অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟକ୍ତିତ୍ଵ ଓ ସାମାଜିକୀକରଣ

କଣ ଠିକ୍ – କଣ ଭୁଲ

  1. ଉଦ୍ଦେଶ୍ୟ – ଦୈନନ୍ଦିନ ଜୀବନରେ ଘଟୁଥିବା କାର୍ଯ୍ୟ ପ୍ରତି ସଚେତନ ହେବ ।
  2. ଉପକରଣ – ଠିକ୍ ଓ ଭୁଲର ଛବି କାର୍ଡ
    • ରାସ୍ତାର କେଉଁପଟେ ଚାଲିବ ।
    • ଶ୍ରେଣୀକୁ  ଖେଳ ପଡ଼ିଆକୁ ଯିବା ସମୟରେ ଧାଡି ବାନ୍ଧି ଯିବ ।
    • ବଜାରରେ ଥୁଆ ହୋଇଥିବା କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ।
    • ଶ୍ରେଣୀ ଗୃହରେ କିପରି ବସିବା ଉଚିତ ।
  3. ବ୍ୟବହାର ପ୍ରଣାଳୀ –
  4. ଛବି ଗୁଡ଼ିକୁ ଦେଖି କେଉଁଟି ଭୁଲ୍ ଚିହ୍ନଟ କରିବା ।

କିଏ କେଉଁ କାମ କରେ

  1. ଉଦ୍ଦେଶ୍ୟ – ସମାଜରେ ଥିବା ଭିନ୍ନ ଭିନ୍ନ ପେଷାଦାର ବ୍ୟକ୍ତିଙ୍କର କାର୍ଯ୍ୟ ସମ୍ବନ୍ଧରେ ଧାରଣା ।
  2. ଉପକରଣ – ଛବି କାର୍ଡ଼
  3. (୧) ଶିକ୍ଷକ (୨) ଡାକ୍ତର (୩) କୃଷକ (୪) ସୈନିକ (୫) ପୋଲିସ (୬) ଡାକ ପିଅନ (୭) ଦର୍ଜୀ

  4. ବ୍ୟବହାର ପ୍ରଣାଳୀ – କାର୍ଡ ଗୁଡିକ ଦେଖି କିଏ କେଉଁ କାମ କରେ ତାହା ବର୍ଣ୍ଣନା କରି ପିଲାଙ୍କୁ କହିବେ ।

ଆମ ଦେଶର ଉତ୍ସବ

  1. ଉଦ୍ଦେଶ୍ୟ – ପିଲାର ଆମ ଦେଶର ଜାତୀୟ ଉତ୍ସବ ବିଷୟରେ ଧାରଣା ହେବ ।
  2. ଉପକରଣ – ଛବି କାର୍ଡ଼
    • ଜାତୀୟ ଦିବସ
  3. ବ୍ୟବହାର ପ୍ରଣାଳୀ –
  4. ଛବି କାର୍ଡ଼ ଗୁଡିକ ଦେଖାଇ ପିଲାକୁ ଜାତୀୟ ଦିବସ ଏବଂ ଶିଶୁ ଦିବସ ବିଷୟରେ ବର୍ଣ୍ଣନା କରି କହିବେ ।

କନାର କଣ୍ଢେଇ

  1. ଉପକରଣ –
    • କାନର କଣ୍ଢେଇ
  2. ବ୍ୟବହାର ପ୍ରଣାଳୀ –
  3. ଏହି kit ରେ ୪ଟି କଣ୍ଢେଇ ବାପା, ମା, ପୁଅ, ଝିଅ ଦିଆ ହୋଇଛି । ଏହି ଗୁଡିକ ପିଲାମାନଙ୍କ ପାଇଁ ବିଭିନ୍ନ ଗପ, ଗୀତ, ଖେଳରେ ବ୍ୟବହାର କରିବେ । ଏହାଦ୍ୱାରା ପିଲାମାନଙ୍କର ଆବେଗିକ, ବୌଦ୍ଧିକ, ସୃଜନାତ୍ମକ, ଭାଷା ଓ ସାମାଜିକ ବିକାଶ କରାଯାଇପାରିବ।

ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ  ଶିକ୍ଷାସୌଧ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate