অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୨୦୧୬ ନୂଆ ନୀତି

ଉପାଭୋକ୍ତା ବର୍ଷ

ଉପଭୋକ୍ତାମାନଙ୍କର ସହ ଯୋଡି ହେବାକୁ ନେଇ ବିଭିନ୍ନ ଗତିବିଧି କରିଆରେ ଉପଭୋକ୍ତମାନଙ୍କୁ ଉନ୍ନତ ମାନର ସେବା ପ୍ରଦାନ କରିବା

  • ୧୯୦୬- ଗ୍ୟାସ ଲିକ୍ ହେବା ଅଭିଯୋଗ ପାଇଁ ୨୪x୭ ଜରୁରୀକାଳୀନ ହେଲ୍ପ ଲାଇନ୍ ।
  • ସହଜ- ଅନଲାଇନ୍ କନେକ୍ସନ ଜାରୀ କରିବାର ସୁବିଧା
  • ପାରଦର୍ଶୀ ସିଲିଣ୍ଡରର ଶୁଭାରମ୍ଭ ପାଇଁ ପ୍ରୟୋଗିକ ପରିଯୋଜନା
  • ସୋସିଆଲ ମିଡିଆ ଜରିଆରେ ପ୍ରାପ୍ତ ଅଭିଯୋଗ ଉପରେ ନଜର ଏବଂ ତୁରନ୍ତ ସମାଧାନ
  • ଏଲପିଜି ବିତରକଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଷ୍ଣତି
  • ରିଫିଲର ଅନଲାଇନ୍ ଉଠାଣ

ଡିଜେଲ ମୂଲ୍ୟ ନିୟନ୍ତ୍ରଣ ମୁକ୍ତ କରିବା

  • ଡିଜେଲର ମୂଲ୍ୟକୁ ବଜାର ନିର୍ଦ୍ଧାରିତ କରି ଦିଆଯାଇଛି, ଯାହାର ଫଳସ୍ଵରୂପ ରିହାତି ବୋଝ ୧୯ ଏପ୍ରିଲ ୨୦୧୪ ଠାରୁ ସମାପ୍ତ ହୋଇଯାଇଛି । ରିହାତିରେ ହେଉଥିବା ସଂଚୟ ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ କ୍ଷେତ୍ରର ଯୋଜନାଗୁଡିକ ଆର୍ଥିକ ଅନୁଦାନ ପାଇଁ ଉପଲବ୍ଧ ହୋଇପାରିବ ।
  • ବଢୁଥିବା ପ୍ରତିଯୋଗୀତା କାରଣରୁ ଖୁଚୁରା ଜାଣ ଇନ୍ଧନ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ସେବା ଉପଲବ୍ଧ ହେବ ।
  • ଡିଜେଲର ଖୁଚୁରା ବିକ୍ରୀ ମୂଲ୍ୟ ଅଗଷ୍ଟ ୨୦୧୪ରେ ୫୮.୯୭ ଟଙ୍କାର ହ୍ରାସ ପାଇ ୧ ମଇ ୨୦୧୬ ରେ ୫୦.୯୫ ହୋଇଯାଇଛି ( ଦିଲ୍ଲୀରେ ୮.୦୨ ଟଙ୍କା କମ୍ )

ହାଇଡ୍ରୋକାର୍ବନ ଅନୁସନ୍ଧାନ ଓ ଉତ୍ପାଦନରେ ସୁଧାର

  1. ନିମ୍ନଲିଖିତ ମାର୍ଗଦର୍ଶକ ସିଦ୍ଧାନ୍ତ ଆଧାରରେ ଇ ଏବଂ ପି କ୍ଷେତ୍ରରେ ସମ୍ପୁର୍ଣ୍ଣ ପୁନଃ ଇଂଜିନିୟରିଂ
  • ଘରୋଇ ତୈଳ ଏବଂ ଗ୍ୟାସ ଉତ୍ପାଦନରେ ବୃଦ୍ଧି
  • ପୁଞ୍ଜିବିନିଯୋଗରେ ଉଲ୍ଲେଖନୀୟ ବୃଦ୍ଧି
  • ରୋଜଗାର ସୁଯୋଗରେ ବ୍ୟାପକ ବିକାଶ
  • ପାରଦର୍ଶିତାରେ ବୃଦ୍ଧି
  • ପ୍ରଶାସନିକ ହସକ୍ଷେପ ହ୍ରାସ ହେବା
  1. ନୂଆ ଘରୋଇ ଗ୍ୟାସ ମୂଲ୍ୟ ନିର୍ଧାରଣ ମାର୍ଗଦର୍ଶିକା, ବର୍ତମାନର କଂଟ୍ରାକ୍ଟରେ ସଂସ୍କାର, କଷ୍ଟ ସାଧ୍ୟ ଅଚଳରେ ଆଶଙ୍କିତ ବାଣିଜ୍ୟ ସ୍ଵାଧୀନତା, ଟେଷ୍ଟିଙ୍ଗ ଆବଶ୍ୟକତାରେ ସ୍ପଷ୍ଟତା, ଅନ୍ଵେକ୍ଷଣ ତଥା ଉତ୍ପାଦ ଅନ୍ତର୍ଗତ ବର୍ତମାନ କ୍ଷେତ୍ରର ସମସ୍ୟାର ସମାଧାନ କରି. ୩.୫ ଲକ୍ଷ କୋଟି ଟଙ୍କାର ରିଜର୍ଭକୁ ଅନ୍ଵେଷଣ କରିବାର ମାର୍ଗ ପ୍ରସ୍ତୁଷ୍ଟ କରିବା ।
  • ୭୦ ହଜାର କୋଟି ଅନ୍ଵେଷଣର ସମ୍ଭାବନାକୁ ଶକ୍ତିଶାଲୀ କରିବା ପାଇଁ ଶୀଘ୍ର ମୌଦ୍ରିକରଣ ( ମନିଟାଇଜେସନ) ପାଇଁ ଆନ୍ତର୍ଜାତିକ ବିଡିଂ ଜରିଆରେ ଅଣ ମୌଦ୍ରିକରଣ ଅନ୍ଵେଷଣର ପ୍ରସ୍ତାବ ଦେବା ପାଇଁ ସ୍ମଲ ଫିଲ୍ଡ  ପଲିସି
  • ବିଡିଂର ଆଗାମୀ ରାଉଣ୍ଟମାନଙ୍କୁ ପାଇଁ ହୋଇଡ୍ରୋକାର୍ବନ ଅନ୍ଵେଷଣ ଏବଂ ଲାଇସେନ୍ସିଙ୍ଗ ଏନଆଇଟି ଜାତୀୟ କୟାସ ହୋଇଡ୍ରେଟ ଆର ଏଂଡ ଡି ଏକ୍ସପିଡିସନ ୦୨ କୁ ମାର୍ଚ୍ଚ- ଜୁଲାଇ- ୨୦୧୫ ରୁ ସଫଳତାର ସହ କରାଯାଇ । ଏଥିରେ ୪୨ ଗ୍ୟାସ ହାଇଡ୍ରେଟ ନୂଅ ସମ୍ପୁର୍ଣ୍ଣ ହୋଇତଥିବା ବେଳେ କେଜି ବେସିନର ଗର୍ଭାର ଜଳରୁ ଦୁଇଟି ଗ୍ୟାସ ହୋଇଡ୍ରେଟ୍ ନିଜର୍ଭୟର ଆବିଷ୍କତ ହୋଇଛି ।

