অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା

ଯୋଜନା ଉଦ୍ଦେଶ୍ୟ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାଏହି ଯୋଜନା ୨୫ ଡିସେମ୍ବର ୨୦୦୦ ମସିହାରୁ କାର୍ଯ୍ୟକାରୀ ହେଉଛି ।

ବିଶେଷ କରି ଗ୍ରାମଞ୍ଚାଳରେ ଥିବା ଅଣସଂଯୋଗୀକୃତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

କାର୍ଯ୍ୟର ରୂପରେଖା

  • ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଭିତ୍ତିରେ ନୂତନ ରାସ୍ତା ନିର୍ମାଣ ତଥା ପୁରୁଣା ରାସ୍ତାର ଉନ୍ନତ୍ତି କରଣର ଏକ ବାର୍ଷିକ ଆକଳନ ପ୍ରସ୍ତୁତି କରାଯାଇଥାଏ ।
  • ଏହି ଆଧାରରେ ରାଜ୍ୟ ସରକାର କେନ୍ଦ୍ରରୁ ମିଳିଥିବା ଅର୍ଥର ଶତକଡା ୮୦ ଭାଗ ପ୍ରତ୍ୟେକ ଜିଲ୍ଲାରେ ନୂତନ ରାସ୍ତା ପାଇଁ ଓ ୨୦ ପ୍ରତିଶତ ପୁରୁଣା ରାସ୍ତାର ଉନ୍ନତି ପାଇଁ ଯୋଗାଇ ଦେଇଥାନ୍ତି ।
  • ସ୍ଥିରୀକୃତ ପ୍ରକଳ୍ପଗୁଡିକୁ ଜିଲ୍ଲାପରିଷଦର ସହମତିପରେ କାର୍ଯ୍ୟକାରୀ ୟୁନିଟ ବା ପି.ଆଇ. ଡି.ଏ କୁ ପଠାଯାଏ । ଏବଂ ସାଂସଦ ମାନଙ୍କ ପ୍ରସ୍ତାବକୁ ଏଥିରେ ସାମିଲ କରାଯାଏ ।

ଅଭିଯୋଗ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦଖଲ କରାଯାଏ ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate