অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୃଣର ଲିଙ୍ଗ ନିରୂପଣ ବିରୁଦ୍ଧରେ ଅଭିଯୋଗ

ଭୃଣର ଲିଙ୍ଗ ନିରୂପଣ ବିରୁଦ୍ଧରେ ଅଭିଯୋଗ

ଉପକ୍ରମ

ଲିଙ୍ଗ ନିରୂପଣ ଅର୍ଥ ହେଉଛି ଗର୍ଭରେ ଥିବା ଭ୍ରୁଣକୁ ଚିହ୍ନଟ କରିବା ଏବଂ କନ୍ୟା ଭ୍ରୁଣ ହୋଇଥିଲେ ତାକୁ ନଷ୍ଟ କରିଦେବା । ଆମ ଦେଶରେ ୧୯୯୪ ମସିହାରୁ ଏହାକୁ ଆଇନ ଦ୍ଵାରା ନିଷିଦ୍ଧ କରାଯାଇଛି । ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଏ ସଂପର୍କରେ ଅଭିଯୋଗ କରିବା, ତାହା ଜାଣିବା ନିହାତି ଆବଶ୍ୟକ ।

ଅଧିକାରୀଙ୍କ ସହିତ ଯୋଗାଯୋଗ

ଲିଙ୍ଗ ନିରୂପଣ ସମ୍ପର୍କରେ ଅଧିକ ଜାଣିବା ପାଇଁ କିମ୍ବା ଭୃଣର ଲିଙ୍ଗ ନିରୂପଣ ବିରୁଦ୍ଧରେ ଅଭିଯୋଗ ଜଣାଇବା ନିମନ୍ତେ ନିମ୍ନଲିଖିତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ।

ରାଜ୍ୟସ୍ତରରେ : ପରିବାରର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରାଧିକୃତ ଅଧିକାରୀ, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା ।

  1. PNDT କାର୍ଯ୍ୟାଳୟର ଇ-ମେଲ-pndtorissa@gmail.com
  2. PNDT କାର୍ଯ୍ୟାଳୟର ଟେଲିଫୋନ ନମ୍ବର -୦୬୭୪-୨୩୯୦୬୫୬,
  3. PNDT କାର୍ଯ୍ୟାଳୟର ଦେୟମୁକ୍ତ ଟେଲିଫୋନ ନମ୍ବର -୧୮୦୦ ୩୪୫୬୭୪୬

 

ଜିଲ୍ଲାସ୍ତରରେ : ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକୃତ ଅଧିକାରୀ,

ଜିଲ୍ଲା

ଫୋନ ନମ୍ବର

ଅନୁଗୁଳ

୦୬୭୬୪-୨୩୦୫୬୭

ବାଲେଶ୍ଵର

୦୬୭୮୨-୨୬୨୦୦୧

ବରଗଡ଼

୦୬୬୪୬-୨୩୨୩୪୦

ଭଦ୍ରକ

୦୬୭୮୫-୨୫୦୪୩୬

ବଲାଙ୍ଗୀର

୦୬୬୫୨-୨୩୨୨୨୩

ବୌଦ୍ଧ

୦୬୮୪୧-୨୨୨୨୦୩

କଟକ

୦୬୭୧-୨୬୦୮୧୦୦

ଦେଓଗଡ

୦୬୬୪୧-୨୨୬୩୫୪

ଢେଙ୍କାନାଳ

୦୬୭୬୨-୨୨୬୫୦୦

ଗଜପତି

୦୬୮୧୫-୨୨୨୩୯୬

ଗଞ୍ଜାମ

୦୬୮୧୧-୨୬୩୭୦୦

ଜଗତସିଂହପୁର

୦୬୭୨୪-୨୨୦୩୭୯

ଯାଜପୁର

୦୬୭୨୮-୨୨୨୦୦୧

ଝାରସୁଗୁଡା

୦୬୬୪୫-୨୭୦୦୭୦

କଳାହାଣ୍ଡି

୦୬୬୭୦-୨୩୦୨୦୧

କେନ୍ଦ୍ରାପଡା

୦୬୭୨୭-୨୩୨୬୦୨

କେନ୍ଦୁଝର

୦୬୭୬୬-୨୫୫୪୮୨

ଖୋର୍ଦ୍ଧା

୦୬୭୫୫-୨୨୦୦୦୧

କୋରାପୁଟ

୦୬୮୫୨-୨୫୦୭୦୦

ମାଲକାନାଗିରି

୦୬୮୬୧- ୨୩୦୩୨୩

ମୟୂରଭଞ୍ଜ

୦୬୭୯୨-୨୫୨୬୦୬

ନୟାଗଡ଼

୦୬୭୫୩-୨୫୨୩୩୩

ନବରଙ୍ଗପୁର

୦୬୮୫୮-୨୨୨୦୩୪

ନୂଆପଡ଼ା

୦୬୬୭୮-୨୨୩୪୬୩

ଫୁଲବାଣୀ

୦୬୮୪୨-୨୫୩୬୦୨

ପୁରୀ

୦୬୭୫୨-୨୨୨୦୩୪

ରାୟଗଡା

୦୬୮୫୬-୨୨୨୩୫୪

ସମ୍ବଲପୁର

୦୬୬୩-୨୪୦୦୨୨୨

ସୋନପୁର

୦୬୬୫୪-୨୨୦୨୦୧

ସୁନ୍ଦରଗଡ

୦୬୬୨୨-୨୭୨୨୬୫

ଆଧାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate