ଉକ୍ତ ଯୋଜନାଟି ୧୯୮୭-୮୮ ମସିହାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଦ୍ଵାରା ପ୍ରଣୟନ ହୋଇଥିଲା । ପରବର୍ତ୍ତୀ ସମୟରେ ସମାଜ ମଂଗଳ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି ।
ଯୋଜନାର ଉଦ୍ଦେଶ୍ୟ:
ନବମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ଘରୋଇ ଶିକ୍ଷାଦାନ ବ୍ୟବସ୍ଥା ଯାଦ୍ୱାରାକି ସେମାନେ ଇଞିନିୟରିଂ,ଡାକ୍ତରୀ ଆଦି ପ୍ରତିଯୋଗିତା ମୂଳକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବେ ।
ସାହାଯ୍ୟର ପରିମାଣ
ହିତାଧିକାରୀ ଙ୍କ ଯୋଗ୍ୟତା:
ଅନୁସୂଚୀତ ଜାତିର ଛାତ୍ରଛାତ୍ରୀ ହୋଇଥିବେ ।
ଆବେଦନ ପ୍ରଣାଳୀ :
ଗୋଷ୍ଟି ଉନ୍ନୟନ ଅଧିକାରୀ ନିକଟରେ ଦରଖାସ୍ତ ପ୍ରଦାନ କରାଯିବ ।
ଅଭିଯୋଗ ଦାଖଲ:
ଜିଲ୍ଲାପାଳ / ଜିଲ୍ଲା ସମାଜ ମଂଗଳ ଅଧିକାରୀଙ୍କ ନିକଟର ଅଭିଯୋଗ ଦାଖଲ କରିପାରିବେ ।
କଚ୍ଚ ପାଇଖାନା ସଫା କରୁଥିବା ମେହେନ୍ତର, ମୋଚି, ଚମାର ଏବଂ ସଫେଇ କମ ସହ ପାରମ୍ପରିକ ଭାବରେ ସମ୍ବନ୍ଧ ରଖିବା ଝାଡୁଦାର ଆଦି ବୃତ୍ତିଧାରୀଙ୍କର ସନ୍ତାନମାନଙ୍କୁ ଅଧ୍ୟୟନ ଅବ୍ୟାହତ ରଖିବା ପାଇଁ ସହାୟତା ଯୋଗାଇ ଦେବା ।
ଯୋଗ୍ୟତା :
ଅନୁଷ୍ଠାନର ଯୋଗ୍ୟତା :
ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଦ୍ଵାରା ଉପଯୁକ୍ତ ଭାବରେ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନମାନଙ୍କରେ ଦଶମଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ ।
ସାହାଯ୍ୟର ପରିମାଣ
ପ୍ରଥମରୁ ଦଶମ ଶ୍ରେଣୀ ପଢୁଥିବା ଦିବାଧ୍ୟାୟୀ ଛାତ୍ରଛାତ୍ରୀ ମାନଙ୍କୁ ୧୧୦ ଟଙ୍କା ଓ ତୃତୀୟରୁ ଦଶମ ଶ୍ରେଣୀ ପଢୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ୭୦୦ ଟଙ୍କା ବୃତ୍ତି ପ୍ରଦାନ କରାଯାଏ ।
ଅନୁସୂଚୀତ ଜାତିର ଛାତ୍ରଛାତ୍ରୀଙ୍କର ଉଚ୍ଚ ଶିକ୍ଷା ଯଥା ଏମ୍- ଫିଲ୍, ପି.ଏଚ୍.ଡି. କିମ୍ବା ସେହି ଭଳି କୌଣସି ସମାନ ଶିକ୍ଷା ନିମନ୍ତେ ଆଥିକ ସହାୟତା ପ୍ରଦାନ କରିବା ।
କାର୍ଯ୍ୟକାରୀ ସଂସ୍ଥା
ୟୁ.ଜି.ସି (ୟୁନିଭରସିଟି ଗ୍ରାଣ୍ଡ କମିଶନ ) ଏହାର ପ୍ରଣୟନକାରୀ ସଂସ୍ଥା ରୂପେ କାର୍ଯ୍ୟ କରିଥାଏ ।
ଯୋଗ୍ୟତା
ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ
Last Modified : 12/21/2019