ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ପାଇଁ ଥିବା ସୁଯୋଗ ସଂପର୍କରେ ବର୍ଷେ ତଳେ XIMBର ମାର୍କେଟିଂ ବିଭାଗ ପ୍ରାଧ୍ୟାପକ ଗୋଟେ ଉତ୍ସାହପ୍ରଦ ଆଲେଖ ଲେଖିଥିଲେ ।
Paytm ମୋବାଇଲ୍ ୱାଲେଟର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମା ନିଜ ସଂଘର୍ଷ କାହାଣୀ ବିଷୟରେ ଆମିଟି ବିଶ୍ୱବିଦ୍ୟାଳୟରେ ବର୍ଣ୍ଣନା କରିଛନ୍ତି ।
ଏହା ଏଭଳି ଏକ ମାଟ୍ରିମୋନି ସାଇଟ୍ ଯେଉଁଥିରେ ଥିବା ସମସ୍ତ ପ୍ରୋଫାଇଲ୍କୁ ୧୦୦% ଯାଂଚ କରାଯାଇଛି ।
ଅନ୍ ଲାଇନ ରୋଜଗାର ର ସୂଚନା
ଆପ୍ ଜରିଆରେ କରିହେବ ଡିପ୍ରେସନର ଚିକିତ୍ସା
ଆପ୍ରେ ପୁଲିସ ବିଭାଗର ୩୫୦୦ ଅଫିସ୍, ୫୮୦ ଥାନାର ସୂଚନା ସମେତ ୧୫ ହଜାର ପୁଲିସ ଅଧିକାରୀଙ୍କ ମୋବାଇଲ୍ ନମ୍ବର ରହିଛି।
ଟିକସଦାତାମାନଙ୍କ ଅଭିଯୋଗର ତ୍ଵରିତ ସମାଧାନ ପାଇଁ ଆୟୁକର ବିଭାଗ ଖୁବ୍ ଶୀଘ୍ର ଏକ ନୂଆ ଫର୍ମ ପ୍ରଚଳନ କରିବାକୁ ଯାଉଛି ।
ବିକାଶଶୀଳ ଅର୍ଥନୀତିକୁ ଲୋକଙ୍କ ପାଖରେ ମୋବାଇଲ ଏବଂ ୱୟାରଲେସ୍ ଡାଟା ନେଟୱର୍କ ମାଧ୍ୟମରେ ପହଞ୍ଚାଇବା
ପାରମ୍ପରିକ ଭାବେ କାଗଜ ଉପରେ କଳିରେ ହେଉଥିବା ଦସ୍ତଖତକୁ ଇଲେକ୍ଟ୍ରୋନିକ ଫର୍ମାଟ ରେ ରୂପାନ୍ତରିକରଣକୁ ଡିଜିଟାଲ ସିଗ୍ନେଚର କୁହାଯାଏ ।
କିଛି ଦିନ ହେବ ସାରା ଦେଶରେ ସ୍ଵାଇନ ଫ୍ଲୁ ଏକ ଆତଙ୍କ ସୃଷ୍ଟି କରିଛି । ଟୀକା ନେଲେ ହିଁ ଏହି ରୋଗର ଭୟାବହତାରୁ ସମସ୍ତେ ଦୂରେଇ ନିରାପଦ ରହିପାରିବେ ।
କରେଜ୍ ସଂସ୍ଥା ଘୋଷଣା କରିଛି ଯେ ତାହାର ୱେବଭିତ୍ତିକ ଟ୍ରେଡିଂ ପ୍ଲାଟଫର୍ମକାଇଟ୍ ଓଡ଼ିଆ ଭାଷାରେ ଉପଲବ୍ଧ ହେବ।
ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନର ନୂଆ ମୁହଁ ର ସୂଚନା
ଓଡ଼ିଆ ଭାଷାର ବିକାଶରେ ଡିଜିଟାଲ ଟେକନୋଲୋଜି ର ସୂଚନା ।
ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରାଯାଏ, ସବୁ ଥିରେ ଓଡିଆ କରିଗରୀ ରସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓ ଡିଶା ବାହାରେ ବ୍ୟାପ କଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାରକଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା।
ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରାଯାଏ, ସବୁ ଥିରେ ଓଡିଆ କରିଗରୀ ରସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓ ଡିଶା ବାହାରେ ବ୍ୟାପ କଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାରକଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା।
କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଦ୍ୱାରା କେ.ଭି.କେ. ପୋର୍ଟାଲ ଉଦଘାଟିତ
iKure ସଫ୍ଟୱେର ସାହାଯ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା
ଘରୋଇ ଖାଦ୍ୟର ସ୍ୱାଦ ର ସୁଚନା
ଇ-ବଜାର ଉପଲବ୍ଧ କରାଉଛି ନୂଆ ଷ୍ଟାର୍ଟ-ଅପ୍ “Kraftly’
ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ଦ୍ଵାରା ଆଇ.ଟି ଟ୍ରେନିଂ ଦିଆଯିବାର ଲକ୍ଷ୍ୟ ରକ୍ଷାଯାଇଛି ।
ଟେକ୍ନୋଲୋଜିକୁ ନିଶା ର ସୁଚନା
ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ ସୁଚନା ମିଳିବା
ଇ –ସ୍ଵାକ୍ଷର ଯୋଗାଣ ସୁବିଧା ଡିଜିଲକର ଅଂଶ ସ୍ୱରୂପ ଇ-ଦଲିଲର ଡିଜିଟାଲ ସ୍ଵାକ୍ଷର ଭାବେ ବ୍ୟବହାର କରାଯାଏ ।
ଡ୍ରାଇଭିଙ୍ଗ ଲାଇସେନ୍ସର କପିକୁ ଡିଜିଟାଲ ଲକର ନାମକ ଆପରେ ରଖିବା ର ସୂଚନା
ମହିଳାମାନଙ୍କ ମଧ୍ୟରେ ଆଜିବି ତିଆରି ପୋଷାକ ପିନ୍ଧିବାର କ୍ରେଜ ରହିଛି । ସଠିକ ମାପ ଓ ନିଜ ପସନ୍ଦ ଅନୁସାରେ ଡିଜାଇନ ପାଇଁହିଁ ମହିଳାମାନେ ତିଆରି ପୋଷାକକୁ ରେଡିମେଡ ପୋଷାକ ଅପେକ୍ଷା ଅଧିକ ପସନ୍ଦ କରନ୍ତି।
ଦୂରସଞ୍ଚାର ସେବାଗୁଡିକର ସୂଚନା
ଚଲାବୁଲା କରିବ ରୋବୋଟ୍ । ଆଉ ଫୁଟବଲ୍ ବି ଖେଳିବ । ଖାଲି ସେତିକି ନୁହେଁ ଉଠିବ, ବସିବ ଓ ସବୁଠୁ ବଡ କଥା ହେଉଛି ମଣିଷ ଡାକିଲେ ଶୁଣିବ ।
ବିଭିନ୍ନ ଅଞ୍ଚଳର ସ୍ଥାନୀୟ ପ୍ରସିଦ୍ଧ ଖାଦ୍ୟ ଭାବେ ପରିଚିତ ଏମିତିକା ୨୪୦ରୁ ଅଧିକ ପ୍ରକାରର ସୁଆଦିଆ ବ୍ୟଞ୍ଜନ ।
ଡିଜିଟାଲ ଇଣ୍ଡିଆ ହେଉଛି ଏପରି ଏକ କାର୍ଯ୍ୟକ୍ରମ ଯ଼ାହା ଦ୍ବାରା ଭାରତକୁ ଡିଜିଟାଲ ସଶକ୍ତିକୃତ ସମାଜ ଓ ଜ୍ଞାନ ଅର୍ଥନୀତିରେ ରୂପାନ୍ତରିତ କରାଯ଼ାଇ ପାରିବ ଭିଜନ ଅଂଚଳ ପ୍ରତ୍ୟେକ ନାଗରିକର ବ୍ୟବହାର ପାଇଁ ଡିଜିଟାଲ ଭିତ୍ତିଭୂମି ଚାହିଦା ଅନୁସାରେ ପ୍ରଶାସନ ନାଗରିକ ମାନଙ୍କର ଡିଜିଟାଲ ସଶକ୍ତିକରଣ ଡିଜିଟାଲ ଇଣ୍ଡିଆର ସମ୍ଭାବନା ଡିଜିଟାଲ ଇଣ୍ଡିଆର ନଅଟି ସ୍ତମ୍ଭ
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ର ସୂଚନା