ବ୍ୟାଙ୍କ କାର୍ଡ଼ କେମିତି ପାଇବେ
- ନିଜ ସଞ୍ଚୟଖାତା ଦ୍ଵାରା କାର୍ଡ଼ ପାଇବାର ବ୍ୟବସ୍ଥା
- ନିକଟସ୍ଥ ବ୍ୟାଙ୍କର ଶାଖାକୁ ଯାଆନ୍ତୁ ।
- ଗୋଟିଏ ସଞ୍ଚୟ ଖାତାରୁ ଏକାଧିକ କାର୍ଡ଼ ।
- ବ୍ୟାଙ୍କ ଦ୍ଵାରା ଅଲଗା ଅଲଗା ପିନନମ୍ବର ପ୍ରଦାନ ।
- ନିଜକାର୍ଡକୁ ବ୍ୟବହାର କରନ୍ତୁ ।
- ATM ଦ୍ଵାରା ନିଜ ବ୍ୟାଙ୍କରେ ଥିବା ଜମାରାଶିକୁ ଜାଞ୍ଚ କରନ୍ତୁ ।
କିମ୍ବା
- ନିଜ ବ୍ୟାଙ୍କରେ କୌଣସି ନେଣଦେଣ କରି ।
ବିକ୍ରିସ୍ଥାନ (POS)
- ବ୍ୟାଙ୍କ ନିଜର ଗ୍ରାହକଙ୍କ ପାଇଁ ବିଭିନ୍ନ କାର୍ଡ଼ ପ୍ରଦାନ ।
- ପ୍ରିପେଡ କାର୍ଡ଼
- ଡେବିଟ କାର୍ଡ଼
- କ୍ରେଡ଼ିଟ କାର୍ଡ଼
- ଯେକୌଣସି ସ୍ଥାନରେ କିଣାକିଣି ପାଇଁ ନିଜର କାର୍ଡ଼ ବ୍ୟବହାର କରନ୍ତୁ କୌଣସି ବିକ୍ରି ସ୍ଥାନରେ
- ନିଜ ବ୍ୟାଙ୍କ ଦ୍ଵାରା ସଞ୍ଚୟ ଖାତାରୁ ନଗଦରାଶି ନେଇ ପ୍ରିପେଡ କାର୍ଡ଼ କରାଯାଇ ପାରିବ ।
- କାର୍ଡରେ ପ୍ରଥମରୁ ଟଙ୍କା ଜମାଥିବ ।
- ନକହିବା ସାଙ୍ଗେ ସମାନ
- ଅନେକଥର ରିଚାର୍ଜ କରାଯାଇପାରିବ ।
- କୌଣସି ବିକ୍ରି ସ୍ଥାନ, ATMରେ ବ୍ୟବହାର କରାଯାଇପାରିବ ।
ୟୁଏସଏସଡି ଆଧାରିତ ମୋବାଇଲ ବ୍ୟାକିଙ୍ଗ
- ବ୍ୟାଙ୍କରେ ସଞ୍ଚୟ ଖାତା ।
- ଜିଏସଏମ ନେଟୱାର୍କ ଥିବା ମୋବାଇଲ ଫୋନ୍, ଇଣ୍ଟରନେଟର ଆବଶ୍ୟକ ନାହିଁ ।
ପଞ୍ଜୀକରଣ
- ବ୍ୟାଙ୍କ ସଞ୍ଚୟ ଖାତାରେ ନିଜର ମୋବାଇଲ ନମ୍ବର ସଂଯୋଗ ପାଇଁ ବ୍ୟାଙ୍କ ଶାଖାକୁ ଯାଆନ୍ତୁ ।
- ପଞ୍ଜୀକରଣ କରିବା ପରେ ଆପଣଙ୍କୁ ନିଜର ମୋବାଇଲ ଅର୍ଥ ଏବଂ ମୋବାଇଲ ପିନ୍ ମିଳିବ ।
- ନିଜର MMID ଏବଂ MPINକୁ ମନେରଖନ୍ତୁ ।
ଆଧାର ଦ୍ଵାରା ନେଣଦେଣ ପ୍ରଣାଳୀ
- ସଞ୍ଚୟ ଖାତାକୁ ଆଧାର ନମ୍ବର ସାଙ୍ଗରେ ସଂଯୋଗ କରନ୍ତୁ ।
- ନେଣଦେଣ ପାଇଁ PINକୁ ମନେ ରଖିବା ଜରୁରୀ ନୁହେଁ ।
ଆଧାର ଦ୍ଵାରା ପ୍ରାପ୍ତ ସେବା
- ଆକାଉଣ୍ଟରେ ଥିବା ଜମାର ସୂଚନା
- ନଗଦ କାଢିବା
- ନଗଦ ଜମା କରିବା
AEPSର ମୁଖ୍ୟ ବସ୍ତୁ
ମାଇକ୍ରୋ ATM ଦ୍ଵାରା ନେଣଦେଣ
UPI ପଞ୍ଜୀକରଣ ପାଇଁ କଣ ଆବଶ୍ୟକ
ଆବଶ୍ୟକ
- ଇଣ୍ଟରନେଟ ସୁବିଧାଯୁକ୍ତ ସ୍ମାର୍ଟଫୋନ୍
- ବ୍ୟାଙ୍କ ଖାତାର ତଥ୍ୟ
ଉପଲବ୍ଧ ଆପ (28 ବ୍ୟାଙ୍କ ଆପ)
SBI ଆପ, PNB, UPI କଲେକ୍ଟ (ICICI), ଏକ୍ସିସ ପେ, କାନାର ବ୍ୟାଙ୍କ UPI, ୟୁକେ UPI, ୟୁନିୟନ ବ୍ୟାଙ୍କ UPI, OBC UPI ଏବଂ 20ଟି ଅନ୍ୟ ବ୍ୟାଙ୍କ ।
UPI ପଞ୍ଜୀକରଣ ପ୍ରକ୍ରିୟା
UPI ପଞ୍ଜୀକରଣ
UPIକୁ ପଇସା ପଠାଇବା
ପଇସା ପଠାଇବା
UPI ଦ୍ଵାରା ପଇସା ପ୍ରାପ୍ତ କରନ୍ତୁ
ପଇସା ପ୍ରାପ୍ତ
ବଟୁଆ
ଇ – ବଟୁଆ କଣ ?
- ପ୍ରଥମତଃ ମୋବାଇଲ ଆବଶ୍ୟକ ।
- କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ ଦ୍ଵାରା ଅନ୍ଲାଇନରେ ଦ୍ରବ୍ୟ କିଣିବା ପାଇଁ ଉପଯୋଗ କରାଯାଏ ।
- ଡିଜିଟାଲ ପର୍ସ/ଇ-ପର୍ସରେ ପଇସା ରଖିବା ପାଇଁ ସେହି ବ୍ୟକ୍ତିର ବ୍ୟାଙ୍କ ଖାତାରେ ଲିଙ୍କ କରିବା ଆବଶ୍ୟକ ।
- କେତେଗୁଡିଏ ବ୍ୟାଙ୍କ ଏବଂ କିଛି କମ୍ପାନୀ ମାନଙ୍କର ନିଜସ୍ୱ ଇ-ପର୍ସ ବ୍ୟବସ୍ଥା ରହିଛି ।
ପର୍ସର ଉପଯୋଗ
ଗ୍ରାହକଙ୍କର ପର୍ସର ସୀମା ମାସକ ୨୦,୦୦୦ଟଙ୍କା KYC ଫର୍ମ ପ୍ରଦାନ କଲେ ମାସକୁ ଏହା ଏକ ଲକ୍ଷ ଟଙ୍କା କରାଯାଇପାରିବ ।
ପର୍ସ ଉପଯୋଗ ପାଇଁ – ବ୍ୟାଙ୍କ ଖାତା, ସ୍ମାର୍ଟ ଫୋନ,2G/3G କନେକସନ ଏବଂ ଏକ ମାଗଣା ପର୍ସ ଆପ ।
ବିକ୍ରିସ୍ଥାନ (POS)
POSର ପ୍ରକାର ଭେଦ
ପ୍ରକୃତ POS
ପ୍ରକୃତ କାର୍ଡ ସ୍ୱାଇପକୁ ସମର୍ଥ କରୁଥିବା ଲ୍ୟାଣ୍ଡଲାଇନ /GPRSର ସାଙ୍ଗରେ PTSN
MPOS
ବ୍ଲୁଟୁଥ ଦ୍ଵାରା ବାହାର POS ଉପକରଣ ସମ୍ବନ୍ଧିତ ଫୋନ
B-POS
B-POS ଇପେମେଣ୍ଟ ଦ୍ଵାରା
ପ୍ରକୃତ POS
- POS ମେସିନ ଦ୍ଵାରା ଡେବିଟ/କ୍ରେଡିଟ କାର୍ଡ ସ୍ଵାଇପ କରନ୍ତୁ ।
- ଦେୟ ରାଶି ଟାଇପ କରନ୍ତୁ । ପିନ ଏନଣ୍ଟର କରନ୍ତୁ ।
- ରସିଦ ନିଅନ୍ତୁ ।
ପ୍ରକୃତ POS ସ୍ଥାପନ ପାଇଁ ଆବେଦନ
- ନେଣଦେଣ ପାଇଁ ସଞ୍ଚୟ ଖାତା ଖୋଲନ୍ତୁ
- ଆବେଦନ କରନ୍ତୁ
- କେଉଁ ପ୍ରକାର POS ଚାହୁଁଛନ୍ତି ଉଲ୍ଲେଖ କରନ୍ତୁ ।
- ନିମ୍ନଲିଖିତ ପ୍ରମାଣ ପତ୍ର ଦିଅନ୍ତୁ ।
- ବ୍ୟବସାୟର ପ୍ରମାଣ
- ଦୋକାନର ପଞ୍ଜୀକରଣ
- ପ୍ରମାଣ ପତ୍ର
ଆର୍ଥିକ ବିବରଣୀ
- ବ୍ୟାଙ୍କ ବିବରଣୀ
- ଆୟକର ରିଟର୍ଣ୍ଣ
- ବ୍ୟବସାୟୀଙ୍କ ଦ୍ଵାରା MDR ସ୍ଵୀକାର କରନ୍ତି ।
ମୋବାଇଲ POS
B-POS
POS ମେସିନର ଆବଶ୍ୟକତା ନାହିଁ ।
ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରେ QR କୋଡ ଦ୍ଵାରା ନେଣଦେଣ କରାଯିବ ।
ବ୍ୟବସାୟୀଙ୍କ ବ୍ୟାଙ୍କଖାତାର ଗୋପନୀୟତା ରକ୍ଷା ।
ସାବଧାନତା
ପ୍ରତ୍ୟେକ ନେଣଦେଣର ସୂଚନା ପାଇବା ପାଇଁ ନିଜର ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜୀକୃତ କରନ୍ତୁ ।
କାହାକୁ ନିଜର ପିନନମ୍ବର ଜଣାନ୍ତୁ ନାହିଁ ।
ବିଶ୍ଵାସ ଯୋଗ୍ୟ ବ୍ୟବସାୟୀଙ୍କ ଦ୍ଵାରା ଲେଣଦେଣ କରନ୍ତୁ ।
ATMରେ ଥିବା ସମୟରେ ଆପଣଙ୍କର ଉପରେ କାହାର ନିଜର ନାହିଁ ନିଶ୍ଚିତ କରନ୍ତୁ ।
ଆଧାର - ଭାରତ ସରକାର