অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚୀତ ଜାତି ଓ ଜନଜାତି ( ନିର୍ଯ୍ୟାତନା ନିବାରଣ ) ଆଇନ୍

ଅନୁସୂଚୀତ ଜାତି ଓ ଜନଜାତି ( ନିର୍ଯ୍ୟାତନା ନିବାରଣ ) ଆଇନ୍

ହରିଜନ ଅକ୍ଷମତାର ଉଚ୍ଛେଦ ଆଇନ୍

  1. ବିହାର ହରିଜନ (ନାଗରିକ ଅକ୍ଷମତାର)ଆଇନ୍, ୧୯୪୯ (୧୯୪୯ ବିହାର ଆଇନ୍,୧୯) ।
  2. ବମ୍ବେ ହରିଜନ ( ସାମାଜିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୬ (୧୯୪୭ର ବମ୍ବେ ଆଇନ୍, ୧୦)।
  3. ବମ୍ବେ ହରିଜନଙ୍କ ମନ୍ଦିର ପ୍ରବେଶ ଆଇନ୍ (୧୯୪୭ ର ବମ୍ବେ ଆଇନ୍,୩୫) ।
  4. ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବିହାର ଅନୁସୂଚିତ ଜାତି (ନାଗରିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୭ (୧୯୪୭ ର ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ ବିହାର ଅନୁସୂଚିତ ଜାତି ଆଇନ୍,୨୪) ।
  5. ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଏବଂ ବିହାର ମନ୍ଦିର ପ୍ରବେଶର କ୍ଷମତାପନ୍ନ ଆଇନ୍, ୧୯୪୭ (୧୯୪୭ ର ସେଣ୍ଟ୍ରାଲ ପ୍ରୋଭିନ୍ସ ଏବଂ ବିହାର ଆଇନ୍, ୪୧) ।
  6. ପୂର୍ବ ପଞ୍ଜାବ ( ସାମ୍ପ୍ରଦାୟିକ ଏବଂ ସାମାଜିକ ଅକ୍ଷମତାର ଉଚ୍ଛେଦ ) ଆଇନ୍, ୧୯୪୮ (୧୯୪୮ର ପୂର୍ବ ପଞ୍ଜାବ ଆଇନ୍ ୧୬) ।
  7. ମାଡ୍ରାସର ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍ ୧୯୩୪ (୧୯୩୪ର ମାଡ୍ରାସ ଆଇନ୍ ୨୧) ।
  8. ଓଡିଶାର ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୬ (୧୯୪୬ର ଓଡିଶା ଆଇନ୍)।
  9. ଓଡିଶାର ମନ୍ଦିର ପ୍ରବେଶ କ୍ଷମତାପନ୍ନ ଆଇନ୍ ୧୯୪୮ (୧୯୪୮ର ଓଡିଶା ଆଇନ୍ ୧୧) ।
  10. ୟୁନାଇଟେଡ୍ ପ୍ରୋଭିନ୍ସ ସାମାଜିକ ଅକ୍ଷମତା ଉଚ୍ଛେଦ ଆଇନ୍ ୧୯୪୭ ୧୫୪୭ର ଉତ୍ତରପ୍ରଦେଶ ଆଇନ୍ ୧୪) ।
  11. ପଶ୍ଚିମବଙ୍ଗ ହିନ୍ଦୁ ସାମାଜିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୮( ୧୯୮୮ର ପଶ୍ଚିମବଙ୍ଗ ଆଇନ୍ ୩୭)।

ହରିଜନ ମନ୍ଦିର ପ୍ରବେଶ ନିୟମ

  1. ହାଇଦ୍ରାବାଦ ହରିଜନ ମନ୍ଦିର ପ୍ରବେଶ ନିୟମ, ୧୯୫୮ ଚ (୧୩୮୫ ଚ ଫାଇସଲିର ୧୧)।
  2. ହାଇଦ୍ରାବାଦ ହରିଜନ (ସାମାଜିକ ଅକ୍ଷମତା ଉଚ୍ଛେଦ ) ନିୟମ, ୧୩୫୮ (୧୩୫୮ ଚ ଫାଇସଲିର ୫୬)।
  3. ମଧ୍ୟ ଭାରତ ହରିଜନ ଅଯୋଗ୍ୟତା ନିବାରଣ ବିଧାନ,ସାମ୍ବତ, ୨୦୦୫ (୧୯୪୯ ର ମଧ୍ୟଭାଗରତ ଆଇନ୍ ନଂ ୧୫) ।
  4. ନାଗରିକ ଅକ୍ଷମତା ଉଚ୍ଛେଦ ଆଇନ୍, ୧୯୪୩ (୧୯୪୩ର ମହୀଶୂର ଆଇନ୍, ୧୪) ।
  5. ମହୀଶୂର ମନ୍ଦିର ପ୍ରବେଶ ଅଧିକାର ଆଇନ୍, ୧୯୪୮ (୧୯୪୮ର ମହୀଶୂର ଆଇନ୍ ୧୪) ।
  6. ସୌରଷ୍ଟ୍ର ହରିଜନ ( ସାମାଜିକ ଅକ୍ଷମତା ଉଚ୍ଛେଦ )ହୁକୁମ (୧୯୪୯ ର ନଂ ୪୦) ।
  7. ଟ୍ରାଭାନ୍କୋର- କୋଚିନ୍ ସାମାଜିକ ଉଚ୍ଛେଦ ଆଇନ୍, ୧୧୨୫ (୧୧୨୫ର ଟ୍ରାଭାନ୍କୋର- କୋଚିନ୍ ଆଇନ୍,୨୭) ।
  8. ଟ୍ରାଭାନ୍କୋର- କୋଚିନ୍ ମନ୍ଦିର ପ୍ରବେଶ (ଅକ୍ଷମତା ଉଚ୍ଛେଦ ) ଆଇନ୍, ୧୯୪୯(୧୯୪୦ର କୁର୍ଗ ଆଇନ୍ କୁର୍ଗ ଆଇନ୍ ୧)।
  9. କୁର୍ଗ ମନ୍ଦିର ପ୍ରବେଶ ଅଧିକାର ଆଇନ୍, ୧୯୪୯ (୧୯୪୯ କୁର୍ଗ ଆଇନ୍ ୨) ।

ଆଧାର-ମାନସ ଜେନା

E-mail :deveini@rediffmail.com

Last Modified : 2/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate