ଅଧିଶ୍ଵରୀ ଲଙ୍କେଶ୍ଵରୀ ବିଷୟରେ ସୂଚନା ।
ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ । ଏହା ଇତିହାସ ଓ କିମ୍ବଦନ୍ତୀ ବିଷୟରେ ସୂଚନା ଦିଆଯାଇଛି ।
କାମାକ୍ଷା ମନ୍ଦିରର ପୌରାଣିକ ଗାଥା ଓ ପର୍ବପର୍ବାଣୀ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
କେଦାରନାଥ ମନ୍ଦିରର କିମ୍ବଦନ୍ତୀ ଓ ଇତିହାସ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
କ୍ଷୀରଚୋରା ଗୋପୀନାଥ ମନ୍ଦିର ସମ୍ବନ୍ଧୀୟ ତଥ୍ୟ ।
କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଜିଲ୍ଲାର ବିଶେଷତା ଓ ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) ।
ଜଗନ୍ନାଥ ମନ୍ଦିର ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ତାରାତାରିଣୀ ମନ୍ଦିର ସମ୍ବନ୍ଧୀୟ ତଥ୍ୟ ।
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର ।
ଦକ୍ଷିଣକାଳି ମନ୍ଦିର ଶ୍ରୀକ୍ଷେତ୍ର ପୁରୀର କାଳିକା ଦେବୀ ସାହିରେ ଥିବା ମାଆ ଦକ୍ଷିଣ କାଳିଙ୍କ ଏକ ମନ୍ଦିର ।
ଦର୍ଶନୀୟ ଓ ଆକର୍ଷଣୀୟ ସ୍ଥାନ ସମ୍ବନ୍ଧରେ ସୂଚନା ।
ପାତାଳୀ ଶ୍ରୀକ୍ଷେତ୍ର ଇତିହାସ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ବରାହ ମନ୍ଦିର ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀ ଙ୍କ ମନ୍ଦିର ।
ସମ୍ବଲପୁର ଜିଲ୍ଲାର ଅନ୍ତର୍ଗତ ବିମଳେଶ୍ଵର ଦେଉଳର ଇତିହାସ ଇତ୍ୟାଦି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।
ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକରେ 'ମା ଭଟ୍ଟାରିକା'ଙ୍କର ମନ୍ଦିର । ମନ୍ଦିର ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।
ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁରଠାରେ ପ୍ରାଚୀ ନଦୀ କୂଳରେ ମଙ୍ଗଳା ମନ୍ଦିର ଅବସ୍ଥିତ ।
ଓଡ଼ିଶାର ପୁରାଣ ବର୍ଣ୍ଣିତ ପ୍ରମୁଖ ସ୍ଥାନ ଓ ମନ୍ଦିର ମଧ୍ୟରେ ନିଆଳି ବ୍ଳକର ମାଧବାନନ୍ଦଜିଉଙ୍କ ମନ୍ଦିର ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଶରଣ ଶ୍ରୀକ୍ଷେତ୍ର ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାଠାରେ ଅବସ୍ଥିତ ।ଏହାର ଇତିହାସ ଓ ବିଶେଷତ୍ଵ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ଶାଙ୍କୁଳାଇ ମନ୍ଦିର ଅବସ୍ଥିତି ଓ ମନ୍ଦିରର ଐତିହ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ସାରଳା ମନ୍ଦିର ଅବସ୍ଥିତି, ଇତିହାସ ଓ ମା' ସାରଳାଙ୍କ ପୀଠ ଇତ୍ୟାଦି ସମ୍ବନ୍ଧରେ ସୂଚନା ଦିଆଯାଇଛି ।