অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବନର ସନ୍ଦେଶ

ଜୀବନର ସନ୍ଦେଶ

  • ଲକ୍ଷଣରୁ ଜାଣନ୍ତୁ ଆବଶ୍ୟକୀୟ ଚିକିତ୍ସା ସହ ଖାଦ୍ୟ
  • ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ ।

  • ଅମ୍ଳଜାନ ସଙ୍କଟ
  • ଅମ୍ଳଜାନ ସଙ୍କଟ ର ସୂଚନା

  • ଆଘାତ ଓ ନିବାରଣ
  • ଆଘାତ ଓ ନିବାରଣ ର ସୂଚନା

  • ଆହାର
  • ସ୍ୱାସ୍ଥ୍ୟରକ୍ଷାର ପ୍ରଥମ ଆୟୁଧ ହେଉଛି ଆହାର ।

  • ଆୟୋଡିନ୍ ଯୁକ୍ତ ଲୁଣ
  • ଶରୀର ଆବଶ୍ୟକ କରୁଥିବା ଅତିକ୍ଷୁଦ୍ର ପୋଷାକ ତତ୍ଵ( ମାଇକ୍ରୋ ନ୍ୟୁଟିୟେଣ୍ଟ) ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୂଖ ଅଟେ । ସେ ବିଷୟରେ ସୂଚନା ।

  • ଏଚ୍ଆଇଭି ନିୟନ୍ତ୍ରଣର ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା
  • ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।

  • ଏହି ପରିବା ଚୋପାମାନଙ୍କରେ ଅଛି ଭରପୁର ଭିଟାମିନ, ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ
  • ଆପଣ ଜାଣିଛନ୍ତି ଏପରି କିଛି ପରିବା ଅଛି ଯାହାର ଚୋପା ମଧ୍ୟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ ।

  • ଓଃ ! ଆଣ୍ଠୁ କାଟୁଛି
  • ଆଣ୍ଠୁ ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ସାରା ଶରୀରର ଭାର ଏହାରି ଉପରେ ପଡିଥାଏ । ଥରେ ଏହି ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହେଲେ ସାଧାରଣ ଜୀବନ ଅତିବାହିତ କରିବା ଭାରି କଷ୍ଟକର ହୋଇପଡେ ।

  • ଔଷଧୀୟ ଗୁଣରେ ଭରପୂର
  • ଔଷଧୀୟ ଗୁଣରେ ଭରପୂର ବୃକ୍ଷ

  • କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା
  • କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା ର ସୂଚନା

  • କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା
  • କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା ବିଷୟ ର ସୂଚନା

  • କିଛି ଜଣା ଓ ଅଜଣା ତଥ୍ୟ
  • ଲିଭର ବା ଯକୃତ୍ ହେଉଛି ଶରୀରର ସବୁଠାରୁ ବଡ଼ ଅଙ୍ଗ, ଏହା ଶରୀରର ୫ ହଜାର ପ୍ରକାରର ଭିନ୍ନ କାମ କରିଥାଏ ।

  • କିଶୋରୀଙ୍କ ଶାରୀରିକ ବିକାଶ
  • କିଶୋରୀଙ୍କ ଶାରୀରିକ ବିକାଶ / ପରିବର୍ତ୍ତନ

  • କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହୁଏ ଅଧିକ ହାର୍ଟ ଆଟାକ
  • ଆଧୁନିକ ଲାଇଫଷ୍ଟାଇଲ ଓ ଅଧିକ ଚିନ୍ତା କରିବା ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ।

  • କେତେ ସମୟ ଅନ୍ତରରେ ଗର୍ଭ ଧାରଣ
  • ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି ।

  • କୈଶୋର ସମୟରେ ମାନସିକ ବିକାଶ
  • କୈଶୋର ସମୟରେ ମାନସିକ ବିକାଶ ର ସୁଚନା

  • କ୍ରୀଡା ସମ୍ବନ୍ଧୀୟ ଆଘାତ ଓ ଏହାର ନିରାକରଣ
  • କ୍ରିଡା ସମ୍ବନ୍ଧୀୟ ଆଘାତ ଗୁଡିକ ସାଧାରଣ ଇନ୍ ଡୋର କିମ୍ବା ଆଉଟ୍ ଡୋର ଖେଳ ଗୁଡିକରେ ଦେଖାଯାଏ ।

  • କ୍ଷତ ଓ ଘା’ର ପାରମ୍ପରିକ ଚିକିତ୍ସା
  • କ୍ଷତ ଓ ଘା’ର ପାରମ୍ପରିକ ଚିକିତ୍ସା ର ସୂଚନା

  • କ୍ଷତରୁ ରକ୍ଷା ପାଇଁ ସାବଧାନତା
  • କ୍ଷତରୁ ରକ୍ଷା ପାଇଁ ସାବଧାନତା ସୂଚନା ।

  • ଖାଦ୍ୟ ଓ ବୃଦ୍ଧି
  • ଖାଦ୍ୟ ଓ ବୃଦ୍ଧିର ସୂଚନା

  • ଖାଦ୍ୟ ପ୍ରକ୍ରିୟାକାରଣ ବିଶେଷଜ୍ଞ
  • ଜୀବନଧାରଣ ଲାଗି ପ୍ରତ୍ୟେକେ ଖାଦ୍ୟ: ଆବଶ୍ୟକ କରନ୍ତି । ତେବେ ସୁସ୍ଥ ଶରୀର : ଲାଗି ପୃଷ୍ଟିକର ଏବଂ ଉଚ୍ଚ ଗୁଣମାନର ଖାଦ୍ୟ ଆବଶ୍ୟକ ହୋଇଥାଏ ।

  • ଗଲା ଯନ୍ତ୍ରଣା
  • ଗଳା ସଂକ୍ରମଣ ଷ୍ଟ୍ରେପ୍ ଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ; ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ ।

  • ଘୁଙ୍ଗୁଡ଼ିର କାରଣ ଓ ପ୍ରତିକାର
  • ଘୁଙ୍ଗୁଡ଼ିର ସମସ୍ୟା

  • ଛଦ୍ମବେଶୀ ଉଦ୍ଭିଦ
  • ଟ୍ରାଇଫୋଲିଆଟା ର ପରିବର୍ତ୍ତନ

  • ଜିକା ଜ୍ୱର
  • ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ

  • ଜୀବନ ଉପହାର
  • ମୃତ ବ୍ୟକ୍ତି ଅଙ୍ଗକୁ ଜୀବତ ଲୋକଙ୍କ ଦେହରେ ଲାଗାଯିବା ।

  • ଜୀବନ ତଥ୍ୟ
  • ଜୀବନ ତଥ୍ୟର ଲକ୍ଷ ଓ ରୂପଲେଖ ବିଷୟରେ ସୂଚନା ।

  • ଜେନେରିକ୍ ଔଷଧ
  • ସମ୍ପ୍ରତି ଅନେକ ରୋଗୀ ଦୋକାନରେ ଜେନେରିକ୍ ଔଷଧ ମିଳୁ ନଥିବା ଦର୍ଶାଇଛନ୍ତି । ଜେନେରିକ୍ ଔଷଧର ପ୍ରସ୍ତୁତି ସମ୍ବନ୍ଧରେ ।

  • ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ
  • ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ ବିଷୟରେ ତଥ୍ୟ

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate