍କୁ ବିଜସ୍ର ପ୍ରତିଭା ଏବଂ ଦକ୍ଷତା ବିକାଶ ଜରିଚାରେ ସାହାଯ୍ୟ କରିଥାଏ । ଏଣୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟତ ସବୁ ପିଲା ଇଂରାଜୀ ଭାଷାରେ ସର୍ବନିମ୍ନ ଦକ୍ଷତା ହାସଲ କରିବା ଉଚିତ । ଏହି ବିଷୟରେ ନିମ୍ନରେ ଦିଆଯାଉଥବା ଟେବୁଲରେ ସମ୍ୟକ ସୂଚନା ଦିଆଯାଇଛି ।
    • ଗାଣିତିକ ଧାରଣାର ଦୁଷ୍ପୀନତମ ଦକ୍ଷତା : ପ୍ରତ୍ୟେଜ ପିଲା ଶ୍ରେଣୀ ଅନୁଯାୟୀ ଗାଣିତିକ ସୂଚକ ଗୁଡିକୁ ଚିହ୍ନଟ ଓ ଗଣନ କରିବା ହେଉଛି ଏକ ସର୍ବନିମ୍ନ ଦକ୍ଷତା । ଏଣୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପ୍ରତ୍ୟେକ ପିଲା ସର୍ବନିମ୍ନ ଗାଣିତିକ ଦକ୍ଷତା ହାସଲ କରିବା ଉଚିତ । ଏଜି ବିଷୟରେ ନିମ୍ନରେ ଦିଆଯାଇଥବା ଟେବୁଲରେ ସମ୍ୟକ ସୁଚନା ଦିଆଯାଇଛି ।
    • ମୌଳିକ ମୂଲ୍ୟରେ ବାଧର ବିକାଶ - ଆମେ ସମସ୍ତେ ଜାଣିଛେ ଯେ, ମୂଲ୍ୟବୋଧ ବିନା ଶିକ୍ଷା ଏକ ପୁର୍ଣାଙ୍ଗ ଶିକ୍ଷା ଦୁହେଁ । ଉତ୍ତମ ମୂଲ୍ୟବୋଧ ଉତ୍ତମ ଚିତଜ ସୃଷ୍ଟିକରେ । ଉତ୍ତମ ଚିତନ ଏକ ଉତ୍ତମ ଚରିତ୍ର ଗଠନ ପାଇଁ ସାହାଯ୍ୟ କରେ । ତେଣୁ ପ୍ରତ୍ୟେକ ପିଲା ଅନ୍ତତଃ ଜେତେଟି ମୌଳିକ ମୂଲ୍ୟରେ ବାଧା ଶିଖୁଚା ନିହାତି ଆଚଣ୍ୟଜ, ଯାହା ଫଳରେ ସେମାନେ ପ୍ରତ୍ୟେକ ଏକ ଉତ୍ତମ ଚରିତ୍ର ଚାନ ପିଲା ଭାବେ ପରିଗଣିତ ହୋଇପାରିବେ । ନିମ୍ନରେ ଦିଆଯାଇଥୁଟା ଟେବୁଲରେ କେତୋଟି ନେମିଳିକ ମୂଲ୍ୟରେ ବାଧା ଉପରେ ସମ୍ୟାଜ ସୁଚନା ଦିଆଯାଇଛି ।
    • ଉତ୍ତମ ପ୍ରଭାବର ବିକାଶ । ଉତ୍ତମ ଚରିତ୍ର ବିଜ୍ୟ ଶିକ୍ଷାର କୌଣସି ଅର୍ଥନାହିଁ । ଉତ୍ତମ ପ୍ରଭାବ ବା ଆଚରଣ ଉତ୍ତମ ଚରିତ୍ର ଗଠନ ପାଇଁ ସାହାଯ୍ୟ କରିଥାଏ । ଉତ୍ତମ ଚରିତ୍ର ଉତ୍ତମ ନାଗରିକ ସୃଷ୍ଟି କରିଥାଏ । ଉତ୍ତମ ଜାଗରିକମାନେ ଏକାଠି ହୋଇ ଏକ ସୁସ୍ଥ ସମାଜ ସୃଷ୍ଟି କରିଥାନ୍ତି । ଏଣୁ ସମାଜର ଉନ୍ନତି ପାଇଁ ନିଶ୍ଚିତ ଭାବେ ପିଲାମାନଙ୍କର ଉତ୍ତମ ଚରିତ୍ର ଗଠନର ଗୁରୁତ୍ଵ ରହିଛି । କିମ୍ନରେ ଦିଆଯାଇଥବା ଟେବୁଲରେ ଢେତୋଟି ଉତ୍ତମ ଆଚରଣର ସମ୍ୟକ ସୁଚନା ଦିଆଯାଇଛି ।

    ଟେବୁଲ

    ଓଡ଼ିଆ

    ଇଂରାଜୀ

    ଗଣିତ

    ମୌଳିକ ମୂଲ୍ୟବୋଧ ଓ ଉନ୍ନମ ସ୍ଵଭାବ

    ଓଡ଼ିଆ ଅକ୍ଷର ଚିହ୍ନଟ (ବର୍ଣ୍ଣ ପରିଚୟ ଓ  ଫଳା, ମାତ୍ରା, ଯୁକ୍ତାଅକ୍ଷର ବ୍ୟବହାର)

    ୨୬ଟି ଅକ୍ଷର ଚିହ୍ନଟ ଓ ଲିଖନ Recognizing and writing 26 Alphabets from A to Z

    ଗାଣିତିକ ସୂଚକ ଚିହ୍ନଟ ଓ ଲିଖନ

    ଉତ୍ତମ ମୂଲ୍ୟବୋଧର ସୁଚନା ସତ୍ୟତା, ସମ୍ମାଳ ପ୍ରଦର୍ଶଳ, ନମ୍ରତା, ଦୟା, କ୍ଷମା, ଆଳନ୍ଦରାଳ ଇତ୍ୟାଦି।

    ଅକ୍ଷର, ବାକ୍ୟ ଓ ଅନୁଚ୍ଛେଦନ ପଠନ ଇତ୍ୟାଦି

    ଶବ୍ଦ, ବାକ୍ୟ, ଅନୁଚ୍ଛେଦ ପଠନ ଇତ୍ୟାଦି । Reading words, sentence, paragraphs etc fluently

    ଗାଣିତିକ ଚାରିସୂତ୍ର (ମିଶାଣ, ଫେଡାଣ,ଗୁଣନ ଓ ହରଣ )ର ବ୍ୟବହାର

    ଉତ୍ତମ ଶୋଭାବର ସୁଚନା

    ସମୟାନୁନର୍ଜିତା, ନିଷ୍କାପରତା,ସାଧୁତା, ସ୍ଵଚ୍ଛତା, ଅନ୍ୟମାନଙ୍କ ସହ ଭାଗୀଦାରିତା, ଅନ୍ୟପ୍ରତି ଯତ୍ନବାନ, ବିଶ୍ଵସ୍ତତା, ସାହାଯ୍ୟ ମନୋଭାବ ଇତ୍ୟାଦି

     

    “ଉଜ୍ଜ୍ଵଳ' କାର୍ଯ୍ୟକ୍ରମର ଏକ ମୁଖ୍ୟ ଅଂଶ ରୂପେ ଆସକ୍ତା। ତିନି ମାସରୁ ଛଅ ମାସ ମଧ୍ୟରେ ରାଜ୍ୟରେ ସବୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସବୁ ପିଲାମାନେ ଯେପରି ଉପରଲିଖିତ ସର୍ବନିମ୍ନ ଦକ୍ଷତା ହାସଲ କରିବେ । ସେଥପାଇଁ ସମସ୍ତେ ଯନ୍ତ୍ରବାନ ହେବା ଉଚିତ ।

  2. ଶିକ୍ଷଣ ସୂଚକ : (LINDICs: Learning indicators for Children)
  3. ଛାତ୍ରଛାତ୍ରୀମାନଙ୍କ ନିମତେ ଉଦ୍ଦିଷ୍ଟ ଶିକ୍ଷଣ ସୂଚକକୁ ଇଂରାଜୀରେ ପରିଷଦ ଓ ରାଜ୍ୟ ସାଧନ ଗୋଷ୍ଠୀର ବିଶେଷଜ୍ଞମାନଙ୍କ ଦ୍ଵାରା ଶ୍ରେଣୀ ଭିଶିଜ ଭାଷା, ଗଣିତ ଓ ଇଂରାଜୀରେ ଶିକ୍ଷଣ ସୂଚକ ସ୍ଥିର କରାଯାଇଛି । ଏହି ଶିକ୍ଷଣ ସୁଚକ ଗୁଡିକୁ ଶ୍ରେଣୀ ଉପଯୋଗୀ। ସର୍ବନିମ୍ନ ଦକ୍ଷତା ହିସାବରେ ଗ୍ରହଣ କରାଯାଉଛି । ପ୍ରତି ପିଲା ଲିଣ୍ଡିକ୍ସରେ ଦର୍ଶାଯାଇଥବା ଶିକ୍ଷଣ ସୂଚକ ଗୁଡ଼ିକୁ ନିଶ୍ଚିତ ଭାବରେ ହାସଲ କରିବା ଆବଶ୍ୟକ । ଏହି ଲିଣ୍ଡିକ୍ସରେ ଶିକ୍ଷଣ ସୁଚଳ ଗୁଡ଼ିକୁ ଶ୍ରେଣୀରେ ପ୍ରଚଳିତ ପାଠ୍ୟ ପୁସ୍ତକ ଅନୁସାରେ ସଜାଯାଇଛି । ଏ ବାବଦରେ ଏକ ବିସ୍ତୁତ ମାର୍ଗଦର୍ଶଜା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି ।

  4. ଦକ୍ଷତା ସୂଚକ :(PINDICs: Performance indicators for Teachers)
  5. ଶିକ୍ଷକ/ଶିକ୍ଷଯିତ୍ରୀମାନଙ୍କର କାର୍ଯ୍ୟ ଦକ୍ଷତାକୁ ଜାଣିବା ଏବଂ ତହିଁର ପ୍ରତିକାର କରିବା ପାଇଁ ଜାତୀୟ ଶିକ୍ଷଣ ଓ ଗବେଷଣା ପରିଷଦ, (NCERT) ଡୁଆ ଦିଲ୍ଲାଙ୍କ ତରଫରୁ ଏକ ଦକ୍ଷତା ସୂଚକ ବ୍ୟବସ୍ଥା ସ୍ଥିର କରାଯାଇଛି । ଏହାକୁ PINDICS ନାମରେ ବର୍ଣ୍ଣନା କରାଯାଇଛି । ଏହି ପିଣି କୁକୁ ବ୍ୟବହାର କରିବା ପାଇଁ ପର୍ଯ୍ୟାୟରେ ପ୍ରତି ବ୍ଲକରେ ୧୦ଟି କରି ବିଦ୍ୟାଳୟରେ ପରୀକ୍ଷାମୁଳକ ଭାବେ ପ୍ରୟୋଗ କରାଯାଇଥଲା । ଏବେ ଏଡା ଓଡ଼ିଶାର ସବୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷଯିତ୍ରୀଙ୍କ ପାଇଁ ବ୍ୟବହାର ଜରାଯିଟ । ଏହା ଶିକ୍ଷକ ଶିକ୍ଷଯିତ୍ରୀମାନଙ୍କର ଦୋଷ ହୁଟି ଧରି ଦଣ୍ଡ ବିଧାନ କରିବା ଦୁହେଁ ବରଂ ପ୍ରତିଜାରାତ୍ମକ ବ୍ୟବସ୍ଥା ଦେଇ ଶିକ୍ଷକ ଶିକ୍ଷଯିତ୍ରୀମାନଙ୍କର ଦକ୍ଷତାର ମାନଦଣ୍ଡ ଉନ୍ନତ କରିବା ଏହା ମୁଖ୍ୟ ଉଦ୍ଦେଶ୍ୟ । ଏ ବିଷୟରେ ଏକ ସଂକ୍ଷିପ୍ତ ମାର୍ଗଦର୍ଶକା ପ୍ରସ୍ତୁତ କରାଯାଇଛି ଯାହା ଏହି ପୁସ୍ତିକା ସହ ସଂଲଗ୍ନ କରାଯାଇଛି ।

  6. ସହଜ : (SAHAJA)
  7. ଆମେ ସମସ୍ତେ ଜାଣିଛେ ଯେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଗତ ଦୁଇ ବର୍ଷ ଢେଲା “ସହଜ' କାର୍ଯ୍ୟକ୍ରମ ଆମ ରାଜ୍ୟରେ ପ୍ରଚଳନ ହୋଇ ଆସୁଛି । ଏହା ଆମ ରାଜ୍ୟର ଏଜ ଅଭିନବ ପଦକ୍ଷେପ । ଦୁର୍ବଳ ବର୍ଗର ପିଲାଙ୍କୁ ଚିହ୍ନଟ କରିବା ସହ ପ୍ରତିଜାରାତ୍ମକ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ଶ୍ରେଣୀ ଅନୁଯାୟୀ ଶିକ୍ଷଣ ସାମର୍ଥ୍ୟ ବୃଦ୍ଧି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏ ବାବଦରେ ମଧ୍ୟ ଏକ ମାର୍ଗଦର୍ଶକା ପ୍ରତି ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି । ଏହାଛଡା ଶ୍ରେଣୀ ଅନୁଯାୟୀ ସହଜ ସୁଚକଗୁଡିକ ମଧ୍ୟ ଏଥସହ ସଂଲଗ୍ନ କରାଯାଇଛି । ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ ନିର୍ଦ୍ଦିଷ୍ଟ ପିରିୟତ୍ନରେ ଦୁର୍ବଳ ପିଲାମାନଙ୍କୁ ସହଜ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ଶ୍ରେଣୀ ଅନୁଯାୟୀ ଶିକ୍ଷଣ ସାମର୍ଥ୍ୟ ବୃଦ୍ଧି ଜଗିବା ପାଇଁ ନିର୍ଦ୍ଦେଶ ରହିଛି ।

  8. ବିଦ୍ୟାଳୟ ପରିଗ୍ରହଣ (School Adoption)
  9. ସମଗ୍ର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଚାଟ୍ୟବସ୍ମାର ଗୁଣାମୁଜ ବିକାଶ ପାଇଁ ଶିକ୍ଷା ବ୍ୟବସ୍ଥା ସର୍କିତ ସମସ୍ତ ପଦାଧିକାରୀ । ଅଫିସରମାନେ ପ୍ରତ୍ୟେକ ଅତି କମରେ ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବେ । ଏମାନେ ତାଙ୍କର ପୋଷ୍ୟ ବିଦ୍ୟାଳୟକୁ ନିୟମିତ ତଦାରଖ କରିବା ସହ ଉକ୍ତ ବିଦ୍ୟାଳୟର ପ୍ରତ୍ୟେକ ପିଲା ଯେପରି ପାଠପଢ଼ାରେ ଜଳ, କରନ୍ତି ସେ ଦିଗରେ ପାଟଶାସ୍ୟଜୀୟ ସହଯୋଗ କରିବା ସଙ୍ଗେ ସଙ୍ଗେ ମାର୍ଗଦର୍ଶନ କରିବେ । ଦୁର୍ବଳ ପିଲାମାନଙ୍କୁ ଉପଯୁକ୍ତ ସହାୟତା ଦେବା ସଜ ବିଦ୍ୟାଳୟର ସାମଗ୍ରିକ ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଉଜ୍ଜ୍ଵଳର ରୂପାୟନ

ଉଜ୍ଜ୍ଵଳ କାର୍ଯ୍ୟକ୍ରମର ପାଞ୍ଚାଟି ବୈଶିଷ୍ଠ୍ୟ ଯଥା :

  • ନ୍ୟୁନତମ ଶିକ୍ଷଣ ଦକ୍ଷତାର ବିକାଶ
  • ଶ୍ରେଣୀ ଉପଯୋଗୀ ଶିକ୍ଷଣ ସୂଚକ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କର ଗୁଣାମ୍ବଜ ଶିକ୍ଷାର ବିକାଶ
  • ଦକ୍ଷତା ସୁଚକ ଅନୁଯାୟୀ ଶିକ୍ଷକ ଓ ଶିକ୍ଷଯିତ୍ରୀମାନଙ୍କର ଦକ୍ଷତାର ବିକାଶ
  • ସହଜ ସୂଚକ ଅନୁଯାୟୀ ଦୁର୍ବଳ ପିଲାମାନଙ୍କର ଶିକ୍ଷଣ ସାମର୍ଥ୍ୟର ବିକାଶ
  • ବିଦ୍ୟାଳୟ ପରିଗ୍ରହଣ । ମାଧ୍ୟମରେ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ରୂପାୟନ କରିବାପାଇଁ ନିମ୍ନ ଲିଖିତ ପଦାଧିକାରୀମାନଙ୍କର ଦାୟିତ୍ଵ ରଙ୍ଗିଛି ଯାହାକି ନିମ୍ନରେ ଉଲ୍ଲେଖ କରାଯାଇଛି ।
  1. ଶିକ୍ଷକଙ୍କ ଦାୟିତ୍ଵ :
    • ଉଜ୍ଜ୍ଵଳ କାର୍ଯ୍ୟକ୍ରମର ରୂପାୟନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଏକ ସମର୍ପିତ ଶିକ୍ଷକ ବା dedicated teacher ଙ୍କ ବ୍ୟବସ୍ଥା ରହିବ ଯିଏ କି ଏହାର ପ୍ରାଥମିକ ଦାୟିତ୍ଵ ଚହନ କରିଟେ ।
    • ଯେଉଁ ପିଲାମାନଙ୍କର ପଠନ, ଲିଖନର ଚୋଧଗମ୍ୟତା (ବୁଝିବା), ଓଡ଼ିଆ ଓ ଇଂରାଜୀ ଭାଷାର ବୋଧଗମ୍ୟତା ଏବଂ ଗାଣିତିକ ଧାରଣାରେ ସର୍ବନିମ୍ନ ଦକ୍ଷତା ନାହିଁ ସେମାନଙ୍କୁ ଚିହ୍ନଟ କରି ଗୋଟିଏ ଶ୍ରେଣୀରେ ବସାଇବେ ।
    • ଏହି ଶ୍ରେଣୀର ପ୍ରତି ପିଲାର ଅଗ୍ରଗତିର ଧାରାକୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏଜ ସ୍ତତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରିବେ ।
    • ଏହି ଶ୍ରେଣୀର ସବୁ ପିଲାଙ୍କ ଶିକ୍ଷଣ ସ୍ତରରେ ବୃଦ୍ଧି କରିବା ସଜ ପିଲାଙ୍ଗର ସର୍ବନିମ୍ନ ବିକାଶକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଶ୍ଚିତ କରିବେ ।
    • ପ୍ରତି ପିଲା କିପରି ଅଗ୍ରଗତି କରିବ ତାହା ସମର୍ପିତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପ୍ରଧାନ ଦାୟିତ୍ଵ । ଅଗ୍ରଗତିର ଧାରାକୁ ବିଶ୍ଳେଷଣ କରିବା ସହ ପିଲାଟି କାହିଁକି ଶିଖ ପାରିଲାନି ସେ ବିଷୟରେ ଅନ୍ୟ ସହକର୍ମୀତଥା ପ୍ରଧାନଶିକ୍ଷକଙ୍କ ସଜ ଆଲୋଚନା କରି ସମାଧାନର ସୂତ୍ର ବାହାର କରିବେ ।
    • ସମର୍ପିତ ଶିକ୍ଷକ (dedicated teacher) ଚୟନ କଲାବେଳେ ଏହି ମାନ ରଖିବା ଉଚିତ ଯେ “ସହଜ' କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଥୁବା ସମର୍ପିତ ଶିକ୍ଷକଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ।
  2. ପ୍ରଧାନଶିକ୍ଷକଙ୍କ ଦାୟିତ୍ଵ
  3. ଚୟନ କରାଯାଇଥବା ପିଲାମାନଙ୍କର ଅଗ୍ରଗତି ଧାରାକୁ ପ୍ରତିଦିନ ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟତ୍ରୀ ତଦାରଖ କରିବେ । ପିଲାମାନଙ୍କର ଶିକ୍ଷଣ ସ୍ତରକୁ ଏହାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ପଦକ୍ଷେପ ନେବେ ।

