ରାଜ୍ୟର ୫ଟି ସଂରକ୍ଷିତ ଐତିହ୍ୟସ୍ଥଳୀକୁ ଇ – ଟିକେଟ୍ ବ୍ୟବସ୍ଥା ।
ଅନୁଗୋଳ ଜିଲ୍ଲାର ଅନ୍ଲାଇନ ସେବା ସମ୍ବନ୍ଧରେ ସୂଚନା ।
ଅନ୍ଲାଇନ୍ରେ ମିଳିବ ଶିଶୁଭବନର ଓପିଡି ଟିକେଟ୍ ବିଷୟରେ ସୂଚନା
ଆକ୍ସିସ୍ ବ୍ୟାଙ୍କର ଏହାର ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ ଆଉ ପାଦେ ଆଗେଇ ନେଇ ଇ-ମୁଦ୍ରା ଲିମିଟେଡ୍,ଏକ ଅଗ୍ରଣୀ ଡିଜିଟାଲ୍ ସିକୁ୍ୟରିଟି କଂପାନି ସହ ପାର୍ଟନର୍ ହୋଇ ଇ-ସାଇନ୍ ଆରମ୍ଭ କରିଛି ।
ଆଧାର କଣ ଓ ଅନ୍ଲାଇନରେ କିପରି ନାମକରଣ ଠିକଣା ପରିବର୍ତ୍ତନ କରିପାରିବେ ସେ ସମ୍ବନ୍ଧୀୟ ସୂଚନା ।
ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ
ଆୟକର ଆଇନ, 1961ର ଧାରା 6 ଅନ୍ତର୍ଗତ ନିବାସସ୍ଥାନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ
ରାଜ୍ୟ ସରକାରଙ୍କ ଇ – ରେଜିଷ୍ଟ୍ରେସନ ସେବା ସମ୍ପର୍କରେ ସୂଚନା ଏଠାରେ ମିଳିବ
ଏସସିବି ଡେଣ୍ଟାଲ କଲେଜ ଓ ହସ୍ପିଟାଲ ଏବେ ଅନଲାଇନରେ ପରିଚାଳିତ ହେବ । ଆଉଟଡୋରଠାରୁ ଆରମ୍ଭ କରି ଇନଡୋରରେ ରୋଗୀ କେଉଁଭଳି ସେବା ପାଉଛି, ଡାକ୍ତର କ’ଣ ପରାମର୍ଶ ଦେଉଛନ୍ତି ପରୀକ୍ଷା ରିପୋର୍ଟ କ’ଣ ବାହାରିଛି ଏସବୁ ଅନଲାଇନରେ ଜାଣି ହେବ ।
ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ ‘ଇ-ଔଷଧୀ’ କରିବ ସହାୟତା
ଭାରତର ଅନ୍ୟତମ ବୃହତ୍ ବ୍ୟବସାୟିକ ସାମ୍ରାଜ୍ୟ ଟାଟା ଗ୍ରୁପ ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିଛି
ରାଷ୍ଟ୍ରୀୟ ଇ-ଶାସନ ଯୋଜନାର ଅନଲାଇନ ନାଗରିକ ସେବା ସମ୍ପର୍କରେ ସୂଚନା
ସରକାରଙ୍କ ଦ୍ଵାରା ଥିବା ଇ-ପରିବହନ ସେବା ସମ୍ପର୍କରେ ସୂଚନା ଏଠାରେ ମିଳିବ
ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍(EVM)କୁ ନେଇ ସାଧାରଣଜନତାଙ୍କ ମଧ୍ୟରେ ଉଠୁଥିବା ପ୍ରଶ୍ନର ଉତ୍ତର
ଫାଇଲ ବଦଳରେ ଏବେ ଇ-ଅଫିସ । କିଭଳି ସାଧାରଣ ଲୋକଟିଏ ତୁରନ୍ତ ସରକାରୀ ସେବା ପାଇବ ଓ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ହେବ |
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ମିଳିଛି ହସ୍ପିଟାଲ ଲାଇସେନ୍ସ ପଞ୍ଜୀକରଣ ଓ ନବୀକରଣ ଦାୟିତ୍ଵ
ଓଡ଼ିଶା ଇ-ପୋଲିସିଂ ସେବା ଦ୍ଵାରା ବିଭିନ୍ନ ସୁଭିଧା ହାସଲ କରିପାରିବେ ।
ଇ-ଜିଲ୍ଲା, ଇଲେକଟ୍ରୋନିକ୍ସ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (DeitY), କମ୍ୟୁନିକେଶନ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (MCIT) ଦ୍ଵାରା ଆରମ୍ଭ କରାଯାଇଛି
ଜଣେ ପଞ୍ଜୀକୃତ ନାଗରିକ ବିଭିନ୍ନ ସେବା ମାଧ୍ୟମରେ ବିଭିନ୍ନ ଦେୟର ପାଉଣା ପ୍ରଦାନ କରିପାରିବେ ।
ଓଡିଶାରେ ଇ-ଶିଶୁ ଯୋଜନା ର ସୁଚନା
ଏହା ଏକ ୱେବ ସେବା ଯାହା ଦ୍ଵାରା ଇଣ୍ଟରନେଟ ମାଧ୍ୟମରେ ଅଫିସ ପତ୍ର ବା ଅନ୍ୟ ଦରକାରୀ ସରକାରୀ ନଥି ସଙ୍ଗେ ସଙ୍ଗେ ଅନ୍ୟ ପାଖକୁ ପଠାଯାଇପାରିବ ।
ଓଡିଶାରେ ମଧ୍ୟ ଉପଲବ୍ଧ ଅନଲାଇନ ଇ-ଗଭର୍ଣ୍ଣାନ୍ସ ସେବା ସମୂହ ।
ଆମ ନିଜ ରାଜ୍ୟ ଓଡ଼ିଶାରେ ଆରମ୍ଭ ହେଇଛି ଏପରି ଏକ ଅନଲାଇନ ସପିଙ୍ଗ୍ ୱେବସାଇଟ।
କନ୍ଧମାଳ ଅନଲାଇନ ସେବାର ସୂଚନା ।
କଳାହାଣ୍ଡି ଅନଲାଇନ ସେବା ସମ୍ବନ୍ଧରେ ସୂଚନା ।
କୋରାପୁଟ ଅନଲାଇନ ସେବାର ସୂଚନା ।
ଗଜପତି - ଅନଲାଇନ ସେବା ସମ୍ବନ୍ଧରେ ସୂଚନା ।
ଏବେ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ନିଜ ସଂସ୍ଥାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ କରିପରିବେ
ଜଗତସିଂହପୁର ଜିଲ୍ଲା - ଅନଲାଇନ ସେବା ସମ୍ବନ୍ଧରେ ସୂଚନା ।
ଜନ୍ମ ସାର୍ଟିଫିକେଟ୍ ଫର୍ମ ର ସୂଚନା