ଅଧିକ ଶକ୍ତି ସଂରକ୍ଷଣ ଓ ଶକ୍ତି ସାମର୍ଥ୍ୟରେ ସୁଧାର ଏବଂ ନବୀକରଣ ଯ଼ୋଗ୍ୟ ସ୍ରୋତରୁ ଶକ୍ତି ଉତ୍ପାଦନ ଫଳରେ ଭାରତ ନିଶ୍ଚିତ ଭାବରେ ଏହି କ୍ଷେତ୍ରରେ ଆତ୍ମନିର୍ଭର ହୋଇଥିବା ଗୋଷ୍ଠୀରେ ସାମିଲ ହୋଇ ପାରିବ।
ଶକ୍ତି ପୋର୍ଟାଲ ଉପରୋକ୍ତ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାକୁ ପ୍ରୟାସ କରିବ। ଏଥିରେ ପ୍ରେରଣାଦାୟୀ କାହାଣୀ ମାଧ୍ୟମରେ ଆପଣଙ୍କୁ ଏହାକୁ ବ୍ୟବହାର କରିବାକୁ ପ୍ରେରଣା ଦେବ ଓ ଅନ୍ୟ ସୁବିଧା ସମ୍ପର୍କରେ ସୂଚନା ଦେବ। ।
ଶକ୍ତି ସମ୍ପର୍କରେ ମୌଳିକ କଥା ଯ଼େପରିକି ଶକ୍ତିର ସ୍ରୋତ, ଶକ୍ତିର ପ୍ରକାର, ବିଦ୍ୟୁତର ଏକକ ଏବଂ ବର୍ତମାନରେ ଶକ୍ତିର ବ୍ୟବହାର ସମ୍ପର୍କରେ ଅବଗତ କରାଯ଼ାଇଛି ।
ଶକ୍ତି ସଂରକ୍ଷଣର ଗୁରୁତ୍ୱ ଏବଂ ଘରେ, କୃଷି କ୍ଷେତ୍ର, ପରିବହନ ପ୍ରଣାଳୀ ତଥା ଅନ୍ୟ ସ୍ଥାନରେ ଶକ୍ତି ସଂରକ୍ଷଣ କିପରି କରାଯ଼ାଇପାରିବ ସେ ସମ୍ପର୍କରେ ସରଳ ଆଭାସ ବିଷୟରେ ବୁଝାଯ଼ିବ।
ଶକ୍ତି ସାମର୍ଥ୍ୟ କୁ ପ୍ରୋତ୍ସାହନ ଦେଉଥିବା ବୈଷୟିକ ଜ୍ଞାନ ସମ୍ପର୍କରେ ଏଠାରେ ରେଖାଙ୍କିତ କରାଯ଼ିବ।
ନବୀକରଣ ଯ଼ୋଗ୍ୟ ଶକ୍ତି ଉତ୍ସରୁ କିପରି ଶକ୍ତି ଉତ୍ପାଦନ କରାଯ଼ିବ ସେ ସମ୍ପର୍କରେ ଥିବା ବୈଷୟିକ ଜ୍ଞାନ ସମ୍ପର୍କରେ ଏଠାରେ ଆଲୋଚନା କରାଯ଼ିବ।
ଗୋଷ୍ଠୀ ମାନଙ୍କର ଶକ୍ତି ଓ ଜଳ ଚାହିଦା ପୂରଣ ବାବଦରେ ପରୀକ୍ଷଣ ଓ ଅନୁଭୂତି ସମ୍ପର୍କରେ ଏଠାରେ ସୂଚନା ଦିଆଯ଼ିବ।
ଏହି ଭାଗରେ ମହିଳା ଓ ଶକ୍ତି ସମ୍ପର୍କିତ ବିଭିନ୍ନ ଆଭିମୁଖ୍ୟସମ୍ପର୍କରେ ସୂଚନା ଦିଆଯ଼ିବ।
ଏହି ଭାଗରେ ସରକାର ଓ ଅନ୍ୟ ସଂସ୍ଥା ମାନଙ୍କର ବିଭିନ୍ନ ନୀତି ଓ ଯ଼ୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯ଼ିବ।
ତୃଣମୂଳ ସ୍ତରରେ ହେଉଥିବା ନବରଚନା ସମ୍ପର୍କରେ ବିବରଣୀ ଏହି ଭାଗରେ ରହିବ ।
ପରିବେଶ ସହ ସମ୍ପର୍କିତ ସମସ୍ତ ବିଷୟ ଯ଼େପରିକି ନୀତି, ଆଭାସ , ଟେକ୍ନୋଲୋଜି ଆଦି ବିଷୟରେ ଏହି ଭାଗରେ ଉଲ୍ଲେଖ କରାଯ଼ିବ ।
ଶକ୍ତି ଉତ୍ପାଦ, ବିକ୍ରୀ , ସେବା, ଯ଼ୋଜନା, ଅର୍ଥ ପ୍ରଦାନ କରୁଥିବା ସଂସ୍ଥା ମାନଙ୍କର ତଥ୍ୟାଧାର କୁ ଏହି ଭାଗରେ ଦିଆଯ଼ିବ ।
Last Modified : 12/4/2020