ଅପପୁଷ୍ଟି ଦ୍ଵାରା ଶିଶୁ ରୋଗାକ୍ରାନ୍ତ ହୁଏ ବା ମୃତ୍ୟୁମୁଖରେ ପଡେ ତା ନୁହେଁ ବରଂ ଶିଶୁର ଅନେକ ଅଦୃଶ୍ୟ କ୍ଷତି ହୋଇଥାଏ ।
ଅପପୁଷ୍ଟି ନିରାକରଣ ପାଇଁ ସୂଚନା
ଏଠାରେ ଅପପୁଷ୍ଟିର ଲକ୍ଷଣ, ଫଳାଫଳ ଏବଂ ନିରାକରଣ ର ସୂଚନା ମିଳିବ
ଖାଦ୍ୟ ଓ ପୋଷଣ ସମ୍ବନ୍ଧରେ ସବିଶେଷ ବିବରଣୀ ଏଠାରେ ଉପଲବ୍ଧ
ଏଠାରେ ଗର୍ଭଧାରଣ ସମୟରେ ଯତ୍ନ ବିଷୟରେ ସୂଚନା ମିଳିବ
ପୋଷଣ ସ୍ଥିତିରେ ଉନ୍ନତି ଆଣିବାରେ ଜଳ, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷାର ଏକ ପ୍ରମୁଖ ଭୂମିକା ରହିଛି ।
ବିଶୁ ସ୍ଵାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ଅପପୁଷ୍ଟି ଜନିତ ପୁଷ୍ଟିହୀନତା ଯୋଗୁଁ ଭାରତରେ ପ୍ରତିବର୍ଷ ପାଖାପାଖି ୧.୩ ନିୟୁତ ଶିଶୁ ମୃତ୍ୟୁ ବରଣ କରୁଛନ୍ତି ।
ଶିଶୁ କନଭେନସନ ଅନୁସାରେ ପ୍ରତ୍ୟେକ ଶିଶୁ ଓ ପିଲା ଉତ୍ତମ ଖାଦ୍ୟ ପାଇବାର ଅଧିକାର ଅଛି ।
ଶିଶୁ ଓ ବଢାନ୍ତା ପିଲାଙ୍କ ଖାଦ୍ୟାଭ୍ୟାସର ସାମାଜିକ ଆଚରଣଗତ ପରିବର୍ତ୍ତନ ପରିବର୍ତ୍ତନ ବିଷୟରେ ସୂଚନା ।
ଶିଶୁମାନଙ୍କର ଅସୁସ୍ଥତା ହେତୁ ସେମାନଙ୍କର ଓଜନ କମିବା ଏକ ସାଧାରଣ ଘଟଣା । ଏହି ବିଷୟରେ ଦେଖାଯାଉଥିବା କେତେକ ମୁଖ୍ୟ ଅସୁସ୍ଥତା
ଅନୁପଯୁକ୍ତ ଖାଦ୍ୟାଭାସ ଯୋଗୁଁ ଶିଶୁ ମୃତ୍ୟୁ ଅଧିକାଂଶ ସମୟରେ ଜୀବନର ପ୍ରଥମ ବର୍ଷରେ ହିଁ ହୋଇଥାଏ
ଏଠାରେ ସ୍ତନ୍ୟପାନ କରାଇବା ଏବଂ ଛଅ ମାସ ପରେ ଖାଦ୍ୟ ର ସୂଚନା ଦିଆଯାଇଛି