ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ,ବନରପାଳ, ଛେଣ୍ଡିପଦା, କଣିହାଁ,କିଶୋରନଗର, ତାଳଚେର, ପାଳଲହଡା
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ । ସହର : ଅନୁଗୋଳ । ପିନ କୋଡ୍ : 759122
ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସମାଧାନ ପାଇଁ ଓଡିଶା ସରକାର ଅନଲାଇନ ସେବା ଯୋଗାଇ ଦେଇଅଛନ୍ତି । ଏହି ସେବାକୁ ଉପଯୋଗ କରି ସାଧାରଣ ନାଗରିକ ନିଜର ସମସ୍ୟା ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିପାରିବେ । ଅଭିଯୋଗ ଜଣାଇବାକୁ : -
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଜିଲ୍ଲା କାର୍ଯ୍ୟ।ଳୟ
ସ୍ଥାନ : ଅନୁଗୋଳ । ସହର : ଅନୁଗୋଳ । ପିନ କୋଡ୍ : 759122
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, କଲେକଟୋରେଟ, ଅନୁଗୋଳ
ସ୍ଥାନ : ଅନୁଗୋଳ । ସହର : ଅନୁଗୋଳ । ପିନ କୋଡ୍ : ୭୫୯୧୨୨
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ
ସ୍ଥାନ : ଅନୁଗୋଳ । ସହର : ଅନୁଗୋଳ । ପିନ କୋଡ୍ :୭୫୯୧୨୨
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ସ୍ଥାନ : ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ । ସହର : ଅନୁଗୋଳ । ପିନ କୋଡ୍ : 759122
ଏହି ଯୋଜନାରେ ସରକାରଙ୍କ ଦ୍ଵାରା କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉନହିଁ ।
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
ସ୍ଥାନ : ଜିଲ୍ଲା କାର୍ଯ।ଳୟ ପରିସର, ଅନୁଗୋଳ । ସହର : ଅନୁଗୋଳ । ପିନ କୋଡ୍ : 7599122
୧୯୭୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଏବଂ ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।
୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୟସ ନିର୍ବିଶେଷରେ ବିଧବା, ନିରାଶ୍ରୟ, କୁଷ୍ଠରୋଗମୁକ୍ତ ମାନଙ୍କୁ ବର୍ଦ୍ଧକ୍ୟ / ବିଧବା ଭତ୍ତା ଏବଂ ୫ବର୍ଷରୁ ଉର୍ଦ୍ଧ ଶାରୀରିକ ଅକ୍ଷମ, ଦୃଷ୍ଟିହୀନ, ମୁକ ଓ ବଧିର ଏବଂ ମାନସିକ ଅନଗ୍ରସର ମାନଙ୍କୁ ଭତ୍ତା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳାମାନଙ୍କୁ ମଧ୍ୟ ଏହି ଭତ୍ତା ଯୋଜନାର ଅନ୍ତର୍ଭୂକ୍ତ କରାଯାଇଛି ।
ଏହି ଭତ୍ତା ପାଇବା ପାଇଁ ଆବେଦନକାରି ନିମ୍ନଲିଖିତ ସର୍ତ୍ତ ପୂରଣ କରିବା ଦରକାର ।
ଏହି ଭତ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ସଂପୃକ୍ତ ଉପଜିଲ୍ଲାପାଳ ମଞ୍ଜୁରୀ କରିଥାନ୍ତି ।
ଏହି ଭତ୍ତା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ହିସାବରେ ପ୍ରତ୍ୟେକ ମାସ ୧୫ ତାରିଖରେ (ଜନସେବା ଦିବସରେ) ଗ୍ରାମ ପଞ୍ଚାୟତ ମୁଖ୍ୟ ଆବସରେ ପ୍ରଦାନ କରାଯାଇଥାଏ ।
୮୦ବର୍ଷରୁ ଉର୍ଦ୍ଧ ହିତାଧିକାରୀମାନଙ୍କୁ ମାସିକ ୫୦୦ଟଙ୍କା ହିସାବରେ ଭତ୍ତା ପ୍ରଦାନ କରାଯାଇଥାଏ ।
ଏହି ଭତ୍ତାବାବଦର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିଥାନ୍ତି ।
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ସ୍ଥାନ : ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ,ଅନୁଗୋଳ । ସହର : ଅନୁଗୋଳ । ପିନ କୋଡ୍ : 759122
ବଂଶଗତ ପ୍ରମାଣପତ୍ର କଣ ?ସାଧାରଣତ ପରିବାର ର ମୁଖ୍ୟ ବ୍ୟକ୍ତି ଙ୍କର ମୃତ୍ୟୁ ପରେ ତାଙ୍କର ବଂଶଗତ ଉତ୍ତରାଧିକାରୀ ଯେପରି ସ୍ତ୍ରୀ କିମ୍ବା ସ୍ଵାମୀ ,ପୁଅ ,ଝିଅ ,ପିତା / ମାତା ବଂଶଗତ ପ୍ରମାଣପତ୍ର ପାଇଁ ଆବେଦନ କରି ପାରିବେ । ଏହାର ଆବଶ୍ୟକତା କଣ ?
ଏହା ନିମ୍ନଲିଖିତ କାରଣ ପାଇଁ ଦରକାର
ଆଇନ ସମ୍ବନ୍ଧୀୟ ବୈଧତା
ଏହି ପ୍ରମାଣ ପାତ୍ର ଟି ଫର୍ମ ନ॰ – ଆଇ. ଭି ଓଡିଶା ସାଧାରଣ ଓ ବିବିଧ ପ୍ରମାଣପତ୍ର ଧାରା ୧୯୮୪ ଅନୁଯାଇ ଉପଲବ୍ଧ ।
ସମ୍ପୃକ୍ତ ବିଭାଗ
ବଂଶଗତ ପ୍ରମାଣପତ୍ର ଆବେଦନ କରିବାର ପ୍ରଣାଳୀ
ଜଣେ ବ୍ୟକ୍ତି ଫର୍ମ ନ॰ – ଆଇ ରେ କୋର୍ଟ ଦେୟ ଟ. ୩.୦୦ ଲଗାଇ ନିଜର ତହସିଲ ରେ ଆବେଦନ କରିପାରିବେ।
ଅନୁମୋଦନ କରିବା ଅଧିକାରୀ
ରାଜସ୍ୱ ଅଧିକାରୀ ( ତହସିଲଦାର, ଅତିରିକ୍ତ ତହସିଲଦାର, ଉପ – ଜିଲ୍ଲାପାଳ , ଜିଲ୍ଲାପାଳ )
ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ?
ଆବେଦନକାରୀ ୩ ମାସ ମ ଧ୍ୟରେ ଅପିଲ କରିପାରିବେ ।
କାର୍ଯ୍ୟାଳୟ ସମୟ
ଦିନ ୧୦.୦୦ ଟା ରୁ ସନ୍ଧ୍ୟା ୫.୦୦ ଯେ କୌଣସି କାର୍ଯକାରି ଦିବସରେ
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ । ସହର : ଅନୁଗୋଳ । ପିନ କୋଡ୍ : 759122
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ । ସହର : ଅନୁଗୋଳ । ପିନ କୋଡ୍ : 759122
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଅନୁଗୋଳ ଓ ତାଳଚେର ପୌରପାଳିକା, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ
ଯାଆନ୍ତୁ: ୱେବପୋର୍ଟାଲ ଲିଙ୍କ
ଆଧାର - "ଅନୁଗୋଳ ୱେବପୋର୍ଟାଲ ଲିଙ୍କ"
Last Modified : 2/22/2020