ଗ୍ୟାସ ମୂଲ୍ୟ  ରେ ସଂସ୍କାର

  • ସରକାର ଆକ୍ଟୋବର 2014 ରେ ନୂଆ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ଫର୍ମୁଲାକୁ ଅନୁମୋଦନ କରିଛନ୍ତି । ଯାହାଫଳରେ ଦୀର୍ଘ ବିଳମ୍ବିତ  ସମସ୍ୟାର ସମାଧାନ ହୋଇପାରିଛି ।
  • ନୂଆ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ମାଗଦର୍ଶିକା ଫଳରେ ଉତ୍ପାଦନ ଏବଂ ଉପଭୋକ୍ତା – ଦୁଇ କ୍ଷେତ୍ରର ଆବଶ୍ୟକତା ମଧ୍ୟରେ ଫଳଦାୟୀ ସନ୍ତୁଳନ ରକ୍ଷା କରାଯାଇପାରିଛି ।
  • ଅଧିକ ଚାପ, ଅଧିକ ତାପମାନ, ଜଳାଶୟ ଭଳି ଦୁର୍ଗମ ଅଂଚଳ ତଥା ଅତ୍ୟଧିକ ଗଭୀର ଜଳରୁ ଗ୍ୟାସ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସକାଶେ ସରକାର ମୂଲ୍ୟ ନିର୍ଦ୍ଧାରଣ ସହିତ, ବିପଣନରେ ସ୍ଵାଧୀନତା ଦେଇଛନ୍ତି ।
  • ଏହି ବିପଣନ ସ୍ଵାଧୀନତାରେ ବିକଳ୍ପ ଜାଳେଣୀର ସିଲିଂ ମୂଲ୍ୟର ଆଧାରରେ ନିର୍ଦ୍ଧାରିତ ସର୍ବାଧିକ ମୂଲ୍ୟ ଅନୁଯାୟୀ ସୀମିତ କରାଯାଇପାରିବ ।
  • ୬.୭.୫ ଟ୍ରିଲିୟନ ଘନ ଫୁଟ ( ଟିସିଏଫ) ରିଜର୍ଭର ମୌଦ୍ରିକରଣ ( ମନିଟାଇଜେସନ) କରାଯିବ । ଏହାର ମୂଲ୍ୟ ବର୍ତମାନର ଗ୍ୟାସ ମୂଲ୍ୟ ଅନୁସାରେ ପାଖାପାଖି ୧୫୦୦୦୦କୋଟି ।

ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ

  • ରିହାତି ବଢାଇବା ଏବଂ ହାଇଡ୍ରୋକାର୍ବନ ଅନୁସନ୍ଧାନରେ ଶୀଘ୍ର ମୌଦ୍ରିକରଣ ପାଇଁ ସ୍ପଷ୍ଟୀକରଣ ପ୍ରଦାନ କରିବାକୁ ପିଏସସି ବ୍ୟବସ୍ଥାରେ ସରକାରୀ ଅନୁମୋଦିତ ନୀତିଗତ ଢାଞ୍ଚାରେ କାର୍ଯ୍ୟ ପ୍ରଣାଳୀକୁ ସରଲ ଏବଂ ସୁଗମ କରାଯାଇ ପାରିବ ।
  • ଏହି ସଂସ୍କାର ଦ୍ଵାରା ପାଖାପାଖି ୩୦,୦୦୦ କୋଟି ଟଙ୍କାର ସମ୍ବନ୍ଧୀତ ଭଣ୍ଡାରର ଅନ୍ଵେଷଣକୁ ଆଗକୁ ନେବାରେ ସାହାଯ୍ୟ ମିଳିଛି ଏବଂ ବିଭିନ୍ନ କଂଟ୍ରାକ୍ଟରେ ବିଳମ୍ବିତ ପାଖାପାଖି ୪୦ଟି ପ୍ରସଙ୍ଗର ସମାଧାନ କରିବାରେ ସଫଳତା  ମିଳିଛି ।
  • ସରକାର ଏହି ସମସ୍ୟାରେ ଥିବା ବିବାଦର ସମାଧାନ କରିବାରେ ଏବଂ ଭିବିଷ୍ୟତରେ ସ୍ପଷ୍ଟତା ଆଣିବା ପାଇଁ ୨୯ ମାର୍ଚ୍ଚ ୨୦୧୫କୁ ଏନଇଏଲପି ବ୍ଲକ୍ ରେ ପରୀକ୍ଷଣ ଆବଶ୍ୟକତା ଉପରେ ଏକ ନୀତିକୁ ଅନୁମୋଦନ କରିଛନ୍ତି ।
  • ଏହି ଉଦ୍ୟମରେ ୭୫,୦୦୦ କୋଟି ଟଙ୍କାର ସମ୍ବଳର ମୌଦ୍ରିକରଣ( ମନିଟାଇଜେସନ) କରିବାରେ ମଧ୍ୟସାହାଯ୍ୟ କରୁଛନ୍ତି ।
  • ସରକାରଙ୍କ ଦ୍ଵାରା କ୍ଷୁଦ୍ର ଏବଂ ମଧ୍ୟମ ଆକାରରେ ଅନୁସନ୍ଧାନ କରାଯାଇଥିବା ଅଂଚଳକୁ ଉତ୍ପାଦନର ଭାଗୀଦାରି ସମ୍ବଳର ବିସ୍ତାର ପାଇଁ ଏର୍କ ନୀତି ଅନୁମୋଦନ କରିଛନ୍ତି ।
  • ଏହି ନୀତି ଦ୍ଵାରା ପୁଞ୍ଜି ବିନିଯୋଗକାରୀଙ୍କୁ ପୁଞ୍ଜି ବିନିଯୋଗ ଯୋଜନା ତିଆରିରେ ସ୍ପଷ୍ଟତା ମିଳିବ ଏବଂ  ବିସ୍ତାରିତ ସମୟସୀମା ମଧ୍ୟରେ ପାଖାପାଖି ୫୦ ହଜାର କୋଟି ଟଙ୍କା ସମ୍ବଳର ମୌଦ୍ରିକରଣ କରିବାରେ ମଧ୍ୟ ସହାୟତା ମିଳିବ ।

ହାଇଡ୍ରୋକାର୍ବନ ଅନ୍ଵେଷଣ ଏବଂ ଲାଇସେନ୍ସିଂ ନୀତି ( ଏଚଇଏଲପି)

  • ଆଗାମୀ ବିଡିଂ ପର୍ଯ୍ୟାୟ ପାଇଁ ସହଜରେ ବ୍ୟାବସାୟ କରିବାର ସିଦ୍ଧାନ୍ତର ଅନୁରୂପ ଇ ଏଣ୍ଡ ପି କ୍ଷେତ୍ରରେ ପୁଞ୍ଜି ବିନିଜୋଗକୁ ଆକର୍ଷିତ କରିବା ପାଇଁ ଏକ ଅଭିନବ ଏବଂ ନମୁନା ପ୍ରସ୍ତୁତ କରାଯାଇଛି ।
  • ପାରାମ୍ପରିକ ଏବଂ ଅଣପାରମ୍ପରିକ ହାଇଡ୍ରୋକାର୍ବନ ଉତ୍ପାଦନ ଅନ୍ଵେକ୍ଷଣ ଏବଂ ଉତ୍ପାଦନ ପାଇଁ ଏକକ ଲାଇସେନ୍ସ ।
  • ମୁକ୍ତ ଏକ୍ରେଜ ଲାଇସେନ୍ସିଙ୍ଗ ନୀତି - ଆନୁଷ୍ଠାନିକ ବିଡିଂ ପର୍ଯ୍ୟାୟ ପାଇଁ ବିନା ଅପେକ୍ଷାରେ ଅନୁସନ୍ଧାନ ଅଞ୍ଚଳର ଚୟନ କରିବାର ବିକଳ୍ପ ଦେବା ।
  • ରାଜସ୍ୱ ଭାଗୀଦାରୀ ମଡେଲ- ପରିଚାଳନା ପାଇଁ ସରଳ  ଏବଂ ସହଜ କୌଣସି ସୁଧ ଆଦାୟ କରାଯିବ ନାହିଁ- ସରକାରଙ୍କ ଦ୍ଵାରା କୌଣସି ସୂକ୍ଷ୍ମ ପ୍ରବନ୍ଧନ ରହିବ ନାହିଁ – ପରିଚାଳକଙ୍କୁ ପରିଚାଳନା ସ୍ଵାଧୀନତା ମିଳିବ ।
  • ମୂଲ୍ୟ - ନିର୍ଦ୍ଧାରଣ ଏବଂ ବିପଣନ ସ୍ଵାଧୀନତା ନିବେଶ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ।
  • ଦେଶରେ ତୈଳର ଅନୁସନ୍ଧାନ ଏବଂ ଉତ୍ପାଦନ ଅଞ୍ଚଳରେ ନୂଆ ଯୁଗର ଆରମ୍ଭ । ଏହି ନୀତିକୁ ସମସ୍ତ ହିତାଧିକାରୀ ସ୍ଵାଗତ କରିଛନ୍ତି ।

ଆଧାର

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଲୟ ଭାରତ ସରକାର

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate