ଗର୍ଭବତୀ / ଶିଶୁ / ନବଜାତ ତଥା ଅନ୍ୟାନ୍ୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି ।
ଯୋଜନାର ନାମ |
ମିଳୁଥିବା ସୁବିଧା |
କିଏ ପାଇବ |
କ’ଣ ଦରକାର |
କାହାକୁ କହିବେ |
|
ମମତା ଯୋଜନା |
ଗର୍ଭବତୀ ଓ ପ୍ରସୂତିମାନଙ୍କୁ ଦୁଇ କିସ୍ତିରେ ୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା |
ଗର୍ଭବତୀ ମହିଳା ଅଙ୍ଗନବାଡି ରେଜିଷ୍ଟ୍ରେସନ |
ସି.ଡି.ପି.ଓ. / ଡି.ଏସ୍.ଡବ୍ଲୁ.ଓ. |
ସି.ଡି.ପି.ଓ. / ଡି.ଏସ୍.ଡବ୍ଲୁ.ଓ. |
|
ଜନନୀ ଏକ୍ସପ୍ରେସ |
ସ୍ୱାସ୍ଥ୍ୟପରୀକ୍ଷା ପାଇଁ ମାଗଣା ପରିବହନ ବ୍ୟବସ୍ଥା |
ଗର୍ଭବତୀ ମହିଳା ଓ ୧ବର୍ଷ ପର୍ଯ୍ୟନ୍ତ ଶିଶୁ |
ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ |
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ |
|
ଟୀକାକରଣ |
ମାଗଣା ଟୀକାକରଣ ବ୍ୟବସ୍ଥା |
ଗର୍ଭବତୀ ମହିଳା (୨ବର୍ଷରୁ କମ୍ ଶିଶୁ) |
ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ |
ଆଶା ଦିଦି / ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ |
|
କମ୍ପ୍ଲାୟାନ କାର୍ଡ |
କିଶୋରୀ ବାଳିକାମାନଙ୍କର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଶିକ୍ଷା |
କିଶୋରୀ ବାଳିକା (୧୦ – ୧୯ ବର୍ଷ) |
ଅଙ୍ଗନବାଡି ରେଜିଷ୍ଟ୍ରେସନ |
ଅଙ୍ଗନବାଡି ଦିଦି / ଆଶା ଦିଦି |
|
ଅନ୍ନପ୍ରସାଦ |
୬ ମାସର ଶିଶୁକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମାଗଣାରେ ଅନ୍ନପ୍ରସାଦର ଆନୁଷ୍ଠାନିକ ଉତ୍ସବ |
୬ ମାସର ଶିଶୁ |
ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ |
ଅଙ୍ଗନବାଡି ଦିଦି / ସି.ଡି.ପି.ଓ. |
|
ଜନନୀ ସୁରକ୍ଷା ଯୋଜନା |
ମେଡିକାଲରେ ଡେଲିଭରୀ ହେଲେ ଗାଁ ମହିଳାମାନଙ୍କୁ ୧୪୦୦ଟଙ୍କା / ସହରର ମହିଳାମାନଙ୍କୁ ୧୦୦୦ ଟଙ୍କା ଆର୍ଥିକ ସହାୟତା |
ଗର୍ଭବତୀ ମହିଳା |
ଗର୍ଭବତୀ ବୋଲି ଅଙ୍ଗନବାଡି ରେଜିଷ୍ଟ୍ରେସନ |
ଆଶା ଦିଦି / ସ୍ଥାନୀୟ ଡାକ୍ତରଖାନା ଅଧିକାରୀ |
|
ଜନନୀ ଶିଶୁ ସୁରକ୍ଷା ଯୋଜନା |
ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା / ଔଷଧ ବଣ୍ଟନ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାଗଣା ପରିବହନ ସୁବିଧା |
ଜନ୍ମ ଶିଶୁ ୧ ମାସ ପର୍ଯ୍ୟନ୍ତ |
ଏମ୍.ସି.ପି. କାର୍ଡ, ୨୪ ଘଣ୍ଟା ହସ୍ପିଟାଲ ଆଡମିସନ |
ଆଶା ଦିଦି / ସ୍ଥାନୀୟ ଡାକ୍ତରଖାନା ଅଧିକାରୀ |
|
ଏସ.ନ.ପି. ଖାଦ୍ୟ ଯୋଜନା |
ଦୁଇବେଳା ମାଗଣା ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା (ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ) |
୩ ବର୍ଷ ପର୍ଯ୍ୟନ୍ତ ଶିଶୁ |
ଅଙ୍ଗନବାଡି ରେଜିଷ୍ଟ୍ରେସନ |
ଅଙ୍ଗନବାଡି ଦିଦି / ସୁପରଭାଇଜର ସି.ଡି.ପି.ଓ. / ଡି.ଏସ.ଡବ୍ଲୁ.ଓ. |
|
ଟି.ଏଚ.ଆର (ଟେକ ହୋମ ରାସନ) |
ମାସିକ ମାଗଣା ପୁଷ୍ଟିକର ଛତୁଆ ଓ ଅଣ୍ଡା ବଣ୍ଟନ |
ଗର୍ଭବତୀ ଓ ପ୍ରସୂତି ମହିଳା, ୭ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁ |
ସର୍ତ୍ତରେ ଗର୍ଭବତୀ ଭାବେ ତାଲିକାଭୁକ୍ତ |
ଅଙ୍ଗନବାଡି ଦିଦି / ସୁପରଭାଇଜର ସି.ଡି.ପି.ଓ. / ଡି.ଏସ.ଡବ୍ଲୁ.ଓ |
|
ନିରାମୟ ଯୋଜନା |
ରାଜ୍ୟ ଔଷଧ ନିଗମ ଦ୍ଵାରା ସବୁ ରୋଗର ଔଷଧ କିଣାଯାଇ ପ୍ରାୟ ୫୦୦ଟି ଔଷଧ ବିତରଣ କେନ୍ଦ୍ର ଜରିଆରେ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୩୭୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଯୋଗାଇ ଦିଆଯାଉଛି । |
ବି.ପି.ଏଲ କାର୍ଡ ଧାରୀ |
ବି.ପି.ଏଲ କାର୍ଡ, ମେଡିକାଲ ପ୍ରେସକ୍ରିପସନ |
ପ୍ରାଥମିକ ସ୍ୱାସ୍ଥ୍ୟ / ସ୍ଥାନୀୟ କେନ୍ଦ୍ରର ମେଡିକାଲ ଅଫିସର / ସି.ଡି.ଏମ୍.ଓ. |
|
ମାତୃ ଓ ଶିଶୁ ଚିକିତ୍ସା ଅନୁଷ୍ଠାନ |
ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟର ୪୪ଟି ସ୍ଥାନରେ ମାତୃ ଓ ଶିଶୁ ଚିକିତ୍ସା ଅନୁଷ୍ଠାନ ଖୋଲିଛି |
ମା ଓ ଶିଶୁ |
ଆଶା ଦିଦି ରିପୋର୍ଟ |
ଆଶା ଦିଦି / ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର / ସି.ଡି.ଏମ୍.ଓ. |
|
ଆର.ସି.ବି.ୱାଇ / ବି.କେ.କେ.ୱାଇ ଜରିଆରେ |
ସରକାରୀ / ବେସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ପାଇପାରିବେ |
ବି.ପି.ଏଲ କାର୍ଡଧାରୀ |
ବି.ପି.ଏଲ କାର୍ଡ, ସ୍ଥାନୀୟ ମେଡିକାଲ ଅଫିସର ରିପୋର୍ଟ |
ସ୍ଥାନୀୟ ମେଡିକାଲ ଅଫିସର ରିପୋର୍ଟ / ସି.ଡି.ଏମ୍ର.ଓ. |
|
ଓଡିଶା ସରକାରଙ୍କ ଚିକିତ୍ସା ପାଣ୍ଠି |
ଯେକୌଣସି ଡାକ୍ତରଖାନାରେ ଚିକିତ୍ସାରତ ରୋଗୀଙ୍କ ପାଇଁ ମାଗଣା ସେବା |
ବି.ପି.ଏଲ କାର୍ଡଧାରୀ |
ବି.ପି.ଏଲ କାର୍ଡ, ଆୟ ପ୍ରମାଣ ପତ୍ର ଜେରକ୍ସ |
ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ / ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ |
|
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି |
ଦୁର୍ବିପାକରେ କ୍ଷତିଗ୍ରସ୍ତ ଗୁରୁତର ବ୍ୟାଧିରେ ପୀଡିତ ତଥା ନିସହାୟ ବ୍ୟକ୍ତିଙ୍କୁ ସର୍ବାଧିକ ୧୦୦୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା |
ବାର୍ଷିକ ଆୟ ୫୦୦୦୦ ରୁ କମ୍ |
ବି.ପି.ଏଲ କାର୍ଡ / ଆୟ ପ୍ରମାଣ ଜେରକ୍ସ ସମସ୍ତ ଚିକିତ୍ସା ଦସ୍ତାବିଜର ଜେରକ୍ସ, ଭୋଟର/ ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ |
ଉପ – ଜିଲ୍ଲାପାଳ / ଜିଲ୍ଲାପାଳ / ସାଧାରଣ ପ୍ରଶାସନ ବିଭାଗ, ଓଡିଶା ସରକାର, |
|
ବିଜୁ କୃଶକ କଲ୍ୟାଣ ଯୋଜନା |
୧% ସୁଧହାରରେ ଋଣ / ରାଜ୍ୟର ସବୁ କୃଶକ ପରିବାରକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା |
କୃଷିଜୀବି ମହିଳା |
ଜମିପଟ୍ଟା |
ବ୍ଲକ କୃଷି ଅଧିକାରୀ ଅଫିସର / ଜିଲ୍ଲା କୃଷି ଅଧିକାରୀ ଅଫିସର |
|
ଇ.ଏସ୍.ଆଇ. |
ଅସୀମିତ ମାଗଣା ଚିକିତ୍ସା |
ଇ.ଏସ୍.ଆଇ. ପଞ୍ଜିକୃତ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ |
ଇ.ଏସ୍.ଆଇ ପଞ୍ଜିକୃତ କାର୍ଡ |
ସ୍ଥାନୀୟ ଇ.ଏସ୍.ଆଇ. ହସ୍ପିଟାଲ |
ଆଧାର – ରାଜ୍ୟ ସାମାଜ ମଙ୍ଗଳ ବୋର୍ଡ଼, ଓଡ଼ିଶା
Last Modified : 1/26/2020