অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଙ୍ଗନୱାଡି

ଅଙ୍ଗନୱାଡି

  • ଅସୁସ୍ଥ ଶିଶୁର ଚିହ୍ନଟକରଣ
  • ଶିଶୁର ଶରୀର ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଶିଶୁର ଅସୁସ୍ଥତା ଚିହ୍ନଟ ହେଲେ ପ୍ରଥମେ ଅଙ୍ଗନୱାଡି କର୍ମୀ ହେଉଛନ୍ତି ପ୍ରଥମବ୍ୟକ୍ତି ଯାହାକୁ ଗୋଷ୍ଠୀର ସଦସ୍ୟମାନେ ପ୍ରଥମେ ଯୋଗାଯୋଗ କରିବେ ।

  • କିଶୋରୀ ସ୍ୱାସ୍ଥ୍ୟ
  • କିଶୋରୀ ସ୍ୱାସ୍ଥ୍ୟ ସବଳା ଓ କିଶୋରୀମାନଙ୍କର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀଙ୍କ ଭୂମିକା ।

  • କୁଶଳ ଅଙ୍ଗନୱାଡୀ କର୍ମୀ ହେବାପାଇଁ ପରାମର୍ଶ
  • କୁଶଳୀ ଅଙ୍ଗନୱାଡୀ ହେବାପାଇଁ କାର୍ଯ୍ୟ କରିବାପାଇଁ ବିଭିନ୍ନ କାର୍ଯ୍ୟକାଳପ ଦ୍ଵାରା ସୂଚନା ଦିଆଯାଏ ।

  • ଗର୍ଭବତୀ ମହିଳାଙ୍କର ପଞ୍ଜୀକରଣ ଓ ଯତ୍ନ
  • ମହିଳା ଗର୍ଭବତୀ ଚିହ୍ନଟ ହେବା ପରେ ତାଙ୍କୁ କେଉଁସବୁ ସେବା ଯୋଗାଇବା ଉଚିତ୍ ।

  • ଗର୍ଭାବସ୍ଥା ସମୟରେ ଯତ୍ନ
  • ମହିଳାମାନଙ୍କ ପାଇଁ ଗର୍ଭାବସ୍ଥା ଏକ ଶାରୀରିକ କଷ୍ଟ ଦାୟକ ଅବସ୍ଥା ଖାଦ୍ୟ ଓ ପୁଷ୍ଟିର ସ୍ଵତନ୍ତ୍ର ଯତ୍ନ ନେବା ଆବଶ୍ୟକ ଠିକ୍ ସମୟରେ ।

  • ଗୃହପରିଦର୍ଶନ
  • ନବଜାତଶିଶୁ ଓ ମା' ମାନଙ୍କର ଯତ୍ନନେବାପାଇଁ ଅଙ୍ଗନୱାଡି କର୍ମୀଙ୍କ ଗୃହପରିଦର୍ଶନ କରିବା ଜରୁରୀ ।

  • ନବଜାତ ଶିଶୁର ଯତ୍ନ
  • ୨୮ ଦିନରୁ କମ୍ ବୟସର ଶିଶୁ ହିଁ ନବଜାତ ଶିଶୁ । ନବଜାତ ଶିଶୁର ଯତ୍ନ ନିତ୍ୟନ୍ତ ଜରୁରୀ ।

  • ପରାମର୍ଶ କୌଶଳ
  • ଅଙ୍ଗନୱାଡି କର୍ମୀ ପ୍ରତ୍ୟେକଦିନ ମହିଳା ଓ ଶିଶୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ ସ୍ଥାପନ କରିଥାଏ । ଶରୀର ସୁସ୍ଥତା ପାଇଁ ପରାମର୍ଶ କୌଶଳ ପ୍ରଦାନ କରିବା ।

  • ପରିପୂରକ ପୁଷ୍ଟି
  • ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଗୁରୁତ୍ଵପୂର୍ଣ୍ଣ ସେବାମାନଙ୍କ ମଧ୍ୟରୁ ପରିପୂରକ ପୁଷ୍ଟିସାଧନ ଅନ୍ୟତମ । ସେ ସମ୍ବନ୍ଧୀୟ ସୂଚନା ।

  • ପ୍ରାକ୍ – ବିଦ୍ୟାଳୟ ଶିକ୍ଷା
  • ପ୍ରାକ୍ ଶୈଶବ ଅବସ୍ଥାରେ ଶିଶୁର ବିକାଶ ବାକି ସମଗ୍ର ଜୀବନକାଳ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ପ୍ରାକ୍ - ବିଦ୍ୟାଳୟ ଶିକ୍ଷା ଶିଶୁ ପାଇଁ ଗୁରୁତ୍ଵପୂର୍ଣ୍ଣ।

  • ମମତା
  • ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦିଏ । ସେମାନଙ୍କ ପୁଷ୍ଟି ପ୍ରତି ଧ୍ୟାନ ଦିଆଯାଏ ।

  • ମମତା ଦିବସ
  • ମମତା ଦିବସ ଅଙ୍ଗନୱାଡୀ କର୍ମୀଙ୍କ ଭୂମିକା ।

  • ଯାଞ୍ଚ କମିଟି / ମାତୃ କମିଟିର ଭୂମିକା
  • ମମତା ଯୋଜନା, ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପକରଣର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଏବଂ ବୃଦ୍ଧି ନିରୀକ୍ଷଣ ଇତ୍ୟାଦିର ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ ତଦାରଖକୁ ନିଶ୍ଚିତ କରିବା ହେଉଛି ଯାଞ୍ଚ କମିଟି ଏବଂ ମାତୃ କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ।

  • ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି
  • ଶିଶୁ ନବଜାତ ଶିଶୁ ତଥା ପରବର୍ତ୍ତୀ ଅବସ୍ଥାର ଶିଶୁର ଅପପୁଷ୍ଟି ସୁରକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ପାଇଁ ଯେଉଁ ସବୁ କାର୍ଯ୍ୟ କର୍ମ କରାଯିବ ନିହାତି ଆବଶ୍ୟକ ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି ।

  • ଶିଶୁମାନଙ୍କର ଟୀକା କରଣ
  • ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ଦିଆଯାଏ ।

  • ଶିଶୁର ବୃଦ୍ଧି ନିରୀକ୍ଷଣ
  • ଶିଶୁର ଓଜନ ଏବଂ ଉଚ୍ଚତାକୁ ନିରୀକ୍ଷଣ ନିତ୍ୟନ୍ତ ଜରୁରୀ ।

  • ସଂକ୍ରମଣରୁ ରକ୍ଷା ପାଇଁ ପରିଚ୍ଛନ୍ନତାର ଅଭ୍ୟାସ
  • ରୋଗ ଓ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପରିବେଶର ପରିଚ୍ଛନ୍ନତାର ରଖିବା ଜରୁରୀ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate