অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାର ଇ-ଜିଲ୍ଲା ସେବା

ଉପକ୍ରମ

ଇ-ଜିଲ୍ଲା, ଇଲେକଟ୍ରୋନିକ୍ସ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (DeitY), କମ୍ୟୁନିକେଶନ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (MCIT) ଦ୍ଵାରା ଆରମ୍ଭ କରାଯାଇଛି ଏବଂ ଭାରତ ସରକାର ଏହାକୁ ରାଜ୍ୟ ସ୍ତରୀୟ ମିଶନ ମୋଡ ପ୍ରକଳ୍ପ ରୂପେ ଚିହ୍ନଟ କରିଥିଲେ I ଏହି ପ୍ରକଳ୍ପ ର ଉଦ୍ଧେଶ୍ୟ, ଜିଲ୍ଲା ପ୍ରଶାସନ ର “ସରକାର ଠାରୁ ନାଗରିକ” ସେବା ତ୍ଵରାନ୍ୱିତ ନିମନ୍ତେ ସହାୟତା ତତସଙ୍ଗେ ସଙ୍ଗେ ଅତିଉତ୍ତମ କାର୍ଯ୍ୟ ସକାଶେ ତିନୋଟି ଅନ୍ତନିର୍ମାଣ ସ୍ତମ୍ବର ବ୍ୟାବହୃତ କରିବା ଯଥା ଷ୍ଟେଟ ୱାଇଡ ଏରିୟା ନେଟୱର୍କ (SWAN) ସଂଯୋଗ ନିମନ୍ତେ, ଷ୍ଟେଟ ଡାଟା ସେଣ୍ଟର (SDC) ସୁରକ୍ଷିତ ଓ ନିରବଛିନ୍ନ ତଥ୍ୟ ସଞ୍ଚୟ ଏବଂ ସାଧାରଣ ସେବା କେନ୍ଦ୍ର, ମାଧ୍ୟମରେ ନାଗରିକ ସେବା ନାଗରିକର ହାତପହାନ୍ତରେ ପହଞ୍ଚାଇବା I ଇ-ଜିଲ୍ଲା ପୋର୍ଟାଲ ଅନ୍ତ୍ରଭୂକ୍ତ ନାଗରିକ ସେବା ଯୋଗାଉଥିବା ବିଭାଗ / ଶାଖା ର ଏକକୀକରଣ , ପଦ୍ଧତିର ପୁନପରିକଳ୍ପନା ଏବଂ ଜିଲ୍ଲା ପ୍ରଶାସନର ସ୍ଵୟମଚାଳିତ କାର୍ଯ୍ୟ ପ୍ରବାହ ଦ୍ଵାରା ନାଗରିକଙ୍କୁ ସମ୍ପୂର୍ଣ୍ଣ ଏବଂ ନିରବଛିନ ଦକ୍ଷ ସେବା ପ୍ରଦାନ କରିବା. ଅଧିକ ଜାଣିବା ପାଇଁ ଏହି ଲିଂକରେ "ଇ-ଜିଲ୍ଲା ପୋର୍ଟାଲଇ-ଜିଲ୍ଲାରୁ ମିଳୁଥିବା ସେବା

ପ୍ରମାଣପତ୍ର

ଦସ୍ତାବିଜ

ମୂଲ୍ୟ

ସମୟସୀମା

ରେସିଡେଣ୍ଟ ପ୍ରମାଣପତ୍ର ରୁଜୁ କରିବା

Click

Click

Click

ଜାତି ପ୍ରମାଣପତ୍ର ରୁଜୁ କରିବା

Click

Click

Click

ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର

Click

Click

Click

ସାମାଜିକ ଓ ଆର୍ଥିକ ପ୍ରମାଣପତ୍ର ରୁଜୁ କରିବା

Click

Click

Click

ଋଣପରିଶୋଧ ପ୍ରମାଣପତ୍ର ରୁଜୁ କରିବା

Click

Click

Click

ଆୟ ପ୍ରମାଣପତ୍ର ରୁଜୁ କରିବା

Click

Click

Click

ପଛୁଆବର୍ଗ ପ୍ରମାଣପତ୍ର ରୁଜୁ କରିବା

Click

Click

Click

 

ରାଜସ୍ୱ କୋର୍ଟ ସମ୍ବନ୍ଧରେ

ଦସ୍ତାବିଜ

ମୂଲ୍ୟ

ସମୟସୀମା

ଜମି ଅଧିକାରର ଅଭିଲିଖିତ ପୃଷ୍ଠା ପାଇବା ପାଇଁ

Click

Click

Click






 

କିୟସ୍କ କେନ୍ଦ୍ରର ସେବାର ଅର୍ଥ ସମ୍ପର୍କରେ ସବିଶେଷ ସୂଚନା

ରାଜ୍ୟ ସରକାରଙ୍କ ଦ୍ଵାରା କିଛି ସ୍ଥାୟୀ ଶୁଳ୍କ ପ୍ରତି କିୟସ୍କ କେନ୍ଦ୍ରପାଇଁ ପ୍ରସ୍ଥାବିତ ହୋଇଛି ଓ ତାହଠୁ କେହି ଅଧିକ ଶୁଳ୍କ ନେଇ ପାରିବେ ନାହିଁ । ତା’ଭିତରୁ କିଛିର ଶୁଳ୍କ ବିବରଣୀ ନିମ୍ନରେ ଦିଆଗଲା ।

୧. କିୟସ୍କ ଅପରେଟରଙ୍କ ଶୁଳ୍କ =୮. ୦୦

୨. ମୁଦ୍ରଣ ଶୁଳ୍କ ପ୍ରତି ୟୁନିଟ =୧୦.୦୦

୩. ସ୍କାନ ଶୁଳ୍କ ପ୍ରତି ୟୁନିଟ = ୫.୦୦

୪. ସରକାରୀ ପ୍ରାପ୍ୟ ପ୍ରତି ୟୁନିଟ=୩୦.୦୦

୫. DEGS ଶୁଳ୍କ ପ୍ରତି ୟୁନିଟ =୨.୦୦

ସର୍ବମୋଟ –ପ୍ରତି ଦରଖାସ୍ତର ନିବେଦନର ବ୍ୟୟ ସର୍ବମୋଟ ୫୫.୦୦ ଟଙ୍କା । କିନ୍ତୁ ଦୟାକରି ଧ୍ୟାନ ଦିଅନ୍ତୁ  ଏହି ଟଙ୍କା ସ୍କାନ ପୃଷ୍ଠା ଅନୁଯାୟୀ ବଦଳି ପାରେ ।
ଆବେଦନକାରୀ ନିଜେ ମଧ୍ୟ ଆବେଦନ ଫର୍ମ ଡାଉନଲୋଡ କରିବେ "ଆବେଦନ ଫର୍ମ ଡାଉନଲୋଡ"

ଆବଶ୍ୟକ ଦସ୍ତାବିଜର ତାଲିକା

ଆବେଦନ ଫର୍ମ ପୂରଣ କରିବା ପାଇଁ କିଛି ମୁଖ୍ୟ ଓ ନିତ୍ୟାନ୍ତ ଆବଶ୍ୟକ ତଥ୍ୟ

୧. ଜମି ଅଧିକାରର ଅଭିଲିଖିତ ପୃଷ୍ଠା

୨. ଜମି ପାସ ବହି

୩. ସରପଞ୍ଚ/ବିଧାୟକ /ସାଂସଦଙ୍କ ସୁପାରିସ

୪. ଭୋଟ ପରିଚୟ ପତ୍ର

୫. ଅନ୍ୟାନ୍ୟ ସମ୍ପର୍କିତ ତଥ୍ୟ/ଅଭିଯୋଗ

ବିତରଣର ସମୟ ସୀମା

ଆବେଦନ ପ୍ରକ୍ରିୟା ର ଅଟକଳ ସମୟ ସୀମା ୩୦ ଦିନ କିନ୍ତୁ କିଛି କ୍ଷେତ୍ରରେ ବିତରଣ ସମୟ ସାମାନ୍ୟ ବଦଳି ପାରେ ।

ଅନଲାଇନରେ ଆବେଦନର ସ୍ଥିତି ଯାଞ୍ଚ କରନ୍ତୁ "ଆବେଦନର ସ୍ଥିତି"

ଆଧାର

"ଇ ଜିଲ୍ଲା "

ଓଡିଶା କମ୍ପ୍ୟୁଟର ଆପ୍ଲିକେସନ କେନ୍ଦ୍ର "OCAC"

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate