অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କନ୍ଧମାଳ - ଅନଲାଇନ ସେବା

ବେସାମରିକ ଯୋଗାଣ ନିଗମ

ଯାଆନ୍ତୁ : "ବେସାମରିକ ଯୋଗାଣ ନିଗମ"

ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟ

ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟଳୟ ପରିସର, କନ୍ଧମାଳ ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ପିନ କୋଡ୍ : ୭୬୨୦୦୧

ଇ-କୋଟ କନ୍ଧମାଳ

ଯାଆନ୍ତୁ : ଇ-କୋଟ କନ୍ଧମାଳ

କନ୍ଧମାଳ କୋଟବିଲ୍ଡିଂ ପରିସର

ଫୁଲବାଣୀ କନ୍ଧମାଳ, ପିନକୋର୍ଡ - ୭୬୨୦୦୧ ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ ।

ଇ-ପ୍ରୋକିଓରମେନ୍ଟ ସିଷ୍ଟମ

ଓଡିଶାର ଇ-ପ୍ରୋକିଓରମେନ୍ଟ ସିଷ୍ଟମ ଟେନ୍ଡର ନିବେଦକ ମାନଙ୍କୁ ନିବେଦ ଅନୁସୂଚି ଡାଉନଲୋଡ କରିବାରେ ସହାୟତା କରେ ଓ ଏହି ପୋଟାଲ ମାଧ୍ୟମରେ ଅନଲାଇନ ନିବେଦ ଦରଖାସ୍ତ ଜମା କରାଯାଏ।

ଯାଆନ୍ତୁ: ଇ-ପ୍ରୋକିଓରମେନ୍ଟ ସିଷ୍ଟମ

ସ୍ଥାନ : କନ୍ଧମାଳ ଇମେଲ୍ : support-eproc[at]nic[dot]in

ନିଯୋଜନ କାର୍ଯ୍ୟାଳୟ ରେଜିଷ୍ଟ୍ରିକରଣ

ରାଜ୍ୟ କ୍ୟାରିୟର ସେବା, ଓଡିଶା ସରକାର

ଯାଆନ୍ତୁ: ନିଯୋଜନ କାର୍ଯ୍ୟାଳୟ ରେଜିଷ୍ଟ୍ରିକରଣ

ସ୍ଥାନ : କନ୍ଧମାଳ

ଭୀନ୍ନକ୍ଷମ ଆୟୋଗ

ଯାଆନ୍ତୁ: ଭୀନ୍ନକ୍ଷମ ରାଜ୍ୟ ଆୟୋଗ, ଭୂବନେଶ୍ଵର

ସ୍ଥାନ : ଭୂବନେଶ୍ଵର

ଇମେଲ୍ : scpdorissa[at]gmail[dot]com

ଆଭିଯୋଗ କିପରି ଆବେଦନ କରିବେ?

ଇ-ଆଭିଯୋଗ – ଓଡିଶା ସରକାର

ଯାଆନ୍ତୁ: "ଆଭିଯୋଗ କିପରି ଆବେଦନ କରିବେ?"

କଲେକ୍ଟର କାର୍ଯ୍ୟାଳୟ

ସ୍ଥାନ : କନ୍ଧମାଳ । ପିନ କୋଡ୍ : ୭୬୨୦୦୧
ଇମେଲ୍ : dm-kandhamal[at]nic[dot]in

ଜାତିଗତ ପ୍ରମାଣପତ୍ର

ଇ- ଡିସଟ୍ରିକ୍ଟ ଓଡିଶା

ଯାଆନ୍ତୁ: ଇ- ଡିସଟ୍ରିକ୍ଟ, ଓଡିଶା

କନ୍ଧମାଳ

ସ୍ଥାନ : କନ୍ଧମାଳ । ସହର : ଓଡିଶା । ପିନ କୋଡ୍ : ୭୬୨୦୦୧ ଇମେଲ୍ : dm-kandhamal[at]nic[dot]in

ଭୁଅଭିଲେଖ

ଓଡିଶା ଭୁଅଭିଲେଖ ୱେବ ପୋଟାଲ (ଭୁଲେଖ)

ଯାଆନ୍ତୁ: " ଭୁଅଭିଲେଖ ୱେବ ପୋଟାଲ"

କନ୍ଧମାଳ

ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ପିନ କୋଡ୍ : ୭୬୨୦୦୧
ଇମେଲ୍ : dm-kandhamal[at]nic[dot]in

ଜନ୍ମ ପ୍ରମାଣପତ୍ର

ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିଜ ଅଧିକାର କ୍ଷେତ୍ର ରେ ଥିବା ନିବାସୀଙ୍କ ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପାତ୍ର ଜାରି କରେ।

ସହର ସ୍ୱାସ୍ଥ୍ୟ ଅଧିକାରୀ/ ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯ୍ୟକାରୀ ଅଧିକାରୀ (ରେଜିଷ୍ଟ୍ରାର), ସରକାରୀ ଶୁଳ୍କ ଜମା କରିବା ପରେ ଆବେଦନ କାରିଙ୍କୁ ଏହି ପ୍ରମାଣ ପାତ୍ର ଜାରି କରନ୍ତି।

  • ଜନ୍ମ ପ୍ରମାଣ ପାତ୍ର ଆବେଦନ କରିବା ହେତୁ ପ୍ରଥମେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଜନ୍ମ ପଞ୍ଜୀକରଣ କରିବା କୁ ହେବ।
  • ଫର୍ମ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଫିସ ମାନଙ୍କରେ ଉପଲବ୍ଧ କିମ୍ବା ଆମ ୱେବସାଇଟରୁ ଡାଉନଲୋଡ କରାଯାଇପାରେ।
  • ପ୍ରମାଣ ପାତ୍ର ପାଇଁ ଆବେଦନ କରନ୍ତୁ ଓ ଆବେଦନ ଜମା କରିବା ପରେ ଟୋକେନ ର ପ୍ରିଣ୍ଟ ନିଅନ୍ତୁ ।

ଯାଆନ୍ତୁ: ଜନ୍ମ ପ୍ରମାଣପତ୍ର

ଫୁଲବାଣୀ ପୌର ପାଳିକା

ସ୍ଥାନ : କନ୍ଧମାଳ । ସହର : କନ୍ଧମାଳ । ପିନ କୋଡ୍ : ୭୬୨୦୦୧

ବିଧିକ ଉତ୍ତରାଧିକାରୀ ପ୍ରମାଣପତ୍ର

ଇ- ଡିସଟ୍ରିକ୍ଟ ଓଡିଶା

ଯାଆନ୍ତୁ: ବିଧିକ ଉତ୍ତରାଧିକାରୀ ପ୍ରମାଣପତ୍ର

କଲେକ୍ଟର କାର୍ଯ୍ୟାଳୟ, କନ୍ଧମାଳ

ସ୍ଥାନ : କନ୍ଧମାଳ । ସହର : କନ୍ଧମାଳ । ପିନ କୋଡ୍ : ୭୬୨୦୦୧
ଇମେଲ୍ : dm-kandhamal[at]nic[dot]in

ଆବାସ ପ୍ରମାଣପାତ୍ର

ଇ- ଡିସଟ୍ରିକ୍ଟ ଓଡିଶା

ଯାଆନ୍ତୁ: ଆବାସ ପ୍ରମାଣପାତ୍ର

କଲେକ୍ଟର କାର୍ଯ୍ୟାଳୟ, କନ୍ଧମାଳ

ସ୍ଥାନ : କନ୍ଧମାଳ । ସହର : କନ୍ଧମାଳ। ପିନ କୋଡ୍ : ୭୬୨୦୦୧
ଇମେଲ୍ : dm-kandhamal[at]nic[dot]in

ମୃତ୍ୟୁ ପ୍ରମାଣପାତ୍ର ପାଇଁ ଆବେଦନ କରନ୍ତୁ

ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିଜ ଅଧିକାର କ୍ଷେତ୍ର ରେ ଥିବା ନିବାସୀଙ୍କ ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପାତ୍ର ଜାରି କରେ।

ସହର ସ୍ୱାସ୍ଥ୍ୟ ଅଧିକାରୀ/ ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯ୍ୟକାରୀ ଅଧିକାରୀ (ରେଜିଷ୍ଟ୍ରାର), ସରକାରୀ ଶୁଳ୍କ ଜମା କରିବା ପରେ ଆବେଦନ କାରିଙ୍କୁ ଏହି ପ୍ରମାଣ ପାତ୍ର ଜାରି କରନ୍ତି। ମୃତ୍ୟୁ ପ୍ରମାଣ ପାତ୍ର ପରିବାରର ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇଥାଏ,ଏହି ପ୍ରମାଣ ପାତ୍ରରେ ମୃତ୍ୟୁ ତାରିଖ, ସମୟ ଓ କାରଣ ଦର୍ଶାଅଯାଇଥାଏ ।

  • ମୃତ୍ୟୁ/ଜନ୍ମ ପ୍ରମାଣପାତ୍ର ଆବେଦନ କରିବା ହେତୁ ପ୍ରଥମେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଜନ୍ମ ପଞ୍ଜୀକରଣ କରିବାକୁ ହେବ।
  • ଫର୍ମ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଫିସ ମାନଙ୍କରେ ଉପଲବ୍ଧ କିମ୍ବା ଆମ ୱେବସାଇଟରୁ ଡାଉନଲୋଡ କରାଯାଇପାରେ।
  • ପ୍ରମାଣ ପାତ୍ର ପାଇଁ ଆବେଦନ କରନ୍ତୁ ଓ ଆବେଦନ ଜମା କରିବା ପରେ ଟୋକେନ ର ପ୍ରିଣ୍ଟ ନିଅନ୍ତୁ.

ଯାଆନ୍ତୁ: ମୃତ୍ୟୁ ପ୍ରମାଣପାତ୍ର ପାଇଁ ଆବେଦନ କରନ୍ତୁ

ଫୁଲବାଣୀ ପୌରପାଳିକା

ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ପିନ କୋଡ୍ : ୭୬୨୦୦୧

ଆଧାର - "କନ୍ଧମାଳଡିଷ୍ଟ୍ରିକ ୱେବପୋର୍ଟାଲ"

Last Modified : 6/20/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate