ଲିଙ୍ଗ ନିରୂପଣ ଅର୍ଥ ହେଉଛି ଗର୍ଭରେ ଥିବା ଭ୍ରୁଣକୁ ଚିହ୍ନଟ କରିବା ଏବଂ କନ୍ୟା ଭ୍ରୁଣ ହୋଇଥିଲେ ତାକୁ ନଷ୍ଟ କରିଦେବା । ଆମ ଦେଶରେ ୧୯୯୪ ମସିହାରୁ ଏହାକୁ ଆଇନ ଦ୍ଵାରା ନିଷିଦ୍ଧ କରାଯାଇଛି । ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଏ ସଂପର୍କରେ ଅଭିଯୋଗ କରିବା, ତାହା ଜାଣିବା ନିହାତି ଆବଶ୍ୟକ ।
ଲିଙ୍ଗ ନିରୂପଣ ସମ୍ପର୍କରେ ଅଧିକ ଜାଣିବା ପାଇଁ କିମ୍ବା ଭୃଣର ଲିଙ୍ଗ ନିରୂପଣ ବିରୁଦ୍ଧରେ ଅଭିଯୋଗ ଜଣାଇବା ନିମନ୍ତେ ନିମ୍ନଲିଖିତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ।
ରାଜ୍ୟସ୍ତରରେ : ପରିବାରର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରାଧିକୃତ ଅଧିକାରୀ, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା ।
ଜିଲ୍ଲାସ୍ତରରେ : ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକୃତ ଅଧିକାରୀ,
ଜିଲ୍ଲା |
ଫୋନ ନମ୍ବର |
ଅନୁଗୁଳ |
୦୬୭୬୪-୨୩୦୫୬୭ |
ବାଲେଶ୍ଵର |
୦୬୭୮୨-୨୬୨୦୦୧ |
ବରଗଡ଼ |
୦୬୬୪୬-୨୩୨୩୪୦ |
ଭଦ୍ରକ |
୦୬୭୮୫-୨୫୦୪୩୬ |
ବଲାଙ୍ଗୀର |
୦୬୬୫୨-୨୩୨୨୨୩ |
ବୌଦ୍ଧ |
୦୬୮୪୧-୨୨୨୨୦୩ |
କଟକ |
୦୬୭୧-୨୬୦୮୧୦୦ |
ଦେଓଗଡ |
୦୬୬୪୧-୨୨୬୩୫୪ |
ଢେଙ୍କାନାଳ |
୦୬୭୬୨-୨୨୬୫୦୦ |
ଗଜପତି |
୦୬୮୧୫-୨୨୨୩୯୬ |
ଗଞ୍ଜାମ |
୦୬୮୧୧-୨୬୩୭୦୦ |
ଜଗତସିଂହପୁର |
୦୬୭୨୪-୨୨୦୩୭୯ |
ଯାଜପୁର |
୦୬୭୨୮-୨୨୨୦୦୧ |
ଝାରସୁଗୁଡା |
୦୬୬୪୫-୨୭୦୦୭୦ |
କଳାହାଣ୍ଡି |
୦୬୬୭୦-୨୩୦୨୦୧ |
କେନ୍ଦ୍ରାପଡା |
୦୬୭୨୭-୨୩୨୬୦୨ |
କେନ୍ଦୁଝର |
୦୬୭୬୬-୨୫୫୪୮୨ |
ଖୋର୍ଦ୍ଧା |
୦୬୭୫୫-୨୨୦୦୦୧ |
କୋରାପୁଟ |
୦୬୮୫୨-୨୫୦୭୦୦ |
ମାଲକାନାଗିରି |
୦୬୮୬୧- ୨୩୦୩୨୩ |
ମୟୂରଭଞ୍ଜ |
୦୬୭୯୨-୨୫୨୬୦୬ |
ନୟାଗଡ଼ |
୦୬୭୫୩-୨୫୨୩୩୩ |
ନବରଙ୍ଗପୁର |
୦୬୮୫୮-୨୨୨୦୩୪ |
ନୂଆପଡ଼ା |
୦୬୬୭୮-୨୨୩୪୬୩ |
ଫୁଲବାଣୀ |
୦୬୮୪୨-୨୫୩୬୦୨ |
ପୁରୀ |
୦୬୭୫୨-୨୨୨୦୩୪ |
ରାୟଗଡା |
୦୬୮୫୬-୨୨୨୩୫୪ |
ସମ୍ବଲପୁର |
୦୬୬୩-୨୪୦୦୨୨୨ |
ସୋନପୁର |
୦୬୬୫୪-୨୨୦୨୦୧ |
ସୁନ୍ଦରଗଡ |
୦୬୬୨୨-୨୭୨୨୬୫ |
ଆଧାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Last Modified : 1/26/2020
ଭୃଣର ଲିଙ୍ଗ ନିରୁପଣ ସମ୍ବନ୍ଧିତ ତଥ୍ୟ ।