ତ୍ଵରିତ୍ଵ ମୁଦ୍ରାବିହୀନ ଦେଣଲେଣ ବ୍ୟବସ୍ଥା ତଥା ରାଜ୍ୟ ଏବଂ ବିଭିନ୍ନ ବିଭାଗରେ ଡିଜିଟାଲ ପୈଠ ଆଧାରିତ ଅର୍ଥନୈତିକ ସୁଦୃଢ କରିବା ପାଇଁ ନୀତି ଆୟୋଗ ଚାହିଦା ମୁତାବକ ବିଭିନ୍ନ ମାଧ୍ୟମ ଏବଂ ପଦକ୍ଷେପ ନେବାପାଇଁ ପ୍ରୟାସଜାରୀ ରଖିଛି । ଡିଜିଟାଲ ଲେଣଦେଣକୁ ସମସ୍ତଙ୍କ ବ୍ୟବହାର ପାଇଁ ସୁଗମ ଏବଂ ଉପଯୋଗୀ କରିବା ଏହି ପ୍ରଚେଷ୍ଟାର ଏକ ମୁଖ୍ୟଲକ୍ଷ୍ୟ । କେତେକ ଡିଜିଟାଲ ପୈଠ ବ୍ୟବସ୍ଥାର ସର୍ବଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାକୁ ଆୟତ୍ତ କରିବା ପାଇଁ ନେବାକୁ ଥିବା କାର୍ଯ୍ୟ ଗୁଡିକୁ କ୍ରମ ଅନୁସାରେ ସଜାଇ ବୁଝାଯାଇଛି ।
ବ୍ୟାଙ୍କ କାର୍ଡ
ବ୍ୟାଙ୍କ କାର୍ଡ଼ ନିଅନ୍ତୁ
ନିଜ ଆକାଉଣ୍ଟରେ କେମିତି କାର୍ଡ଼ ଇସ୍ୟୁ କରିବେ ।
- ନିକଟସ୍ଥ ବ୍ୟାଙ୍କ ବ୍ରାଞ୍ଚରେ ଅନୁରୋଧ କରନ୍ତୁ ।
- ଗୋଟିଏ ଆକାଉଣ୍ଟର ବିଭିନ୍ନ କାର୍ଡ଼ ।
- ବ୍ୟାଙ୍କରୁ ପିନ ଗ୍ରହଣ କରନ୍ତୁ ।
- ନିଜର କାର୍ଡକୁ ସକ୍ରିୟ କରାନ୍ତୁ ।
- ନିଜର ବ୍ୟାଙ୍କ ବ୍ରାଞ୍ଚରେ କୌଣସି ଲେଣଦେଣ କରନ୍ତୁ ।
- କାର୍ଡ଼ର ପ୍ରକାର ଏବଂ ବ୍ୟବହାର
- ପ୍ରିପେଡ଼ କାର୍ଡ଼
- ସୁରକ୍ଷା ପାଇଁ ଅଳ୍ପ ଲେଣଦେଣ
- ମୋବାଇଲ ରିଚାର୍ଜ ପରି ରିଚାର୍ଜ ଆବଶ୍ୟକ କି ?
ଡେବିଟ କାର୍ଡ଼
ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରାନ୍ତୁ ।
- ଦୋକାନରେ ଏଟିଏମ, ଇ-ପର୍ସ, ଅଣୁ ଏଟିଏମ, ଅନ୍ଲାଇନ କ୍ରୟ ଇତ୍ୟାଦି ଦ୍ଵାରା ପୈଠ କରନ୍ତୁ ।
- କ୍ରୟ ବିକ୍ରୟ ଲେଣଦେଣ ଦ୍ଵାରା ପୈଠ ।
ବିଭିନ୍ନ କାର୍ଡ଼ ଦ୍ଵାରା ବ୍ୟାଙ୍କ ପୈଠ
- କ୍ରେଡ଼ିଟ କାର୍ଡ଼
- ଡେବିଟ କାର୍ଡ଼
- ପ୍ରିପେଡ କାର୍ଡ଼
କିଣାକିଣି ପାଇଁ ନିଜର କାର୍ଡ଼ ବ୍ୟବହାର କରନ୍ତୁ
- କ୍ରୟ ବିକ୍ରୟ ଦେଣଲେଣ ଉପରେଣ
- ଏଟିଏମ
- ଅନ୍ଲାଇନ କିଣାକିଣି
ପ୍ରିପେଡ କାର୍ଡ଼ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ
- ସୁବିଧା ସୁଯୋଗ
- ପ୍ରି-ଲୋଡ କାର୍ଡ଼
- ଟଙ୍କା ସହ ସମକକ୍ଷ
- ଅନେକଥର ରିଚାର୍ଜ ହୋଇପାରିବ, ଏବଂ କ୍ରୟ ବିକ୍ରୟ ଦେଣଲେଣ ଉପକରଣ, ଏଟିଏମ ବ୍ୟବହାର କରାଯାଇ ପାରିବ ।
ସେବା ସମ୍ବନ୍ଧୀୟ ଅତିରିକ୍ତ ସୂଚନା
*99# ଜାତୀୟ ଏକ ବୀକୃତ ସେବା ସମ୍ବନ୍ଧୀୟ ଅତିରିକ୍ତ ସୂଚନା ସକ୍ରିୟ ଜରୁରୀ ।
- ବ୍ୟାଙ୍କରେ ଆକାଉଣ୍ଟ
- GSM ନେଟୱାର୍କ ସହ
ଯେ କୌଣସି ମୋବାଇଲ ଫୋନରେ ଜଣେ ଗ୍ରାହକଙ୍କୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ପୈଠ କରାଯାଇ ପାରିବ ।
ରେଜିସ୍ଟ୍ରେଶନ କରିବେ କିପରି
- ନିଜର ବ୍ୟାଙ୍କ ବ୍ରାଞ୍ଚକୁ ଯାଇ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ ଏବଂ ଅନ୍ଲାଇନ ସଂଯୋଗ କରନ୍ତୁ ।
- ଆପଣ ନିଜର ମୋବାଇଲ ମନି ନଂ ଏବଂ ମୋବାଇଲ ପିନ ରେଜିଷ୍ଟ୍ରେସନ କରିପାରିବେ ।
- ନିଜର MMID ଏବଂ MPINକୁ ମନେରଖନ୍ତୁ ।
ଆଧାର ଦ୍ଵାରା ପରିଚାଳିତ ଦେୟ ପୈଠ ପକ୍ରିୟା
- ଆଧାର ଦ୍ଵାରା ପରିଚାଳିତ ଦୈୟ ଦ୍ଵାରା ବ୍ୟାଙ୍କରୁ ବ୍ୟାଙ୍କକୁ ଲେଣଦେଣ କରାଯିବ ।
- କେବଳ ଆଧାର କାର୍ଡ଼ ଦରକାର
- ବାଲାନ୍ସ ତଦନ୍ତ
- ଟଙ୍କା ଉଠାଣ
- ଟଙ୍କା ସଞ୍ଚୟ
- ଆଧାରରୁ ଆଧାରକୁ ଟଙ୍କା ସ୍ଥାନିତ
ଆଧାର ଦ୍ଵାରା ପରିଚାଳିତ ପୈଠ
- ଅଣୁ ଏଟିଏମ ରୁ କିମ୍ବା ବ୍ୟାଙ୍କ ଲେଣଦେଣ କରନ୍ତୁ ।
- ନିଜର ବ୍ୟାଙ୍କ ନାମ ଏବଂ ଆଧାର ନଂ ଦିଅନ୍ତୁ ।
- କେଉଁ ଲେଣଦେଣ କରାଯିବ ତାହା ସଠିକ ଭାବରେ କରନ୍ତୁ ।
- ସ୍କାନରେ ଆଙ୍ଗୁଠି ଛାପ ଦିଅନ୍ତୁ ।
- ସଫଳ ଲେଣଦେଣ ପରେ ପ୍ରିଣ୍ଟ ସ୍ଲିପ ନିଅନ୍ତୁ ।
- କାର୍ଯ୍ୟଧାରା ସମ୍ପୂର୍ଣ୍ଣ ।
ଆଧାର ଦ୍ଵାରା ପରିଚାଳିତ ଦେୟ ପୈଠର ପକ୍ରିୟା
- ନିଜର ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଯୋଡନ୍ତୁ ।
- ବର୍ତ୍ତମାନ ଆପଣ ଅନେକ ଲେଣଦେଣ ଆଧାର ଦ୍ଵାରା ପରିଚାଳିତ ଯେ କୌଣସି ପଦ୍ଧତ୍ତି ଦ୍ଵାରା କରିପାରିବେ ।
ଏକକୀକୃତ୍ତ ପୈଠ ପାଇଁ ପଞ୍ଜୀକରଣ ସୁବିଧା
- ଇଣ୍ଟେର୍ନେଟ ସୁବିଧା ଥିବା ସ୍ମାର୍ଟ ଫୋନ୍
- ବ୍ୟାଙ୍କ ଆକାଉଣ୍ଟ ଡିଟେଲ (ରେଜିଷ୍ଟ୍ରେସନ ପାଇଁ ) ବ୍ୟାଙ୍କ ଆପ୍ ।
- ଏସବିଆଇ ଆପ, ପି.ଏନ.ବି PNB ଏକାକୀ ପଞ୍ଜୀକୃତ ପୈଠ
ଆଇସିଆଇ, ଆକ୍ସିସ ଦେୟ, କାନାଡା ବ୍ୟାଙ୍କ, ୟୁକୋ ଏକକୀ ପଞ୍ଜୀକୃତ୍ତ ପୈଠ ୟୁନିୟନ ବ୍ୟାଙ୍କ, ଓବିସି ଏବଂ ଅନ୍ୟ ୨୦ଟି ବ୍ୟାଙ୍କ ।
ଏକାକୀ ପଞ୍ଜିକୃତର ପ୍ରକ୍ରିୟା
ଯେକୌଣସି ବ୍ୟାଙ୍କର ଆପ ଡାଉନ୍ଲୋଡକିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷର ଆପ ଡାଉନ୍ଲୋଡ କରନ୍ତୁ ।
- ନିଜର ୟୁନିକ୍ୟୁ ID (ଆଧାର, ମୋବାଇଲ ନଂ)ଚୟନ କରନ୍ତୁ ।
- ନିଜର ବ୍ୟାଙ୍କ ଚୟନ କରନ୍ତୁ ।
- ନିଜର ଆକାଉଣ୍ଟ ବିବରଣୀ ଦିଅନ୍ତୁ ।
- ନିଜର M – Pinକୁ ସେଟ କରନ୍ତୁ ଟ୍ରାଞ୍ଜାକସନ ପାଇଁ ପଞ୍ଜିକରଣ ସମାପ୍ତ ।
- “Send money” ଚୟନ କରନ୍ତୁ ।
- ପ୍ରକୃତ ଦେୟ ଠିକଣା ଦିଅନ୍ତୁ ।
- କେତେ ଟଙ୍କା ଲେଖନ୍ତୁ ।
- ଦେଣଲେଣର ମନ୍ତବ୍ୟ ଲେଖନ୍ତୁ
- ସମସ୍ତ ବିବରଣୀ ନିର୍ଭୁଲତାକୁ ପରଖନ୍ତୁ
- ‘Send’ କରନ୍ତୁ ।
ପର୍ସ
ଇ-ପର୍ସ କଣ ?
- ଇଲେକ୍ଟ୍ରୋନିକ ପ୍ରି-ପେଡ଼ ଦେୟ ପକ୍ରିୟା, ପ୍ରଥମ ହେଲା ମୋବାଇଲ।
- ଦ୍ରବ୍ୟ ଅନ୍ଲାଇନ କିଣନ୍ତୁ, କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ଜରିଆରେ ।
- ଡିଜିଟାଲ ପର୍ସ ପାଇଁ ବ୍ୟକ୍ତିଗତ ଆକାଉଣ୍ଟ ଜରୁରୀ ଯେଉଁଥିରେ ଟଙ୍କା ଭରଣା କରାଯାଇ ପାରିବ ।
- ଅନେକବ୍ୟାଙ୍କ ସେମାନଙ୍କର ଇ –ପର୍ସ ବ୍ୟବସ୍ଥା କରିଛନ୍ତି । ଅନ୍ୟ ପ୍ରାଇଭେଟ କମ୍ପାନୀ ମାନେ ମଧ୍ୟ ଏହାର ବ୍ୟବସ୍ଥା କରିଛନ୍ତି ।
- ବ୍ୟବହାରକାରୀ ଏହି ଆପକୁ ସ୍ମାର୍ଟଫୋନରେ ଡାଉନ୍ଲୋଡ କରିବେ ।
- ମୋବାଇଲ ବ୍ୟବହାର ପାଇଁ ସାଇନ ଆପ କରନ୍ତୁ ।
- ଡେବିଟ/କ୍ରେଡ଼ିଟ କିମ୍ବା ନେଟ ବ୍ୟାଙ୍କଙ୍ଗ ଦ୍ଵାରା ପଇସା ଲୋଡ କରନ୍ତୁ ।
- ଦେୟ ପାଇଁ ଇ –ପର୍ସ ବ୍ୟବହାର କରନ୍ତୁ ।
ବ୍ୟବସାୟୀ ଇ –ପର୍ସ ସୀମା – ୫୦,୦୦୦/ବ୍ୟକ୍ତିଗତ ଘୋଷଣାରେ ଏକ ଲକ୍ଷ ଟଙ୍କା ଉଠାଣ KYC ସହିତ
- ବ୍ୟବସାୟୀ ଏହି ଆପକୁ ଡାଉନ୍ଲୋଡକରିବେ ।
- ମୋବାଇଲ ବ୍ୟବହାର କରି ସାଇନଆପ କରନ୍ତୁ ।
- ବ୍ୟବସାୟୀକଙ୍କ ଦ୍ଵାରା ବ୍ୟକ୍ତିଗତ ଘୋଷଣା
- ଦେୟ ଗ୍ରହଣ କରିବା ଆରମ୍ଭ ।
କ୍ରୟବିକ୍ରୟ/ଦେଣଲେଣ ପକ୍ରିୟା
କ୍ରୟବିକ୍ରୟ/ଲେଣଦେଣ ମେସିନ ସ୍ଥାପନ
- ଲେଣଦେଣ ପାଇଁ ଏକ ଆକାଉଣ୍ଟ ଚୟନ
- ଆପ୍ଲିକେସନ ଫର୍ମ ପୂରଣ (ବ୍ରାଞ୍ଚ ଠାରେ ଅନ୍ଲାଇନ )
- କେଉଁ ପ୍ରକାର ମେସନ ନେବେ ଚୟନ କରନ୍ତୁ ( ଲ୍ୟାଣ୍ଡଲାଇନ/GPRs)
- ନିମ୍ନଲିଖିତ ପତ୍ର ଦାଖଲ କରନ୍ତୁ
- ବ୍ୟବସାୟର ପ୍ରମାଣପତ୍ର
- ଦୋକାନର ପଞ୍ଜିକୃତ ସାର୍ଟିଫିକେଟ
- ଭ୍ୟାଟ ସାର୍ଟିଫିକେଟ
- ବିକ୍ରିଦର
- ଠିକଣା ପ୍ରମାଣ ପତ୍ର
- ପ୍ରୋପାଇଟରଙ୍କ ଫଟ ଆଇଡେଣ୍ଟିକାର୍ଡ଼
- ଅର୍ଥନୈତିକ ସର୍ବଶେଷ ବିବରଣୀ
- ବ୍ୟାଙ୍କ ଷ୍ଟେଟମେଣ୍ଟ
- ଆୟକର ରିଟନ
- ବ୍ୟବସାୟୀଙ୍କ ଦ୍ଵାରା MDR ଗ୍ରହଣୀୟତା
- ବ୍ୟବସାୟୀଙ୍କ ରାଜିନାମା ପ୍ରତିଷ୍ଠାକୁ ପାଳନ
ନୋଟ – ଏମ – ସ୍ଵାଇପ
ନୋଟ – ଏମ-ସ୍ଵାଇପ ହେଉଛି MPOSର ଉଦାହରଣ
- କେତୋଟି POS ମେସିନ ଦରକାର
- ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲେଣଦେଣ ପାଇଁ କିମ୍ବା କୋର୍ଡ଼ ଆବଶ୍ୟକ ।
- ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟର ଏକାନ୍ତତା ଆବଶ୍ୟକ ।
ଅଭ୍ୟାସ କରନ୍ତୁ
- ମୋବାଇଲ ନଂ ରେଜିଷ୍ଟର କରନ୍ତୁ, ବ୍ୟାଙ୍କରୁ ସବୁ ସମୟରେ ଆପଣଙ୍କ ପାଖକୁ SMS ଆସିପାରିବ ।
- ନିଜର PIN ଏହାସହ ବାଣ୍ଟନ୍ତୁ ନାହିଁ
- କେବଳ ବିଶ୍ଵସନୀୟ ବ୍ୟବସାୟୀଙ୍କ ସହ କାରବାର କରନ୍ତୁ ।
- ATMରେ ଥିବା ବେଳେ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଉପରେ କାହାର ନଜର ନାହିଁ ।
ଆଧାର - ନୀତି ଆୟୋଗ