অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଅଧିକାର

ସାରାବିଶ୍ଵରେ ୧୦ କୋଟି ଶିଶୁ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଜଣେ ସାବାଳକର ଯେଉଁ ଅଧିକାର ଅଛି, ଜଣେ ଶିଶୁର ମଧ୍ୟ ସେଇ ଅଧିକାର ଅଛି ।  ଶିଶୁର ଅଧିକାରଗୁଡିକ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇଛି ।

ଲାଳନପାଳନ ଅଧିକାର

  • ଜୀବନ ଧାରଣର ଅଧିକାର
  • ଉନ୍ନତମାନର ସ୍ୱାସ୍ଥ୍ୟସେବା ଅଧିକାର
  • ଉପଯୁକ୍ତ ପୃଷ୍ଠିସାଧନର ଅଧିକାର   ।
  • ଜାତୀୟତା ଓ ବ୍ୟକ୍ତି ସ୍ଵତନ୍ତ୍ରତାର ଅଧିକାର   ।

ବିକାଶର ଅଧିକାର

  • ଶିକ୍ଷାର ଅଧିକାର ।
  • ବାଲ୍ୟବସ୍ଥାରେ ଉପଯୁକ୍ତ ସହାୟତା ଓ ଯତ୍ନ ଅଧିକାର।
  • ସାମାଜିକ ସୁରକ୍ଷା ଅଧିକାର ।
  • ଅବକାଶ ଓ ଆମୋଦପ୍ରମୋଦଳର ଅଧିକାର ।
  • ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ଅଧିକାର ।

ସୁରକ୍ଷାର ଅଧିକାର

  • ଶୋଷଣ ଓ ଅମାନୁଷିକ ନିର୍ଯ୍ୟାତନା ରକ୍ଷା ପାଇବାର ଅଧିକାର।

ଅଂଶଗ୍ରହଣର ଅଧିକାର

  • ସ୍ଵାଧୀନ ମତ ପ୍ରଦାନ କରିବାର ଅଧିକାର
  • ମତାମତ ପରିପ୍ରକାଶ ନିମିତ୍ତ ସମ୍ମାନରେ ଅଧିକାର
  • ଆବଶ୍ୟକ ଓ ଉପଯୁକ୍ତ ସୂଚନା ପାଇବାର ଅଧିକାର

କର୍ତ୍ତବ୍ୟବୋଧ ଓ ଧର୍ମ ସମ୍ବନ୍ଧରେ ନିଜସ୍ୱ ଚିନ୍ତାଧାରା ନିମିତ୍ତ ଅଧିକାର ?

ପ୍ରତ୍ୟେକ ଶିଶୁ ଯେଭଳି ଏହି ଅଧିକାର ଗୁଡିକ ପାଇପାରିବେ ସେଥିପାଇଁ ପ୍ରତ୍ୟେକ ସଚେତନ ନାଗରିକ ପ୍ରଚେଷ୍ଟା କରିବା ଆବଶ୍ୟକ ଅଟେ   ।

ଆଧାର : ପୋର୍ଟାଲ୍ ଟିମ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate