ଟ୍ରେନରୁ ଖୋଲା ପାଇଖାନା ହଟାଇ ବାୟୋ ଟଏଲେଟ୍ ବ୍ୟବସ୍ଥା କରିବା ଲାଗି ରେଳ ବିଭାଗ ପ୍ରୟାସ ଜାରି ରଖିଛି |
ଜଙ୍ଗଲ ସୁରକ୍ଷା ଓ ସୁପରିଚାଳନା ସହିତ ଗ୍ରାମର ସର୍ବାଙ୍ଗିନ ଉନ୍ନତି ପାଇଁ ‘ବନ ସଂରକ୍ଷଣ ସମିତି’ ଦ୍ଵାରା ଅଣୁଯୋଜନା ପ୍ରସ୍ତୁତ କରାଯିବ ।
ଅବବାହିକା ଭୂତତ୍ତ୍ଵ (ଜଳଛାୟା ଚରିତ୍ର )ର ସୂଚନା ।
ଦୈନଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା କହିବା ବାହୁଲ୍ୟ
ଅମ୍ଳ ବୃଷ୍ଟି ପରିବେଶକୁ କି ପ୍ରଭାବ ପକାଉଛି ସମ୍ବନ୍ଧରେ ସୂଚନା ।
ଅଙ୍ଗାରଭିତ୍ତିକ ଇନ୍ଧନର ଦହନରୁ ଅଙ୍ଗାରକାମ୍ଳ ଜାତ ହୁଏ । ଏହାକୁ ଏକ ପରିବେଶ ଦୂଷିତକାରୀ ବର୍ଜ୍ୟବସ୍ତୁ ରୂପେ ଗଣନା କରାଯାଏ ।
ଓଡିଶାରେ ବିଭିନ୍ନ ମୃତ୍ତିକା ସମ୍ବନ୍ଧରେ ସୂଚନା ।
ଗ୍ଲୋବାଲ ୱାର୍ମିଂ ର ସୂଚନା
ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି । ଛଅ ଋତୁ ସାତ ସପନ ପରିଲାଗୁଛି ।
ଜଙ୍ଗଲ କିପରି ସଂରକ୍ଷଣ କରିପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଜନସଂଖ୍ୟା ଆମର ସବୁଠାରୁ ବଡ ସମ୍ପଦ ର ସୂଚନା
ଜନସଂଖ୍ୟା ପରିବେଶିକା ର ସୂଚନା
ଜଳକୁ ଦୂଷିତ କରିବା ପ୍ରକ୍ରିୟା ହେଉଛି ଜଳ ପ୍ରଦୂଷଣ । ହ୍ରଦ, ନଦୀ, ନଳ, ସାଗର, ଏବଂ ଭୂତଳ ଜଳ ଇତ୍ୟାଦି ଦୂଷିତ ହୋଇପାରେ ।
ଭାରତ ଭଳି ଏକ କୃଷିପ୍ରଧାନ ଦେଶର ମୃତ୍ତିକାର ଉପଯୁକ୍ତ ପରିଚାଳନା ଜରୁରୀ ଆବଶ୍ୟକତା ।
ଭୂତଳଜଳର ଉପଯୁକ୍ତ ବିନିଯୋଗ, ଯୋଜନା ନିମନ୍ତେ ମୃତ୍ତିକା ପ୍ରକାର, ଶସ୍ୟ ଖସଡା ଏବଂ ଜଳର ମାନ ସମନ୍ଵିତ ରୂପେ ନିର୍ଦ୍ଧାରଣ କରିବାକୁ ପଡିବ ।
ଜଳଛାୟାର ଜଳବିଜ୍ଞାନ ର ସୂଚନା
ଭୂତଳଜଳ ଯୋଗାଣର ମାନ ଏକଥା ଉପରେ ନିର୍ଭର କରେ ସେ, ତାକୁ କେଉଁଠାରେ ଓ କି ଉଦ୍ଦେଶ୍ୟରେ ବ୍ୟବହୃତ ହେବାଯୋଗୁଁ ଯୋଜନା କରାଯାଇଛି।
ଜଳପୃଷ୍ଠରେଖା ଓ ପମ୍ଫିଙ୍ଗ ପରୀକ୍ଷଣ ସମ୍ବନ୍ଧରେ ସୂଚନା ।
ଜଳପୃଷ୍ଠରେଖା ଓ ପମ୍ଫିଙ୍ଗ ପରୀକ୍ଷଣ ସମ୍ବନ୍ଧରେ ସୂଚନା ।
ଜଳବାୟୁ ଅବସ୍ଥିତି ର ସୂଚନା
ଜଳବାୟୁ ପରିବର୍ତ୍ତନର କାରଣ
ଜଳବାୟୁ ପରିବର୍ତ୍ତନ
ଜଳବାୟୁ ପରିବର୍ତ୍ତନ (ବାୟୁମଣ୍ଡଳ) ର ସୂଚନା
ଜଳବାୟୁ ପରିବର୍ତ୍ତନ ବିପଦରେ ଓଡିଶା ର ସୂଚନା
ଜଳବାୟୁ ପରିବର୍ତ୍ତନ – ଭାରତରେ ଭୂମିକା ର ସୂଚନା
ଜଳବାୟୁ ପରିବର୍ତ୍ତନର ପ୍ରଭାବ ର ସୂଚନା
ଜୀବନ ରକ୍ତ ସଦୃଶ ଜଳ ବିଷୟରେ ସୂଚନା
ଜୈବ – ଭୂ- ରାସାୟନିକ ଚକ୍ରକୁ “ ପୋଷଚକ୍ର“ ମଧ୍ୟ କୁହାଯାଏ ।
ପବନ ଦ୍ଵାରା ମୃତ୍ତିକା କ୍ଷୟ ର ସୂଚନା
ପରିବହନ ଏବଂ ଯୋଗାଯୋଗ ର ସୂଚନା