অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାର୍ଯ଼କ୍ରମ

କାର୍ଯ଼କ୍ରମ

  • ବାଲ୍ୟବିଭାହ ସମ୍ଭଦୀୟ କର୍ମଶାଳା
  • ବାଲ୍ୟବିଭାହ ସମ୍ଭଦୀୟ କର୍ମଶାଳା - କୋରାପୁଟ

  • ସାମାଜିକ ବ୍ୟବସ୍ତା ସମ୍ଭଦୀୟ ଚିତ୍ରକଳା ପ୍ରଦର୍ଶନ
  • ସାମାଜିକ ବ୍ୟବସ୍ତା ସମ୍ଭଦୀୟ ଚିତ୍ରକଳା ପ୍ରଦର୍ଶନ -ମଡ଼ର୍ନ ଆର୍ଟ ଗ୍ୟାଲେରି

  • ଜ଼ିଲ୍ଲାସ୍ତରୀୟ ସରଭାଇବର ସଭା
  • ଜ଼ିଲ୍ଲାସ୍ତରୀୟ ସରଭାଇବର ସଭା - ଭୁବନେଶ୍ୱର

  • ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା
  • ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା - ଭୁବନେଶ୍ୱର

  • ଭୁବନେଶ୍ୱରରେ FICCI ର ଶତାବ୍ଦୀ-ସମ୍ମେଳନ
  • ଭୁବନେଶ୍ୱରରେ FICCI ର ଶତାବ୍ଦୀ-ସମ୍ମେଳନ

  • ୩୭ ତମ ଓଡିଶା ବାଣିଜ୍ୟ ସମ୍ମଲେନ ଓ ରାଷ୍ଟ୍ରୀୟ କର୍ମଶାଳା
  • ଓଡିଶା ବାଣିଜ୍ୟ ସମ୍ମଲେନ ଓ ରାଷ୍ଟ୍ରୀୟ କର୍ମଶାଳା

  • ସମ୍ବଲପୁର ପୁସ୍ତକ ମେଳା ୧୭ରୁ
  • ସେତୁ ଆନୁକୂଲ୍ୟରେ ହୋଇ ଆସୁଥିବା ସମ୍ବଲପୁର ପୁସ୍ତକ ମେଳା ଆସନ୍ତା ୧୭ ତାରିଖ ଠାରୁ ଆରମ୍ଭ ହେବ। ଏହି ମେଳା ୮ ଦିନ ସକାଶେ ଅନୁଷ୍ଠିତ ହୋଇ ୨୪ ତାରିଖରେ ସମାପିତ ହେବ। ପୁସ୍ତକ ମେଳାରେ ଯୋଗଦେବା ପାଇଁ ଇତିମଧ୍ୟରେ ବହୁ ପ୍ରକାଶନ ସଂସ୍ଥା ଏବଂ ପୁସ୍ତକ ବିକ୍ରେତା ସେମାନଙ୍କର ସମ୍ମତି ଜଣାଇ ସାରିଲେଣି। ପିଏଚଡ଼ି ପଡ଼ିଆ ବା ବିର୍ସାମୁଣ୍ଡା ମଇଦାନରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ। ସମ୍ବଲପୁର ପୁସ୍ତକ ମେଳା ତା’ର ଆକାର ଏବଂ ବିକ୍ରିବଟାର କାରବାର ଦୃଷ୍ଟିରୁ ଭୁବନେଶ୍ୱର ପୁସ୍ତକ ମେଳା ପରେ ରାଜ୍ୟର ଦ୍ୱିତୀୟ ସର୍ବବୃହତ ପୁସ୍ତକ ମେଳା ଅଟେ। ଏହି ମେଳା ଆୟୋଜିତ ହେବାପରେ ସମ୍ବଲପୁରରେ ପୁସ୍ତକ ରଚନା, ପ୍ରକାଶନ ଏବଂ ଆଦୃତିର ପରିମାଣ ବୃଦ୍ଧି ପାଇଛି।

  • ମାଧବ ଗଣିତ ପ୍ରତିଯୋଗିତା ୨୦୧୭
  • ମାଧବ ଗଣିତ ପ୍ରତିଯୋଗିତା ୨୦୧୭

  • ଶିଶିର ସରସ
  • ଶିଶିର ସରସ

  • ଓଡିଶା ଷ୍ଟାଟଅପ ଶିଖର ସମ୍ମେଳନ ୨୦୧୭
  • ଓଡିଶା ଷ୍ଟାଟଅପ ସମିଟ ୨୦୧୭

  • ପ୍ରବାସୀ ଓଡ଼ିଆ ସମ୍ମିଳନୀ
  • ଓଡ଼ିଶାର ବିକାଶ ଓ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ସମର୍ପିତ ‘ଥିଙ୍କ୍‍ଟ୍ୟାଙ୍କ୍’ ସଙ୍ଗଠନ ଓଡ଼ିଶା ଫୋରମ ତରଫରୁ ଆୟୋଜନ କରାଯାଉଥିବା ଏହି ମହାସମାବେଶକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ଜାନୁୟାରୀ ୬ ତାରିଖ ସଂଧ୍ୟା ୫ଟା ବେଳେ ଉଦ୍‍ଘାଟନ କରିବେ।

  • ଶ୍ରୀକ୍ଷେତ୍ର ପୁସ୍ତକ ମେଳା
  • ୩ରୁ ଆରମ୍ଭ ୨୩ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

  • ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ
  • ନଭେମ୍ବର ୩୦ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

  • ମହିଳା ହିଂସା ବିରୁଦ୍ଧରେ ଅଭିୟାନ ସକ୍ରିୟତା
  • ୧୬ ଦିନୟା ବ୍ୟାପି ମହିଳା ହିଂସା ବିରୁଦ୍ଧରେ ଅଭିୟାନ ସକ୍ରିୟତା

  • କୋଣାର୍କ ଫେଷ୍ଟିଭାଲ
  • ଡିସେମ୍ବର ୧ରୁ ଆରମ୍ଭ କୋଣାର୍କ ଫେଷ୍ଟିଭାଲ

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate