অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵୟଂ ସହାୟକ ଗୋଷ୍ଠୀପାଇଁ ତାଲିମ

ସ୍ଵୟଂ ସହାୟକ ଗୋଷ୍ଠୀପାଇଁ ତାଲିମ

ଉଦ୍ଦେଶ୍ୟ

ସ୍ଵୟଂ ସହାୟକ ଗୋଷ୍ଠୀ ବିଷୟରେ ଧାରଣା ଦେବା ଓ ଭାଗୀଦାରୀତା ଏବଂ ସଶକ୍ତିକରଣ ବଢାଇବାରେ ଏହାର ଗୁରୁତ୍ଵ ବିଷୟରେ ଅବଗତ କରାଇବା - ଏହି ସାରଣୀର ମୁଖ୍ୟ ଉଦ୍ଦେଶ୍ୟ । ଏହା ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀର ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟଗୁଡିକୁ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ । ଏହି ସାରଣୀ ଅଂଶ ଗ୍ରହଣକାରୀଙ୍କର ଜ୍ଞାନ, କୌଶଳ,ବୃଦ୍ଧି କରିବ ଯଦ୍ୱାରା ସେମାନେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଠିକ ଭାବରେ ପରିଚାଳିତ କରିପାରିବେ ।

ତାଲିମର ବିଷୟବସ୍ତୁ

ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା

ଏହି ତାଲିମ ଶେଷରେ ଅଂଶଗ୍ରହଣକାରୀମାନେ, ନିମ୍ନଲିଖିତ ବିଷୟଗୁଡିକ ଉପରେ ଅବଗତ ହେବେ ସେମାନଙ୍କର ଚଳଣି ଯଥା – ଅପେକ୍ଷାକୃତ ଭଲ ବା ଗରିବ – ସେଗୁଡିକର କାରଣଗୁଡିକ ଚିହ୍ନଟ କରିବା ଗରିବ ବ୍ୟକ୍ତିଟିକୁ ଦାରିଦ୍ର୍ୟ ଚକ୍ରରୁ ମୁକୁଳାଇବା ପାଇଁ ସାମୁହିକ କାର୍ଯ୍ୟ ପ୍ରକ୍ରିୟାର ଗୁରୁତ୍ଵକୁ ବୁଝିବା ।

ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା ଓ ତାଲିମ ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା

ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା

ତାଲିମ ପରେ ଅଂଶଗ୍ରହଣକାରୀମାନେ

  • ସଭାର ଅର୍ଥକୁ ବ୍ୟାଖ୍ୟା କରିପାରୁଥିବେ ଏବଂ କାହିଁକି ନିୟମିତ ସାପ୍ତାହିକ ସଭାର ଆବଶ୍ୟକତା ରହିଛି ତାହା ବୁଝାଇ ପାରିବେ ।
  • ସ୍ଵୟଂ ସହାୟକ ଗୋଷ୍ଠୀ ସଭା କରିବା ପାଇଁ ଆବଶ୍ୟକ ଥିବା ପ୍ରଣାଳୀକୁ ବ୍ୟାଖ୍ୟା କରିପାରୁଥିବେ ।

ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା

ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ

ଅଧିବେଶନ ଶେଷରେ ଅଂଶଗ୍ରହଣକାରୀମାନେ ଗୋଟିଏ ଗୋଷ୍ଠୀର ସଭ୍ୟାମାନଙ୍କ ବିଭିନ୍ନ ବ୍ୟବହାର ବିଷୟରେ ଅବଗତ ହେବେ ।

ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ

ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର

ସ୍ଵୟଂ ସହାୟକ ଗୋଷ୍ଠୀରେ ବ୍ୟବହୃତ ହେଉଥିବା ବିଭିନ୍ନ ଖାତାପତ୍ରର କି ଆବଶ୍ୟକତା ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିବା ଓ ବିଭିନ୍ନ ଖାତାପତ୍ରକୁ ଚିହ୍ନଟ କରିବା ଏହି ଅଧିବେଶନର ଉଦ୍ଦେଶ୍ୟ ।

ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର

ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା

ଅଧିବେଶନ ଶେଷରେ ଅଂଶଗ୍ରହଣକାରୀମାନେ ନିମ୍ନୋକ୍ତ ବିଷୟରେ ଅବଗତ ହେବେ ।

  • ଆର୍ଥିକ ସାକ୍ଷରତା ଓ ଆର୍ଥିକ ଯୋଜନା କହିଲେ କ’ଣ ବୁଝାଯାଏ ଏବଂ ଦୈନନ୍ଦିନ ଜୀବନରେ ଏହାର କି ଆବଶ୍ୟକତା ରହିଛି ।
  • ସେମାନଙ୍କର ଦୈନିକ ଅର୍ଥ ପରିଚାଳନାର ଅଭ୍ୟାସକୁ ବିଶ୍ଳେଷଣ କରିବା ଓ ଏହାର ଉନ୍ନତି ନିମନ୍ତେ ଉପଯୁକ୍ତ ପନ୍ଥା ନିରୂପଣ କରିବା ।

ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା

ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା

ସ୍ଵୟଂ ସହାୟକ ଗୋଷ୍ଠୀ ସ୍ତରରେ କ୍ଷୁଦ୍ର ବିନିଯୋଗ ଯୋଜନା ପ୍ରସ୍ତୁତ କରିବାରେ ଗୋଷ୍ଠୀ ବିନିଯୋଗ ପାଣ୍ଠିର ଉଦ୍ଦେଶ୍ୟ ବିଷୟରେ ଅଂଶଗ୍ରହଣକାରୀଙ୍କୁ ଧାରଣା ଦେବା ।

ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate