অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତତ୍ କ୍ଷଣାତ ଟଙ୍କା ସ୍ଥାନାନ୍ତର ବ୍ୟବସ୍ଥା – ୟୁପିଆଇ (UPI)

ୟୁନିଫାଏଡ ପେମେଣ୍ଟ  ଇଣ୍ଟରଫେସ (UPI) ଏମିଡିଏଟ ବ୍ୟବସ୍ଥା ଯାହା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଏକ ମୋବାଇଲ ଆପ୍ଲିକେସନରେ କରାଯାଇଥାଏ ।

ଏହା ଦରକାର  ମୁତାବକ କାର୍ଯ୍ୟ ଯେପରି ବ୍ୟବସାୟୀଙ୍କ ଟଙ୍କା ପୈଠ, କାହାକୁ ଟଙ୍କା ଦେବା ଇତ୍ୟାଦି ଖୋଜି କରି ସମ୍ପନ୍ନ କରେ । ଜାତୀୟ ଅବପ୍ରଦାନ ନିଗମ ହେଉଛି  ମୂଳ ଅନୁଷ୍ଠାନ ଯାହା ପରବର୍ତ୍ତୀ ବଂଶଭୋବଙ୍କ ପାଇଁ ଅନ୍ଲାଇନ ଅର୍ଥ ପ୍ରଦାନ କାର୍ଯ୍ୟକୁ ସରଳ କରିଛି ।

ଏହା କାହିଁକି ଅଦ୍ଵିତୀୟ

  • ଦିନରାତି ୨୪ଘଣ୍ଟା ସପ୍ତାହର ୭ଦିନ ବର୍ଷକୁ ୩୬୫ ଦିନ ଏହା ତୁରନ୍ତ ଟଙ୍କା ସ୍ଥାନାନ୍ତର କରିପାରେ ।
  • ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ପାଇଁ ଗୋଟିଏ ମୋବାଇଲ ଆପ୍ଲିକେସନ ।
  • ଗୋଟିଏ କ୍ଲିକ୍ ରେ ସୁରକ୍ଷିତ ଭାବରେ ପ୍ରାମାଣିକ ନେଣଦେଣ କରେ ।
  • କେବଳ ଗ୍ରାହକର ଠିକଣା ହେଲେ କାର୍ଯ୍ୟ କରିହେବ, କୌଣସି କାର୍ଡନଂ, ଆକାଉଣ୍ଟ ନଂ, IFSC କୋର୍ଡର ଆବଶ୍ୟକତା ନାହିଁ ।
  • ବନ୍ଧୁଙ୍କ ସହିତ ନିଜର ସେୟାର କରିପାରିବେ ।
  • ATMକୁ ଦୌଡିବା ପରିବର୍ତ୍ତେ ଜିନିଷ ପାଇବା ପରେ ଟଙ୍କା ଦେବା ।
  • ବ୍ୟବସାୟୀ ମାନେ ଏକକ ଆପ୍ଲିକେସନରେ କିମ୍ବା ଆପ ପେମେଣ୍ଟ ଜରିଆରେ ଦେଇ ପାରିବେ ।
  • ବିଭିନ୍ନ ଉଦ୍ଦେଶ୍ୟ ପାଇଁ ପୁଶ୍ ଏବଂ ପୁଲ ଦେୟ କରିପାରିବେ ।
  • ୟୁଟିଲିଟି ବିଲ ପେମେଣ୍ଟ, କାଉଣ୍ଟର ପେମେଣ୍ଟ, ବାରକୋର୍ଡ ଦେୟ ।
  • ଟଙ୍କାଦାନ, ଟଙ୍କା ଆଦାୟ ଇତ୍ୟାଦି କରାଯାଇ ପାରିବ ।
  • ମୋବାଇଲ ଆପ ଜରିଆରେ କମ୍ପଲେନ କରାଯାଇ ପାରିବ ।

ୟୁପିଆଇର ଅଂଶ ଗ୍ରହଣକାରୀ

  • ପ୍ରାପ୍ୟଦେଉଥିବା ବ୍ୟକ୍ତି PSP ।
  • ଗ୍ରହିତା PSP।
  • ଟଙ୍କା ପ୍ରେରଣ ବ୍ୟାଙ୍କ ।
  • ହିତାଧିକାରୀ ବ୍ୟାଙ୍କ ।
  • ଜାତୀୟ ଅର୍ଥପ୍ରଦାନକାରୀ ନିଗମ ।
  • ବ୍ୟାଙ୍କ ଆକାଉଣ୍ଟଧାରୀ ।
  • ବ୍ୟବସାୟୀ ।

 

ଇକେସିଷ୍ଟମ ଅଂଶଗ୍ରହଣକାରୀଙ୍କ ସୁବିଧା

ବ୍ୟାଙ୍କର ସୁବିଧା

  • ବୈଧତା ଜାଣିବା ପାଇଁ ଏକ କ୍ଲିକ ।
  • ନେଣଦେଣ ପାଇଁ ଏକ ଉପଯୋଗୀତା ।
  • ଶକ୍ତିଶାଳୀ ଭିତ୍ତିଭୂମି ।
  • ସୁରକ୍ଷିତ ଏବଂ ସୃଜନଶୀଳ ।
  • ଏକକ ଅର୍ଥପ୍ରଦାନ ।
  • ବ୍ୟବସାୟୀଙ୍କ ନେଣଦେଣ ପାଇଁ ସମର୍ଥ ।

ଗ୍ରାହକଙ୍କ ପାଇଁ ସୁବିଧା

  • ଦିନରାତି ଚବିଶଘଣ୍ଟା ସୁବିଧା ମିଳିବ ।
  • ବିଭିନ୍ନ ବ୍ୟାଙ୍କ ନେଣଦେଣ ପାଇଁ ଏକକ ଆପ୍ଲିକେସନ ।
  • ପ୍ରକୃତ ID ଯାହା ସୁରକ୍ଷିତ ।
  • ପ୍ରାମାଣିକ ଏକକ କ୍ଲିକ୍ ।
  • ମୋବାଇଲ ଆପ୍ ଦ୍ଵାରା ଅଭିଯୋଗ ।

ବ୍ୟବସାୟୀଙ୍କ ସୁବିଧା

  • ଗ୍ରାହକଙ୍କ ଏକକ ପରିଚୟରେ ପୁଞ୍ଜି ସଂଗ୍ରହ ।
  • ଗ୍ରାହକଙ୍କର ପ୍ରକୃତ ପରିଚୟ ପାଇଁ ପ୍ରମାଣ ଆବଶ୍ୟକ ନାହିଁ ଯେପରି କାର୍ଡ ।
  • ଗ୍ରାହକଙ୍କର ଡେବିଟ/କ୍ରେଡିଟ କାର୍ଡର ଆବଶ୍ୟକତା ନାହିଁ ।
  • e-com ଏବଂ m-com ଟ୍ରାନଜାକସନ ପାଇଁ ସୁବିଧା ।
  • ଆପ୍ ରେ ଅର୍ଥ ପ୍ରଦାନ ।

ପଞ୍ଜୀକରଣ ୟୁପିଆଇ ଆପ୍ଲିକେସନ

ପଞ୍ଜୀକରଣ ପଦକ୍ଷେପ

  • ବ୍ୟାଙ୍କ ୱେବସାଇଟ/ଆପରୁ UPI ଆପ୍ଲିକେସନକୁ ଡାଉନ୍ଲୋଡ କରିହେବ ।
  • ବ୍ୟବହାରକାରୀ ସେମାନଙ୍କର ପ୍ରୋଫାଇଲ ତିଆରି କରି ପାରିବେ, ତାଙ୍କ ନାମ, ପ୍ରକୃତ ଠିକଣା, ପାସୱାର୍ଡ ଇତ୍ୟାଦି ।
  • ବ୍ୟବହାରକାରୀ ଆଡ/ଲିଙ୍କ/ ମ୍ୟାନେଜ ବ୍ୟାଙ୍କ ଆକାଉଣ୍ଟ ଅପସନକୁ ଲିଙ୍କ କରି ସେଠାରେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରକୃତ ଠିକଣା ଦେବେ ।

M-PIN ଜେନେରେଟ କରିବା

  • ବ୍ୟବହାରକାରୀ ସେ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟ ନଂ ସିଲେକ୍ଟ କରି ନେଣଦେଣ କରିପାରିବେ ।
  • ବ୍ୟବହାରକାରୀ ଯେ କୌଣସି ଗୋଟିଏ ଅପସନରେ କାର୍ଯ୍ୟ କରିବେ ।
    1. ମୋବାଇଲ ବ୍ୟାଙ୍କିଙ୍ଗ ରେଜିଷ୍ଟ୍ରେଶନ/ଜେନେରେଟ M-PIN
    2. M-PIN ପରିବର୍ତ୍ତନ ।
  • ବ୍ୟବହାରକାରୀ OPT ନମ୍ବର କେବଳ ନିଜର ପଞ୍ଜୀକୃତ ମୋବାଇଲ ଫୋନ୍ ରେ ଗ୍ରହଣ କରିବା ଉଚିତ୍ ।
  • ବ୍ୟବହାରକାରୀ ଡେବିଟ କାର୍ଡର ଶେଷ ୬ଟି ନମ୍ବର ଏବଂ କାର୍ଡର expiring ତାରିଖ ଉଲ୍ଲେଖ କରିବେ ।
  • ବ୍ୟବାହରକାରୀ OTP ନମ୍ବର ସହ MPINର ନମ୍ବର ଏଣ୍ଟ୍ରି କରି ଦାଖଲ କରନ୍ତୁ । ନମ୍ବର ଏଣ୍ଟ୍ରିକରି ଦାଖଲ କଲାପରେ ଗ୍ରାହକଙ୍କୁ ଅଧିସୂଚନା ମିଳିବ ।
  • ବ୍ୟବହାରକାରି ଯଦି MPIN ପରିବର୍ତ୍ତନ କରିଥାନ୍ତି ତେବେ ସେ ନିଜର ପୁରଣା MPIN ସହ ନୂଆ MPIN ଟାଇପ କରି ଦାଖଲ କରିବେ ।
  • ଦାଖଲ ପ୍ରଣାଳୀ ପରେ ଗ୍ରାହକ ଅଧିସୂଚନା ପାଇବେ ।

ୟୁପିଆଇରେ ପଇସା ପଠାଇବା ବ୍ୟବସ୍ଥା

ପ୍ରକୃତ୍ତ ଠିକଣାରେ ପଇସା ପଠାଇବା

  • VIP ଆପ୍ଲିକେସନରେ ବ୍ୟବହାର ଲଗ  ।
  • ସଫଳତା ସହ ଲଗିନ କଲାପରେ ବ୍ୟବହାରକାରୀ ପଇସା ପଠାଇବେ /ଟଙ୍କା ଦେବେ ସ୍ଥିର କରିବେ ।
  • ବ୍ୟବହାରକାରୀ ଯାହାଙ୍କୁ ପଇସା ପଠାଇବେ ତାଙ୍କର ପ୍ରକୃତ ଠିକଣା, କେତେ ଟଙ୍କା  ଇତ୍ୟାଦିର ତଥ୍ୟ ଦେବେ ।
  • ବ୍ୟବହାରକାରୀ ନିଶ୍ଚିତ କରଣ ବାର୍ତ୍ତା ଆସିବ ।
  • ବ୍ୟବହାରକାରୀ ବିଫଳ ବାର୍ତ୍ତା ମଧ୍ୟ  ପାଇବେ ।

ଟଙ୍କା ପାଇଁ ଅନୁରୋଧ

  • ବ୍ୟବହାରକାରୀ ନିଜ ବ୍ୟାଙ୍କର UPI ଆପ୍ଲିକେସନ ସଫଳତା ସହ ଲଗିନ କଲାପରେ ବ୍ୟବହାରକାରୀ ଟଙ୍କା ସଂଗ୍ରହର ଅପସନଦେବେ ।
  • ପ୍ରାପ୍ୟ ଦେଉଥିବା ବ୍ୟକ୍ତି ତାଙ୍କର ପ୍ରକୃତ ଠିକଣା ଏବଂ କେତେ ଟଙ୍କା ଆକାଉଣ୍ଟକୁ କ୍ରେଡିଟ ହେବ ତାହା ଉଲ୍ଲେଖ ରହିବା ଉଚିତ୍ ।
  • ପ୍ରାପ୍ୟ ଦେଉଥିବା ବ୍ୟକ୍ତିଙ୍କ ପାଖକୁ ଅଧିସୂଚନା ମିଳିଯିବ ।

ଅଧିକ ଜାଣିବା ପାଇଁ

ଆଧାର - National Payment Corporation of India

Last Modified : 3/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate