ଇ-ଜିଲ୍ଲା, ଇଲେକଟ୍ରୋନିକ୍ସ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (DeitY), କମ୍ୟୁନିକେଶନ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (MCIT) ଦ୍ଵାରା ଆରମ୍ଭ କରାଯାଇଛି ଏବଂ ଭାରତ ସରକାର ଏହାକୁ ରାଜ୍ୟ ସ୍ତରୀୟ ମିଶନ ମୋଡ ପ୍ରକଳ୍ପ ରୂପେ ଚିହ୍ନଟ କରିଥିଲେ I ଏହି ପ୍ରକଳ୍ପ ର ଉଦ୍ଧେଶ୍ୟ, ଜିଲ୍ଲା ପ୍ରଶାସନ ର “ସରକାର ଠାରୁ ନାଗରିକ” ସେବା ତ୍ଵରାନ୍ୱିତ ନିମନ୍ତେ ସହାୟତା ତତସଙ୍ଗେ ସଙ୍ଗେ ଅତିଉତ୍ତମ କାର୍ଯ୍ୟ ସକାଶେ ତିନୋଟି ଅନ୍ତନିର୍ମାଣ ସ୍ତମ୍ବର ବ୍ୟାବହୃତ କରିବା ଯଥା ଷ୍ଟେଟ ୱାଇଡ ଏରିୟା ନେଟୱର୍କ (SWAN) ସଂଯୋଗ ନିମନ୍ତେ, ଷ୍ଟେଟ ଡାଟା ସେଣ୍ଟର (SDC) ସୁରକ୍ଷିତ ଓ ନିରବଛିନ୍ନ ତଥ୍ୟ ସଞ୍ଚୟ ଏବଂ ସାଧାରଣ ସେବା କେନ୍ଦ୍ର, ମାଧ୍ୟମରେ ନାଗରିକ ସେବା ନାଗରିକର ହାତପହାନ୍ତରେ ପହଞ୍ଚାଇବା I ଇ-ଜିଲ୍ଲା ପୋର୍ଟାଲ ଅନ୍ତ୍ରଭୂକ୍ତ ନାଗରିକ ସେବା ଯୋଗାଉଥିବା ବିଭାଗ / ଶାଖା ର ଏକକୀକରଣ , ପଦ୍ଧତିର ପୁନପରିକଳ୍ପନା ଏବଂ ଜିଲ୍ଲା ପ୍ରଶାସନର ସ୍ଵୟମଚାଳିତ କାର୍ଯ୍ୟ ପ୍ରବାହ ଦ୍ଵାରା ନାଗରିକଙ୍କୁ ସମ୍ପୂର୍ଣ୍ଣ ଏବଂ ନିରବଛିନ ଦକ୍ଷ ସେବା ପ୍ରଦାନ କରିବା. ଅଧିକ ଜାଣିବା ପାଇଁ ଏହି ଲିଂକରେ "ଇ-ଜିଲ୍ଲା ପୋର୍ଟାଲଇ-ଜିଲ୍ଲାରୁ ମିଳୁଥିବା ସେବା
ପ୍ରମାଣପତ୍ର |
ଦସ୍ତାବିଜ |
ମୂଲ୍ୟ |
ସମୟସୀମା |
|
୧ |
ରେସିଡେଣ୍ଟ ପ୍ରମାଣପତ୍ର ରୁଜୁ କରିବା |
|||
୨ |
ଜାତି ପ୍ରମାଣପତ୍ର ରୁଜୁ କରିବା |
|||
୩ |
ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର |
|||
୪ |
ସାମାଜିକ ଓ ଆର୍ଥିକ ପ୍ରମାଣପତ୍ର ରୁଜୁ କରିବା |
|||
୫ |
ଋଣପରିଶୋଧ ପ୍ରମାଣପତ୍ର ରୁଜୁ କରିବା |
|||
୬ |
ଆୟ ପ୍ରମାଣପତ୍ର ରୁଜୁ କରିବା |
|||
୭ |
ପଛୁଆବର୍ଗ ପ୍ରମାଣପତ୍ର ରୁଜୁ କରିବା |
ରାଜସ୍ୱ କୋର୍ଟ ସମ୍ବନ୍ଧରେ |
ଦସ୍ତାବିଜ |
ମୂଲ୍ୟ |
ସମୟସୀମା |
|
୧ |
ଜମି ଅଧିକାରର ଅଭିଲିଖିତ ପୃଷ୍ଠା ପାଇବା ପାଇଁ |
|||
ରାଜ୍ୟ ସରକାରଙ୍କ ଦ୍ଵାରା କିଛି ସ୍ଥାୟୀ ଶୁଳ୍କ ପ୍ରତି କିୟସ୍କ କେନ୍ଦ୍ରପାଇଁ ପ୍ରସ୍ଥାବିତ ହୋଇଛି ଓ ତାହଠୁ କେହି ଅଧିକ ଶୁଳ୍କ ନେଇ ପାରିବେ ନାହିଁ । ତା’ଭିତରୁ କିଛିର ଶୁଳ୍କ ବିବରଣୀ ନିମ୍ନରେ ଦିଆଗଲା ।
୧. କିୟସ୍କ ଅପରେଟରଙ୍କ ଶୁଳ୍କ =୮. ୦୦
୨. ମୁଦ୍ରଣ ଶୁଳ୍କ ପ୍ରତି ୟୁନିଟ =୧୦.୦୦
୩. ସ୍କାନ ଶୁଳ୍କ ପ୍ରତି ୟୁନିଟ = ୫.୦୦
୪. ସରକାରୀ ପ୍ରାପ୍ୟ ପ୍ରତି ୟୁନିଟ=୩୦.୦୦
୫. DEGS ଶୁଳ୍କ ପ୍ରତି ୟୁନିଟ =୨.୦୦
ସର୍ବମୋଟ –ପ୍ରତି ଦରଖାସ୍ତର ନିବେଦନର ବ୍ୟୟ ସର୍ବମୋଟ ୫୫.୦୦ ଟଙ୍କା । କିନ୍ତୁ ଦୟାକରି ଧ୍ୟାନ ଦିଅନ୍ତୁ ଏହି ଟଙ୍କା ସ୍କାନ ପୃଷ୍ଠା ଅନୁଯାୟୀ ବଦଳି ପାରେ ।
ଆବେଦନକାରୀ ନିଜେ ମଧ୍ୟ ଆବେଦନ ଫର୍ମ ଡାଉନଲୋଡ କରିବେ "ଆବେଦନ ଫର୍ମ ଡାଉନଲୋଡ"
ଆବେଦନ ଫର୍ମ ପୂରଣ କରିବା ପାଇଁ କିଛି ମୁଖ୍ୟ ଓ ନିତ୍ୟାନ୍ତ ଆବଶ୍ୟକ ତଥ୍ୟ
୧. ଜମି ଅଧିକାରର ଅଭିଲିଖିତ ପୃଷ୍ଠା
୨. ଜମି ପାସ ବହି
୩. ସରପଞ୍ଚ/ବିଧାୟକ /ସାଂସଦଙ୍କ ସୁପାରିସ
୪. ଭୋଟ ପରିଚୟ ପତ୍ର
୫. ଅନ୍ୟାନ୍ୟ ସମ୍ପର୍କିତ ତଥ୍ୟ/ଅଭିଯୋଗ
ବିତରଣର ସମୟ ସୀମା
ଆବେଦନ ପ୍ରକ୍ରିୟା ର ଅଟକଳ ସମୟ ସୀମା ୩୦ ଦିନ କିନ୍ତୁ କିଛି କ୍ଷେତ୍ରରେ ବିତରଣ ସମୟ ସାମାନ୍ୟ ବଦଳି ପାରେ ।
ଅନଲାଇନରେ ଆବେଦନର ସ୍ଥିତି ଯାଞ୍ଚ କରନ୍ତୁ "ଆବେଦନର ସ୍ଥିତି"
ଆଧାର
"ଇ ଜିଲ୍ଲା "ଓଡିଶା କମ୍ପ୍ୟୁଟର ଆପ୍ଲିକେସନ କେନ୍ଦ୍ର "OCAC"
Last Modified : 12/10/2019