ସାରାବିଶ୍ଵରେ ୧୦ କୋଟି ଶିଶୁ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଜଣେ ସାବାଳକର ଯେଉଁ ଅଧିକାର ଅଛି, ଜଣେ ଶିଶୁର ମଧ୍ୟ ସେଇ ଅଧିକାର ଅଛି । ଶିଶୁର ଅଧିକାରଗୁଡିକ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇଛି ।
ଲାଳନପାଳନ ଅଧିକାର
- ଜୀବନ ଧାରଣର ଅଧିକାର
- ଉନ୍ନତମାନର ସ୍ୱାସ୍ଥ୍ୟସେବା ଅଧିକାର
- ଉପଯୁକ୍ତ ପୃଷ୍ଠିସାଧନର ଅଧିକାର ।
- ଜାତୀୟତା ଓ ବ୍ୟକ୍ତି ସ୍ଵତନ୍ତ୍ରତାର ଅଧିକାର ।
ବିକାଶର ଅଧିକାର
- ଶିକ୍ଷାର ଅଧିକାର ।
- ବାଲ୍ୟବସ୍ଥାରେ ଉପଯୁକ୍ତ ସହାୟତା ଓ ଯତ୍ନ ଅଧିକାର।
- ସାମାଜିକ ସୁରକ୍ଷା ଅଧିକାର ।
- ଅବକାଶ ଓ ଆମୋଦପ୍ରମୋଦଳର ଅଧିକାର ।
- ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ଅଧିକାର ।
ସୁରକ୍ଷାର ଅଧିକାର
- ଶୋଷଣ ଓ ଅମାନୁଷିକ ନିର୍ଯ୍ୟାତନା ରକ୍ଷା ପାଇବାର ଅଧିକାର।
ଅଂଶଗ୍ରହଣର ଅଧିକାର
- ସ୍ଵାଧୀନ ମତ ପ୍ରଦାନ କରିବାର ଅଧିକାର
- ମତାମତ ପରିପ୍ରକାଶ ନିମିତ୍ତ ସମ୍ମାନରେ ଅଧିକାର
- ଆବଶ୍ୟକ ଓ ଉପଯୁକ୍ତ ସୂଚନା ପାଇବାର ଅଧିକାର
କର୍ତ୍ତବ୍ୟବୋଧ ଓ ଧର୍ମ ସମ୍ବନ୍ଧରେ ନିଜସ୍ୱ ଚିନ୍ତାଧାରା ନିମିତ୍ତ ଅଧିକାର ?
ପ୍ରତ୍ୟେକ ଶିଶୁ ଯେଭଳି ଏହି ଅଧିକାର ଗୁଡିକ ପାଇପାରିବେ ସେଥିପାଇଁ ପ୍ରତ୍ୟେକ ସଚେତନ ନାଗରିକ ପ୍ରଚେଷ୍ଟା କରିବା ଆବଶ୍ୟକ ଅଟେ ।
ଆଧାର : ପୋର୍ଟାଲ୍ ଟିମ
Last Modified : 5/11/2021
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.