  4. ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (cRCC)ଙ୍କ ଦାୟିତ୍ଵ :
    • ଉଜ୍ଜ୍ଵଳ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ CRCC) ମାନଙ୍କୁ uJJWAL Coordinator ବା ଉଜ୍ଜ୍ଵଳ ସଂଯୋଜକ ଭାବେ ନାମିତ କରାଯାଇଛି ।
    • CRCCମାନେ ନିଜ ଜାମ ସହିତ ନିମ୍ନ ଲିଖିତ ଡାଧିକ୍ସ ମାଜ ସମ୍ପାଦନ କରିବେ ।
      • ସର୍ବନିମ୍ନ ଶିକ୍ଷଣ ସ୍ତର ହାସଲ କରିଥୁବା ସବୁ ପିଲାଙ୍କୁ ଚିହ୍ନଟ କରି ଏକ ନିର୍ଦ୍ଦିଷ୍ଟ ରେଜିଷ୍ଟରରେ ଲିପିବଦ୍ଧ କରିବେ ଏବଂ ସେମାନଙ୍କର ଅଗ୍ରଗତିର ଧାରାକୁ ନିୟମିତ ଭାବେ ତଦାରଖ କରିବେ ।
      • ଏହି ଶ୍ରେଣୀର ପ୍ରତି ପିଲାଙ୍ଗ ଶିକ୍ଷଣ ସ୍ତରକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ବୃଦ୍ଧି ଜରିବା ସହ ବିଶ୍ଚିତ କରିବା ପାଇଁ ଚିସ୍ଥିତ ପଦକ୍ଷେପ ଜେଟେ ।
      • ଏହି ଶ୍ରେଣୀର ପ୍ରତି ପିଲାଙ୍ଗ ଶିକ୍ଷଣ ସ୍ତରକୁ ଲିଣ୍ଠିକୁ (LINDICS) ଓ ସଢଜରେ ଦିଆଯାଇଥବା ଶିକ୍ଷଣ ସୁଚକ ଅନୁସାରେ ବିଶ୍ଳେଷଣ କରି ତଦନୁସାରେ ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ନିଜ cluster ରେ ପ୍ରତ୍ୟେକ ବିଦ୍ୟାଳୟକୁ ମାସରେ ଅନ୍ତତଃ ଦୁଇଥର ପରିଦର୍ଶନ କରି ବିଜିତ ପଦକ୍ଷେପ ନେବେ ।
      • ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଦକ୍ଷତା ସୁଚକ (PINDICS) ଅନୁସାରେ ପ୍ରତ୍ୟେକ ଶିକ୍ଷକ / ଶିକ୍ଷଣିତ୍ରୀମାନଙ୍କର ଦକ୍ଷତା ଆକଳନ କରିବା ସଜ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ସହଯୋଗ କରିବେ ।
      • ଏହି ବିଷୟରେ ସର୍ବଶେଷ ତଥ୍ୟ BEO ଏବଂ BRCCଙ୍କ ପାଖରେ ପ୍ରତି ମାସରେ ଉପସ୍ଥାପନ କରିବେ।
      • ପ୍ରତି ପିଲାର ସଫଳତା ଓ ବିଫଳତା ଚାଟ ଦରେ ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ଓ ଶିକ୍ଷା ମଣ୍ଡଳୀର ସଭ୍ୟ/ ସଭ୍ୟମାନଙ୍କୁ ନିୟମିତ ବ୍ୟବଧାନରେ ଅବଗତ କରାଇ ସେମାନଙ୍କର ପରାମର୍ଶ ନେବେ ।
  5. ବିଦ୍ୟାଳୟ ପରିଚାଳନା କମିଟିର ଦାୟିତ୍ଵ :
  6. ପ୍ରତି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ଓ ଦାୟିତ୍ଵ ବିଷୟରେ ପ୍ରସ୍ତୁତ କରାଯାଇଥବା ମାର୍ଗଦର୍ଶିକାରେ  ସ୍ପଷ୍ଟ ସୂଚନା ଦିଆଯାଇଛି । ଏହା ବିଷୟରେ ସବୁ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ/ ସଭ୍ୟ ବିଶ୍ଚିତ ଭାବରେ ଅବଗତ ହୋଇଥିବେ । ତଥାପି ପ୍ରତି ବିଦ୍ୟାଳୟ ପରିଚାଳନା କମିଟି ମାସକୁ ଅନ୍ତତଃ ଥରେ ବସିବା ସହ ପିଲାମାନଙ୍କର ଶିକ୍ଷଣ ଉପଲଟଧୁ ଓ ଶ୍ରେଣୀରେ ସଫଳତା । ବିଫଳତା ବିଷୟରେ ଆଲୋଚନା କରିବା ଉଚିତ । ଆଲୋଚନା କରିବା ସହିତ ମଜୁର ବେଗରେ ଶିଖୁଥବା ପିଲାମାନଙ୍କ ପାଇଁ କି କି ପ୍ରକାରର ପଦକ୍ଷେପ ନିଆଯାଇପାରିଛ ସେ ବିଷୟରେ ପ୍ରଧାନ ଶିକ୍ଷକ/ଶିକ୍ଷଯିତ୍ରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପରାମର୍ଶ ଦେବେ।

  7. ଅଭିଭାବକ ଶିକ୍ଷକ ମଣ୍ଡଳୀର ଦାୟିତ୍ଵ :
  8. ଅଭିଭାବକ ଶିକ୍ଷକ ମଣ୍ଡଳୀ ମାର୍ଗଦର୍ଶିକା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରେରଣ କରାଯାଇଛି । ତଥାପି ଅଭିଭାବକ ଶିକ୍ଷକ ମଣ୍ଡଳୀ ମାସକୁ ଅନ୍ତତଃ ଥରେ ବୈଠକ ଡକାଇ ପିଲାମାନଙ୍କର ଉପଲବଧୁ ସ୍ତର ତଥା ସଫଳତା ବିଷୟରେ ଆଲୋଚନା କରିବେ ଓ ତଦନୁଯାୟୀ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପରାମର୍ଶ ଦେବେ।

  9. ଶିକ୍ଷା ବିଭାଗ ଅଧିକାରୀ ଓ ପରିଦର୍ଶନକାରୀଙ୍କ ଭୂମିକା :
  10. ଶିକ୍ଷା ବିଭାଗର ସବୁ ଅଧିକାରୀ ଓ ପରିଦର୍ଶନକାରୀ ସେମାନଙ୍କର ନିଜ ନିଜ ଦାୟିତ୍ଵ ସଜ ଅତି କମରେ ଦୁଇଟି ପ୍ରାଥମିକ / ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଷଣ ବିଦ୍ୟାଳୟ ଭାବେ ଗ୍ରହଣ କରିବେ । ସେମାନେ ପୋଷ୍ୟ ବିଦ୍ୟାଳୟ, ଦୁଇଟିକୁ ନିୟମିତ ତଦାରଖ ଓ ପରିଦର୍ଶନ କରିବା ସନ୍ଥ ସେହି ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ । ପୋଷ୍ୟ ଭାବେ ଗ୍ରହଣ କରିଥବା ବିଦ୍ୟାଳୟକୁ ମାସରେ ଅତି କମରେ ଦୁଇଥର ପରିଦର୍ଶନ କରିବା ସହ ଆବଶ୍ୟକ ସ୍ଥଳେ ଅଧିକାଥର ମଧ୍ୟ ପରିଦର୍ଶନ କରିପାରିବେ ।

ଦକ୍ଷତା ପରିମାପକ

ଶିକ୍ଷକମାନଙ୍କ ପାଇଁ ସୂଚନା

PINDICS (Performance Indicators for Teachers) ଅର୍ଥାତ୍ ଦକ୍ଷତା ପରିମାପକ ଶିକ୍ଷକମାନଙ୍କର ଶୈକ୍ଷିକ ଦକ୍ଷତାର ନିର୍ବାରଣ ତଥା ଉନ୍ନତି ପାଇଁ ଉର୍ଦ୍ଦିଷ୍ଟ । ଏହା ମଧ୍ୟରେ କାର୍ଯ୍ୟ ଦକ୍ଷତାର ମାଜ, ନିର୍ଦ୍ଦିଷ୍ଟ ଶିକ୍ଷଣ ଦକ୍ଷତା ଓ ଦକ୍ଷତା ପରିମାପକ ଆଦି କର୍ମ ପରିସର ଅନ୍ତର୍ଭୁକ୍ତ । ଏହି ପରିସର ମଧ୍ୟରେ ଶିକ୍ଷକମାନେ ତାଙ୍କର ଦାୟିତ୍ଵ ନିର୍ବାହ କରନ୍ତି । ଶିକ୍ଷା ଅଧିକାର ନିୟମ, ୨୦୦୯ର ଧାରା ୨୪ ଓ ୨୯, National Curriculum Framework 2005 ଓ Sarva Sikshya Abhijan Framework 2011 ଅନୁଯାୟୀ ଏହି ଦକ୍ଷତା ପରିମାପକ ନିର୍ଦ୍ଦିଷ୍ଟ କରାଯାଇଛି । ଏଥିରେ ନିର୍ଦ୍ଦିଷ୍ଟ କରାଯାଇଥବା କାର୍ଯ୍ୟ ଦକ୍ଷତାରମାନ ଗୁଡିକ ହେଲା :

  1. ପିଲାମାନଙ୍କର ଶିକ୍ଷଣ ଅଭିଜ୍ଞତା ସୃଷ୍ଟି ପାଇଁ ନେଇଥବା ପଦକ୍ଷେପ
  2. ବିଷୟ ସମ୍ପର୍କୀୟ ଜ୍ଞାନ ବୁଝିବାର କ୍ଷମତା
  3. ଶିକ୍ଷଣରେ ସହଯୋଗିତା ପାଇଁ ଆବଶ୍ୟକୀୟ କୌଶଳ
  4. ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସମ୍ପର୍କ
  5. ବୃତ୍ତିଗତ ଉନ୍ନତି
  6. ବିଦ୍ୟାଳୟର ଉନ୍ନତି
  7. ଶିକ୍ଷକଙ୍କ ଉପସ୍ଥାନ

PINDICS ଶିକ୍ଷକମାନଙ୍କ ଦ୍ଵାରା ବ୍ୟବହାର କରାଯାଇ ପାରୁଥିବା ଏକ ନିଜସ୍ର ମାପଦଣ୍ଡ । ଏହାଦ୍ଵାରା ଶିକ୍ଷକମାନେ ନିଜର ଦକ୍ଷତାର ମାପ କରିପାରିବେ ଏବଂ ଏହାର ଉନ୍ନତି ପାଇଁ ଅଧିକରୁ ଅଧିକ ଚେଷ୍ଟା କରି ପାରିବେ । ଏହି ପରିମାପକ ଫର୍ମରେ ଦକ୍ଷତାର ୪ଟି ସ୍ତରକୁ ବର୍ଣ୍ଣନା କରାଯାଇଛି । ସେଗୁଡିକ ହେଲା :

  1. ଆଶାନୁରୂପ ମାନରେ ପହଞ୍ଚି ନାହିଁ ।
  2. ଆଶାନୁରୂପ ମାନରେ ପହଞ୍ଚିବାକୁ ଯାଉଛି ।
  3. ଆଶାନୁରୂପ ମାନରେ ପହଞ୍ଚି ସାରିଛି ।
  4. ଆଶାନୁରୂପ ମାନ ଠାରୁ ଅଧିକ ପହଞ୍ଚି ସାରିଛି ।

ଆପଣଙ୍କର ହୃଦବୋଧ ହେଉଥିବା ସ୍ତରରେ ଆପଣ ନିଜର ମତାମତକୁ ଠିକ ଚିହ୍ନରେ ଚିହ୍ନିତ କରନ୍ତୁ । ଏହି ନିଜସ୍ର ମୁଲ୍ୟାୟନ ଫର୍ମାଟକୁ ଶିକ୍ଷା ବର୍ଷରେ ଅନ୍ତତଃ ଦୁଇଥର ଯଥା (ସେପ୍ଟେମ୍ବର ଓ ମାର୍ଚ୍ଚ ମାସରେ) ପୂରଣ କରାଯିବ । ଏହି ଫର୍ମ ପୂରଣ ସମୟରେ ନିମ୍ନ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଦରକାର I

  • ପ୍ରଥମେ ଦିଆଯାଇଥବା ଶିକ୍ଷକ ପରିଚୟ ପୃଷ୍ଠାକୁ ପୂରଣ କରନ୍ତୁ ।
  • କୌଣସି ବିଭାଗକୁ ଛାଡନ୍ତୁ ନାହିଁ ।
  • ପ୍ରତ୍ୟେକ ଦକ୍ଷତାର ମାପକ କୁ ଠିକ୍ ଭାବେ ରେ ପଢ଼ନ୍ତୁ ଓ ନିଜର ଶ୍ରେଣୀ କକ୍ଷର ଅଭିଜ୍ଞତାକୁ ନେଇ ମାପକ ପାଖରେ ଦିଆଯାଇଥବା ପରେ ଚିହ୍ନ ଦିଅନ୍ତୁ ।
  • ପ୍ରତ୍ୟେକ ଦକ୍ଷତାର ମାପଦଣ୍ଡରେ ପାରଥୁଚା ନମ୍ବର ର ସମଷ୍ଟି ବାହାର କରନ୍ତୁ ।
  • ଶେଷରେ ଆପଣଙ୍କ ମୂଲ୍ୟୟନ ର ଏକ ବିସ୍ତୃତ ବିବରଣୀ ଲେଖନ୍ତୁ ଏବଂ କେଉଁ କ୍ଷେତ୍ରରେ ଉନ୍ମତି ପାଇଁ ଆପଣ ସାହାଯ୍ୟ ଦରକାର କରନ୍ତି, ତାହା ଉଲ୍ଲେଖ କରନ୍ତୁ ।

ପ୍ରଧାନଶିକ୍ଷକ / କେନ୍ଦ୍ର ସାଧନ ସଂଯୋଜକମାନଙ୍କ ପାଇଁ ମାର୍ଗଦର୍ଶନ :

ପ୍ରଧାନ ଶିକ୍ଷକ / କେନ୍ଦ୍ର ସାଧନ ସଂଯୋଜକମାନେ ନିମ୍ନ ଲିଖିତ ଦିଗ ପ୍ରତି ଦୃଷ୍ଟି ଦେଇ ବର୍ଷରେ ଦୁଇଥର ଏହି ତଥ୍ୟ ସଂଗ୍ରହ କରିବେ  ।

  • ଶିକ୍ଷକଙ୍କର ସ୍ରା-ମୂଲ୍ୟୟନ ତଥ୍ୟକୁ ବ୍ୟବହାର କରନ୍ତୁ ।
  • ଶିକ୍ଷକମାନଙ୍କୁ ସେମାନଙ୍କ ଶ୍ରେଣୀ କକ୍ଷରେ କାର୍ଯ୍ୟ କରିବା ସମୟରେ ଲକ୍ଷ୍ୟ କରନ୍ତୁ ।
  • ଶିକ୍ଷକ, ଛାତ୍ରଛାତ୍ରା, ଗୋଷ୍ଠୀ ସହିତ କଥାବାର୍ତ୍ତା ହୋଇ ଶିକ୍ଷକଙ୍କ ବିବରଣୀ ତିଆରି କରନ୍ତୁ ।
  • ଶିକ୍ଷକଙ୍କର ସ୍ନା-ମୂଲ୍ୟୟନକୁ ଭିତ୍ତି କରି ତାଙ୍କର ଏକ ବିସ୍ତୃତ ବିବରଣୀ ତିଆରି କରନ୍ତୁ ।
  • ରିପୋର୍ଟ ଶିଶିରେ ଶିକ୍ଷକଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କର ମାନକ ସ୍ତର ଉନ୍ନତିରେ ସାହାଯ୍ୟ କରନ୍ତୁ I ଛାତ୍ରଛାତ୍ରୀମାନଙ୍କ ଉପସ୍ନାନ, ସେମାନଙ୍କର ଶିକ୍ଷଣ ପ୍ରକ୍ରିୟାର ଉନ୍ନତି ଏବଂ ପାଠ୍ୟକ୍ରମର ଉନ୍ନତି ସଜିତ ଶିକ୍ଷକଙ୍କ ଦକ୍ଷତାର ମାପଜକୁ ପୋତିବାର ଚେଷ୍ଟା କରନ୍ତୁ ।
  • ଶିକ୍ଷକମାନଙ୍କର ମୂଲ୍ୟୟନ ଫର୍ମାଟ ଗୁଡିକର ଏକତ୍ରାକରଣ (ଜେନ୍ଦ୍ର ସଂଯୋଜକ ସ୍ତରରେ) କରି ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟକୁ ପଠାନ୍ତୁ ।

ବିଦ୍ୟାଳୟ ପରିଗ୍ରହଣ (School Adoption)

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୁନରେ ପ୍ରାୟ ୫୩ ହକାର ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ଯେଉଁଥିରେ ଦୁଇ ଲକ୍ଷରୁ ଅଧକ ଶିକ୍ଷକ । ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି । ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଜଣା ଜିଲ୍ଲା ଅଧିକାରୀ ବା DE୦, ୩୧୪ ଗ୍ଲକରେ ୩୧୪ଜଣ ବ୍ଲକ ଶିକ୍ଷା ଅଧିକାରୀ ବା BEO କାର୍ଯ୍ୟରତ ଅଛନ୍ତି । ଏତଦ୍ ବ୍ୟତୀତ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମକୁ ଆବଶ୍ୟକୀୟ ସହଯୋଗ ଦେବାପାଇଁ ପ୍ରତ୍ୟେକ ବ୍ଲକରେ ଜଣେ ଜଣେ ବ୍ଲକ ସମ୍ବଳ ସାଧନ ସଂଯୋଜକ (BRCC) ଏବଂ ପ୍ରତ୍ୟେକ ବ୍ଲକରେ ୧୦ରୁ ୧୫ ଜଣ ଆଞ୍ଚଳିକ ସାଧନ ସଂଯୋଜକ (CRCC) କାର୍ଯ୍ୟରତ ଅଛନ୍ତି । ଏହା ବାଦ୍ ୩୦ଟି ଜିଲ୍ଲାରେ ୩୦ଜଣ ସର୍ବଶିକ୍ଷା ଅଭିଯାନ ପ୍ରକଚ୍ଛ ସଂଯୋଜକ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ଆବଶ୍ୟକୀୟ ସହଯୋଗ ଦେବାପାଇଁ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟସ୍ତରରେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦାଧିକାରୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପଦାଧିକାରୀ, ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଚ୍ଛ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଦାୟିତ୍ଵରତ ଅଛନ୍ତି ।

ତେଣୁ ଉଜ୍ଜ୍ଵଳ କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ରାଜ୍ୟସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟ କରୁଥବା ପଦାଧୁକାରୀମାନେ ନିଜ ନିଜ କ୍ଷେତ୍ରୀୟ ପରିସର ମଧରେ ଅନ୍ତତଃ ଦୁଇଟି ବିଦ୍ୟାଳୟକୁ ପରିଗ୍ରହଣ କରିବେ ବା ପୋଷ୍ୟ ବିଦ୍ୟାଳୟ ରୁପେ ଗ୍ରହଣ କରିବେ ଏବଂ ପ୍ରତିମାସରେ ନିୟମିତ ତଦାରଖା କରିବେ । ପ୍ରତ୍ୟେକ ପିଲାର ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନେବେ ଏବଂ ବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ଆବଶ୍ୟକୀୟ ସହାୟତା ଯୋଗାଇଦେବେ ।

ଆଧାର - "ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୁକରଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ଶା ସରକାର"

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate