অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି

ANM /ନର୍ସ /ଡାକ୍ତର ମାନଙ୍କ ଭୂମିକା ଏବଂ ଦାୟିତ୍ଵ

  • ANM /ନର୍ସ /ଡାକ୍ତର ଙ୍କର ସମସ୍ତ ପ୍ରସବ କେନ୍ଦ୍ରରେ ଦକ୍ଷତା ବୃଦ୍ଧି  ।
  • ସ୍ତନ୍ୟପାନ /ସମ୍ବନ୍ଧିତ ସେବାରେ ବାଧ୍ୟତାମୂଳକ ଭୂମିକା

ପ୍ରସବ ପରେ ଏକ ସଫଳ ସ୍ତନ୍ୟପାନ ବ୍ୟବସ୍ଥା ପ୍ରତିଷ୍ଠା କରିବା ସ୍ୱାସ୍ଥ୍ୟସେବା ସୁଯୋଗର ଏକ ଅଂଶ   ।  ଯଦି ଥରେ ସଫଳତା ସହ ସ୍ତନ୍ୟପାନ ବ୍ୟବସ୍ଥାକୁ ଶିଶୁ ଜନ୍ମର ପରେ ପରେ ଆରମ୍ଭ କରାଯିବ ମା କୁ ଡାକ୍ତରଖାନା ଛାଡିବା ପୂର୍ବରୁ ଉଚିତ ପରାମର୍ଶ ଦିଆଯାଇପାରିବ ଏବଂ ବାରମ୍ବାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ (ପ୍ରତିଷେଧକ /ଶିଶୁ ଚିକିତ୍ସା ) ନବଜାତ ଶିଶୁ ପାଇଁ କରାହେବ ତା ହେଲେ ପ୍ରଥମ ୬ ମାସ ମଧ୍ୟରେ କେବଳ ମା କ୍ଷୀରର ଲକ୍ଷ୍ୟ ହାସଲ କରାଯାଇପାରିବ   ।

ସ୍ତନ୍ୟପାନ ପାଇଁ ମୁଖ୍ୟ କଥା ହେଉଛି , ସ୍ତନ୍ୟପାନ ସମୟରେ ମା ଓ ଶିଶୁର ନିର୍ଦ୍ଧିଷ୍ଟ ସ୍ଥିତି ,  ଅନୁରାଗବନ୍ଧନ , ସ୍ତନ୍ୟପାନ ର ବାରମ୍ବାରତା ପରିବାର ଠାରୁ ସକାରାତ୍ମକ ସହାୟତା   , ମା ର ଆତ୍ମବିଶ୍ଵାସ ବୃଦ୍ଧି , ଶିଶୁର ଚାହିଦା  ମୁତାବକ ସ୍ତନ୍ୟପାନ , କ୍ଷୀର ନ ହେବା ପାଇଁ ରାତିରେ ସ୍ତନ୍ୟପାନ କର୍ମଜୀବି ମା ଙ୍କ ପାଇଁ ବିଶେଷ ପରିସ୍ଥିତି ଇତ୍ୟାଦି  ।  ପ୍ରତ୍ୟେକ ସଂସର୍ଗ କେନ୍ଦ୍ରରେ ନବଜାତ ପାଇଁ ସ୍ୱାସ୍ଥ୍ୟ ସୁବିଧା ସ୍ତନ୍ୟପାନ /IYCF ପରାମର୍ଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ   ।

ସ୍ତନ୍ୟପାନ ପାଇଁ ANM ଭୂମିକାକୁ ଦାୟିତ୍ଵବାନ ସହ ମହଜୁତ କରିବା ଏକ ଦିନିଆ ଅଭିମୁଖି କାରଣ   ।

ANM ମାନଙ୍କ ଭୂମିକା ଏବଂ ଦାୟିତ୍ଵ ସମ୍ବନ୍ଧରେ ଏକ ଦିନିକିଆ କାର୍ଯ୍ୟକ୍ରମ (ମା କାର୍ଯ୍ୟକ୍ରମର ପରିମାପକ ସହିତ  ) କରାହେବ   । ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ସ୍ତନ୍ୟପାନ ର ସୁବିଧା ସୁଯୋଗକୁ ପ୍ରୋତ୍ସାହନ ଦେବା କାର୍ଯ୍ୟକ୍ରମ  ଯାହା ୨୦୧୬ ଅଗଷ୍ଟରେ ଶୁଭାରମ୍ଭ କରାଯାଇଥିଲା   ।  ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଶୀଘ୍ର ସ୍ତନ୍ୟପାନ ଏବଂ ସମ୍ବନ୍ଧରେ ଶିକ୍ଷା ଦେବା ଏବଂ ସେମାନଙ୍କୁ ପ୍ରସୂତି ମା କୁ ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତୁତ କରିବା ଏହି ଏକ  ଦିବାସୀୟ କାର୍ଯ୍ୟକ୍ରମର ଲକ୍ଷ୍ୟ   ।  ଯେ ପର୍ଯ୍ୟନ୍ତ IYCF ତାଲିମ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଏଭଳି ଭାବରେ ସ୍ୱାସ୍ଥ୍ୟକର୍ମୀକୁ ପ୍ରସ୍ତୁତ କରାଯିବ ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଡେଲିଭରି କେନ୍ଦ୍ରରେ ପରାମର୍ଶଦାତ୍ରୀ / ଷ୍ଟାଫ ନର୍ସ /ANM / ମେଡିକାଲ ଅଫିସର ଏବଂ ପ୍ରତ୍ୟେକ ଉପ-କେନ୍ଦ୍ରରେ ଥିବା ANM ମାନଙ୍କୁ ତାଲିମ ପ୍ରଦାନ କରାଯିବ   ।  ପରାମର୍ଶଦାତ୍ରୀ , ANM /ଷ୍ଟାଫନର୍ସ / ମେଡିକାଲ ଅଫିସର  ମାନେ ସ୍ତନ୍ୟପାନ ସହାୟତା  ।

ଏହି ସଭା ଜିଲ୍ଲା ଏବଂ ବ୍ଲକ ସ୍ତରରେ କରାହେବ  । IYCF ରେ ସ୍ୱାସ୍ଥ୍ୟ ସେବା ର କର୍ମୀମାନଙ୍କ ଭୂମିକା ଏବଂ ଦାୟିତ୍ଵ ସମ୍ବନ୍ଧରେ ସମସ୍ତ ତଥ୍ୟ ରହିଛି   ।

  • ସ୍ୱାସ୍ଥ୍ୟ ସୁବିଧାରେ ସ୍ତନ୍ୟପାନ ଏକ ଦରକାରୀ ଉପାଦାନ ଭାବରେ IMC ସହିତ ସଲଗ୍ନ କରାଯାଇଛି ଏବଂ IMSCET ର ସୂଚନା ଏହି ଏକ ଦିବାସୀୟ କାର୍ଯ୍ୟକ୍ରମରେ ଅଗଷ୍ଟ ମାସରୁ କରାଯାଇଛି   ।
  • ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ଅନ୍ତର୍ଗତ ସବୁ ମାସର ୯ ତାରିଖରେ ସ୍ୱାସ୍ଥ୍ୟସେବା ରେ ଗର୍ଭବତୀ ପ୍ରସ୍ତୁତି ମା କୁ ବିଶେଷ ଗୁରୁତ୍ଵ ଦିଆଯିବ   ।
  • ସ୍ୱାସ୍ଥ୍ୟ ସେବାରେ ଖୁବଶୀଘ୍ର ସ୍ତନ୍ୟପାନ ଆରମ୍ଭ ଏବଂ ପରିବାରରେ ସଦସ୍ୟମାନଙ୍କୁ ସ୍ତନ୍ୟପାନ ବ୍ୟବସ୍ଥାରେ ସେମାନଙ୍କ ଭୂମିକା ସମ୍ବନ୍ଧରେ ଅଗଗତ   ।

ANM/ନର୍ସ ମାନଙ୍କର ଦକ୍ଷତା ବୃଦ୍ଧି ଏବଂ ମାଷ୍ଟରଟ୍ରେନର ସବୁ ବିକାଶ   ।

ମା କାର୍ଯ୍ୟକ୍ରମରେ ଶୁଭାରମ୍ଭ ପରେ ମାଷ୍ଟର ଟ୍ରେନର ମାନଙ୍କୁ ଏକତ୍ରିତ କରିବା ସହ ମେଡିକାଲ କଲେଜ ଶିଶୁ ବିଶେଷଜ୍ଞ /PSM ଦିବସ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ କରାହେବ   ।

ମାଷ୍ଟର ଟ୍ରେନର ମାନଙ୍କ ଦ୍ଵାରା ମେଡିକାଲ ଅଫିସର ସମସ୍ତ ଡେଲିଭରି ପଏଣ୍ଟ ର ଷ୍ଟାଫ ନର୍ସ , ଉପ-କେନ୍ଦ୍ରର ANM  ଇତ୍ୟାଦି କୁ ପରିମାଣ କ୍ରମେ ୪ ଦିନିଆ ତାଲିମ ଦିଆଯିବ   ।  ANM / ନର୍ସଙ୍କର ୪ ଦିନିଆ ତାଲିମ ପାଇଁ ଏକ ଯୋଜନା ପ୍ରସ୍ତୁତ କରାହେବ   ।  ତାଲିମ ଅଗଷ୍ଟ ମାସରୁ ଆରମ୍ଭ ହୋଇ ଉପ-କେନ୍ଦ୍ର ମାନଙ୍କରେ ଜୁଲାଇ ୨୦୧୭ ସୁଦ୍ଧା ହେବାର ଲକ୍ଷ୍ୟ ରଖାଯାଇଛି   ।  ଉତ୍ସର୍ଗୀକୃତ ଏବଂ ଟ୍ରେନିଙ୍ଗ ପ୍ୟାକେଜ ANM /ନର୍ସଙ୍କ ପାଇଁ ୪ ଦିନିଆ IYCF ଟ୍ରେନିଙ୍ଗ  ପ୍ୟାକେଜ , ତାଲିମଦାତା ଗାଇଡ ଇତ୍ୟାଦି ମା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯାଇଛି   ।  ଏକ ଦିବାସୀୟ ମତୁଲ ଅଗଷ୍ଟ ମାସର ଶୁଭାରମ୍ଭ ବେଳେ ବ୍ୟବହାର କରାଯିବ   ।  ସ୍ତନ୍ୟପାନ , ପରିପ୍ୱରକ ଖାଦ୍ୟ , ପରାମର୍ଶ , ବିଶେଷ ପରିସ୍ଥିତିରେ ସ୍ତନ୍ୟପାନ ଇତ୍ୟାଦିକୁ ୪ ଦିନିଆ ତାଲିମ ବ୍ୟାପକ କରାଯାଇଛି  ।

ସୁଯୋଗ ଦୃଢିକାରଣ

ଗର୍ଭାବସ୍ଥା ୱାର୍ଡ / ପ୍ରସବ ୱାର୍ଡ ଏବଂ ଗର୍ଭବତୀ କ୍ଲିନିକ ଇତ୍ୟାଦି ସମସ୍ତ ପ୍ରସବ କେନ୍ଦ୍ରରେ ସୂଚନା ଶିକ୍ଷା ଯୋଗାଇବା (IEC ) ର ସାମଗ୍ରୀମାନ ପ୍ରଦର୍ଶନ କରାଯିବ  । କାର୍ଯ୍ୟକ୍ରମ ଅଡିଓ , ଭିଜୁଆଲ ସାମଗ୍ରୀ ପ୍ରତ୍ୟେକ ହସପିଟାଲ ଆଉଟଡୋର , ୱାର୍ଡ ମାନଙ୍କରେ ବ୍ୟବହାର କରାଯିବ  , ମୂଳ ଇତ୍ୟାଦି । ଯାହା ରାଜ୍ୟକୁ ଯୋଗାଇ ଦିଆଯିବ ଯାହା ମଧ୍ୟରେ ସ୍ଥାନୀୟ ଭାଷାରେ ବନ୍ଧୁତ୍ଵପୂର୍ଣ୍ଣ ଶିଶୁ ଚିକିତ୍ସା ସୁବିଧା ପ୍ରଚଳନ  ।

ସ୍ତନ୍ୟପାନ କୋଠରି  :

ସ୍ୱାସ୍ଥ୍ୟ ସୁବିଧା ମଧ୍ୟରେ ଉତ୍ସର୍ଗୀକୃତ ଗୃହରେ ଏକ ସ୍ଥାନ /କୋଠରି ସମସ୍ତ ସ୍ତନ୍ୟପେୟୀ ମା ମାନଙ୍କୁ ଯୋଗାଇ ଦିଆଯିବ   । ମା ମାନେ ପରାମର୍ଶ ପାଇଁ ଆସୁଥିବା ସମୟରେ ଶିଶୁକୁ ସ୍ତନ୍ୟପାନ କରାଇବା କୁ ଚାହିଁଲେ ତାକୁ ଏହି ସୁବିଧା ଯୋଗାଇ ଦିଆଯିବ   । ସ୍ତନ୍ୟପାନ ସମ୍ବନ୍ଧୀୟ ସୂଚନା ସଦୃଶ୍ୟ ଭାବରେ ସେଠାରେ ପ୍ରଦର୍ଶିତ ହେଉଥିବା ସହ ସ୍ତନ୍ୟପାନ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବ   ।

ଜାତୀୟ ସାଧନ କେନ୍ଦ୍ର ପ୍ରତିଷ୍ଠା

IYCF ର ତାଲିମ ଏବଂ ତଦାରଖ ପାଇଁ ଜାତୀୟ ସାଧନ କେନ୍ଦ୍ର ଶିଶୁ ଚିକିତ୍ସା ଦିବସ, ଚିକିତ୍ସା ବିଜ୍ଞାନ କଲେଜ ବିଶ୍ଵ ବିଦ୍ୟାଳୟ ନୂଆଦିଲ୍ଲୀ ୟୁନିସେଫରର ବୈଷୟିକ ସହାୟତା ଏବଂ BPNF ଦ୍ଵାରା ପ୍ରତିଷ୍ଠା ହୋଇଛି । ଜାତୀୟ ସାଧନ କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଥ ପ୍ରଚଳନ ଟ୍ରେନର ବିକଶିତ କାର୍ଯ୍ୟ, ରାଜ୍ୟ ଦ୍ଵାରା ଆୟୋଜିତ ଓ ଟ୍ରେନିଙ୍ଗ କାର୍ଯ୍ୟକ୍ରମ କୁ ତଦାରଖ ଇତ୍ୟାଦି, ରାଜ୍ୟ ଟ୍ରେନିଙ୍ଗ, ତଦାରଖ ଇତ୍ୟାଦି ପାଇଁ ଜାତୀୟ ସାଧନ କେନ୍ଦ୍ର ସାଙ୍ଗରେ ସମ୍ପର୍କ ରକ୍ଷା କରିବେ ।

ପୁରଷ୍କାର

ଉତ୍ତମ ଶିଶୁ ବନ୍ଧୁତ୍ଵ ପୂର୍ଣ୍ଣ ସୁବିଧା କୁ ବହୁଟି କାରଣ :

ଶକ୍ତିଶାଳି ସ୍ୱାସ୍ଥ୍ୟସେବା ର ଉଦ୍ୟମ କୁ ପ୍ରଶଂସା କରିବା , ପ୍ରତ୍ୟେକ ଡେଲିଭରି କେନ୍ଦ୍ରରେ ସ୍ତନ୍ୟପାନ ସ୍ତନ୍ୟପାନ ବ୍ୟବସ୍ଥାକୁ ପ୍ରଦର୍ଶନ କରାଯିବ  ।

ସୁଯୋଗ ପାଇଁ ପୁରଷ୍କାର :

ରାଜ୍ୟ ସ୍ତରରେ ସ୍ତନ୍ୟପାନକୁ ପ୍ରୋତ୍ସାହନ ସୁରକ୍ଷା , ସହାୟତା ଯୋଗାଇ ଦେଉଥିବା ବ୍ୟବସ୍ଥା କୁ ପୁରସ୍କୃତ କରାଯିବ  , ଏହାଦ୍ଵାରା କାମ ଚାଲୁରଖିବା ପାଇଁ ଆତ୍ମବିଶ୍ଵାସ ସହ ପ୍ରେରଣା ମିଳିପାରିବ   ।

ପୁରଷ୍କାରସମ୍ବନ୍ଧରେ :

ମନୋନୀତ ଏବଂ ପ୍ରମାଣ ଯୋଗ୍ୟ ସୁଯୋଗ “ ମା” ପରିଷ୍କାର ଦ୍ଵାରା ସମ୍ମାନୀୟ କରାଯିବ   ।

ଆଧାର - ସ୍ୱାସ୍ଥ୍ୟ ବିଭାଗ

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate