অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଗତସିଂହପୁର ଜିଲ୍ଲା - ଅନଲାଇନ ସେବା

ଜିଲ୍ଲା ସମ୍ବନ୍ଧରେ

ପ୍ରାଚୀନ ଐତିହ୍ୟ, ସୁଦୃଢ ପରମ୍ପରା ଓ ମହନୀୟ ସଂସ୍କୃତି ପାଇଁ ଜଗତସିହଂପୁର ଜିଲ୍ଲା ବେଶ ପ୍ରସିଦ୍ଧ। ବହୁ ଯଶ ଓ ଗୌରବର ର୍ପାଥା ବହନ କରୁଥିବା ଜଗତସିଂହପୁର ଜିଲ୍ଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ନଂ 14218/ ଆର, ତା 27.03.1993 ରିଖ ଓ ଇଓଜି ନଂ 459, ତା, 01.04.1993 ରିଖ ଅନୁଯାୟୀ 1993 ମସିହା ଏପ୍ରିଲ ପହିଲାରେ ଗଠିତ ହୋଇଥିଲା। ନୂଆ ଜିଲ୍ଲାର ମାନ୍ୟତା ପାଇବା ପୂର୍ବରୁ ଜଗତସିଂହପୁର ଅଞ୍ଚଳ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ବୃହତ୍ତ କଟକ ଜିଲ୍ଲାରେ ପ୍ରଶାସନିକ ପରିଚାଳନାର ସୁବିଧା ଲାଗି ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା । ଫଳସ୍ଵରୁପ ଜଗତସିଂହପୁର ଜିଲ୍ଲାର ଜନ୍ମ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ପୂର୍ବରୁ ବଙ୍ଗୋପସାଗର, ପଶ୍ଚିମରେ କଟକ ଜିଲ୍ଲା, ଉତ୍ତରରେ କେନ୍ଦ୍ରାପଡା ଜିଲ୍ଲା ଓ ଦକ୍ଷିଣରେ ପୁରୀ ଜିଲ୍ଲା ବିଦ୍ୟମାନ ।

ଭୂଭାଗ ଦୃଷ୍ଟିରୁ ଜିଲ୍ଲା ଓଡିଶାର କ୍ଷୁତ୍ରତମ ଜିଲ୍ଲା ଓହାର ଭୌଗଳିକ ପରିସୀମା 1759 ବର୍ଗ କି ମି । 2011 ଜନଗଣନା ଅନୁଯାୟୀ ଜିଲ୍ଲାର ଲୋକ ସଂଖ୍ୟା 1759 ବର୍ଗ କି.ମି . 2011 ଜନମଣନା ଅନୁଯାୟୀ ଜିଲ୍ଲାର ଲୋକସଂଖ୍ୟା 11.36.604 । ଏଥିରୁ ପୁରୁଷଙ୍କ ସଂଖ୍ୟା 5,77,699 ଓ ମହିଳାଙ୍କ ସଂଖ୍ୟା 5,58,509 । ତଫସିଲଭୁକ୍ତ ଜାତିର ଲୋକସଂଖ୍ୟା 1,22,879 ଥିବାବେଳେ ତଫସିଲଭୁକ୍ତ ଜାତିର ଲୋକସଂଖ୍ୟା 8,640 । ଜିଲ୍ଲାର ସାକ୍ଷରତା ହାର 79.08 ପ୍ରତିଶତ । ଏଥିରୁ ପୁରୁଷଙ୍କ ସାକ୍ଷରତା ହାର 88,55 ପ୍ରତିଶତ ଥିବାବେଳେ ମହିଳାଙ୍କ ସାକ୍ଷରତା ହାର 69.28 ପ୍ରତିଶତ । ଜଗତସିଂହପୁର ଜିଲ୍ଲାର ଏକମାତ୍ର ଉପଖଣ୍ଡ ହେଉଛି ଜଗତସିଂହପୁର । ଏହାଛଡା ଜିଲ୍ଲାର 8 ଟି ବ୍ଲକ 8 ଟି ତହସିଲ ,1320 ଟି ରାଜସ୍ଵ ଗ୍ରାମ, 194 ରି ଗ୍ରାମ ପଞ୍ଚାୟତ ଓ 13 ଟି ଥାନା କାର୍ଯ୍ୟକ୍ଷମ ରହିଛି । ଜଗତସିଂହପୁରର ଜିଲ୍ଲାର ଜଳବାୟୁ ହେଉଛି ଶୀତୋଷ୍ଣ । ଶୀତଦିନେ ଥଣ୍ଡା ପଡେ ଏବଂ ଖରାଦିନେ ଗରମ ଓ ଆର୍ଦ୍ର ରହେ । ବର୍ଷାଦିନେ ସାମୁଦ୍ରିକ ମହାବାତ୍ୟା ଜିଲ୍ଲାକୁ ଅନେକ ସମୟରେ ପ୍ରଭାବିତ କରିଥାଏ । ଜିଲ୍ଲାର ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ସେଲସିୟସ ରହୁଥିବାବେଳେ ସର୍ବନିମ୍ନ ତାପମାତ୍ରା 12 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସେ । ଜିଲ୍ଲାର ହାରାହାରି ବୃଷ୍ଟିପାତ ହେଉଛି 1765.1 ମିଲିଲିଟର ।

ଅନଲାଇନ ସେବା

ବିବାହ ପଞ୍ଜୀକରଣ

ଯାଆନ୍ତୁୱେବସାଇଟ ଲିଙ୍କ

ସ୍ଥାନ : ଜଗତସିଂହପୁର , ପାରାଦୀପ ମୁନସିପାଲଟି । ସହର : ଜଗତସିଂହପୁର , ପାରାଦୀପ । ପିନ କୋଡ୍ : 754103

ବାଦ ତାଲିକା ( ତହସିଲରେ)

ତହସିଲରେ ଉପଲବ୍ଧ ବାଦ ତାଲିକା

ଯାଆନ୍ତୁୱେବସାଇଟ ଲିଙ୍କ

ସ୍ଥାନ : ଜଗତସିଂହପୁର ଜିଲ୍ଲା ର ସମସ୍ତ୮ ଟି ତହସିଲ ଅଫିସ । ସହର : ଜଗତସିଂହପୁର । ପିନ କୋଡ୍ : 754103

ବିଦ୍ୟୁତ୍ ବିଲ

ଯାଆନ୍ତୁୱେବସାଇଟ ଲିଙ୍କ

ସ୍ଥାନ : ସେଶୁ ଅଫିସ ଜଗତସିଂହପୁର । ସହର : ଜଗତସିଂହପୁର । ପିନ କୋଡ୍ : 754103

ଟେଲିଫୋନ ବିଲ

ଯାଆନ୍ତୁୱେବସାଇଟ ଲିଙ୍କ

ସ୍ଥାନ : ବିଏସଏନଏଲ ଜଗତସିଂହପୁର । ସହର : ଜଗତସିଂହପୁର । ପିନ କୋଡ୍ : 754103

ଜମି

ଯାଆନ୍ତୁୱେବସାଇଟ ଲିଙ୍କ

ସ୍ଥାନ : ଜିଲ୍ଲାର ୮ଟି ତହସିଲ ଜଗତସିଂହପୁର । ସହର : ଜଗତସିଂହପୁର । ପିନ କୋଡ୍ : 754103

ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର

ଯାଆନ୍ତୁୱେବସାଇଟ ଲିଙ୍କ

ସ୍ଥାନ : ଜଗତସିଂହପୁର , ପାରାଦୀପ ମୁନସିପାଲଟି । ସହର : ଜଗତସିଂହପୁର , ପାରାଦୀପ । ପିନ କୋଡ୍ : 754103

କେମିତି ଅଭିଯୋଗ କରିବେ

ଅନଲାଇନ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟ ରେ ଅଭିଯୋଗ ଶୁଣାଣି

ଯାଆନ୍ତୁୱେବସାଇଟ ଲିଙ୍କ

Online Grievance Hearing of Hon'ble Chief Minister
ସ୍ଥାନ: ଅନଲାଇନରେ ଅଭିଯୋଗ ଶୁଣାଣୀ ମାନ୍ୟବର ମୁଖ୍ୟମନ୍ତ୍ରୀ । ସହର: ଜଗତସିଂହପୁର । ପିନ କୋଡ୍: 754103

ଆଧାର - "ଜଗତସିଂହ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate