অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

125 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଦ୍ରୁତ ଗତିରେ ବିକାଶ

125 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଦ୍ରୁତ ଗତିରେ ବିକାଶ

ଭାରତ ବିଶ୍ଵ ଅଭିବୃଦ୍ଧିର ଇଞ୍ଜିନ ପାଲଟିଲା

  • ଅର୍ଥ ବ୍ୟବସ୍ଥା ସୁଦୃଢ ଭାବେ ଆଗକୁ ଅଗ୍ରସର ହେବା ଜାରି ରହିବ, 2018-19 ଆର୍ଥିକ ବର୍ଷ ପାଇଁ 7.4 ପ୍ରତିଶତ ହିସାବରେ ଡିଜିପି ବୃଦ୍ଧିହେବାରଅନୁମାନ  ।
  • ଭାରତର ମୁଦ୍ରା ଭଣ୍ଡାର 418.94 ବିଲିୟନ ଆମେରିକୀୟ ଡଲାର ହେଲା  ।
  • ପ୍ରତ୍ୟକ୍ଷ ବିଦେଶୀ ନିବେଶ 2013-14 ରେ 36.5 ବିଲିୟନ ଡଲାରରୁ ବୃଦ୍ଧି ପାଇ 2016-17 ରେ 60.8 ବିଲିୟନ ଡଲାର ହେଲା  ।
  • ସମ୍ପୂର୍ଣ୍ଣ ମୁଦ୍ରାସ୍ଫୀତି ଅପ୍ରେଲ 2014 ରେ 8.48 ପ୍ରତିଶତରୁ ହ୍ରାସ ପାଇଁ ଅପ୍ରେଲ 2018ରେ 4.58 ପ୍ରତିଶତ ହୋଇଛି,  ଖାଦ୍ୟ ମୁଦ୍ରାସ୍ଫୀତି ଅପ୍ରେଲ 2014 ରେ 9.19 ପ୍ରତିଶତରୁ ହ୍ରାସ ପାଇ ଅପ୍ରେଲ 2018ରେ 3.07 ପ୍ରତିଶତ ହୋଇଛି  ।
  • ଭାରତର ସାମଗ୍ରିକ ଘରୋଇ ଉତ୍ପାଦନ ବର୍ତ୍ତମାନ ମୂଲ୍ୟରେ ବୃଦ୍ଧି ପାଇ 2013ରୁ 2017 ମଧ୍ୟରେ 31 ପ୍ରତିଶତ ହୋଇ ଯାଇଛି, ଯେତେବେଳେ ବିଶ୍ଵର ସାମଗ୍ରିକ ଘରୋଇ ଉତ୍ପାଦନରେ 4 ପ୍ରତିଶତର ବୃଦ୍ଧି ହୋଇଛି  ।
  • ବିଶ୍ଵର ସାମଗ୍ରିକ ଘରୋଇ ଉତ୍ପାଦନରେ ଭାରତର ଅଂଶ 2013ରେ 2.43 ପ୍ରତିଶତରୁ ବୃଦ୍ଧି ପାଇ 2017ରେ 3.08 ପ୍ରତିଶତ ହୋଇଥିଲା  । ବିଶ୍ଵର ସାମଗ୍ରିକ ଘରୋଇ ଉତ୍ପାଦନରେ ଭାରତର ଅଂଶ 2005ରେ 1.75 ପ୍ରତିଶତରୁ ବୃଦ୍ଧି ପାଇ 2013ରେ 2.43 ପ୍ରତିଶତ ହୋଇଥିଲା ଏହି ଭଳି ବିଶ୍ଵ ଅଭିବୃଦ୍ଧିରେ ଯୋଗଦାନ ଚାରି ବର୍ଷରେ ହାସଲ କରାଯାଇଛି, ଯାହା ପୂର୍ବରୁ 8 ବର୍ଷ ଲାଗୁଥିଲା  ।

ଜିଏସଟି କାରବାରକୁ ସହଳ ଏବଂ ଜୀବନରେ ସରଳତା ବଢାଇଛି

  • ଅନେକ ବହୁଧା ଏବଂ ଖଣ୍ଡିତ କର ବ୍ୟବସ୍ଥାକୁ ସମାପ୍ତ କରିବା ଦ୍ଵାରା ଛୋଟ ଛୋଟ ବ୍ୟବସାୟୀ
    ଏବଂ ଉପଭୋକ୍ତା ମାନଙ୍କୁ ଲାଭ ମିଳିଲା  ।
  • ଟିକସର ଦୂଷ୍ପ୍ରଭାବରେ ହ୍ରାସ  ।
  • ଦରଦାମ ହ୍ରାସ ପାଇଲା  ।
  • ତନଖି ଫାଟକ ବାଣ୍ଡ ହେବାଦ୍ଵାରା ସମଗ୍ର ଦେଶରେ ପରିବହନ ପାଇଁ
    ଲାଗୁଥିବା ସମୟରେ ମହତ୍ତ୍ଵପୂର୍ଣ୍ଣ ହ୍ରାସ  ।

ସାହସିକ ସଂସ୍କାର, ସୁଦୃଢ ସଂସ୍ଥାନ ଆଉ ପୁଣି ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା

  • ବାଣିଜ୍ୟିକ କୋଇଲା ଖନନ ପାଇଁ ଘରୋଇ କ୍ଷେତ୍ରକୁ ଅନୁମତି  ।
  • ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଅଧିନିୟମ ରେ କିଣିବାବାଲାଙ୍କ ସ୍ଵପ୍ନ, ଅଧିକାରକ୍ଷମ ନିବେଶର ସୁରକ୍ଷା  ।
  • 72,500 କୋଟି ଟଙ୍କାର ନିବେଶ ଲକ୍ଷ୍ୟ ଅତିକ୍ରମ କଲା  ।
  • 89 କୋଇଲା ଖଣିର ଆବଣ୍ଟନ ସହିତ ପାରଦର୍ଶି ସଂସାଧନ ଆବଣ୍ଟନ  ।

ବ୍ୟାଙ୍କିଙ୍ଗ ସଂସ୍କାର, ଭବିଷ୍ୟତ ବିକାଶ ପାଇଁ ଇନ୍ଧନ

  • ଐତିହାସିକ ଦେବାଳିଆ ଆଇନର ମହତ୍ଵପୂର୍ଣ୍ଣ ପରିଣାମ  ।
  • ଅଭିବୃଦ୍ଧି ଏବଂ ରୋଜଗାର ସୃଷ୍ଟିକୁ ସମର୍ଥନ ଦେବା ପାଇଁ ଆଗାମୀ ଦୁଇ ବର୍ଷରେ 2,11,000 କୋଟି ଟଙ୍କା ବ୍ୟୟରେ ସାର୍ବଜନିକ କ୍ଷେତ୍ରରେ ବ୍ୟାଙ୍କକୁ ପୁନଃ ପୁଞ୍ଜିକରଣ ସୁବିଧା  ।
  • ବ୍ୟାଙ୍କ ଗୁଡିକୁ ସୁଦୃଢ ଏବେମ ପ୍ରତିଦ୍ଵନ୍ଦୀ କରିବା ପାଇଁ ବୈକଳ୍ପିକ ବ୍ୟବସ୍ଥା ମାଧ୍ୟମରେ ସାର୍ବଜନିକ କ୍ଷେତ୍ରରେ ବ୍ୟାଙ୍କ ଗୁଡିକର ବିଲୟକୁ ମଞ୍ଜୁରି  ।

ଅନୁପାଳନରେ ସରଳତା ମାଧ୍ୟମରେ ଶ୍ରମିକ କଲ୍ୟାଣ  ସୁନିଶ୍ଚିତ କରିବା

  • କର୍ମଚାରୀ ମାନଙ୍କର ଇପିଏଫ୍ଓ ଖାତାର ହସ୍ତାନ୍ତରରେ ଏବେ କୌଣସି ଅସୁବିଧା ଉଠାଇବାକୁ ପଡୁ ନାହିଁ – ସାର୍ବଜନିକ ଖାତା ସଂଖ୍ୟା (ୟୁଏଏନ୍) ରେ ପୋର୍ଟେବିଲିଟିକୁ ପ୍ରୋତ୍ସାହନ ମିଳିଛି  ।
  • ଶ୍ରମ ସୁବିଧା ପୋର୍ଟାଲ : ଅନନ୍ୟ ଶ୍ରମିକ ପରିଚୟ ନମ୍ବର ଆବଣ୍ଟିତ, ପ୍ରତିଷ୍ଠାନ ଗୁଡିକର ଅଫଲାଇନ ପଞ୍ଜିକରଣ  ।
  • ପାରିଶ୍ରମିକ ପ୍ରାପ୍ୟ ଅଧିନିୟମ, 2017 : ନିଯୁକ୍ତିଦାତା ଏହା ଅଧୀନରେ କର୍ମଚାରୀ ମାନଙ୍କୁ ଆରିଶ୍ରମିକ ପ୍ରଦାନ ନଗଦ ଅର୍ଥରେ କରିବେ ଅଥବା ଚେକ୍ ମାଧ୍ୟମରେ କରିବେ  ଅବା କର୍ମଚାରୀ ମାନଙ୍କର ବ୍ୟାଙ୍କ ଖାତାରେ ଜମା କରିବେ  ।

ଏକ ଅଗ୍ରଣୀ ମୋବାଇଲ ବିନିର୍ମାଣ କେନ୍ଦ୍ର

  • 120 ମୋବାଇଲ ବିନିର୍ମାଣ ଶାଖା ସ୍ଥାପିତ କରାଯାଇଛି, ଯେତେବେଳେ 2014 ରେ କେବଳ
    ଶାଖା ହିଁ ସ୍ଥାପିତ କରାଯାଇଥିଲା  ।
  • 2014-15ରେ କେବଳ 6 କୋଟି ମୋବାଇଲ ହେଣ୍ଡସେଟ ତୁଳନାରେ 2017-18 ବର୍ଷରେ 22.5 କୋଟି ମୋବାଇଲ ହ୍ୟାଣ୍ଡସେଟ ତିଆରି କରାଯାଇଛି  ।
  • 2017-18 ବର୍ଷରେ ଭାରତରେ 1.32 ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ ହେଣ୍ଡସେଟ ନିର୍ମାଣ କରାଯାଇଥିଲା, ଯେତେବେଳେ କି 2016-17 ବର୍ଷରେ 18,992 କୋଟି ଟଙ୍କା ମୂଲ୍ୟରେ ହେଣ୍ଡସେଟ  ନିର୍ମାଣ କରାଯାଇଥିଲା  ।

ଦେଶ ବିକାଶର ଇଞ୍ଜିନ ‘ଏମଏସଏମଇ’ କୁ ନୂତନ ଦୃଢତା ପ୍ରଦାନ କରିବା

  • ଗ୍ୟାରେଣ୍ଟି ବିନା ଋଣ, 12 କୋଟି ଛୋଟ ଉଦ୍ୟୋମୀଙ୍କ ଆସିମୀତ ସ୍ଵପ୍ନ ‘ମୁଦ୍ରା’ ଦ୍ଵାରା ଲାଭାନ୍ଵିତ ହେଲେ  ।
  • 50 କୋଟି ଟଙ୍କା ବଦଳରେ ଏବେ 250 କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା କମ୍ପାନୀ ମାନଙ୍କ ପାଇଁ କର୍ପୋରେଟ ଟିକସ ଦରକୁ ହ୍ରାସ କରି 25 ପ୍ରତିଶତ କରି ଦିଆଯାଇଛି  ।

ସରକାରଙ୍କଠାରେ ଏବେ ଅଧିକ ବିଶ୍ଵାସ, ଅଧିକ ଟିକସ ଅନୁପାଳନ

  • 2017-18 ଆର୍ଥିକ ବର୍ଷରେ 6.84 କୋଟି ଆଇଟିଆର ଦାଖଲ କରାଯାଇଥିଲା, ଯାହା 2013-14 ଆର୍ଥିକ ବର୍ଷ ତୁଳନାରେ ହେଉଛି 80.05 ପ୍ରତିଶତ ଅଧିକ

ଭାରତ ବଦଳିଲା ଦୁନିଆ ପ୍ରଶଂସା କଲା

  • ‘କାରବାରରେ ସୁଗମତା’ ସୂଚକାଙ୍କରେ ଭାରତର ମାନ୍ୟତା 2014 ରେ 142 ତମ ସ୍ଥାନରୁ ଉନ୍ନତି ଘଟି 42ଟି ସ୍ଥାନ ଦେଇ 2018 ରେ 100 ତମ ସ୍ଥାନରେ ଯାଇ ପହଞ୍ଚିଯାଇଛି  ।
  • ଡବ୍ଲ୍ୟୁଇଏଫ ର ବିଶ୍ଵ ପ୍ରତିଦ୍ଵନ୍ଦିତାମୂଳକ ସୂଚକାଙ୍କରେ ଭାରତର ମାନ୍ୟତା 2014-15 ବର୍ଷରେ 71 ତମ ସ୍ଥାନରୁ ସୁଧାର ହୋଇ 2016-17 ରେ 39ତମ ସ୍ଥାନରେ ପହଞ୍ଚିଯାଇଛି  ।
  • ଭାରତ ନୂତନ ଅଥବା ଗ୍ରୀନ ଫିଲ୍ମ ଏଫଡିଆଇ ଆକର୍ଷିତ କରିବା ଦୃଷ୍ଟିରେ ହେଉଛି ଦୁନିଆର ଏକ ନମ୍ବର  ।
  • ଭାରତ ଅଙ୍କଟାଡର ବିଶ୍ଵ ନିବେଶ ରିପୋର୍ଟ (ଡବ୍ଲ୍ୟୁଆଇଆର) ରେ 2016-17 ବର୍ଷ ପାଇଁ ଶ୍ରେଷ୍ଠ ସମ୍ଭାବିତ ଗତିଶୀଳ ଅର୍ଥବ୍ୟବସ୍ଥା ସୂଚୀରେ ତୃତୀୟ ସ୍ଥାନରେ ଅଛି  ।
  • ଭାରତ 2016ରେ ଦେଶରେ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ନିବେଶ) ପ୍ରଦାହ ତାଲିକାରେ 9ମ ସ୍ଥାନରେ ଥିଲା – ବିଶ୍ଵ ନିବେଶ ରିପୋର୍ଟ 2017
  • ମୁତିଜ୍ 14 ବର୍ଷରେ ପ୍ରଥମ ଥର ଭାରତର ସୋଭେରନ୍ କ୍ରେଡିଟ ରେଟିଂକୁ ‘ବିଏଏ3’ ରୁ ବୃଦ୍ଧି କରି ‘ବିଏଏ2’ କରି ଦେଇଛନ୍ତି  ।

ସାମ୍ପ୍ରତିକ ମୂଲ୍ୟରେ ଭାରତର ଜିଡିପି 2013 ଏବଂ 2017 ମଧ୍ୟରେ 31% ବୃଦ୍ଧି ପାଇଛି  ଅପରପକ୍ଷରେ ବୈଶ୍ୱିକ ଜିଡିପି 4% ବୃଦ୍ଧି ପାଇଛି  ।

“କେନ୍ଦ୍ର ସରକାର ନିୟୁତ ସଂଖ୍ୟାରେ ଭାରତୀୟଙ୍କ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି”

ଆଧାର : ଭାରତ ସରକାର

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate