অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

AIIMS ନିଯୁକ୍ତି: ନର୍ସିଙ୍ଗ ଅଫିସର ପାଇଁ ୯୨୭ଟି ପଦବୀ ଖାଲି

AIIMS ନିଯୁକ୍ତି: ନର୍ସିଙ୍ଗ ଅଫିସର ପାଇଁ ୯୨୭ଟି ପଦବୀ ଖାଲି

ଏଆଇଆଇଏମଏସ ନିଯୁକ୍ତି – ୨୦୧୭

ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱର

ପଦବୀ ସଂଖ୍ୟା – ୯୨୭

  1. ସିନିୟର ନର୍ସିଙ୍ଗ ଅଫିସର, ଷ୍ଟାଫ ନର୍ସ ଗ୍ରେଡ଼-I: ୧୨୭
  2. ନର୍ସିଙ୍ଗ ଅଫିସର, ଷ୍ଟାଫ ନର୍ସ ଗ୍ରେଡ଼-II: ୮୦୦

ବୟସ ସୀମା – ୨୧ ରୁ ୩୦ ବର୍ଷ (ସିନିୟର ନର୍ସିଙ୍ଗ ଅଫିସର/ଷ୍ଟାଫ ନର୍ସ ଗ୍ରେଡ଼-I ପାଇଁ), ୨୧ରୁ ୩୦ ବର୍ଷ (ନର୍ସିଙ୍ଗ ଅଫିସର/ଷ୍ଟାଫ ନର୍ସ ଗ୍ରେଡ଼-II)

ଶିକ୍ଷାଗତ ଯୋଗ୍ୟତା – ବି.ଏସସି ନର୍ସିଙ୍ଗ (୪ ବର୍ଷୀୟା)

ଚୟନ ପ୍ରକ୍ରିୟା – ସିବିଟି ଏବଂ ଲିଖିତ ପରୀକ୍ଷା ଆଧାରରେ

ଆପ୍ଲିକେସନ ଫି – ୧୦୦୦ ଟଙ୍କା , ଏସସି,ଏସଟି ଏବଂ ପିଡବ୍ଲ୍ୟଡି – ଦେୟମୁକ୍ତ

ୱେବସାଇଟ - "www.aiimsbhubaneswar.edu.in"

ଆବେଦନ କରିବା ଶେଷ ତାରିଖ – ୨୫.୧୨.୨୦୧୭ (୫ଟା ପର୍ଯ୍ୟନ୍ତ)

ନୋଟିସ-"http://www.freejobalert.com/wp-content/uploads/2017/11/Notification-AIIMS-Nursing-Officer_Staff-Nurse-Posts.pdf"

ଆଧାର :ଖବର ଓଡ଼ିଶା

Last Modified : 11/17/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate