ଇ-ପର୍ସର ଅର୍ଥ ହେଉଛି ଇଲେକ୍ଟ୍ରୋନିକ ପର୍ସ । ଏହି ପର୍ସର ବ୍ୟବହାର ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ସ୍ଵତନ୍ତ୍ର ପ୍ରୋସାହନ ଦିଆଯାଉଛି ।
ଗ୍ରାମାଞ୍ଚଳର ଲୋକମାନଙ୍କୁ କ୍ୟାସ୍ଲେସ୍ କାରବାର ସୁବିଧା
ଏହି ବିଷୟରେ ଡିଜିଟାଲ ଦେୟପୈଠର ବିଭିନ୍ନ କାର୍ଯ୍ୟକ୍ରମ ର ସୂଚନା ଦିଆଯାଇଛି
ଡିଜିଟାଲ କିପରି ନେଣଦେଣ କରିପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଡିଜିଟାଲ୍ ଆର୍ଥିକ ସେବା ର ସୂଚନା
ଡିଜିଟାଲ୍ ୱାଲେଟର ବହୁଳ ବ୍ୟବହାର ର ସୂଚନା
ଡେବିଟ କାର୍ଡକୁ ଅନ୍ ଲାଇନ୍ ଜିନିଷ କିଣାବିକା ସିଧା ସଳଖ ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ହୋଇପାରେ ।
ୟୁପିଆଇ ଆପ ଦ୍ଵାରା ତତ୍ କ୍ଷଣାତ ଟଙ୍କା ସ୍ଥାନାନ୍ତର ବ୍ୟବସ୍ଥା କରିପାରି କରିପାରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ତୁରନ୍ତ ସୋଧ ସେବା IMPS ଏକ ବାସ୍ତବିକ-କାଳ (real-time) ବିତ୍ତ ସ୍ଥାନାନ୍ତରଣ ସେବା ଯାହା ଦେଶବ୍ୟାପୀ ସର୍ବତ୍ର ଓ ସର୍ବକାଳିନ ଉପଲବ୍ଧ ।
ଅଣୁ ATM ଦ୍ଵାରା ସମ୍ପାଦିତ ହେଉଥିବା କାର୍ଯ୍ୟ, କିପରି ବ୍ୟବହାର କରିବେ କାହା ପ୍ରତି ସଚେତନ ହେବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ପିଓଏସ ସିଷ୍ଟମ କଣ ଓ ଏହାର କିପରି ବ୍ୟବହାର କରିବେ ସେ ସମ୍ବନ୍ଧିତ ତଥ୍ୟ ଆଲୋଚନା କରାଯାଇଛି ।