অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମ୍ବାଦ

ସମ୍ବାଦ

  • ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ମଞ୍ଜୁର
  • ଆଗାମୀ ଶିକ୍ଷା ବର୍ଷ ୨୦୧୭-୧୮ରେ ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସରକାର ଚିନ୍ତା କରିଛନ୍ତି ।

  • ଡିସେମ୍ବର ୩୧ ପରେ ଅଚଳ ହୋଇଯିବ ୭ଟି ବ୍ୟାଙ୍କର ଚ୍ୟାକ ବୁକ
  • ଭାରତ ସରକାର ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ ପେମେଣ୍ଟକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ ଆଉ ଏକ ନୂଆ ପଦକ୍ଷେପ ନେଇଛି।

  • ବଦଳିପାରେ ସିବିଏସ୍‌ଇ ପରୀକ୍ଷା ତାରିଖ
  • ବଦଳିପାରେ ସିବିଏସ୍‌ଇ ପରୀକ୍ଷା ତାରିଖ, ଆଗକୁ ବଢିପାରେ ପରୀକ୍ଷା

  • ନଗଦ ବିହୀନ କାରବାରକୁ ପ୍ରୋତ୍ସାହନ
  • ନଗଦ ବିହୀନ କାରବାରକୁ ପ୍ରୋତ୍ସାହନ: ଚେକ ବୁକ ବନ୍ଦ କରିବା ସରକାରଙ୍କ ଆଗାମୀ ଲକ୍ଷ୍ୟ

  • AIIMS ନିଯୁକ୍ତି: ନର୍ସିଙ୍ଗ ଅଫିସର ପାଇଁ ୯୨୭ଟି ପଦବୀ ଖାଲି
  • AIIMS ନିଯୁକ୍ତି: ନର୍ସିଙ୍ଗ ଅଫିସର ପାଇଁ ୯୨୭ଟି ପଦବୀ ଖାଲି, ଜାରି ହେଲା ବିଜ୍ଞପ୍ତି

  • ନବୀନ କହିଲେ ମନର କଥା
  • ନବୀନ କହିଲେ ମନର କଥା : ମନେ ପକାଇଲେ ମଧୁବାବୁଙ୍କ ପ୍ରତିଭା ଓ ବିଜୁଙ୍କ ସାହସିକତା

  • ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି
  • ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ 119 ନିୟୁତ ଆମେରିକୀୟ ଡଲାର ଋଣ ଯୋଗାଇଦେବ ବିଶ୍ୱ ବ୍ୟାଙ୍କ 30 ନଭେମ୍ବର, 2022 ସୁଦ୍ଧା ଶେଷ ହେବ ପ୍ରକଳ୍ପ

  • ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
  • ଏଣିକି ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ଏକ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ କରାଯିବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ କରାଯାଇଛି ।

  • ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
  • ଜାତୀୟ ଗ୍ରାମୀଣ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ପୁନର୍ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate