ଆନିମେସନ ଡିଜାଇନ
ସିନେମା ହେଉ ବା ବିଜ୍ଞାପନ, ବହି ହେଉ କିମ୍ବା ବ୍ଲଗ, ଅଧିକାଂଶ କ୍ଷେତ୍ରରେ ଏବେ ଆନିମେସନ ବ୍ୟବହାର ବୃଦ୍ଧି ପାଇଛି । କାର୍ଟୁନ ଚ୍ୟାନେଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଆନିମେସନ ପାଠ୍ୟକ୍ରମର ଚାହିଦା ଅଧିକ ରହୁଛି । +୨ ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇ ହେବେ।
ପାଠ୍ୟକ୍ରମ
- ବିଏସସି ଆନିମେସନ
- ଡିପ୍ଲୋମା ୩ଡି ଆନିମେସନ
- ଡିପ୍ଲୋମା ଇନ ଆନିମେସନ
- ଡିଜିଟାଲ ଗ୍ରାଫିକ୍ସ ଆନିମେସନ
ଶିକ୍ଷାନୁଷ୍ଠାନ
- ଏରିନା ମଲ୍ଟିମିଡିଆ ( ଦିଲ୍ଲୀ, ବେଙ୍ଗାଲୁରୁ, ନୋଏଡା, ମୁମ୍ବଇ)
- ଗ୍ଲୋବାଲ ସ୍କୁଲ ଅଫ ଆନିମେସନ (ଦିଲ୍ଲା, ଚେନ୍ନଇ)
- ମାୟା ଏକାଡେମିକ ଅଫ ଆଡଭାନ୍ସ ସିନେମାଟିକା (ମୁମ୍ବଇ)
- ଟେକନୋ ପଏଣ୍ଟ ମଲ୍ଟିମିଡିଆ (ବେଙ୍ଗାଲୁରୁ)
ଫେସନ ଡିଜାଇନିଂ
ସଂପ୍ରତି ଯୁଗର ରୁଚି ଅନୁସାରେ ଫେସନ ଦିନକୁ ଦିନ ବଦଳିବାରେ ଲାଗିଛି । ତେଣୁ ଏହାକୁ ନିଜର କ୍ୟାରିଅର କରାଯାଇ ପାରେ । ମୁଖ୍ୟତଃ ତ୍ରେସ ଡିଜାଇନିଂର ବନ୍ଦୁ ଚାହିଦା ରହିଛି । ଚଳଚ୍ଚିତ୍ର ଜଗତ ସମେତ ବିବାହ ଉତ୍ସବ, ଜନ୍ମଦିନ, ପାର୍ଟି ଆଦିରେ ଉଭୟ ପୁରୁଷ ଓ ମହିଳା ଡିଜାଇନରଙ୍କ ପ୍ରସ୍ତୁତ ସ୍ଵତନ୍ତ୍ର ପୋଷାକ ପରିଧାନ କରିଥାନ୍ତି ।
ପାଠ୍ୟକ୍ରମ
- ବିଏସସି ଡିଗ୍ରୀ ଇନ ଫେସନ, ଇଣ୍ଟେରିଅର ଏଣ୍ଡ ଟେକ୍ସଟାଇଲ ଡିଜାଇନ
- ବ୍ୟାଚଳର ଅଫ ଡିଜାଇନ (ଏସେସୋରି ଡିଜାଇନ)
- ବ୍ୟାଚଳର ଅଫ ଡିଜାଇନ (ଫେସନ ଡିଜାଇନ)
- ବ୍ୟାଚଳର ଅଫ ଡିଜାଇନ୍ (ଟେକ୍ସଟାଇଲ ଡିଜାଇନ)
ଶିକ୍ଷାନୁଷ୍ଠାନ:
- ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ ଡିଜାଇନ
- ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫେସନ ଟେକନୋଲୋଜି
- ପର୍ଲ ଏକାଡେମୀ ଅଫ ଫେସନ
- ସିମବାଓସିସ୍ ସେଣ୍ଟର ଅଫ ଡିଜାଇନ
- ନର୍ଥେନ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକନୋଲୋଜି
ଇଭେଣ୍ଟ ମ୍ୟାନେଜମେଣ୍ଟ
କୌଣସି ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଇଭେଣ୍ଟ ମ୍ୟାନେଜରଙ୍କ ଏକ ବଡ଼ ହାତ ରହିଥାଏ । ପାର୍ଟି, ବିବାହ, ଉତ୍ସବ, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମ ଆଦିରେ ଇଭେଣ୍ଟ ମ୍ୟାନେଜରଙ୍କ ଆବଶ୍ୟକତା ପଡିଥାଏ ।
ପାଠ୍ୟକ୍ରମ:
- ଡିପ୍ଲୋମା କୋର୍ସ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ
- ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କୋର୍ସ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କୋର୍ସ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଣ୍ଡ ଆକ୍ଟିଭେସନ
- ଏମବିଏ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ
ଶିକ୍ଷାନୁଷ୍ଠାନ:
- ଇଭେଣ୍ଟ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନଷ୍ଟିଟୁଟ
- ଆମେଠି ୟୁନିଭରସିଟି ଅଫ ଇଭେଣ୍ଟ ମ୍ୟାନେଜମେଣ୍ଟ
- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇଭେଣ୍ଟ ମ୍ୟାନେଜମେଣ୍ଟ
- ଦି ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇଭେଣ୍ଟ ମାର୍କେଟିଂ ମ୍ୟାନେଜମେଣ୍ଟ
- ଇନଷ୍ଟିଚ୍ୟୁଟ ଫର ଟୁରିଜମ୍ ଫୁଖ୍ୟଚର ମ୍ୟାନେଜମେଣ୍ଟ ଟ୍ରେଣ୍ଡସ୍
ଗ୍ରାଫିକ ଡିଜାଇନ
ଅଧିକାଂଶ କ୍ଷେତ୍ରରେ ଏବେ ଗ୍ରାଫିକ ଡିଜାଇନରଙ୍କ ଆବଶ୍ୟକତା ପଡିଲାଣି । ଗ୍ରାଫିକ ବ୍ୟବହାର ଦ୍ଵାରା ସ୍ୱଳ୍ପ ସହାୟତାରେ ବହୁତ କିଛି ବୁଝାଇ ହେବ । ସିନେମା, ଗଣମାଧ୍ୟମ, ଷ୍ଟାର୍ଟଅପ, ବ୍ଲଗ୍
ଆଦି କ୍ଷେତ୍ରରେ ଗ୍ରାଫିକ ଡିଜାଇନର ଆବଶ୍ୟକତା ରହିଛି । ଗ୍ରାଫିକ ଡିଜାଇନ ଉପରେ ରହିଥିବା ପାଠ୍ୟକ୍ରମ ସାରିବା ପରେ ଜଣେ ସ୍ଵାଧୀନ ଭାବେ କିମ୍ବା ବିଭିନ୍ନ କମ୍ପାନୀରେ କାମ କରି ପାରବେ ।
ପାଠ୍ୟକ୍ରମ
- ଡିପ୍ଲୋମା ଇନ ଗ୍ରାଫିକ୍ସ ଡିଜାଇନ ରିଚ ମିଡିଆ
- ଗ୍ରାଫିକ ଡିଜାଇନିଂ
ଶିକ୍ଷାନୁଷ୍ଠାନ
- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନିଂ (ଅହମ୍ମଦାବାଦ)
- ଇଣ୍ଡ୍ରଷ୍ଟ୍ରିଆଲ ଡିଜାଇନ ସେଣ୍ଟର (ମୁମ୍ବଇ)
- ଇନଷ୍ଟ୍ରିମେଣ୍ଟ ଡିଜାଇନ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର (ଦିଲ୍ଲା)
- ଡିପାର୍ଟମେଣ୍ଟ ଅଫ ଡିଜାଇନ(ଗୌହାଟି)
ଭିଡିଓ ଏଡିଟିଂ
ବିଭିନ୍ନ ଅବସରରେ ରେକର୍ଡ ହୋଇଥିବା ଭିଡିଓକୁ ‘ଭିଡ଼ିଓ, ଏଡିଟର୍ସ’ମାନେ ସଂପାଦିତ କରିଥାନ୍ତି । ଭିଡ଼ିଓକୁ ଆକର୍ଷିକ କରିବା ପାଇଁ ବିବାହ, ସିନେମା, ଗଣମାଧ୍ୟମ ଆଦି କ୍ଷେତ୍ରରେ ଭିଡିଓ ଏଡିଟରଙ୍କ ଖୋଜା ପଡିଥାଏ ।
ପାଠ୍ୟକ୍ରମ:
- ଏମ.ଏଫଏ ଇନ ମିଡିଆ ଡିଜାଇନ
- ବି.ଏସ ଇନ ଡିଜିଟାଲ ସିନେମାଟୋଗ୍ରାଫି
- ମାଷ୍ଟର୍ସ ଅଫ ଆର୍ଟ୍ସ ଇନ ଫିଲ୍ମ ଏଣ୍ଡ ଟିଭି
ଶିକ୍ଷାନୁଷ୍ଠାନ
- ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ପୁଣେ)
- ସତ୍ୟଜିତ ରାୟ ପିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ (କଳାକାତା)
- ହ୍ଵିସିଲି° ଉଡ୍ ଇଣ୍ଟରନ୍ୟାସନାଲ (ମୁମ୍ବଇ)
- ସେଣ୍ଟର ଫର ରିସର୍ଜ ଇନ ଆର୍ଟ ଅଫ ଫିଲ୍ମ ଏଣ୍ଡ ଟେଲିଭିଜନ (ଦିଲ୍ଲା)
- .ଏସିଆନ ଏକାଡେମୀ ଅଫ ଫିଲ୍ମ ଏଣ୍ଡ ଟେଲିଭିଜନ (ନୋଏଡା)
ବ୍ୟୁଟିସିଆନ କୋର୍ସ
ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବ୍ୟୁଟିସିଆନ କୋର୍ସ ରହିଛି । ଜଣେ ଭଲ ବ୍ୟୁଟିସିଆନଙ୍କ ରୋଜଗାର ଜଣେ ଉଚ୍ଚ ବେତନଭୋଗୀ ସରକାରୀ କର୍ମଚାରୀଠାରୁ କିଛି କମ ନୁହେଁ । ତେଣୁ ଏହି ପାଠ୍ୟକ୍ରମରେ ନାମ ଲେଖାଇ ଜଣେ ପରବର୍ତ୍ତା ସମୟରେ ନିଜର ବ୍ୟବସାୟ ଆରମ୍ଭ କରି ପାରିବେ ।
ପାଠ୍ୟକ୍ରମ
- ଡିପ୍ଲୋମା ଇନ୍ ହେୟାର ଡିଜାଇନିଂ
- ଡିପ୍ଲୋମା ଇନ୍ କସମେଟିକ
- ଡିପ୍ଲୋମା ଇନ ଇଲେକଟ୍ରୋଲୋଜି
- ଡିପ୍ଲୋମା ଇନ ହେୟାର ଷ୍ଟାଇଲିଂ ଏଣ୍ଡ କଳରିଂ
- ସିଡିସ୍କୋ ଡିପ୍ଲୋମା ଏଣ୍ଡ ବିଉଟି ଥେରାପି
ଶିକ୍ଷାନୁଷ୍ଠାନ :
- ଚୁଟିକ୍ ଇନଷ୍ଟିଚ୍ୟୁଟ ଅଫ ବିଉଟି ଥେରାପି ଏଣ୍ଡ ହେୟାର ଡ୍ରେସିଂ (ମୁମ୍ବଇ)
- କ୍ରିଷ୍ଟିନ ଭାଲମି ଇଣ୍ଟରନ୍ୟାସନାଲ ସ୍କୁଲ ଅଫ ଏସ୍ ଥେଟିକ୍ସ(ମୁମ୍ବଇ)
- ଏନରିଚ୍ ସେଲୁନ ଏଣ୍ଡ ଏକାଡେମୀ( ମୁମ୍ବଇ)
- ଏଲ.ଟି.ଏ. ସ୍କୁଲ ଅଫ ବିଉଟି(ମୁମ୍ବଇ)
ଆଧାର କ୍ୟାରିୟର କାଉନ୍ସିଲିଙ୍ଗ